ନୂଆଦିଲ୍ଲୀ:ରାମ ମନ୍ଦିର ନିର୍ମାଣ କାମ କେବେ ଆରମ୍ଭ ହେବ ସେ ନେଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ। ଏ ସମ୍ପର୍କରେ ଆସନ୍ତା ୧୯ ତାରିଖ ହେବାକୁ ଥିବା ପ୍ରଥମ ବୈଠକରେ ଆଲୋଚନା କରାଯିବ। ଟ୍ରଷ୍ଟର କହିବା ଅନୁଯାୟୀ ତିଥି ଧାର୍ଯ୍ୟ ନେଇ ଚର୍ଚ୍ଚା ଚାଲିଛି। ତେବେ ଏପ୍ରିଲରେ ରାମନବମୀ ତିଥିରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇ ପାରିବ ନାହିଁ। ତିଥି ଧାର୍ଯ୍ୟ କରିବା ପୂର୍ବରୁ ଟ୍ରଷ୍ଟ ସାମ୍ନାରେ ଅନେକ […]
ନୂଆଦିଲ୍ଲୀ: ଦିଲ୍ଲୀର ଭଜନାପୁରାର ଏକ ବନ୍ଦ ଘରୁ ପରିବାରର ୫ ଜଣଙ୍କ ଗଳିତ ଶବକୁ ପୋଲିସ ଆଜି ଉଦ୍ଧାର କରିଛି। ବାପା-ମା, ଏବଂ ତିନି ଭାଇ ଭଉଣୀଙ୍କର ଏପରି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପ୍ରାଥମିକ ତଦନ୍ତରୁ କହି ଏମାନଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ପାଖ ପଡ଼ୋଶୀଙ୍କ ସହ ମୃତ ପରିବାର […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ରାଜନୀତି ହେବ ଅପରାଧମୁକ୍ତ । ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଟିକଟ ଦେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଏଣିକି ଥରେ ନୁହେଁ, ଅନେକବାର ଚିନ୍ତା କରିବାକୁ ବାଧ୍ୟ ହେବେ। କାରଣ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମ୍କୋର୍ଟ ଗୁରୁବାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ରାଜନୈତିକ ଦଳଗୁଡିକୁ କହିଛନ୍ତି, ନିର୍ବାଚନ ମଇଦାନକୁ ଆସିବା ପୂର୍ବରୁ ଆଶାୟୀ ପ୍ରାର୍ଥୀଙ୍କ ଅପରାଧ ତାଲିକା ଲୋକଙ୍କୁ ଜଣାଅ। ଏପରିକି ପ୍ରାର୍ଥୀଙ୍କ ଅପରାଧିକ ତାଲିକାକୁ ୱେବ ସାଇଡ୍ରେ ଅପ୍ଲୋଡ […]
ଦିଲ୍ଲୀ:ନିଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରି ବୁଧବାର କୋର୍ଟରେ କାନ୍ଦି ପକାଇଛନ୍ତି ତାଙ୍କର ମା‘। ନିର୍ଭୟା ମା’ ଜଜ୍ଙ୍କୁ କହିଛନ୍ତି, ‘ସେ ୭ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଛି। ମୁଁ ହାତ ଯୋଡି ମାଗୁଛି, ଦୋଷୀଙ୍କ ବିରୋଧରେ ତୁରନ୍ତ ଡେଥ୍ ୱାରେଣ୍ଟ ଜାରି କରାଯାଉ।’ ସେତିକି ନୁହେଁ, କୋର୍ଟ ବାହାରେ ମିଡିଆ ସହ ଆଲୋଚନାବେଳେ ମଧ୍ୟ କାନ୍ଦି ପକାଇଛନ୍ତି […]
ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍କୁପାକିସ୍ତାନର ଏକ କୋର୍ଟ ଜମାତ୍-ଉଦ୍-ଦାୱା (ଜେୟୁଡି) ମୁଖ୍ୟ ଟେରର୍ ଫାଇନାନ୍ସିଂ ମାମଲାରେବୁଧବାର ଦୋଷୀ ସାବ୍ୟସ୍ତ କରିଛି। କୋର୍ଟ ହାଫିଜ୍କୁ ୫ ବର୍ଷର ଜେଲ୍ ଦଣ୍ଡ ଦେଇଛନ୍ତି। କୁହାଯାଉଛି, FATFର କଳାତାଲିକାରେ ସାମିଲ ହେବାର ଭୟ ପାକିସ୍ତାନକୁ ଘାରିଛି। ସେହି କାରଣରୁ ପାକିସ୍ତାନ ସରକାରହାଫିଜ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି। କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡକୁ ତା ନାମରେ ଥିବା ଏବଂ […]
