ନୂଆଦିଲ୍ଲୀ: ଖ୍ୟାତିସମ୍ପନ୍ନ ଏହି ବୈଜ୍ଞାନିକଙ୍କ ୯୦ବର୍ଷର ପୁରୁଣା ଚିଠି ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଏଥିପାଇଁ ନିଲାମର ପ୍ରକିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଜର୍ମାନୀର ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍ଷ୍ଟାଇନ୍ ତାଙ୍କ ସହଯୋଗୀଙ୍କ ଚା’ ପିଇବାକୁ ଏହି ଚିଠିରେ ଆମନ୍ତ୍ରଣ କରିଛନ୍ତି। ଅନ୍ଲାଇନ୍ରେ ନିଲାମ କରିବାକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୋଲି ଲଗାଇ ପାରିବେ। ଚିଠିରେ ଆଇନ୍ଷ୍ଟାଇନ୍ଙ୍କ ନିଜର ହସ୍ତାକ୍ଷର ରହିଛି। ସୂଚନା ମୁତାବକ, ସେହି ଚିଠିରେ ସେ ରିସାଇନ୍ବାଚ ଆଉ […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଗାଡ଼ି ଉପରକୁ ଆକ୍ରମଣ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସିଦ୍ଧି ଜିଲ୍ଲାର ଚୁରହାଟ୍ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ କଳାପତାକା ଦେଖାଇଥିଲେ। ତେବେ ଏହି ଘଟଣାରେ ତାଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଆକ୍ରମଣ ପରେ ଶିବରାଜ ସିଂ ବିରୋଧୀ ଦଳ ନେତା ଅଜୟ ସିଂଙ୍କୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ସେପଟେ କଂଗ୍ରେସକୁ ବଦ୍ନାମ କରିବା ପାଇଁ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳିକି ବିଜେପି ସରକାରରେ ସବୁ କିଛି ସମ୍ଭବ ବୋଲି […]
ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ ପୂର୍ବରୁ ଶ୍ୱଶୁର ଘର ବିଷୟରେ ଏମିତି କିଛି କଥା ଶୁଣିବାକୁ ମିଳିଛି, ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଶୁଣିବାକୁ ମିଳୁଛି ଯେ, ପ୍ରିୟଙ୍କାଙ୍କ ଶ୍ୱଶୁର ଅର୍ଥାତ୍ ନିକ୍ ଜୋନ୍ସଙ୍କ ବାପା ପଲ୍ ଜୋନ୍ସ କରଜରେ ବୁଡ଼ିଛନ୍ତି। ପଲ୍ଙ୍କ କମ୍ପାନୀ ଉପରେ ପାଖାପାଖି ୭ କୋଟି ୧୦ ଲକ୍ଷ ଟଙ୍କାର କରଜ ଅଛି। ଫଳରେ ସେ ନିଜ କମ୍ପାନୀକୁ ଦେବାଳିଆ ଘୋଷଣା […]
ଭୁବନେଶ୍ୱର: ସରିଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜର ଦମ୍ଭ ଦେଖାଇବା ଆରମ୍ଭ କରିଦେଇଛନ୍ତି। ସରକାରରେ ଥିବା ବିଜେଡି ପୂର୍ବ ପ୍ରଦର୍ଶନ ଠାରୁ ଆହୁରି ଭଲ କରିବ ବୋଲି କହିଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟ ନିଜ ଦମ୍ଭ ଦେଖାଇଛନ୍ତି। ରାଜ୍ୟରେ ଗଲା ୪ ପାଳି ହେଲା ସରକାର ଗଢ଼ିଥିବା ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ୪ ରୁ ୪ ଲୋକସଭା ଏବଂ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଓ ବନ୍ୟାରେ ଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶାହାଜାହାନ୍ପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ, ସୀତାପୁର ଜିଲ୍ଲାରେ ୩ ଜଣ, ଅମେଥି ଓ ଓରୈୟା ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୬୧ଟି ଘର ଭାଙ୍ଗି […]
ସାଉଥାମ୍ପଟନ୍: ସାଉଥାମ୍ପଟନ୍ର ରୋଜ୍ ବାଉଲ୍ ଷ୍ଟାଡିୟମ୍ରେ ଚାଲିଥିବା ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ୍ର ଚତୁର୍ଥ ଟେଷ୍ଟ୍ରେ ଭାରତର ପରାଜୟ ହୋଇଛି। ୨୪୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ୍ରେ ଭାରତ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଘରୋଇ ଦଳର ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତ ୧୮୪ ରନ୍ କରି ଅଲ୍ଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ଏହି ମ୍ୟାଚ୍କୁ ୬୦ ରନ୍ରେ ଜିତିବା ସହିତ ସିରିଜ୍କୁ ୩-୧ରେ ଜିତି ନେଇଛି। ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୫୧ ରନ୍ […]