ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଆଜି ଆଉ ଚାରି ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ମିଶାଇ ଆଜି ସୁଦ୍ଧା ମୋଟ ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଫଳରେ ଗୁମ୍ଫାରେ ପାଣି ପଶି ଯାଇଥିବାରୁ ଅତି ସତର୍କତାର ସହ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହା ପରେ ଆଜିର ରେସ୍କୁ ଅପରେସନକୁ ସ୍ଥଗିତ ରଖାଯାଇଛି। ଫଳରେ ଗୁମ୍ଫା ଭିତରେ ଏବେ ବି ଆଉ ୫ ଜଣ ଫସି ରହିଛନ୍ତି। […]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ଜେଲ ଭିତରେ ଗୁଳିକରି ହତ୍ୟା କରାଯାଇଛି। ଆଜି ସକାଳ ୬ଟାରେ ବାଗପଟ୍ ଜେଲ ପରିସରରେ କଏଦୀମାନେ ଚା’ ପିଉଥିବା ବେଳେ ସୁନୀଲ ରଥିଆଟ ନାମକ ଜଣେ କଏଦୀ ମୁନା ବଜରଙ୍ଗୀକୁ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ମୁନା ବଜରଙ୍ଗୀର ମୃତ୍ୟୁ ହୋଇଛି। ଗତ ରବିବାର ମୁନା ବଜରଙ୍ଗୀକୁ ଝାନସୀରୁ ବାଗ୍ପଟ୍ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସପ୍ତାହକ ତଳେ ମୁନା ବଜରଙ୍ଗୀର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇଦେବାକୁ ତାଙ୍କ ସ୍ତ୍ରୀ […]
ନୂଆଦିଲ୍ଲୀ: ବଡ଼ ଭାଇ ପାଠ ପଢ଼ି ହେଲା ଆଇପିଏସ, କିନ୍ତୁ ସାନ ଭାଇ ଅଧାରୁ ଡାକ୍ତରୀ ପାଠ ଛାଡ଼ି ବନିଲା ଆତଙ୍କବାଦୀ। ଏମିତି ଏକ ଖବର ଆଜି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଜାମ୍ମୁ ଓ କାଶ୍ମୀରର ୨୦୧୨ ବ୍ୟାଚ୍ ଆଇପିଏସ ଅଫିସର ଇନାମୁଲ ହକ୍ ଭାଇ ଆତଙ୍କବାଦୀ ସଙ୍ଗଠନ ହିଜ୍ବୁଲ ମୁଜାହିଦ୍ଦିନ୍ ଗ୍ରୁପ୍ରେ ସାମିଲ ହୋଇଛନ୍ତି। ଆତଙ୍କବାଦୀ ସାଜିଥିବା ୨୫ ବର୍ଷ ବୟସର ଏହି ଯୁବକ ଜଣଙ୍କ ହେଉଛନ୍ତି ସାମ୍ସୁଲ ହକ୍ ମେଂଗ୍ନୁ। ସାମ୍ସୁଲ […]
ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଏକ ହାଇପ୍ରୋଫାଇଲ ସେକ୍ସ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି । ଅଭିନେତ୍ରୀ ଜଣକ ଆଗ୍ରାର ବୋଲି ପୁଲିସ ସୂତ୍ରରୁ କୁହାଯାଇଛି। ସହର ପାଖ ବଞ୍ଜାରା ହିଲ୍ସ୍ ଅଞ୍ଚଳରେ ଏକ ହୋଟେଲରେ ଚାଲିଥିଲା ଏହି ସେକ୍ସ ରାକେଟ୍ । ରବିବାର ଏହି ମାମଲାର ସୂଚନା ଦେଇ ପୁଲିସ କହିଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ଶନିବାର ରାତିରେ ହୋଟେଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ […]
ନୂଆଦିଲ୍ଲୀ : ସୋଶାଲ୍ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡ଼ିଓ ଓ ଫଟୋ ଭାଇରାଲ୍ ହେଉଛି । ଆଉ କିଛି ଭଲ ଘଟଣା ବା କଥାକୁ ସେୟାର କରୁଛନ୍ତି । ଆଉ ଏହାକୁ ଲୋକେ ପ୍ରଶଂସା କରି ନିଜର ମତ ଦେଉଛନ୍ତି । ଏହା ଭିତରେ ଟ୍ୱିଟରରେ ଏକ ଫଟୋ ବହୁତ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋଟିକୁ ଏଡିଜି ପିଆଇ-ଇଣ୍ଡିଆନ୍ ଆର୍ମିଙ୍କ ଟ୍ୱିଟର ପେଜ୍ରୁ ସେୟାର କରାଯାଇଛି । ଯେଉଁଥିରେ […]
