• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

odisha
ଓଡ଼ିଶା କୁଇନ୍‌-୨୦୧୯: ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶା କୁଇନ୍‌-୨୦୧୯ର ଚାରି ପର୍ଯ୍ୟାୟରେ ଅଡିସନ୍‌ ପରେ ମୋଟ୍‌ ୨୧ ଜଣ ସୁନ୍ଦରୀ ମଡେଲ୍ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ଅନନ୍ୟା ଆଚାର୍ଯ୍ୟ, ସୌମ୍ୟା ସାହୁ, ଶୁଭଶ୍ରୀ ଜେନା, ଭକ୍ତି ଭବାନୀ ପଟ୍ଟନାୟକ, ପାୟଲ ଧଳ, ଆର୍ଯ୍ୟବାଳା ଜେନା, ମେହକ ଦାସ, ସୁପ୍ରଭା ମଲିକ, ନିକିତା ସିଂ, ଅନ୍ୱେଷା ଆଦିତି, ରୁନ୍ଦ୍ରାଙ୍ଗୀ ସୁନ୍ଦରରାୟ, ମଞ୍ଜୁଲୀ ନାୟକ, ମନାଲୀ ସାହୁ, ଦୀପ୍ତି ଥାପ୍ପା, ମେଲିସା ନାୟକ, ପ୍ରଦ୍ୟାଶା ପାତ୍ର, ଦୀପ୍ତିରେଖା ଦାସ, ସୋମା ସିଂ, ଇଭା ଜେମ୍ସ, […]

cyclone
ଭୀଷଣ ବାତ୍ୟାର ରୂପ ନେଉଛି ‘ମହା’

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ପ୍ରଳୟଙ୍କରୀ  ବାତ୍ୟା ‘ମହା’ ଏକ୍ସଟ୍ରିମ୍‌ଲି ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଏବେ ଏହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି।  ଗତ ୬ ଘଣ୍ଟା ମଧ୍ୟରେ ଦେଖାଯାଇଛି ଯେ ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏବେ ବାତ୍ୟା ‘ମହା’ ପୋରବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ […]

cyclone
ବାତ୍ୟା ‘ମହା’ ପ୍ରଭାବରେ ଆସନ୍ତା ୬ରୁ ପ୍ରବଳ ବର୍ଷା ସମ୍ଭାବନା

ନୁଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଏକ୍ସଟ୍ରିମ୍‌ଲି ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାପରେ ‘ମହା’ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାପରେ କ୍ରମଶଃ ଏହା ଦୁର୍ବଳ ହେବ ବୋଲି ଜଣାପଡ଼ିଛି।  ନଭେମ୍ବର ୬ ତାରିଖ ମଧ୍ୟରାତ୍ରରେ ଏହା ଗୁଜରାଟ […]

eye
ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍‌

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ। […]

shiv sena
ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ସେ କହିଛନ୍ତି, ଶିବସେନା ପାଖରେ ୫୬ […]

kawacha...
ବନ୍ଦ ହୋଇଯିବ ଦୀପିକାଙ୍କ ଏହି ଶୋ’ !

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲି କୁଇନ୍ ଏକ୍‌ତା କପୁରଙ୍କ ଧାରାବାହିକ ‘କବଚ… ମହାଶିବରାତ୍ରୀ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି ଜଣାପଡ଼ିଛି। ଗତ ମେ’ ମାସରୁ ଏହି ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ‘ଦିଆ ଔର୍ ବାତୀ ହମ୍‌’ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍‌ ରାଣା। ହେଲେ ଏବେ ଖବର ଆସୁଛି ଯେ […]

whatsapp
ଡାଟା ହ୍ୟାକ୍ ନେଇ ହ୍ୱାଟସ୍‌ ଆପ୍ ସରକାରଙ୍କୁ ସୂଚନା ଦେଇଥିଲା !

