ନୂଆଦିଲ୍ଲୀ: ଦେଶରେ କରୋନା ପ୍ରଭାବ ଯଦିଓ କମିଥିବା ଦେଖିବାକୁ ମିଳିଛି ତଥାପି ଭୟ ଦୂର ହୋଇ ନାହିଁ। ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ୧ ଲକ୍ଷ ୪୦ ହଜାର ୯୫୮କୁ ବୃଦ୍ଧି ପାଇଲାଣି। ଇତିମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୦୩ ହଜାର ୭୭୦ ଟପିଥିବାବେଳେ ଗତ ୨୪ ଘଣ୍ଟାରେ ୨୬,୫୬୭ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ଟିଭ ସଂଖ୍ୟା ୩ ଲକ୍ଷ ୮୩ […]
ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ପଡ଼ିଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ । ସୋମବାର ଦିଲ୍ଲୀ ଶକରପୁର ଅଞ୍ଚଳରୁ ୫ ଜଣ ଅପରାଧୀଙ୍କୁ ଧରିଛି ଦିଲ୍ଲୀ ପୋଲିସ। ସେମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅପରାଧ ଘଟାଇବା ଭଳି ସାମଗ୍ରୀ ଜବତ କରାଯାଇଛି । ଚାଷୀ ଆନ୍ଦୋଳନ ଏବଂ ଭାରତ ବନ୍ଦ ଡାକରା ସମୟରେ ଆତଙ୍କବାଦୀ ଗିରଫ ଘଟଣା ଏକ ବଡ ସଫଳତା ବୋଲି କୁହାଯାଉଛି। ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର ହୋଇଥିବାବେଳେ ୩ […]
ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଭବନ ପାଖରେ ନୂଆ କୋଠା ବା ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ପୁରୁଣା ସଂସଦ ଭବନର ନବୀକରଣ ନେଇ ମାମଲା ବିଚାରାଧିନ ଥିବାବେଳେ ନୂଆ କୋଠା ନିର୍ମାଣ ପ୍ରସ୍ତାବ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଏହାସହ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ନ କରିବା ଲାଗି ସରକାର ଦୃଢ଼ ଜବାବ ଦିଅନ୍ତୁ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏନେଇ ମାମଲାର […]
ନୈନିତାଲ:ରାସ୍ତାଘାଟର ସୁବିଧା ନ ଥିଲେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ରୋଗୀ ବିଶେଷକରି ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାର ଲୋକେ ହିଁ କହିପାରିବେ। ରାସ୍ତା ଅବ୍ୟବସ୍ଥା ଯୋଗୁ ଆମ୍ବୁଲାନ୍ସ ଆସି ନ ପାରିବା, ରୋଗିଙ୍କୁ ଭାରରେ ବୋହି ନେବା…ଏସବୁ ଓଡ଼ିଶାରେ ସାଧାରଣ କଥା। ଏପରିକି ଗର୍ଭବତୀ ମହିଳାଙ୍କୁ ଭାରରେ ନେବା ବାଟରେ ସନ୍ତାନ ପ୍ରସବ ଦେବା, ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିବା […]
ନୂଆଦିଲ୍ଲୀ: କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ DCGIର ଅନୁମତି ମାଗିଛି । ଫାଇଜର୍ ପରେ କୋଭିସିଲ୍ଡ ଏପରି ଜରୁରୀ କାଳୀନ ଅନୁମତି ମାଗିବାରେ ଦ୍ୱିତୀୟ ଟିକା ସଂସ୍ଥା । ଅକ୍ସଫୋର୍ଡ ୟୁନିଭର୍ସିଟି ଓ ବ୍ରିଟେନର ଔଷଧ କମ୍ପାନି ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏହି ଟିକା ଭାରତରେ ତିଆରି ହେଉଛି । ପୁଣେରେ ଥିବା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ କୁହାଯାଇଛି, କୋଭିସିଲଡ ସୁରକ୍ଷିତ ଅଟେ ଏବଂ କରୋନା […]
ନୂଆଦିଲ୍ଲୀ: କୋଭିଡ୍ ୧୯ ମୁକାବିଲା ପାଇଁ ମାସ୍କ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ନୂଆ ଗାଇଡଲାଇନ୍ସ ଜାରି କରିଛି। ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍ର ସମସ୍ତ କର୍ମଚାରୀ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ବ୍ୟବହାର ଉପରେ WHOର ନୂଆ ଗାଇଡ୍ଲାଇନ୍ସ ମେଡିକାଲ୍ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମଧ୍ୟ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଆବଶ୍ୟକ। ଏପରି କି କୋଭିଡ୍ ୧୯ ସଂକ୍ରମଣ ନ ଥିବା ଓ୍ୱାର୍ଡରେ ମଧ୍ୟ […]
ନୂଆଦିଲ୍ଲୀ: କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର ୮ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୧ ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଡିସେମ୍ବର ୯ ତାରିଖ ପୁଣି କେନ୍ଦ୍ର ସରକାର- ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହେବ। ଏହା ପୂର୍ବରୁ ଚାଷୀ ସଂଗଠନ ଭାରତ ବନ୍ଦ […]
ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢି ଚାଲିଛି ପେଟ୍ରୋଲ, ଡିଜେଲ ଦର। ସୋମବାର ୬ଷ୍ଠ ଦିନରେ ପେଟ୍ରୋଲ ଦର ୩୦ ପଇସା ଏବଂ ଡିଜେଲ ଦର ୨୬ ପଇସା ବୃଦ୍ଧି ପାଇଛି। ରବିବାର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦାମରେ ବୃଦ୍ଧି ଘଟିଛି। ତୈଳଦର ବୃଦ୍ଧି ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା […]
ନୂଆଦିଲ୍ଲୀ: ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ, ଯାହାକି ରାତି ୧୧ଟା ୧୫ ମିନିଟ୍ରେ ଆରମ୍ଭ ହୋଇ ରାତି ୨ଟା ୩୪ ମିନିଟ୍ରେ ଶେଷ ହେବ। ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ ମହାସାଗର,ଆଣ୍ଟାର୍ଟିକା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚଳିତ ବର୍ଷ ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଆଜି ପରେ ତୃତୀୟ ଗ୍ରହଣ ଜୁଲାଇ […]