• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Sanjeev6-750x430
ଗୋବିନ୍ଦାଙ୍କ ସହ ଷ୍ଟେଜ୍ ସେୟାର କଲେ ଡ୍ୟାନ୍ସିଂ ଅଙ୍କଲ

ନୂଆଦିଲ୍ଲୀ: ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ନାଚି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଯାଇଥିବା ଡ୍ୟାନ୍ସିଂ ଅଙ୍କଲ ଓରଫ୍ ପ୍ରଫେସର ସଂଜୀବ ଶ୍ରୀବାସ୍ତବକଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ଯାହାକୁ ନିଜର ଆଦର୍ଶ ବୋଲି ମାନୁଥିଲେ ତାଙ୍କ ସହ ଷ୍ଟେଜ୍ ସେୟାର କରିଛନ୍ତି ଏକ ଟିଭି ଶୋରେ।  ନିକଟରେ ଡ୍ୟାନ୍ସିଂ କି ଦିୱାନେ ନାମକ ଟିଭି ଶୋରେ ସେ ଗୋବିନ୍ଦାଙ୍କ ସହ  ଡ୍ୟାନ୍ସ କରିଥିଲେ। ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରି ପ୍ରଫେସର ଶ୍ରୀବାସ୍ତବ ଏତେ ଖୁସି ହୋଇଯାଇଥିଲେ ଯେ […]

FIFA
ଆଜିଠୁ ବିଶ୍ୱକପ୍ ଫୁଟବଲ୍ ମହାକୁମ୍ଭ

ରୁଷିଆ : ଆଜିଠାରୁ ଆରମ୍ଭ ହେଉଛି ଫିଫା ଫୁଟବଲ ବିଶ୍ୱକପ୍।  ଆୟୋଜକ ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିଅମ୍‌ରେ ଖେଳାଯିବ ୬୩ଟି ମ୍ୟାଚ। ବିଶ୍ୱର ଶ୍ରେଷ୍ଠ ୩୨ଟି ଟିମ୍ ମଧ୍ୟରେ ହେବ କଡ଼ା ମୁକାବିଲା।  ଉଦଘାଟନୀ ମ୍ୟାଚରେ ଆୟୋଜକ ରୁଷିଆ ସହିତ ସାଉଦି ଆରବର ମୁକାବିଲା ହେବ। ମସ୍କୋରେ ଉଦ୍‌ଘାଟନୀ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି।  ଉଦଘାଟନୀ ଉତ୍ସବକୁ ଅଧିକ  ଆକର୍ଷଣୀୟ କରିବା ପାଇଁ ଷ୍ଟେଜରେ ଦେଖିବାକୁ ମିଳିବ ଋଷିଆର ଷ୍ଟାର ରୋବିଇ ଓ୍ୱିଲିୟମ୍ସଙ୍କୁ। […]

writeadiary
ଆପଣ ଜୀବନରେ ପଛେଇ ଯାଉଛନ୍ତି କି ? କ'ଣ କଲେ ଏଭଳି ସ୍ଥିତିରୁ ସୁଧୁରିବେ ?

ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I ଏଥିରୁ ସୁଧୁରିବା ପାଇଁ କଣ କରିବା ଦରକାର ? ପଢନ୍ତୁ ଏହି ସୁନ୍ଦର କାହାଣୀ ଗୋଟେ ତୁଳା କାରଖାନାର ମାଲିକ ତାଙ୍କ […]

gold
ବଢ଼ିଲା ସୁନା ଓ ରୂପାର ଦର

ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର ଜୈନ କହିଛନ୍ତି, “ସୁନା ଦର ଆଜି ପୁଣି ୧୦୦ ଟଙ୍କା ବଢ଼ିଛି। ଫଳରେ ଏବେ ୧୦ ଗ୍ରାମ ସୁନା ଦର ୩୫,୯୭୦ ଟଙ୍କାରେ ପହଞ୍ଚିଛି। ୯୯.୯% ସୁନା […]