ନୂଆଦିଲ୍ଲୀ: ଗତମାସ ଶେଷ ସପ୍ତାହରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ୧୨୧ ଜଣ ଭାରତୀୟଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ହ୍ୱାଟସ୍‌ ଆପ୍, ସରକାରଙ୍କୁ ଅବଗତ କରାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଫେସବୁକ୍‌ ଚଳିତବର୍ଷ ମେ’ ମାସରେ ସରକାରଙ୍କୁ ସ୍ୱାଇଓ୍ୱେୟାର ଡାଟା ହ୍ୟାକ୍‌ ନେଇ ଅବଗତ କରାଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ସେପ୍ଟମ୍ୱରରେ ଫେସବୁକ୍‌ର ସହଯୋଗୀ କମ୍ପାନୀ ହ୍ୱାଟସ୍‌ ଆପ୍ ସରକାରଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଡାଟା ହ୍ୟାକ୍‌କୁ ନେଇ […]

china
ଭାଇ ପାଇଁ ୫ ବର୍ଷ ହେବ ମାତ୍ର ୨୧ ଟଙ୍କାରେ ଜୀବନ କାଟୁଛନ୍ତି ଏହି ଭଉଣୀ, ହେଲେ ଏବେ...

ବେଜିଂ: ସୋଶାଲ୍‌ ମିଡିଆରେ ଆପଣ ଏମିତି ଅନେକ ଫଟୋ ହେଉ ଅଥବା ଭିଡିଓ ଦେଖିଥିବେ ସେଥିମଧ୍ୟରୁ ଏମିତି କିଛି ଫଟୋ ବା ଭିଡିଓ ଥିବ ଯାହା ଦେଖିଲା ପରେ ଆପଣଙ୍କୁ ଦୁଃଖ ନିଶ୍ଚୟ ଲାଗିଥିବ। ଏବେ ସୋଶାଲ୍‌ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହା ପଛର କାହାଣୀ ଜାଣିଲେ ଆପଣଙ୍କୁ ନିଶ୍ଚୟ ଦୁଃଖ ଲାଗିବ। ଚୀନ୍‌ର ଏହି ୨୪ ବର୍ଷୀୟ ଯୁବତୀଙ୍କ ଦୁଃଖଭରା କାହାଣୀ ଯାହା ଏବେ ସାରା ବିଶ୍ୱର ହୃଦୟକୁ ଥରାଇଦେଇଛି। ଚୀନ୍‌ର […]

Mati Handi Posta Chicken
ମାଟି ହାଣ୍ଡି ପୋସ୍ତ ଚିକେନ୍‌ | Mati Handi Posta Chicken

ଅଧିକାଂଶ ଲୋକଙ୍କୁ ଚିକେନ୍ ଖାଇବାକୁ ଭଲଲାଗେ। କେହି କେହି ଚିକେନ୍‌କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। କିନ୍ତୁ କେବେ ମାଟି ହାଣ୍ଡି ପୋସ୍ତ ଚିକେନ୍‌ ଖାଇଛନ୍ତି କି ? ଏହା ପାଟିକୁ ବହୁତ ସୁଆଦିଆ ଲାଗିଥାଏ। How to Prepare Mati Handi Posta Chicken‌ ଆବଶ୍ୟକ ସାମଗ୍ରୀ… ଚିକେନ୍‌, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, […]

banana flower
କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ। ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ…. ୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା […]

cyclone
ଗୁଜରାଟ ପ୍ରତି ରହିଛି ‘ମହା’ ଭୟ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୯ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଭେରାଭାଲ୍(ଗୁଜରାଟ) ଠାରୁ ୫୭୦ କି.ମି. ଓ ଗୋଆଠାରୁ ୫୦୦ କି.ମି. ଦୂରରେ  କେନ୍ଦ୍ରୀଭୂତ ହୋଇଛି। ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ […]

bsnl
ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା, ବିଏସ୍‌ଏନ୍‌ଏଲ୍‌ ଆଣିଲା ନୂଆ ପ୍ଲାନ୍‌

ନୂଆଦିଲ୍ଲୀ: ସାଧାରଣତଃ ନିଜ ମୋବାଇଲ୍‌ ନେଟ୍‌ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍‌ ନେଟ୍‌ୱର୍କକୁ ଫୋନ୍‌ କଲେ ଗ୍ରାହକଙ୍କୁ ଟଙ୍କା(ଚାର୍ଜ) ଦେବାକୁ ପଡ଼ିଥାଏ। ହେଲେ ବିଏସ୍‌ଏନ୍‌ଏଲ୍‌ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ଘୋଷଣା କରିଛି। ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‌ ପାଇବେ। ଏହା ବିଏସ୍‌ଏନ୍‌ଏଲ୍‌ର Wireline, Broadband ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି […]

film
ରିଲିଜ୍ ହେଲା ଫିଲ୍ମ ‘ବାଳ-ଦି ରିଦିମ ଅଫ୍ ଲାଇଫ୍’

