ମୁମ୍ବାଇ: କ୍ରିକେଟ ପଡିଆରେ ପୁଣିଥରେ ନଜର ଆସିବେ ତେନ୍ଦୁଲକର! କିନ୍ତୁ ଏହିଥର ସେଇ ଚର୍ଚ୍ଚିତ ଚେହେରା ସଚିନ ତେନ୍ଦୁଲକର ନୁହଁନ୍ତି ବରଂ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ। ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଛନ୍ତି ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଆସନ୍ତା ସେପ୍ଟେମ୍ବର ମାସରେ ୧୯ ବର୍ଷରେ ପଦାର୍ପଣ କରିବେ ସଚିନଙ୍କ ପୁଅ। ଅର୍ଜୁନ ତେନ୍ଦୁଲକର ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ସହ ଦୁଇଟି ୪ ଦିନିଆ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଦଳ ସହ […]
ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ। ବିବିଧତା ମଧ୍ୟରେ ଏକତା ଭାରତର ସ୍ୱତନ୍ତ୍ର ପରିଚୟ। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ରାଷ୍ଟ୍ରବାଦ ଧର୍ମ, […]
ଆମେ କଦଳୀ ତ ସବୁବେଳେ ଖାଉଛେ କିନ୍ତୁ କଦଳୀ ମଞ୍ଜା କ୍ୱଚିତ୍ ଖାଉଛୁ। ଭାରତରେ ଯଦିଓ କଦଳୀ ମଂଜାକୁ ପରିବା ଆକାରରେ ଖିଆଯାଏ ତେବେ ବହୁତ୍ କମ୍ ଲୋକ ମଂଜାର ଜୁସ୍ ପିଇଥା’ନ୍ତି। କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଇଲେ ଆପଣ ସର୍ବଦା ନିରୋଗ ରହିବେ । ଏହା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଷତୁଲ୍ୟ ମୃଦୁ ପାନୀୟକୁ ଇଜ୍ଜତ ଦେଇ ପିଇବା ବଦଳରେ ଏହି ଦେଶୀ ଅମୃତକୁ […]
ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ […]
ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ କଏଦ୍ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ […]
ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କୈଫ। ଆଜି ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା । କ୍ୟାଟ୍ରିନା କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ପ୍ରତିଭା କ୍ଷେତ୍ରରେ ମଧ୍ୟ ତାଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର। ଏହାପରେ ବଲିଉଡରେ ଭାଗ୍ୟ ପରୀକ୍ଷା କରି ଆଜି […]
ନୂଆଦିଲ୍ଲୀ : ବିଶ୍ୱକପ୍ରୁ ବାଦ୍ ପଡ଼ିବା ପରେ କୋଚ୍ ଖୋଜିବା ଆରମ୍ଭ କରିଛି ବିସିସିଆଇ। ମୁଖ୍ୟ କୋଚ୍ ସମେତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହାସହ ସାଇକୋ ଥେରାପିଷ୍ଟ, ଆଡମିନ୍ଷ୍ଟ୍ରେଟିଭ୍ ମ୍ୟାନେଜର ପାଇଁ ବି ଦରଖାସ୍ତ ଆହ୍ୱାନ କରାଯାଇଛି। ତେବେ ଏହି ପଦବୀରେ ଥିବା ପୁରୁଣା ସଦସ୍ୟଙ୍କୁ ବଦଳି କରାଯିବ ନାଁ ପୁରୁଣା ଅଧିକାରୀ ରହିବେ ସେ ନେଇ କୌଣସି ସୂଚନା ମିଳିପାରିନି। ଦୁଇ ବର୍ଷକୁ ଥରେ ବିସିସିଆଇର […]
ମୁମ୍ବାଇ: ଖୁବ୍ଶୀଘ୍ର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ଶବ୍ଦ ଶୁଣିବାକୁ ମିଳିବ। କାହିଁକି ନା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲା ବେଳର ସାଙ୍ଗ ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବାକୁ ଯାଉଛନ୍ତି। ଆଉ ମାତ୍ର କିଛିଦିନ ପରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବାକୁ ଯାଉଛି। ଯାହାର ପୂରା ପ୍ରସ୍ତୁତିରେ ଉଭୟ ପରିବାର ଲାଗିପଡ଼ିଛନ୍ତି। ପରମ୍ପରା ଅନୁସାରେ ନିର୍ବନ୍ଧର ନିମନ୍ତ୍ରଣ କାର୍ଡ଼ ନେଇ ମାଆ ନୀତା ଅମ୍ବାନୀ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିବା […]
ନୂଅାଦିଲ୍ଲୀ: ଜୁନ୨୧ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣାୟାମ କରୁଥିବାର ଏକ ଥ୍ରୀ ଡି ଅାନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯେ ନାଡି ସୋଧନ ପ୍ରାଣାୟାମର ଏକ ଭିଡିଓ ସେଅାର କରୁଛି । ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱlରା ଜୀବନରେ ଅନେକ ଫାଇଦା ହେବ । ୩ ମିନିଟର ଏହି ଭିଡିଓରେ ମୋଦି ପ୍ରାଣାୟମ କରିବାର ଶୈଳୀ ଶିଖାଇବା ସହ ଏହାର […]