ଯେତେବେଳେ ଆପଣ ନିଜର ପ୍ରିୟଜନଙ୍କୁ ବହୁଦିନଠୁ ହରେଇ ଦେଇଥାନ୍ତି । ଆଉ ତାଙ୍କର ସ୍ମୃତିକୁ ମନେପକାଇ ପାଖରେ ସାଇତି ଥିବା ଆଲବମ୍ରୁ ତାଙ୍କର ଫଟୋଗୁଡ଼ିକୁ ଦେଖିଥାନ୍ତି । ସେହି ପୁରୁଣା ଫଟୋକୁ ଦେଖି ଭାବୁକ ବନିଥାନ୍ତି। ଗୁଗଲ ମ୍ୟାପ୍ ସାହାଯ୍ୟରେ ଏବେ ଶହ ଶହ ଲୋକ ସୋଶାଲ ମିଡ଼ିଆରେ ଏହିପରି କାମ କରୁଛନ୍ତି । ଯଦି ଆପଣ ହରାଇଥିବା ନିଜର ପ୍ରିୟଜନର ଫଟୋକୁ ରଖିପାରିନାହାନ୍ତି । ଆଉ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି । ଆପଣ ଗୁଗଲ ମ୍ୟାପ୍ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡର ଦିନ ସମୟ ଠିକ୍ ହୋଇସାରିଛି। ଏହାକୁ ନେଇ ଦୋଷୀଙ୍କ ମଧ୍ୟରେ ଅଜବ ଆଚରଣ ସବୁ ଦେଖିବାକୁ ମିଳୁଛି। ୪ଜଣଙ୍କ ମଧ୍ୟରୁ ୩ଜଣ ହିଂସ୍ରକ ପାଲଟୁଥିବା ବେଳ ୪ର୍ଥ ଜଣକ ଶାନ୍ତ ଭାବରେ ବସି ରହୁଛି। ଏହା ଭିତରେ ଦୋଷୀ ମୁକେଶ ସିଂହକୁ ତା ମାଆଙ୍କ ସହ ଭେଟ ହେବାକୁ ଆଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶର ଘୋଷଣା ପରେ ଦୋଷୀ ମୁକେଶ ସିଂହର ଆଚରଣରେ […]
କାନପୁର : ଆପଣ ଯେତେବେଳେ କୌଣସି କାମରେ ଘରୁ ବାହାରୁଛନ୍ତି ଆଉ ଶୀଘ୍ର ପହଁଚିବା ପାଇଁ ସ୍ଥିର କରିଛନ୍ତି । ଏତିକି ବେଳେ ଯଦି ରାସ୍ତାରେ ଭିଡ଼ ହୋଇଥାଏ ତ କଥା ସରିଲା । ଇଚ୍ଛା ହୁଏ ଉପରେ ଉଡ଼ି ଲକ୍ଷ୍ୟ ସ୍ଥଳରେ ଯାଇ ପହଁଚିଯାଆନ୍ତି କି ? କିନ୍ତୁ ଏକଥା କଣ ସତରେ ସତ ହେବ ? ହଁ ଆପଣଙ୍କର ଏ କଳ୍ପନା ସତ ହେବାକୁ ଯାଉଛି । ଆପଣ ବି ଆକାଶରେ ଉଡ଼ି ନିଜର […]
ନୂଆଦିଲ୍ଲୀ : ବଲିଉଡ୍ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ବଲିଉଡ୍କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ସେ ‘ ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ […]
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଆଥ୍ଲେଟ୍ ହିମା ଦାସ। ଅନ୍ତର୍ଜାତୀୟ ଆଥ୍ଲେଟିକ୍ ଚାମ୍ପିଆନସିପ୍ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ। ଫିନ୍ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍ଲେଟିକ୍ ଚାମ୍ପିଆନସିପ୍ର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହା ସହ ସେ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ ସମକକ୍ଷ ହୋଇଛନ୍ତି। […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜଠାରେ ଏକ ଚଳନ୍ତା ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଜଣଙ୍କା ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବସ୍ରେ ୫୦ ଜଣ ଯାତ୍ରୀ ଥିଲେ, ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହି ଡବଲ୍ ଡେକ୍ ବସ୍ଟି ହାଇୱେରେ ଏକ ଟ୍ରକ୍ ସହ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ନିଆଁ ଲାଗିଥିଲା। ୯.୩୦ ବେଳକୁ ଘିନୋଇଠାରେ ଏହି ଘଟଣା ଘଟିଥିଲା। ପ୍ରଥମ ପ୍ରତିକ୍ରିୟାରୁ ଜଣାପଡ଼ିଛି ପ୍ରାୟ ୫୦ ଜଣ ଜଳନ୍ତା […]
ନଟିଂହାମ୍ : ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ଏବଂ ରୋହିତ ଶର୍ମାଙ୍କ ୧୮ତମ ଶତକ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ଦେଇଥିବା ୨୬୯ ରନ ଟାର୍ଗେଟ୍କୁ ପିଛା କରି ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୪ଟି ଛକ୍କା ଏବଂ ୧୫ ଚୌକା ସହାୟତାରେ ଅପରାଜିତ ୧୩୭ ରନ ସଂଗ୍ରହ କରିଥିଲେ। ସେହିପରି କ୍ୟାପଟେନ୍ […]
ସୋଶାଲ ମିଡ଼ିଆରେ ଚୀନ୍ର ଏକ ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା । ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି ରହୁଥିବା ଆପାର୍ଟମେଣ୍ଟର ୫ମହଲା କୋଠାରୁ ତଳକୁ ଲଟକାଇ ଥିଲେ । ଆଉ କାହିଁକି ଏପରି କରୁଥିଲେ ଜାଣନ୍ତି ଏକ ପୋଷା ବିଲେଇକୁ ବଂଚାଇବା ପାଇଁ । ଏହି […]
ଭୁବନେଶ୍ୱର : ଚିଟ୍ଫଣ୍ଡ ଲିଙ୍କ୍ ନେଇ ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ। ଅର୍ଥତତ୍ୱ ଲିଙ୍କ୍ରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି। ବିପ୍ଲବ ନିଜ ଅଫିସରେ ଲଗାଇଥିବା ଏକାଧିକ କଂପୁଟରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା CBI ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍କୁ ଯାଇ ଯାଞ୍ଚ କରିବା ସହ ହାଜର ହେବା ଲାଗି ସମନ କରିଥିଲେ। ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍ଡର ଓ […]
ପୁଣେ : ଘରୋଇ ମାଟିରେ ଆଉ ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ […]