ଭୋପାଳ: ମଧ୍ୟପ୍ରଦେଶର ଛିଣ୍ଡୱାଡା ଜିଲ୍ଲାରେ ଏକ ନବ ବିବାହିତ ଦମ୍ପତିଙ୍କୁ ବାହାଘରର କିଛି ଘଣ୍ଟାପରେ କ୍ୱାରେଣ୍ଟିନ୍ରେ ଭର୍ତ୍ତି କରାଯାଇଥିଲା। ବାହାଘରରେ ଯୋଗ ଦେଇଥିବା୧୦୦ରୁ ଅଧିକ ସମ୍ପର୍କୀୟ ଓ ସେମାନଙ୍କ ସହ ଯୋଗାଯୋଗରେ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। କାରଣ ବାହାଘରରେ ଝିଅର ଭିଣୋଇ ଯୋଗ ଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ପ୍ରଶାସନ ଘଟଣା ବିଷୟରେ ଜାଣିବାପରେ ସେଠାକାର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛି। Just a few hours after […]
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ଅାତ୍ମସମର୍ପଣ କଲେ ଅାଶିଷ ନାୟକ। ଅାତ୍ମସମର୍ପଣ ପରେ ଅାଶିଷଙ୍କୁ ଗିରଫ କଲା ପୁଲିସ୍। ପୂର୍ବରୁ ଅାଶିଷଙ୍କ ସହ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେପଟେ ORHDCର ଅନ୍ୟ ଏକ ମାମଲାରେ ଅାଜି କୋର୍ଟରେ ହାଜର ହୋଇଛନ୍ତି ଅାଇଏଏସ୍ ବିନୋଦ କୁମାର। ବିନୋଦଙ୍କ ନାଁରେ ପୂର୍ବରୁ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ୱାନା ମଧ୍ୟ ଜାରି କରିଥିଲେ।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ। ଜଙ୍ଗଲରେ ମାଙ୍କଡଟି ବାଘକୁ ହଇରାଣ କରି ଖୁବ୍ ମଜ୍ଜା ନେଉଥିବାର ଏହି ଭିଡିଓଟିରେ ଦେଖିବାକୁ ମିଳିଛି। ଏଭଳି ମଜାଦାର ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟ୍ରେ ସେୟାର କରିଛନ୍ତି। If you haven’t seen this… An old one where monkey trolls the tiger. Much before the trolls here […]
ରୋଜାଲିନ୍ ରଥ ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍ ମଧ୍ୟ କରିଦେଇପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ। ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ ତିଷ୍ଠି ପାରୁନାହିଁ। ତେବେ ପଢ଼ନ୍ତୁ କିପରି ଏକ ହସ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାଇବେ। ୧.ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ […]
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା କିରଣ କୁମାରଙ୍କ କରୋନା ଭାଇରସର ତୃତୀୟ ରିପୋର୍ଟ ନିଗେଟିଭ୍ ଆସିଛି। ଗତ ସପ୍ତାହରେ କିରଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ୭୪ ବର୍ଷିୟ କିରଣ କହିଛନ୍ତି , ତୃତୀୟ ଥର ପରୀକ୍ଷା କରାଯାଇଥିବା କରୋନା ରିପୋର୍ଟ ମୋର ନେଗେଟିଭ୍ ଆସିଛି, କିନ୍ତୁ ମୋର ପରିବାର ଏବେ ବି ସେଲ୍ଫ ଆଇସୋଲେସନ୍ରେ ଅଛନ୍ତି। କିରଣଙ୍କ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜୋୟା ମୋରାନ ଓ ସିଙ୍ଗର କନିକା କପୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। […]
ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ, ଏଠାରେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ଥିଲା। ମାତ୍ରାଧିକ ତାପମାତ୍ରା ଯୋଗୁ ମଣିଷ ରହିବା ସମ୍ଭବ ନୁହେଁ। ସମୁଦ୍ର ପତ୍ତନଠାରୁ ୧୯୦ ଫୁଟ ତଳେ ଅବସ୍ଥିତ ଏହି […]
ଭୁବନେଶ୍ୱର: କରୋନାକୁ ନେଇ ସବୁଠି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ଘରେ ରହି ବାହାରେ ମିଳୁଥିବା ଚଟ୍ପଟା ଖାଦ୍ୟ ଖାଇବାକୁ ଭାରି ଇଛା ହେଉଥିବା। କିନ୍ତୁ କରୋନା ଭାଇରସ ଯୋଗୁ ସବୁକିଛି ବନ୍ଦ। ଲକ୍ଡାଉନ୍ ହେତୁ ଘରେ ରହି ଲୋକମାନେ କିଛି ନୂଆ ରେସିପି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଆପଣ ଚାହିଁଲେ ଘରେ ରହି ଚଟ୍ପଟା ଖାଦ୍ୟ ପ୍ରସ୍ତୁତ କରି ତାର ମଜା ନେଇପାରିବେ। ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ସ୍ୱାଦିଷ୍ଟ ପାଓଭାଜି […]
ମୁମ୍ୱାଇ: ମହାମାରୀ କରୋନା ଭାଇରସ ଲୋକଙ୍କ ଚିନ୍ତାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍ଡାଉନ୍ର ଅବଧିକୁ ମେ’୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ସରକାର ବାରମ୍ୱାର ଜନସାଧାରଣଙ୍କୁ ଅପିଲ କରୁଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି। ଯାହାର ନାଁ ‘କରୋନା ଭାଇରସ’। ବର୍ମା ଏହି ଫିଲ୍ମର ଏକ ଟ୍ରେଲର ରିଲିଜ କରିଛନ୍ତି। Here is the […]
ମୁମ୍ୱାଇ: କିଛି ଦିନ ପୂର୍ବରୁ ମୁମ୍ୱାଇର ସାୟନ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମୃତ ଦେହ ପାଖରେ କରୋନା ରୋଗୀଙ୍କୁ ଚିକିତ୍ସା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟିରେ ଦେଖାଯାଉଛି ଯେ ୱାର୍ଡ ଭିତରେ ଏକ ମୃତ ଶରୀରକୁ ପ୍ଲାଷ୍ଟିକ୍ରେ ପ୍ୟାକ୍ କରି ବେଡ୍ ଉପରେ ରଖାଯାଇଛି। ମୃତଶରୀର ବେଡ୍ ପାଖରେ ଥିବା ଆଉ ଏକ ବେଡ୍ରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏହି ଭାଇରାଲ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲାରେ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣରେ ୧୦ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ତେବେ ଆଉ କିଛି ଓଡ଼ିଆ ରହିଥିବା କୁହାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ସେହିପରି ୧୫ଜଣ ନିଖୋଜ ମଧ୍ୟ ଅଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆଲୁରୁ ମଣ୍ଡଲ ଅନ୍ତର୍ଗତ ହାତୀ ବେଲ୍ଗାଲ ଗାଁରେ ଏହି […]
ନୂଆଦିଲ୍ଲୀ: ଗୋଟିଏ ଅପରାଧକୁ ଲୁଚାଇବାକୁ ଯାଇ ମଣିଷ କିଭଳି ଅପରାଧ ପରେ ଅପରାଧ କରିଚାଲେ ତାର ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ବାରଙ୍ଗଲରେ। ଏଠାରେ ଜଣେ ଯୁବକ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜଣଙ୍କର ହତ୍ୟା କରିଛି। ଶନିବାର ତେଲେଙ୍ଗାନାର ବାରଙ୍ଗଲରେ କୂଅ ଭିତରୁ ୯ ଜଣଙ୍କ ଶବ ଉଦ୍ଧାର ହେବା ଘଟଣା ବେଶ୍ ଚର୍ଚ୍ଚାରେ ଥିଲା। ପୋଲିସ ଘଟଣାର ତଦନ୍ତ କରୁଥିଲା। ଶେଷରେ ୩ ଦିନ ପରେ ଅଭିଯୁକ୍ତ ନରପିଶାଚକୁ ଗିରଫ କରିଛି […]