• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

water bottles
ଷ୍ଟେସନ୍‌ରୁ ପାଣି ବୋତଲ ପ୍ୟାକେଟ୍‌ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ

ଲକ୍ଷ୍ନୌ: ରେଲ୍‌ୱେ ଷ୍ଟେସନ୍‌ରୁ ପାଣି ବୋତଲ ପ୍ୟାକେଟ୍‌ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ସଂଖ୍ୟାରେ ଶ୍ରମିକ ଆସି ରେଲ୍‌ୱେ ଷ୍ଟେସନ୍‌ରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍‌କୁ ଧରି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ପଣ୍ଡିତ ଦୀନ ଦୟାଲ ଉପାଧାୟ ଷ୍ଟେସନ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସୂଚନା ଅନୁସାରେ, କିଛି ସମୟ ପାଇଁ ଶ୍ରମିକ […]

corona
କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କରୋନା ନେଇଗଲା ଜୀବନ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଡାକ୍ତର ପାଣ୍ଡେ ଏମ୍ସରେ କରୋନା ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ। ଗତ ୧୯ ତାରିଖରେ ସେ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବା କରୋନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା। ଡାକ୍ତର ପାଣ୍ଡେଙ୍କ ମୃତ୍ୟୁ ନେଇ ଦିଲ୍ଲୀର […]

kiran kumar
ଅଭିନେତା କିରଣ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି। ସେଲ୍ଫ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। କିଛି ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଶରୀରରେ […]

corona
ଆସିଗଲା କି ତୃତୀୟ ଲହରୀ ? ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା

କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେ‍ଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନା ତୃତୀୟ ଲହରୀ ପହଞ୍ଚିଗଲାଣି ‍ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ​​।

black panther
ଛତିଶଗଡ଼ ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର କଳା ବାଘ

ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଥିବା ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟରେ ଏକ ବ୍ଲାକ୍ ପ୍ୟାନ୍ଥର(କଳା ବାଘ)କୁ ଠାବ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଏହି କଳାବାଘ କଏଦ ହୋଇଛି। ଗତ ୨୫ ମାର୍ଚ୍ଚରୁ ଏପ୍ରିଲ ୨୫ ତାରିଖ ମଧ୍ୟରେ ରେକର୍ଡ ହୋଇଥିବା ଟ୍ରାପ୍ କ୍ୟାମେରାର ତଥ୍ୟରୁ ଏହା ଜଣାପଡ଼ିଛି। ଏହି ପ୍ରଜାତିର ବାଘ ବିରଳ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବାଘ ସହ ଅନ୍ୟ କିଛି ବାଘ ରହୁଛନ୍ତି ନା ନାହିଁ, […]

ivanka
ଟ୍ରମ୍ପଙ୍କ ଝିଅଙ୍କ ମୁହଁରେ ଭାରତର ‘ସାଇକେଲ୍‌ ଗର୍ଲ’ଙ୍କ ପ୍ରଶଂସା

ପାଟନା: ଲକ୍‌ଡାଉନ୍‌ ବେଳେ ଅସୁସ୍ଥ ବାପାଙ୍କୁ ଦୀର୍ଘ ୧୨ଶହ କିଲୋମିଟର ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟା ଝିଅର ସାହସକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟା ଜ୍ୟୋତି କୁମାରୀ ତାଙ୍କ ଅସୁସ୍ଥ ବାପାଙ୍କୁ ସାଇକେଲ୍‌ରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିଲେ। ଜ୍ୟୋତିଙ୍କ ଏପରି ସାହସିକ ପଦକ୍ଷେପ ପାଇଁ ସାଇକ୍ଲିଂ ଫେଡେରେସନ ପକ୍ଷରୁ ତାଙ୍କୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ […]

weather
ଏଣିକି ଉମଙ୍ଗ ଆପ୍‌ରେ ମିଳିବ ପାଣିପାଗ ସୂଚନା

ନୂଆଦିଲ୍ଲୀ: ଏଣିକି ଉମଙ୍ଗ ଆପ୍(UMANG App)‌ ମାଧ୍ୟମରେ ଘରେ ବସି ପାଇପାରିବେ ପାଣିପାଗ ସମ୍ପର୍କିତ ସୂଚନା। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଡିିଜିଟାଲ୍‌ ଇଣ୍ଡିଆ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯିବ। ଏହି ଆପ୍‌ ମାଧ୍ୟମରେ ନିଜ ସହରର ତାପମାତ୍ରା, ଆର୍ଦ୍ରତା, ବର୍ଷାର ପରିମାଣ ଓ ପବନ ବେଗ ସମ୍ପର୍କରେ ଜାଣିପାରିବେ। ୧୫୦ଟି ସହରର ପାଣିପାଗ ବିଷୟରେ ଦିନକୁ ୮ଥର ସୂଚନା ଦିଆଯିବ। ୪୫୦ଟି ସହରରେ ଗତ ୨୪ ଘଣ୍ଟା ଓ ଆଗାମୀ ୭ ଦିନ ପର୍ଯ୍ୟନ୍ତ […]