• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

earthquake-8 (1)
ଝାଡ଼ଖଣ୍ଡ, କର୍ଣ୍ଣାଟକରେ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। National Center for Seismologyର ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ୫୫ ମିନିଟ୍‌ରେ ଝାଡ଼ଖଣ୍ଡର ଜାମ୍‌ସେଦ‌ପୁରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୭ ଥିଲା। ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍‌ ସକାଳ ୬ଟା ୫୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। National […]

cyclone
ତାଣ୍ଡବ ରଚିଲା ‘ନିସର୍ଗ’, ନେଲା ୩ ଜୀବନ

ମୁମ୍ବାଇ: ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟା ‘ନିସର୍ଗ’ ଦୁର୍ବଳ ହୋଇଛି। ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ୍‌ରୁ ଏବେ ସାଇକ୍ଲୋନ୍‌ରେ ପରିଣତ ହୋଇଛି ‘ନିସର୍ଗ’। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ ମହାରାଷ୍ଟ୍ରର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ଅପରାହ୍ନରେ ମହାରାଷ୍ଟ୍ରର ଅଲିବାଗ୍‌ ନିଟରେ ‘ନିସର୍ଗ’ ଲ୍ୟାଣ୍ଡ୍‌ଫଲ୍ କରିବା ପରେ ବ୍ୟାପକ କ୍ଷୟକ୍ଷତି […]

rain
ଲ୍ୟାଣ୍ଡ୍‌ଫଲ୍‌ କଲା ବାତ୍ୟା ‘ନିସର୍ଗ’

ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗ ନିକଟରେ ଆଜି ଅପରାହ୍ଣରେ ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡ୍‌ଫଲ୍‌ କରିଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଲ୍ୟାଣ୍ଡ୍‌ଫଲ୍ ସରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ସେଠାରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବହୁଥିବା ସୂଚନା ମିଳିଛି। ‘ନିସର୍ଗ’ ପ୍ରଭାବରେ ଆଲିବାଗ ଓ ମୁମ୍ବାଇରେ ମଧ୍ୟ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେଉଛି। […]

bhubaneswar
ସର୍ଭେଲାନ୍ସରେ ଭୁବନେଶ୍ୱର ଓଲ୍‌ଡ୍‌ ଟାଉନ୍‌ର ଏହି ଅଞ୍ଚଳ‌, କରୋନା ଲିଙ୍କ୍‌ ରହିଛି କି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓଲ୍‌ଡ୍‌ ଟାଉନ୍‌ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କିଛି ଘରକୁ ସର୍ଭେଲାନ୍ସରେ ରଖାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କାହିଁକି ଏହି ଘର ଗୁଡ଼ିକୁ ସର୍ଭେଲାନ୍ସରେ ରଖାଗଲା ସେନେଇ ସରକାର ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରି ନାହାନ୍ତି। ଏପରିକି ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ମଧ୍ୟ ଘୋଷଣା ହୋଇନାହିଁ କିମ୍ବା କିଛି ସ୍ପଷ୍ଟ ଭାବେ […]