• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Laagan2
ଆମୀର ଖାନ୍‌ଙ୍କ ଲଗାନ୍‌ ଫିଲ୍ମ ପ୍ରସଙ୍ଗରେ ପାକିସ୍ତାନୀ ଖବରକାଗଜରେ ରିପୋର୍ଟ

ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମୀର ଖାନ୍‌ଙ୍କୁ କାହିଁକି ନିମନ୍ତ୍ରଣ କଲେ ତାକୁ ନେଇ ଭାରତରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନର ଏକ ଖବରକାଗଜରେ ଆଜି ‘ଲଗାନ୍‌’ ଫିଲ୍ମକୁ ନେଇ ରିପୋର୍ଟ ପ୍ରକାଶ ପାଇଛି।  ଯାହାର ଶିରୋନାମାର ଅର୍ଥ ହେଉଛି ‘ଆମୀର ଯଦି ଲଗାନ୍‌ ଫିଲ୍ମରେ ଅଭିନୟ କରି ନଥା’ନ୍ତେ ?’ ଏହି ରିପୋର୍ଟରେ ଅବଶ୍ୟ କିଛି ନୂଆ କଥା ରହିଛି। ଯାହା ଶୁଣିଲେ ସିନେପ୍ରେମୀ ଆଶ୍ଚର୍ଯ୍ୟ ହୋଇଯିବେ। ନିର୍ଦ୍ଦେଶକ […]

kiki---
କିମିଅା କରୁଛି କିକି ଚ୍ୟାଲେଞ୍ଜ୍‌

ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍‌ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍‌ ଗାୟକ ଡ୍ରେକ୍‌ର ଲୋକପ୍ରିୟ ଅାଲବମ୍‌ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ […]

loka sabha
ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା ଜାରି। ଏସ୍‌ସି ଏସ୍‌ଟି ସଂଶୋଧିତ ବିଲ୍ ପ୍ରସଙ୍ଗରେ ଅାଜି ଲୋକସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଏସ୍‌ସି ଏସ୍‌ଟି ବିଲ୍ ପ୍ରସଙ୍ଗରେ ଗୃହର ଚଳିତ ଅଧିବେଶନରେ ବିଲ୍ ଅାଗତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ଚଳିତ ଅଧିବେଶନରେ ଏହି ବିଲ୍‌କୁ ଅନୁମୋଦନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ […]

golden bridge
ସୋଶାଲ ମିଡିଅାରେ ଭାଇରାଲ ଭିଏତନାମର ଗୋଲଡେନ୍ ବ୍ରିଜ୍

ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ […]

vlcsnap-error122
ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା

ଭଦ୍ରକ: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା। ବସ୍ତା ପ୍ରତି କିଲେ ନୁହେଁ କି ଦୁଇ କିଲୋ ନୁହେଁ ୮ କିଲୋ କମ୍‌ ଦିଅାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଅାସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷା ସର୍କଲରୁ। ଏଫସିଅାଇ ଗୋଦାମରୁ ଚାଉଳ ଅାସିବାପରେ ଅନ୍ୟ ଗୋଦାମରେ ବସ୍ତାରୁ ଚାଉଳ କଢ଼ା ହୋଇଯାଉଛି।  ୫୦ କିଲୋ ବସ୍ତାରୁ ୮ କିଲୋ ଲେଖାଏଁ ଚାଉଳ କଢ଼ାଯାଇ ପୁଣି ହେଉଛି ପ୍ୟାକିଂ। ଏସବୁ ଜାଣି ପ୍ରଶାସନିକ ଅଧିକାରୀ ଅଜଣା […]

sdm
ଅଧା ବାଟରେ ପ୍ରସବ ଯନ୍ତ୍ରଣା, ନିଜ ଗାଡ଼ିରେ ମେଡିକାଲ ନେଲେ ଏସଡିଏମ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍‌ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର ରାସ୍ତାରେ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ଥାନୀୟ ଏସଡିଏମ୍‌ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏସଡିଏମ୍‌ ଆମ୍ୱୁଲାନ୍ସକୁ ଅପେକ୍ଷା ନକରି ଗର୍ଭବତୀ ମହିଳାଙ୍କୁ […]

monkey
ଜୀବନ ଓ ମୃତ୍ୟୁର ଅଧାଫାଶରେ ଝୁଲୁଥିଲା ଛୁଆ, ବଞ୍ଚାଇପାରିଲା କି ମା'? ଦେଖନ୍ତୁ ପୂରା ଭିଡିଓ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ଗୁଡିକୁ ସେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରବିନ୍‌ କାସୱାନ୍ ନିଜ ଟ୍ୱିଟ୍‌ରେ ସେୟାର କରିଥିଲେ। ଭିଡିଓଟି ପ୍ରାୟ ଗୋଟେ ମିନିଟ୍‌ର ଜଣାପଡୁଛି। ଏହି ଭିଡିଓରେ ମାଙ୍କଡଟିର ପରିବାର ଥିବା ଜଣାପଡୁଛି। ମାଙ୍କଡ ଓ ତା’ର ଛୁଆ ଘରର ଛାତ ଉପରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ମାଙ୍କଡ଼ର ଛୁଆଟି ପାଖରେ ଥିବା ଲାଇନ୍‌ ତାରରେ ଫସି ଯାଇଥିବା ଦେଖିବାକୁ […]

scb
ଟଙ୍କା ନାହିଁତ ଟ୍ରିଟ୍‌ମେଣ୍ଟ ନାହିଁ

କଟକ : ପାଖରୁ ଟଙ୍କା ସରିଯିବାରୁ ଚିକିତ୍ସା ଅଧାରୁ ବିଦାକଲା ଏସ୍‌ସିବି। ବାଦାମବାଡି ରାସ୍ତା ପଡ଼ରେ ଛଟପଟ ହେଉଛନ୍ତି ଉମରକୋଟର ଏହି ରୋଗୀ ଜଣକ। ଦୀର୍ଘଦିନ ଧରି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁସାରେ ବାହୁଡ଼ା ଯାତ୍ରା ଦିନ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆସିଥିଲେ ସଂପୃକ୍ତ ବ୍ୟକ୍ତି। ଟଙ୍କା ସରିଯିବାରୁ ଡାକ୍ତରଖାନା ଫେରାଇ ଦେଇଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ  ଫେରାଇ ଦେଲେ ,ଏସ୍‌ସିବି […]

adviser
କରୋନା ଯୋଦ୍ଧାଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: କୋଭିଡ -୧୯ ହସ୍ପପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି ଜାରି ହେଲା ଆଡଭାଇଜରୀ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, କୋଭିଡ -୧୯ ହସ୍ପିଟାଲରେ କାର୍ଯ୍ୟରତ  ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତର ଭୟ ଅଧିକ ରହିଛି।  ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସଂପୃକ୍ତ ହସ୍ପିଟାଲ କତ୍ତୃପକ୍ଷଙ୍କୁ କୁହାଯାଇଛି । ଏହା ସହ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ହସ୍ପଟାଲ ଇନଫେକସନ […]

alert
ବର୍ଷା, ବଜ୍ରପାତ ନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ,କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା। ସନ୍ଧ୍ୟା ୭ଟା୪୫ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ। ଏ ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।