• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

indian_economy_3
ବିଶ୍ୱବ୍ୟାଙ୍କ ରିପୋର୍ଟ: ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତର ଅର୍ଥ ବ୍ୟବସ୍ଥା। ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କର ୨୦୧୭ ବର୍ଷର ସୂଚୀରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ପଛକୁ ରହିଛି ଫ୍ରାନ୍ସ।  ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପିରେ ବ୍ୟାପକ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଭାରତର ଜିଡିପି ୨ ଦଶମିକ ୫୯୭ ଟ୍ରିଲିୟନ ଡଲାର ରହିଛି। ଅପରପକ୍ଷେ ଫ୍ରାନ୍ସର ରହିଛି ୨ ଦଶମିକ ୫୮୨ ଟ୍ରିଲିୟନ୍‌ ଡଲାର। ଗତ ବର୍ଷ ଜୁଲାଇ […]

gulab
ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା; ଶିଖ୍‌ ପୁଲିସ ଅଫିସରଙ୍କୁ ଘରୁ ତଡ଼ିଦେଲା

ଇସ୍‌ଲାମାବାଦ: ପୁଣି ପଦାକୁ ଆସିଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନାର ଆଉ ଏକ ନମୁନା । ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି ପାକ୍। ପାକିସ୍ତାନର ପ୍ରଥମ ଶିଖ୍‌ ପୁଲିସ ଅଫିସର ଗୁଲାବ ସିଂହଙ୍କୁ ଘରୁ ତଡ଼ି ଦେଇଛି ସ୍ଥାନୀୟ ପ୍ରଶାସନ। ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କ ପଗଡ଼ି ଖୋଲିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଲାବ ସିଂହ। ଘର ଭିତରେ ସବୁ ଜିନିଷକୁ ତାଲା ପକାଇ ତାଙ୍କ ପରିବାରକୁ ବାହାର କରିଦିଆଯାଇଥିବା ଅଭିଯୋଗରେ […]

fifa final
ଆଜି ଫିଫା ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ: ଇଂଲଣ୍ଡକୁ ଟକ୍କର ଦେବ କ୍ରୋଏସିଆ

ସେଣ୍ଟ ପିଟର୍ସବର୍ଗ: ଆଜି ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ । ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଫୁଟବଲ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ପ୍ରଥମ ସେମିଫାଇନାଲରେ ବେଲଜିୟମ୍‌କୁ ୧-୦ ଗୋଲରେ ହରାଇ ଫ୍ରାନ୍ସ ଚଳିତ ବିଶ୍ୱକପ୍‌ର ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ଓ କ୍ରୋଏସିଆ ମ୍ୟାଚ୍‌ର ବିଜେତା ଫ୍ରାନ୍ସ ସହ ଫାଇନାଲ ଖେଳିବ।

tru
ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌ :  ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି।  ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]

kour
ହାର୍‌ ମାନିଛି ବୟସ : ୯୪ ବର୍ଷରେ ଆରମ୍ଭ କଲେ ବ୍ୟବସାୟ

 ନୂଆଦିଲ୍ଲୀ : ଯଦି ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛା ଶକ୍ତି ଥାଏ ତ ଅସମ୍ଭବ ବି ସମ୍ଭବ ହୋଇଥାଏ । କୌଣସି କାମ କରିବାକୁ ବୟସ ନୁହେଁ ,ସ୍ୱତନ୍ତ୍ର ଆବେଗ ହିଁ ଲୋଡା ପଡିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ୯୪ ବର୍ଷୀୟା ହରଭଜନ କୌର ନାମକ ଜଣେ ମହିଳାଙ୍କ ଉଦ୍ୟମତାକୁ ଟ୍ୱିଟରରେ ଖୁବ୍‌ ପ୍ରଶଂସା ମିଳିଛି । । ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ସମୟ ସମୟରେ […]

ice
ଜାଣନ୍ତୁ ବରଫର ଅନେକ ଉପକାରୀ ଗୁଣ ବିଷୟରେ

ଆମର ଦୈନନ୍ଦିନ ଜୀବନରେ ବରଫକୁ ଅନେକ ଉପାୟରେ ବ୍ୟବହାର କରିଥାଉ। ପାନୀୟ ଜଳ, ଜୁସ୍‌ ଇତ୍ୟାଦିରେ ପକାଇ ପିଇଥାଉ। ଯଦି ଆମର ହାତ କିମ୍ବା ଗୋଡ଼ ମୋଡ଼ି ହେଇଯାଇଥାଏ ତାହାଲେ ସେହି କଷ୍ଟରୁ ରକ୍ଷା ପାଇବା ପାଇଁ ବରଫ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ବରଫ ଆହୁରି ଅନେକ କାମରେ ଆସିଥାଏ। ଆସନ୍ତୁ ଜାଣିବା ବରଫକୁ ଆଉ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିପାରିବା। ୧.ଛୋଟ ପିଲା ହେଉ କି ବଡ଼ ଲୋକ ସମସ୍ତେ […]

