ନୂଆଦିଲ୍ଲୀ: ଟ୍ରାଇ ଦ୍ୱାରା ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି, ରିଲାଏନ୍ସ ଜିଓ ଓଡ଼ିଶାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ମୋଟ ରାଜସ୍ୱରେ ୨୦୧୯ ଜୁଲାଇରୁ ସେପ୍ଟେମ୍ୱର ତ୍ରୟମାସରେ ଓଡ଼ିଶାରେ ଜିଓ ୪୮.୧% ବଜାର ଅଂଶ ହାସଲ କରିଛି। ଯାହା ଯାହା ନିକଟତମ ଅପରେଟରମାନଙ୍କ ତୁଳନାରେ ୧୨% ଅଧିକ। ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୫୬.୮% ବଜାର ଅଂଶ ହାସଲ କରି, […]
କୋଚି: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ଯିବାକୁ ଅନୁମତି ମାଗିବାକୁ ଆସିଥିବା ବିନ୍ଦୁ ଅମ୍ମନିଙ୍କୁ ଆଜି ଲଙ୍କା ଓ ଗୋଲମରିଚ ଗୁଣ୍ଡ ଦ୍ୱାରା ଆକ୍ରମଣ କରାଯାଇଛି। ଗତବର୍ଷ ବିନ୍ଦୁ ଓ ଅନ୍ୟ ଜଣେ ମହିଳା ସାବରୀମାଲା ପାହାଡ଼ ଚଢ଼ି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିଥିଲେ। ଏଥରେ ସେ ପୁଣି ମନ୍ଦିର ମଧ୍ୟକୁ ଯିବା ପାଇଁ ପୁଲିସ୍ କମିଶନରଙ୍କ ଅଫିସକୁ ଅନୁମତି ମାଗିବାକୁ ଆସିଥିଲେ। ବିନ୍ଦୁ ଯେତେବେଳେ ମନ୍ଦିର ଭିତରେ ପ୍ରବେଶ କରୁଥିଲେ ହଠାତ୍ ଏହି ସମୟରେ ଧୋତି, […]
ମୁମ୍ୱାଇ: ପୁଣି ମହାରାଷ୍ଟ୍ରର ମହାନାଟକରେ ଏକ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଏଥର କିନ୍ତୁ ବିଜେପିକୁ ଶକ୍ତ ଝଟ୍କା ଲାଗିପାରେ ବୋଲି କୁହାଯାଉଛି। ଗତକାଲି ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶପଥ ନେଇଥିବା ଏନ୍ସିପି ନେତା ଏହି ଝଟ୍କା ଦେଇପାରନ୍ତି। ଚର୍ଚ୍ଚା ହେଉଛି ବିଜେପିଠୁ ସମର୍ଥନ ପ୍ରତ୍ୟାହାର କରିପାରନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ବିଧାୟକ ଅଜିତ ପାଓ୍ୱାର। ଏନ୍ସିପି ଆଜି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଛି। ଏହି ତାଲିକାରେ ୫୧ ଜଣ […]
ନୂଆଦିଲ୍ଲୀ: ହଠାତ୍ ଚାକିରି ଯଦି ଚାଲିଗଲେ କିଏ ବା ଚିନ୍ତାରେ ନ ରହିବେ ? କେହିକେହି ତ ଚିନ୍ତାଗ୍ରସ୍ତ ହୋଇ କିଛି ଭୁଲ୍ କରି ପକାନ୍ତି। ହେଲେ ଏବେ ଆପଣଙ୍କୁ ଏସବୁ ପାଇଁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ମୋଦି ସରକାର ବଡ଼ ଉପହାର ଆଣିଛନ୍ତି। ଯଦି ଆପଣଙ୍କ ଚାକିରି ଚାଲି ଯାଏ ତେବେ ସରକାର ଆପଣଙ୍କୁ ୨୪ ମାସ ଅର୍ଥାତ୍ ୨ ବର୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ। […]
ହାଇଦ୍ରାବାଦ: ଫ୍ଲାଏଓଭର୍ରେ ଫ୍ଲାଇଂ କାର୍, ଶୁଣିକି ଅଜବ ଲାଗୁଥିଲେ ବି ସତ। ଫ୍ଲାଏଓଭର୍ରୁ ସିଧା ଫ୍ଲାଇଂ କଲା ଭଳି ଆସି ରାସ୍ତାରେପଡ଼ିଲା କାର୍। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁଣ୍ଡରେ ହଠାତ୍ କିଛି ପଶି ନ ଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମହିଳା ଜଣକ ତାଙ୍କ ଝିