ବୁରହାନପୁର: କରୋନାକୁ ନେଇ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ଫେରୁଥିବା ଜଣେ ୩୨ ବର୍ଷର ଗର୍ଭବତୀ ପ୍ରସବ ଯନ୍ତ୍ରଣା ହେତୁ ଶୁକ୍ରବାର ରାତିରେ ଉତ୍ତରପ୍ରେଦଶର ବୁରହାନପୁର ଠାରେ ଅଟକିଥିଲେ। ପରେ ସ୍ଥାନୀୟ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରିବାର ଲୋକ ଶିଶୁଟିର ନାଁ ଲକ୍ଡାଉନ୍ ଯାଦବ ରଖିଥିଲେ। ନବଜାତ ଶିଶୁଟିର ପିତା ଉଦୟଭାନ୍ […]
ନାନ୍ଦେଡ: ମହାରାଷ୍ଟ୍ରର ପାଲ୍ଘରରେ ସାଧୁଙ୍କ ହତ୍ୟା ପରେ ଏବେ ନାନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପଶୁପତି ମହାରାଜ। ପୋଲିସର କହିବା ଅନୁଯାୟୀ, ଲିଙ୍ଗାୟତ ସମ୍ପ୍ରଦାୟର ସାଇନାଥ ରାମ ନାମକ ଜଣେ ବ୍ୟକ୍ତି ସାଧୁଙ୍କୁ ହତ୍ୟା କରିଛନ୍ତି। ସାଧୁଙ୍କ ବ୍ୟତୀତ କିଛି ଦୂରରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେ ଅଭିଯୁକ୍ତ ସାଇନାଥଙ୍କ ସାଙ୍ଗ ବୋଲି ପୋଲିସ ଅନୁମାନ କରୁଛି। ଖବର ଅନୁଯାୟୀ, ଗତକାଲି […]
(ରୋଜାଲିନ୍ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ ଦୁର୍ବ୍ୟବହାର। ନାବାଳିକା ବି ବାଦ୍ ପଡ଼ୁନାହାନ୍ତି। ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ଝିଅମାନେ ଜାଣିବା ନିହାତି ଦରକାର। କାରଣ ବିପଦ ସମୟରେ ଆପଣଙ୍କ ପାଖରେ ଆପଣଙ୍କ ସମ୍ପର୍କୀୟ ବଞ୍ଚାଇବାକୁ ନ ଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ […]
ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର […]
ସୁଲତାନପୁର: କରୋନାକୁ ନେଇ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ପ୍ରଥମେ କିଛିଦିନ କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶର ସୁଲତାନପୁରରେ ବାହାରୁ ଆସିଥିବା ଦୁଇଭାଇ ନିଜ ପାଇଁ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ଦୁହେଁ ଗାଁରେ ଏକ ମଞ୍ଚା ନିର୍ମାଣ କରିଛନ୍ତି। ମଞ୍ଚାଟିକୁ କ୍ୱାରେଣ୍ଟିନ୍ କେନ୍ଦ୍ର କରି ଦୁଇଭାଇ ସେଠାରେ ତଳ ଉପର […]
ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଜଣ ଆହତ ହୋଇଛନ୍ତି। ଘଟଣା ଗୁଜରାଟ ଦାହୋଦ ସହରର ଏକ ସୋସାଇଟି ଭିତରେ ଘଟିଛି। ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଜନବସତି ଭିତରେ ହଠାତ୍ ବାଘର ଉପସ୍ଥିତି ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ ସାଜ ସରଞ୍ଜାମ ଧରି ବାଘକୁ […]
ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ କିଛିଦିନ ଭିତରେ ସର୍ମ୍ପକରେ କେମିତି ବଦଳିଗଲା, ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା। କାନପୁରରେ ହେଇଥିବା ଏହି ବାହାଘର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିବାବେଳେ ଭାଇରାଲ ମଧ୍ୟ ହେବାରେ ଲାଗିଛି। […]
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅମାନୁଷିକ ଭାବେ ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଦକ୍ଷୀଣ ଦିଲ୍ଲୀର ଏକ ସ୍କୁଲରେ କରୋନା ଭାଇରସ ପରୀକ୍ଷା କରିବା ପାଇଁ ଅପେକ୍ଷା କରିଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ ଅମାନୁଷକ ଭାବେ କୀଟନାଶକ ଔଷଧକୁ ଛିଞ୍ଚିବାର ଏକ […]
ନୂଆଦିଲ୍ଲୀ: ନାଗସାପକୁ ସାମ୍ନାରେ ଦେଖିଲେ ଯେକେହି ମଣିଷ ଡରିବ। ଆମେ ଯେତେବେଳେ କୌଣସି ବି ସାପକୁ ଆଖି ଆଗରେ ଦେଖୁ, ଆମେ ସାପଟିକୁ ମାରିବାକୁ ଚେଷ୍ଟା କରିଥାଉ ନଚେତ୍ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇଥାଉ। କିନ୍ତୁ ସୋସଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଠାରେ ଜଣେ ବ୍ୟକ୍ତି ନାଗସାପଟିକୁ ପାଣି ପିଆଉଥିବାର ଦେଖିବାକୁ ମିଳୁଛି। ଏଭଳି ଭିଡିଓଟିକୁ ଦେଖି ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଭିଡିଓଟିକୁ ଆଇଏଏସ୍ ଆୱାନିଶ […]
ଇନ୍ଦୋର: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ମଧ୍ୟପ୍ରଦେଶରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାକୁ କୋଭିଡ -୧୯ ର ହଟ୍ସ୍ପଟ୍ ଅଞ୍ଚଳଭାବେ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସେଠାରୁ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି। ସେଠାରେ ଜଣେ ୧୦୦ବର୍ଷର ବୃଦ୍ଧା କରୋନା ବିରୁଦ୍ଧରେ ଲଢ଼ି ଯୁଦ୍ଧରେ ଜିତିଥିବା ଜଣାପଡିଛି। ଖବର ଅନୁଯାୟୀ, ବୃଦ୍ଧା ଜଣଙ୍କ ଇନ୍ଦୋରର ନେହେରୁ ନଗର ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଚନ୍ଦାବାଇ ପରମାର। ବୃଦ୍ଧାଙ୍କୁ କରୋନା ହୋଇଥିବା […]