kohli
ପୁଣି ଏକ ରେକର୍ଡ କଲେ କୋହଲି

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। କ୍ୟାପଟେନ୍ ଭାବେ ଧୋନି ୬୨ ମ୍ୟାଚରେ ୧୧୧୨ ରନ୍ କରିଛନ୍ତି। ତେବେ କୋହଲି ମାତ୍ର ୩୦ ଇନିଂସରେ ୧୦୦୬ ରନ୍ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ, […]

train
ମୁମ୍ବାଇରେ ଜାରି ରହିଛି ବର୍ଷା

ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି।  କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ ଘର ଭିତରେ ପାଣି ପଶିଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ଚାରୋଟିବ୍ରିଜ୍ ନିକଟରେ ବର୍ଷାରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ […]

nirma
ୱାଶିଂ ପାଉଡର ବିଜ୍ଞାପନରେ ବିବାଦ ଘେରରେ ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍‌ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଏବେ ଆଉ ଏକ ମାମଲାରେ ସେ ଫସିଯାଇଛନ୍ତି। ଏକ ୱାଶିଂପାଉଡର୍‌ର ବିଜ୍ଞାପନ ପାଇଁ  ସେ ଏବେ ବିବାଦ ଘେରକୁ ଆସିଯାଇଛନ୍ତି। ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ଯେ ସେ ଏହି ବିଜ୍ଞାପନରେ ମରାଠା  ଯୋଦ୍ଧାଙ୍କର ଅପମାନ କରିଛନ୍ତି। Apology should be rendered soon, or else […]

sunny-deol
୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସନ୍ନି ଦେଓଲ ଓ ଅମିଷା ପଟେଲ

ମୁମ୍ବାଇ: ୧୨ ବର୍ଷ ପୂର୍ବରୁ ‘ଗଦ୍ଦର-ଏକ୍‌ ପ୍ରେମ୍‌ କଥା’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ହିଟ୍ ଯୋଡ଼ିଙ୍କୁ ଆଉ ଥରେ ଦେଖିବାକୁ ମିଳିବ। ସନ୍ନି ଦେଓଲଙ୍କ ଆଗାମୀ ସିନେମା ‘ୟମଲା ପଗଲା ଦିୱାନା ୩’ ଆସିବା ଆଗରୁ ଆଉ ଗୋଟେ ଫିଲ୍ମ ଆସିବାକୁ ଯାଉଛି। ‘ଭୟା ଜି ସୁପରହିଟ୍‌’ ଫିଲ୍ମ ରେ ଦୀର୍ଘ ୧୨ ବର୍ଷ ପରେ ପୁଣି ନଜର ଆସିବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଶା […]

nirbhaya
ମୋ ପୁଅକୁ କ୍ଷମା କରିଦିଅ : ନିର୍ଭୟା ମା’ଙ୍କୁ ଜୀବନ ଭିକ୍ଷା ମାଗିଲେ ଦୋଷୀର ମା’

ନୂଆଦିଲ୍ଲୀ :୨୦୧୨ ମସିହାରେ ଜଣେ ପାରା ମେଡିକଲ ଛାତ୍ରୀ , (ଯାହାକୁ ସାରା ଦୁନିଆ  ନିର୍ଭୟା  ନାମରେ ଜାଣେ )ଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥିଲା । ଏହି ମାମଲାରେ ,ମଙ୍ଗଳବାର ଦିଲ୍ଲୀ ପଟାଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବାକୁ ଆଦେଶ ଦେଇଛନ୍ତି । ଆଉ ଏହି ଶୁଣାଣିର କିଛି କ୍ଷଣ ପରେ ଏହି ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହଙ୍କର ମାଆ ଖୁବ୍‌ ମର୍ମାହତ ହୋଇପଡିଥିଲେ […]

Iran-General-Daughter-550
'ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ'

ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି। ଏହି ସମାରୋହରେ […]

vlcsnap-error836
ସାମ୍ନାସାମ୍ନି ହେବେ ଫ୍ରାନ୍ସ ଓ ବେଲଜିୟମ

ଭୁବନେଶ୍ୱର : ଫୁଟ୍‌ବଲ ବିଶ୍ୱକପ୍ ଫାଇନାଲ ଟିକଟ୍ ପାଇଁ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ବେଲଜିୟମ ଓ ଫ୍ରାନ୍ସ। ସୀମା ଗୋଟିଏ ଭାଷା ବି ଗୋଟିଏ। ତେବେ ଲଢେଇ ହେବ ଜୋରଦାର। ଫ୍ରାନ୍ସର ଆକ୍ରମଣାତ୍ମକ ଷ୍ଟାଇଲକୁ କାଉଣ୍ଟର କରିବ ବେଲଜିୟମର ଶକ୍ତିଶାଳୀ ଫରଓ୍ୱାର୍ଡ ଲାଇନ । ହାଜାର୍ଡ, ଲୁକାକୋ, କେଭିନ୍ ଡି ବ୍ରୁନୋଙ୍କ ଯାଦୁ ଚାଲିଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ଫ୍ରାନ୍ସ ପକ୍ଷେ କଷ୍ଟସାଧ୍ୟ ହୋଇପାରେ। ତେବେ ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ, କଲିଏନ୍ ମ୍ବାପେ, ପୋଗବା […]