ଭୁବନେଶ୍ୱର: ବାଳ ଉପୁଡ଼ି ଚନ୍ଦା ହେବା ସମସ୍ୟାକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ବାଳ-ଦି ରିଦିମ ଅଫ୍ ଲାଇଫ୍’ ଆଜି  ରିଲିଜ ହୋଇଛି। ଫିଲ୍ମର ପ୍ରିମିୟର ଶୋ’ କଟକ ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି। ଆଜିର ଏହି ପ୍ରିମିୟର ଶୋ’ରେ ବିଶେଷ କରି ଚନ୍ଦା ବ୍ୟକ୍ତିଙ୍କ ପାଇଁ ଏକ ଅଫର ଥିଲା। ସେମାନେ ଏହି ଫିଲ୍ମକୁ ମାଗଣାରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସମୀର, ଦିବ୍ୟା ଓ ଅନନ୍ୟା। […]

cyclone
ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତକାଲି ସନ୍ଧ୍ୟାରେ ଏହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୧୭ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଉତ୍ତର କୱରଟ୍ଟୀ(ଲାକ୍ଷାଦ୍ୱୀପ) ଠାରୁ ୩୫୦ କିମି ଓ କୋଝିକୋଡ୍‌ (କେରଳ) […]

delhi airport
ଦିଲ୍ଲୀ ବିମାନ ବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌ ଜବତ ହୋଇଛି। ଆଜି ସକାଳେ ଟର୍ମିନାଲ୍‌ ୩ ରୁ ଏହି ବ୍ୟାଗ୍‌ ଜବତ ହୋଇଥିଲା। ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୩ଟା ବେଳେ ଟର୍ମିନାଲ୍‌ ୩ରେ ଏହି ସନ୍ଦିଗ୍ଧ ବ୍ୟାଗ୍‌ ଥିବାନେଇ ଏୟାରପୋର୍ଟ ପୁଲିସ୍ ଷ୍ଟେସନକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟାଗ୍‌କୁ ଜବତ […]

debit card
ଲକ୍ଷାଧିକ ଭାରତୀୟଙ୍କ ଡେବିଟ୍, କ୍ରେଡିଟ୍ କାର୍ଡ ତଥ୍ୟ ଚୋରି

ବେଙ୍ଗାଲୁରୁ: ଦିନକୁ ଦିନ ଆମେ ଯେତିକି ଡିଜିଟାଲ୍‌ ହେଉଛେ ସେତିକି ବିପଦ ଆଡ଼କୁ ଠେଲି ହୋଇ ଯାଉଛେ। କାରଣ ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ପାଖାପାଖି ୧.୩ ମିଲିୟନ(୧୩ ଲକ୍ଷ) ଲୋକଙ୍କ ଡେବିଟ୍ ଓ କ୍ରେଡିଟ୍‌ କାର୍ଡର ଡାଟା (ତଥ୍ୟ) ଚୋରି ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ୯୮ ପ୍ରତିଶତ ଡେବିଟ୍ କାର୍ଡ ଭାରତୀୟଙ୍କର ରହିଛି।  ଏବେ ଏହି ଡାଟା […]

cyclone
ମାଡ଼ି ଆସୁଛି ବାତ୍ୟା ‘ମହା’

ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ମହା’ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି […]

yoga -blood pressure
ଏହି ୩ଟି ପ୍ରାଣାୟମ ଉଚ୍ଚ ରକ୍ତଚାପ ପାଇଁ ରାମବାଣ

‌ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ। ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଦୀର୍ଘ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍‌ ପାଇଁ ବାଟ ତିଆରି କରେ। ଏଣୁ ଆଜି […]

bull
ଷଣ୍ଢ ଖାଇଗଲା ୪ ଭରି ସୁନା !

ଚଣ୍ଡୀଗଡ଼: ସୁନା ପ୍ରତି କାହାର ବା ଲୋଭ ନ ଥାଏ। ହଠାତ୍‌ ସୁନା କଥା ଶୁଣିଲେ ଆମ ମୁହଁର ପରିପ୍ରକାଶ ଟିକେ ଅଲଗା ପ୍ରକାର ହୋଇଯାଇଥାଏ। ହେଲେ କଷ୍ଟସଞ୍ଚିତ ୪ ଭରି ସୁନା ଯଦି ଷଣ୍ଢ ଖାଇଯିବ ତେବେ କେମିତି ଲାଗିବ ? ହଁ, ହରିଆଣାରେ ଜଣେ ବ୍ୟକ୍ତିଙ୍କର ୪ ଭରି ସୁନା ଷଣ୍ଢ ଖାଇ ଦେଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ହରିଆଣାର ସିରସାରେ ଘଟିଛି ଏହି ଅଜବ ଘଟଣା, ଯାହା ସମସ୍ତଙ୍କୁ […]

