ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ଗର୍ଜିଲେ ଶ୍ରମିକ। ରାମଲିଲା ମଇଦାନରେ କିଷାନ ସଂଗଠନ ପକ୍ଷରୁ ସଂଘର୍ଷ ରାଲିର ଆୟୋଜନ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରୁ ଶ୍ରମିକ ଏହି ରାଲିରେ ଯୋଗ ଦେଇଛନ୍ତି। ପାର୍ଲାମେଣ୍ଟ ରୋଡ୍ରୁ ବାହାରି ରାମ ଲିଲା ମଇଦାନ ଯାଏ ଏକ ବିଶାଳ ରାଲିର ଆୟୋଜନ ହୋଇଛି। ଶ୍ରମିକ ଆଇନକୁ କଡ଼ାକଡ଼ି ଲାଗୁ, ସଠିକ୍ ମଜୁରୀ, ଅଧିକ ନିଯୁକ୍ତି ଭଳି ଅନ୍ୟାନ ଦାବିକୁ ନେଇ ଶ୍ରମିକ ସଂଘ ଆନ୍ଦୋଳନ କରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ […]
ଶ୍ରୀନଗର: ସୀମା ଡେଇଁଛି ସମସ୍ତ ଅମାନୁଷିକତା। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ସାବତ ଭାଇ। ଆଉ ତା ପରେ ଏସିଡ୍ ପକାଇ ପୋଡ଼ି ମାରି ଦେଇଛି। ଜାମ୍ମୁ ଓ କାଶ୍ମୀରରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି। ବାରମୁଳା ଜିଲ୍ଲା ବୋନିୟାରର ଜଣେ ୯ ବର୍ଷର ନାବାଳିକା ସହ ଏଭଳି ବର୍ବର କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ ସାବତ ଭାଇ ଏବଂ ତାର କିଛି ସାଙ୍ଗ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ […]
ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍ ହୋଇଛି। ତାମିଲନାଡ଼ୁର ପୂର୍ବତନ ଡିଜିପି ଏସ୍ ଜର୍ଜ ଏବଂ ବହୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି। ୪୦ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଯାଞ୍ଚ କରୁଛି। ମିଳିଥିବା […]
କୋଲକତା : କୋଲକତାର ମାଜେରହାଟ୍ରେ ଓଭରବ୍ରିଜ ଭୁଶୁଡିପଡିଥିବା ଘଟଣାସ୍ଥଳରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। NDRFର ୫ କମ୍ପାନୀ, କୋଲକତା ପୁଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷକୁ ହଟାଇବାପାଇଁ ୭ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଏବେବି ଭଗ୍ନାବଶେଷ ଭିତରେ ଅାହୁରି କିଛି ଗାଡି ଫସି ରହିଯାଇଥିବା ଅାଶଙ୍କା କରାଯାଉଛି। ସେପଟେ ଏହି ଘଟଣାର ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ମଳୟ ଦେଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: ଯଦି ଆପଣ Jio ନମ୍ବର ବ୍ୟବହାର କରୁଛନ୍ତି, ତା’ ହାଲେ ଆପଣଙ୍କ ପାଇଁ କରୋଡ୍ପତି ହେବାର ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। ଏଥିପାଇଁ ଆପଣଙ୍କୁ କେଉଁଠି ଯିବାକୁ ପଡ଼ିବ ନାହିଁ। ଘରେ ବସି ଆପଣ ଏହା କରିପାରିବେ। Sony ଟିଭିରେ ପ୍ରସାରିତ ହେଉଛି କୌନ୍ ବନେଗା କରୋଡ୍ପତିର ୧୦ମ ଏପିସୋଡ୍। ଏହାଦ୍ୱାରା Jio ବ୍ୟବହାରକାରୀମାନେ ପୁରସ୍କାର ଜିତି ପାରିବେ। ଜାଣନ୍ତୁ କିପରି KBC ଦ୍ୱାରା କରୋଡ୍ପତି ହୋଇପାରିବେ ଆପଣ ଏହି ଖେଳ ଖେଳିବା ପାଇଁ Jio […]
କଟକ : ମୋମୋ ଅାଣିଲା ମୃତ୍ୟୁ। ମୋବାଇଲରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍ ଉମର ଗାଁରୁ ଅାସିଛି ଏହି ଅଭିଯୋଗ । ମୃତ ଯୁବକ ହେଉଛନ୍ତି ଉମାକାନ୍ତ ବେହେରା । ଯୁବକ ଜଣଙ୍କ ୨ ମାସ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଅାଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରେ ଦେଖିବାକୁ ମିଳିଥିଲା । ତାଙ୍କ […]
ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି। ଜାଣନ୍ତୁ ,ଛେନା ମୁଡକି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ ପନୀର-୨୦୦ଗ୍ରାମ, ଚିନି-୩୫୦ ଗ୍ରାମ ଏବଂ ପାଣି-ତିନି କପ୍ ପ୍ରଥମେ ଏକ ଗଭିରିଆ ପ୍ୟାନ୍ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରାବାଙ୍କି ନାମକ ସ୍ଥାନରେ ଏକ ପିଲାର ଗୋଡ଼ ଓ ହାତ ଆଙ୍ଗଠିକୁ ମିଶାଇ ୨୪ଟି ଆଙ୍ଗୁଠି ରହିଛି। ୨୪ଟି ଆଙ୍ଗୁଠି ରହିଥିବାରୁ ଏବେ ତା ଉପରେ ବିପଦ ଦେଖାଦେଇଛି। ବିକାରଗ୍ରସ୍ତ ପିଲାକୁ ବଳି ଦେଲେ ସେମାନେ ଧନୀ ହୋଇଯିବେ ବୋଲି ଜଣେ ତାନ୍ତ୍ରିକ ପିଲାଟିର ପରିବାରକୁ ଉପଦେଶ ଦେଇଛନ୍ତି । ପିଲାଟିର ବାପା ମାଆ କହିଛନ୍ତି ଯେ ତାଙ୍କ ସମ୍ପର୍କୀୟ ପିଲାଟିକୁ ମାରିଦେବାକୁ ଚାହୁଁଛନ୍ତି। ତା’ ବାପା ମାଆ ତାକୁ ସ୍କୁଲ ପଠାଇବା […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କନ୍ଧମାଳ। …
ନୂଆଦିଲ୍ଲୀ: ଆଜି ବି.ଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶ ମଉରେ ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରଣେତା ତଥା ନୂତନ ଭାରତର ପରିକଳ୍ପନା କରିଥିବା ଭୀମରାଓଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ ସଂସଦ ଭବନ ଭିତରେ ଥିବା ବାବା ସାହେବଙ୍କ ସ୍ମୃତି ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବି ଉପସ୍ଥିତ […]