storm
ଉତ୍ତର ପ୍ରଦେଶରେ ଝଡ଼ର ତାଣ୍ଡବ; ୧୩ ମୃତ, ୨୮ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ […]

player
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣିମ ଇତିହାସ

କଟକ  : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତ ରଚିଲା ସ୍ୱର୍ଣ୍ଣିମ ଇତିହାସ। ଚାମ୍ପିୟନଶିପର ସମସ୍ତ ୭ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଆଜି ଶେଷ ଦିନରେ ପୁରୁଷ ଓ ମହିଳା ବିଭାଗର ଉଭୟ ସିଙ୍ଗିଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛି ଟିମ୍ ଇଣ୍ଡିଆ। ପୁରୁଷ ସିଙ୍ଗଲସରେ ହରମିତ ଦେଶାଇ ଓ ମହିଳା ସିଙ୍ଗିଲ୍ସରେ ଅହିକା ମୁଖାର୍ଜୀ ଚାମ୍ପିୟାନ ହୋଇଛନ୍ତି। ପୂର୍ବରୁ  ଉଭୟ ପୁରଷ ଓ ମହିଳା ଡବଲ୍ସରେ ୨ଟି ସ୍ୱର୍ଣ୍ଣ କବ୍‌ଜା କରିଥିଲେ […]

odia film
ରିଲିଜ୍‌ ହେଲା ଓଡ଼ିଆ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍

ଭୁବନେଶ୍ୱର: ରଜ ବଜାରରେ କମାଲ କରିବା ପାଇଁ ସିଲଭର ସ୍କ୍ରିନକୁ ଆସିଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ କରିଛନ୍ତି ଚୁଲବୁଲି ଦିବ୍ୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରହିଛି ଜବରଦସ୍ତ ଷ୍ଟୋରୀ ଲାଇନ। ଫିଲ୍ମରେ ବାବୁସାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ସେହିଭଳି […]

mumbai aprtment fire
ମୁମ୍ବାଇର ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରହୁଥିବା ସୂଚନା

ମୁମ୍ବାଇ: ୱାର୍ଲିସ୍ଥିତ ଏକ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ। ୱାର୍ଲି ପ୍ରଭାଦେବୀର ଏକ ଆପାର୍ଟମେଣ୍ଟର ୩୩ ତମ ମହଲାରେ ନିଆଁ ଲାଗିଛି। ନିଆଁ ଅଟ୍ଟାଳିକାର ଉପର ମହଲାରେ ଥିବା କିଛି ଫ୍ଲାଟ୍‌କୁ ବ୍ୟାପିଥିବା ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏଥିସହିତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଅଟ୍ଟାଳିକାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫ୍ଲାଟ୍ ରହିଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ବାଇର ସମ୍ଭ୍ରାନ୍ତ […]

RehamKhan
ପାକିସ୍ତାନରେ ହଟଚମଟ: ଇମ୍ରାନ୍ ଖାନଙ୍କୁ ସମଲିଙ୍ଗୀ କହିଲେ ପୂର୍ବତନ ପତ୍ନୀ ରେହମ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ସମୟର ରାଜନେତା ଇମ୍ରାନ୍ ଖାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ରେହମ ଖାନ୍ । ପ୍ରଥମେ ଯୌନ ଉତ୍ପୀଡନ ଭଳି ଅଭିଯୋଗ ଆଣିଥିବା ରେହମ ତାଙ୍କର ପୁସ୍ତକରେ ଲେଖଛନ୍ତି ଇମରାନ ଜଣେ ସମଲିଙ୍ଗୀ । ସେ ଲେଖିଛନ୍ତି ପାକିସ୍ତାନ ତେହେରିକ ଇ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ୍ ଦଳର ମିଡିଆ ସଂଯୋଜକ ଅନିଲା ଖ୍ୱାଜାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ସହ ସମଲିଙ୍ଗୀ […]