• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

vlcsnap-error709
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ, ବାଉଁଶ କୁଡ଼ିଆରେ କଲେ କ୍ୱାରେଣ୍ଟିନ୍‌ ସେଣ୍ଟର

ଇମ୍ପାଲ: କରୋନା ମୁକାବିଲା କ୍ଷେତ୍ରରେ ପାଦେ ଆଗରେ ରହିଛି ମଣିପୁରର ଏକ ଗାଁ। ଏଠାରେ ରହୁଥିବା ଗ୍ରାମବାସୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ବାଉଁଶରେ ୮୦ଟି ଛୋଟ ଛୋଟ କୁଡ଼ିଆ ତିଆରି ହୋଇଛି। ଯାହା କ୍ୱାରେଣ୍ଟିନ୍‌ ସେଣ୍ଟର ଭଳି କାମ କରିବ। ଯେଉଁଥିରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ଏଥିପାଇଁ ସେମାନେ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ଇମ୍ଫାଲଠାରୁ ୧୧୫ କିଲୋମିଟର ଦୂର ସେନାପତି ଜିଲ୍ଲାର ତୁଙ୍ଗ୍‌ଜୟ ଗ୍ରାମବାସୀ ଗାଁଠୁ ଦୂରରେ ଥିବା ଖୋଲା […]

cyclone
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାଲି ଡିପ୍ରେସନ୍‌ର‌ ରୂପ ନେବ !

ନୂଆଦିଲ୍ଲୀ: ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ୱେଲ୍‌ ମାର୍କଡ୍ ଲୋ’ ପ୍ରେସର୍‌ ଏରିଆ ଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଏହା ଡିପ୍ରେସନ୍‌ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଘନୀଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ୍‌ରେ ଅର୍ଥାତ୍‌ ବାତ୍ୟାରେ ପରିଣତ ହୋଇପାରେ। ମେ’ ୧୭ ତାରିଖ […]

indian railways
ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ଟ୍ରେନ୍ ଟିକେଟ୍‌ ବାତିଲ

ନୂଆଦିଲ୍ଲୀ: ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍‌କୁ ରେଳ ବିଭାଗ ବାତିଲ କରିଛି। ଟିକେଟ୍‌ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି। ହେଲେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ଶ୍ରମିକ ଟ୍ରେନ୍‌ ଓ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ମଚଳାଚଳ କରିବ। ଗତ ସପ୍ତାହରେ ଦିଲ୍ଲୀ ସମେତ ଦେଶର ୧୫ଟି ସହରକୁ ସ୍ୱତନ୍ତ୍ର ଟ୍ରେନ୍‌ […]

Capture
ଘର ବାହୁଡ଼ା କାଳ ହେଲା, ଅକାଳରେ ଆଖି ବୁଜିଲେ ୧୪ ଶ୍ରମିକ

ନୂଆଦିଲ୍ଲୀ: ଘର ବାହୁଡ଼ା କାଳ ହେଲା, ଅକାଳରେ ଆଖି ବୁଜିଲେ ୧୪ ଜଣ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଏହି ଶ୍ରମିକମାନେ କିଛି ଉପାୟ ନ ପାଇ ଘରକୁ ଫେରୁଥିବା ବେଳେ ଅକାଳରେ ସେମାନଙ୍କର ପ୍ରାଣହାନୀ ଘଟିଛି। ୭୦ଜଣ ଶ୍ରମିକ ଏକ ଟ୍ରକ୍‌ରେ ମହରାଷ୍ଟ୍ରରୁ ଉତ୍ତରପ୍ରଦେଶ ସ୍ଥିତ ସେମାନଙ୍କର ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଏକ ବସ୍‌ ସେମାନଙ୍କର ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ […]