• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

youth arrested
ଡେଟିଂ ସାଇଟ୍‌ରେ ଚିଟିଂ, ଫସିଲେ ‘କବୀର ସିଂ’

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହିଦ୍‌ କପୁରଙ୍କ ଅଭିନୀତ‌ ଫିଲ୍ମ ‘କବୀର ସିଂ’ରୁ ଅନୁପ୍ରାଣିତ ହୋଇ ବ୍ଲାକ୍‌ମେଲର୍‌ ସାଜିଲେ ୩୧ ବର୍ଷୀୟ ଯୁବକ। ନିଜକୁ ମିଛରେ orthopaedic ସର୍ଜନ କହି ଏକ ଡେଟିଂ ୱେବ୍‌ସାଇଟ୍‌ରେ ଯୁବତୀଙ୍କୁ ପ୍ରଲୋଭନ ଓ ପରେ ବ୍ଲାକ୍‌ମେଲିଂ କରିବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଆନନ୍ଦ କୁମାର। ଏହି ଘଟଣାରେ ପୁଲିସ୍ ତାଙ୍କର ଜଣେ ସହଯୋଗୀଙ୍କୁ‌ ମଧ୍ୟ ଗିରଫ କରିଛି। ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ କ୍ରମେ […]

Donald_Trump
WHO ସହ ସମ୍ପର୍କ ଛିନ୍ନ କଲା ଆମେରିକା

ୱାଶିଂଟନ୍‌: ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏବେ WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ WHOକୁ ଚୀନ ନିଜ ନିୟନ୍ତ୍ରଣରେ ରଖିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଚୀନ ଉପରେ ବର୍ଷିବା ସହ ଟ୍ରମ୍ପ କହିଛନ୍ତି, ସୁରକ୍ଷା ପାଇଁ ବିପଦ ସାଜି ଆମେରିକାରେ ରିସର୍ଚ୍ଚ କରୁଥିବା ଚୀନ ବୈଜ୍ଞାନିକମାନଙ୍କ ଉପରେ […]

rainfall
ଆରବ ସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ହୋଇପାରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ମେ’ ୩୧ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।  କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀର ଆଗମନ ପରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ କହିଛି। […]

jio
ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ନୂଆଦିଲ୍ଲୀ: ଜିଓ ଫାଇବର (Jio Fiber) ଏହାର ଆନୁଆଲ୍‌ ସବ୍‌ସ୍କ୍ରିପସନ୍‌ ପ୍ଲାନ୍ସ ପାଇଁ ଆଡିସ୍‌ନାଲ୍‌ ଡବଲ୍‌ ଡାଟା ବେନିଫିଟସ୍‌ ଘୋଷଣା କରିଛି। ଏନେଇ ରିଲାଏନ୍ସ ଜିଓ ଏହାର ୱେବ୍‌ସାଇଟ୍‌ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜିଓର ବ୍ରୋଞ୍ଜ୍‌ରୁ ଟାଇଟାନିୟମ୍‌ ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍ସରେ ବର୍ତ୍ତମାନ ଡବଲ୍‌ ଡାଟା ମିଳିବ। ଯଦି ଆମେ ଜିଓ ଫାଇବର୍‌ର ୬୯୯ଟଙ୍କାର ବ୍ରୋଞ୍ଜ୍‌ ପ୍ଲାନ୍‌ କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍‌ ବେନିଫିଟ୍‌, ୫୦ ଜିବି Introductory ଡାଟା ଓ […]

Locust
କରୋନା ସଙ୍କଟ ମଧ୍ୟରେ ପଙ୍ଗପାଳକୁ ନେଇ ଏବେ ଚିନ୍ତା, ହାଇ ଆଲର୍ଟରେ ପଞ୍ଜାବ

ନୂଆଦିଲ୍ଲୀ: ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଥିବାବେଳେ ପଙ୍ଗପାଳକୁ ନେଇ ଚିନ୍ତା ଆହୁରି ବଢ଼ି ଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହରିଆଣା ପରେ ଏବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳକୁ ନେଇ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରର ଭଣ୍ଡାରା ଅଞ୍ଚଳରେ ଅନେକ ଜମିରେ ଏହି ପଙ୍ଗପାଳ ମାନେ ଫସଲ ନଷ୍ଟ କରି ଦେଇଛନ୍ତି। ସେମାନଙ୍କୁ ମାରିବା ପାଇଁ ମେସିନ୍‌ ମାଧ୍ୟମରେ କୀଟନାଶକ ସିଞ୍ଚନ କରାଯାଉଛି। ଏପରିକି କିଛି ଲୋକ ବାଜା ବଜାଇ ପଙ୍ଗପାଳଙ୍କୁ […]