କ୍ୟାନସର, ଏ ନାଁ ଟି ଶୁଣିଲେ ଭୟରେ ଶୀତେଇ ଉଠେ ଦେହ। କ୍ୟାନସରକୁ ସମସ୍ତଙ୍କର ଭୟ। କିନ୍ତୁ କ୍ୟାନସର ସହିତ ଲଢ଼େଇ କରି ଅନେକ ବିଜୟୀ ମଧ୍ୟ ହୋଇଛନ୍ତି। କ୍ୟାନସରକୁ ମାତ୍ ଦେଇଛନ୍ତି ଅନେକ ଲୋକେ। ଯେଉଁମାନଙ୍କ ଭିତରେ ରହିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ। ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ପୂର୍ବଭଳି ନିଜ ନିଜ କର୍ମମୟ ଜୀବନରେ ସକ୍ରିୟ ହୋଇଛନ୍ତି,ସଫଳ ହୋଇଛନ୍ତି। କ୍ୟାନସର ସେମାନଙ୍କ କର୍ମ କ୍ଷେତ୍ରକୁ କୌଣସି ଭାବରେ […]
ଦୁନିଆରେ ଅନେକ ଦ୍ୱୀପ ଅଛି ଯାହା ମନଲୋଭା ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ। ଏମିତି ଗୋଟେ ଦ୍ୱୀପ ରହିଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଦୁନିଆର ୨୦୦୦ ରୁ ଅଧିକ ଦ୍ୱୀପ ମଧ୍ୟରୁ ଏମିତି ଗୋଟେ ଦ୍ୱୀପ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠୁ ଛୋଟ ଦ୍ୱୀପ। ଏହାର ଆକାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଯାଣିବା ସେହି ଦ୍ୱୀପ ବିଷୟରେ। ନ୍ୟୁୟର୍କର ଆଲେକ୍ଜାଣ୍ଡ୍ରିଆ ନାମକ ସ୍ଥାନରେ […]
ନୂଆଦିଲ୍ଲୀ : ଅନେକ ଉପାୟରେ ପଶୁମାନେ ମଣିଷ ପ୍ରତି ନିଜର ଭାବନାକୁ ବ୍ୟକ୍ତ କରିଥାନ୍ତି । ଆପଣ କୌଣସି ପୋଷା ବିଲେଇ କି କୁକୁରକୁ ଦେଖିଥିବେ , ଯିଏକି ନିଜର ମାଲିକକୁ ସ୍ନେହ କରି ପାଖରେ ରହିଥାଏ । ହେଲେ କୌଣସି ଓଟ ଏମିତି ଆଦର କରିବା ଦେଖିନଥିବେ । ଯାହାକି ଆପଣଙ୍କୁ ପ୍ରଥମ ଅନୁଭବ ପରି ହୋଇପାରେ। ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଓଟର ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । […]
ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ଜିତି ୨-୧ରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବ୍ରିଷ୍ଟଲରେ ଖେଳା ଯାଇଥିବା ଶେଷ ଟି- ଟ୍ୱେଣ୍ଟି ମ୍ୟାଚରେ ଭାରତ ସାତ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ୧୯୯ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ୮ଟି ବଲ୍ ବାକି ଥାଇ ମାତ୍ର ୩ ଓ୍ୱିକେଟ ବିନିମୟରେ ହାସଲ କରିନେଇଛି। ରୋହିତ ଶର୍ମା ୫୬ ବଲ୍ରୁ ଧୂଆଁଧାର ନଟ୍ ଆଉଟ୍ ୧୦୦ ରନ୍ କରିଛନ୍ତି। ତାଙ୍କୁ ମ୍ୟାନ୍ […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନରସିଂହଗଡ଼ରୁ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ବିରଳ ସାପ ଉଦ୍ଧାର । ରେଡ୍ ସ୍ୟାଣ୍ଡ୍ ବୋଆ ପ୍ରଜାତିର ଏହି ବିରଳ ସାପକୁ ନରସିଂହଗଡ଼ ବସ୍ଷ୍ଟାଣ୍ଡରେ ୨ଜଣ ବ୍ୟକ୍ତିଙ୍କ ଠାରୁ ପୁଲିସ ଉଦ୍ଧାର କରିଛି । ସେମାନେ ସାପକୁ ଏକ ପ୍ଲାଷ୍ଟିକ୍ ଥଳିରେ ରଖି ଫୋନ୍ ଯୋଗେ ବିକ୍ରି ପାଇଁ ମୂଲଚାଲ କରୁଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ଘଟଣାରେ ୩ ନାବାଳକଙ୍କୁ ହେପାଜତକୁ ନେବା ସହ ଅନ୍ୟ ୨ଜଣଙ୍କୁ ଅଟକ […]