କନ୍ନୁର: ଅନ୍ୟ ଜମିରେ ମୂଲ ଲାଗିଲେ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ କଷ୍ଟେମଷ୍ଟେ ଚଳୁଥିଲା ପରିବାର। ହେଲେ ହଠାତ୍ ତାଙ୍କ ଜୀବନର ଗତିପଥ ବଦଳିଗଲା। ରାତାରାତି ବନିଗଲେ କୋଟିପତି। ଏବେ ସେ ୭ କୋଟିର ମାଲିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସେ ଜିତିଛନ୍ତି ୧୨ କୋଟି ଟଙ୍କାର ଲଟେରୀ। ଟାକ୍ସ କଟିଯିବା ପରେ ସେ ପାଇବେ ୭ କୋଟି। କେରଳର କନ୍ନୁର ବାସିନ୍ଦ ପେରୁନ୍ନନ ରାଜନ। ବୟସ ପ୍ରାୟ ୫୮ ହେବ। ଆର୍ଥିକ ଦୁରବସ୍ଥା […]
ନୂଆଦିଲ୍ଲୀ: ଅଭିନବ ଉପାୟରେ ସୁନା, ବ୍ରାଉନଗୁଗର ଚାଲାଣ ହେଉଥିଲା। କେଉଁଠି ପେଟ ଭିତରେ ତ କେଉଁଠି ଜୋତା ଭିତରେ ପୁଣି କେଉଁଠି ପୋଷାକ ଭିତରେ। ଚୋରା ବେପାରୀମାନେ ଏମିତି ଭାବେ ନିଜକୁ ବିପଦକୁ ଠେଲି ଏପରି କାମ କରିଥାନ୍ତି। ହେଲେ ଏହା ସୁନା କି ବ୍ରାଉନସୁଗର ନୁହେଁ, ଏହା ହେଉଛି ବିଦେଶୀ ଟଙ୍କା। ତାହା ପୁଣି ଏମିତି ଭାବେ ଚାଲାଣ ହେଉଥିଲା, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ଭିଡ଼ିଓ CISF ପକ୍ଷରୁ ଟ୍ୱିଟ୍ କରାଯାଇଛି ଯାହା ଭାଇରାଲ […]
ନୂଆଦିଲ୍ଲୀ: ଚୀନ୍ର ଚିନ୍ତା ବଢାଇଛି କରୋନା । ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୧ ଶହ ଟପିଛି। ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ଟପିଛି । ଗତକାଲି କେବଳ ଚୀନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା୧୧୧୯ରେ ପହଞ୍ଚିଛି । ଏଯାଏ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଚୀନରେ ସଂକ୍ରାମକ ରୋଗର ସବୁଠୁ ବଡ଼ ବିଶେଷଜ୍ଞ ଜଙ୍ଗ ନାଶାନଙ୍କ କହିବା ଅନୁସାରେ, ଏହି […]
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀର ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । କେଜରିୱାଲ ବୁଧବାର ଉପ ରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ଜିତି ବିପୁଳ ମାତ୍ରାରେ ବିଜୟ ପାଇବା ପରେ ଆଜି ଆମ୍ ଆଦ୍ମୀ ପାର୍ଟି ବିଧାୟକ ଦଳ ବୈଠକ ବସିବ। ଏଥିରେ କେଜରିୱାଲଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ। […]
ହାଇଦ୍ରାବାଦ୍: ଚୀନର ବୁହାନ ସହରରୁ ସଂକ୍ରମିତ ହେଉଥିବା କରୋନା ଭାଇରସ କ୍ରମଶଃ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। କରୋନା ଭୂତାଣୁର ଭୟ ଛାଇ ଯାଇଛି ସବୁଆଡେ। ସାମାନ୍ୟ ଥଣ୍ଡା ହେଲେ ବି ଲୋକେ ଡରି ଯାଉଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି କରୋନା ଭୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। କୁହାଯାଉଛି, ସେ ତାଙ୍କ ପତ୍ନୀ ଓ ସନ୍ତାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ କୃଷ୍ଣାହଦ ଏବଂ ସେ ଚିତୋରର […]
ନୂଆଦିଲ୍ଲୀ: ଶାହୀନ ବାଗରେ ବିଜେପିକୁ ଲାଗିଛି ଝଟକା । ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ […]
ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଗଲାଣି ଦିଲ୍ଲୀ ଭବିଷ୍ୟତ। ଦିଲ୍ଲୀ ସିଂହାସନରେ ଆମ ଆଦ୍ମୀ ପାର୍ଟି(ଆପ) ବସିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାନ୍ତ କିଶୋର ନିକଟରେ ସିଏଏ ଓ ଏନଆରସି ବିରୋଧରେ ମତଦେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ସେ କହିଛନ୍ତି, “ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ଛିଡ଼ା ହୋଇଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି।” ୨୦୨୦ ଦିଲ୍ଲୀ […]
ମୁମ୍ବାଇ: ପାଖେଇ ଆସୁଛି ‘ବିଗ୍ବସ୍’ ସିଜିନ୍ ୧୩ ଗ୍ରାଣ୍ଡ ଫିନାଲେ । ଏବେ ଫିନାଲେ ୱିକ୍ରେ ଚାଲିଛି ଜୋରାଦାର ପ୍ରସ୍ତୁତି। ୧୫ରେ ହେବ ଗ୍ରାଣ୍ଡ ଫିନାଲେ । ଫିନାଲେ ୱିକ୍ରେ ଟପ୍ ୭ ଲଢ଼ିବେ ବୋଲି ଜଣାପଡ଼ିଛି। କାରଣ ଏହି ‘ୱିକେଣ୍ଡ କା ବାର୍’ରେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ‘ନୋ ଏଭିକ୍ଶନ୍’। ଅର୍ଥାତ ଘରୁ କେହି ବି ବାହାରିବେ ନାହିଁ। ଏହା ‘ବିଗ୍ ବସ୍’ ଇତିହାସରେ ପ୍ରଥମ। ଶୋ’ର ହୋଷ୍ଟ ପ୍ରଥମେ ସଲ୍ମାନ୍ ଖାନ୍ ଥଟ୍ଟା କରିବା […]
ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ଭୋଟ ଗଣତି ଚାଲିଛି । ଆଉ କିଛି ସମୟ ପରେ ମିଳିଯିବ ଚୂଡ଼ାନ୍ତ ଫଳାଫଳ । ଗଣା ସରି ନ ଥିଲେ ବି ସବୁ ସିଟ୍ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇ ଆସିଲାଣି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନର ଅଧିକାଂଶ ସ୍ଥାନରେ ଆମ୍ ଆଦ୍ମୀ ପାର୍ଟି (AAP) ପ୍ରାର୍ଥୀ ଆଗରେ ଥିବା ଜଣାଯାଇଛି। ପୁଣି ଥରେ କେଜ୍ରିୱାଲଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଆପ୍ ପ୍ରାର୍ଥୀ ୫୦ […]
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନସୁଦ୍ଧା ଯାହା ଜଣାପଡ଼ିଛି, କ୍ଷମତା ଦଖଲ ଅଭିମୁଖେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ […]
ୱାଶିଂଟନ୍:ୟୁରୋପିଆନ ସ୍ପେଶ୍ ଏଜେନ୍ସି (ESA) ଏବଂ ଆମେରିକା ସ୍ପେଶ୍ ଏଜେନ୍ସି (NASA)ର ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ତାର ଐତିହାସିକ ଯାତ୍ରା ଆରମ୍ଭ କରିଛି । ସୋମବାର ଏହି ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ଅନ୍ତରୀକ୍ଷରେ ପ୍ରବେଶ କରିଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଅତି ନିକଟରୁ ସୂର୍ଯ୍ୟ ଓ ଏହାର ବିଭିନ୍ନ ପୋଲର ଫଟୋ ସଂଗ୍ରହ କରିବା । ନାସା ଏକ ବୟାନ ଜାରି କରି କହିଛି, ୧.୫ ଅରବ ଡଳାର ବ୍ୟୟରେ ହୋଇଥିବା ଏହି ସ୍ପେଶ୍କ୍ରାଫ୍ଟକୁ ଫ୍ଲୋରିଡ଼ାର […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୧ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…