ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବି ସ୍ୱାମୀ ନିକ୍ ଜୋନ୍ସ୍ଙ୍କ ସହ ଏବେ କାର୍ଲିଫର୍ନିଆରେ ଛୁଟି କଟାଉଛନ୍ତି। ସୋମବାର ନିକ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ପାଇଁ ସେ ପ୍ରିୟଙ୍କାଙ୍କୁ କ୍ରେଡିଟ ଦେଇଛନ୍ତି। ଫଟୋରେ ଦେଖାଯାଉଛି ସେ ହାତରେ ଏକ ବିୟର ବୋତଲ ଧରି ସୁନ୍ଦର ପାହାଡ଼ର ରୂପକୁ ଉପଭୋଗ କରୁଛନ୍ତି। ପାଖରେ ଥିବା ଏକ ଗଛରେ ତାଙ୍କ ବ୍ୟାଗ ମଧ୍ୟ ରହିଛି। ଯେଉଁ ସମୟରେ ପ୍ରିୟଙ୍କା ତାଙ୍କର ଏହି […]
ଲକ୍ଷ୍ନୌ: ଆଡ୍ମିଟ୍ କାର୍ଡରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଟୋ । ଜଣେ ବିଇଡି ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଏହି ଆଡ୍ମିଟ୍ କାର୍ଡ ଜାରି କରିଛି। ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ବିଇଡି ଦ୍ୱିତୀୟ ବର୍ଷର ଛାତ୍ର ଅମିତ୍ ଦ୍ୱିବେଦୀଙ୍କ ଆଡମିଟ୍ କାର୍ଡରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି। ଅମିତ୍ ସମ୍ବାଦ ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି, ‘ଦ୍ୱିତୀୟ ବର୍ଷ […]
ପେଗାସସ୍ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?
ଜୟପୁର: ବାୟୁସେନାର ଲଢୁଆ ବିମାନ MiG-27 ଦୁର୍ଘଟଣାଗ୍ରସ୍ତ। ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଏଥିରେ ଲଢୁଆ ବିମାନଟି ପୁରା ଜଳି ଯାଇଛି। ତେବେ ପାଇଲଟ ଓ କୋ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି। ସେମାନେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଘଟଣାସ୍ଥଳରେ ବାୟୁ ସେନାର ଅଧିକାରୀ ପହଞ୍ଚିଛନ୍ତି। ବିମାନଟି ବାୟୁସେନାର ଯୋଧପୁର ଏୟାର୍ବେସ୍ରୁ ଉଡାଣ ଭରି ଥିଲା। ରୁଟିନ୍ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର କୋର୍ଟ ଅଫ୍ ଇନ୍କ୍ୱାରି ନିର୍ଦ୍ଦେଶ […]