ghost
ଏହି ଘରେ ୧୦ ଘଣ୍ଟା ରହିଲେ ମିଳିବ ୧୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଭୂତ-ପ୍ରେତ ଉପରେ ବିଶ୍ୱାସ କରୁ ନ ଥିବାବେଳେ ଆଉ କିଛି ଲୋକ ଭୂତ-ପ୍ରେତ ନାଁ ଶୁଣିଲେ ମାତ୍ରେ ଭୟରେ ଥରି ଉଠନ୍ତି। ଯଦି ଆପଣ ଭୂତ-ପ୍ରେତ ବିଶ୍ୱାସ କରୁ ନାହାନ୍ତି, ହୁଏତ ଏହି ଖବର ଆପଣଙ୍କ ପାଇଁ ଖୁସି ଆଣିପାରେ। କାହିଁକି ନା କିଛି ଘଣ୍ଟାରେ ଆପଣ ହୋଇପାରନ୍ତି ଲକ୍ଷପତି ! ଆପଣ ଯାହାବି ଶୁଣିଲେ ସତ। ଆସନ୍ତୁ ଜାଣିବା ଏମିତି କ’ଣ ଘଟଣା ଯାହା […]

shakib ..
୨ ବର୍ଷ ପାଇଁ ବାସନ୍ଦ ହେଲେ ସାକିବ୍‌

ଦୁବାଇ: ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନ କରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେବେ ଏହା ପୂର୍ବରୁ ବାଂଲାଦେଶ ପାଇଁ ଏହା ସବୁଠାରୁ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗସ୍ତରେ ବାଂଲାଦେଶ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି […]

talking on phone
ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ନୂଆଦିଲ୍ଲୀ: ଫେଷ୍ଟିଭ୍‌ ସିଜନ୍‌ରେ ମୋବାଇଲ୍‌ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍‌ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍‌ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍‌ ସୁବିଧା ଆଣିଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଟେଲିକମ୍‌ କମ୍ପାନୀ ହେଲା […]

exam
ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପାଟନା: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା। ଖାଲି ଏତିକି ନୁହେଁ ଖୁଲମ୍‌ଖୁଲା କପି ବି ଚାଲିଥିଲା। ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା। ରାମ ଲଖନ ସିଂହ ଯାଦବ କଲେଜ (ଆର୍‌ଏଲ୍‌ଏସ୍‌ୱାଇ) ପରିସରରେ ଥିବା କରିଡର୍‌ ଓ ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଗତକାଲି ଏହି କଲେଜକୁ ଛାତ୍ରଛାତ୍ରୀମାନେ ଆସିଥିଲେ। ହେଲେ ଅଧିକ […]

railways
ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଇଷ୍ଟର୍ଣ୍ଣ ରେଲ୍‌ୱେର Railway Recruitment Cell (RRC), ଖାଲି ପଡ଼ିଥିବା ଗ୍ରୁପ୍‌ ସି ଲେଭେଲ୍‌ ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକ୍‌ନିସିଆନ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ୨୦୧୯, ଡିସେମ୍ବର ୧ ସୁଦ୍ଧା ଆବେଦନ କରିପାରିବେ। […]

man injured
ରାସ୍ତାରେ ଚାଲିକି ଯାଉଥିଲେ, ହଠାତ୍‌ ଘଟିଲା ଏମିତି କିଛି...

ଜୟପୁର: କୁହାଯାଏ ଯେ ପାଦେ ପାଦେ ମୃତ୍ୟୁର ଭୟ ଥାଏ। କେତେବେଳେ ଯେ ଅଘଟଣ ଘଟିପାରେ ତାହା କେହି କହିପାରିବେ ନାହିଁ। ଏମତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହୀରେ। ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ହଠାତ୍‌ ତାଙ୍କ ସହ ‌ଏମିତି କିଛି ଘଟିଲା ଆପଣ ବି ଜାଣିଲେ ବିଶ୍ୱାସ କରିପାରିବେ ନାହିଁ। ସିରୋହୀର ଫୁଟ୍‌ପାଥ୍‌ରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା […]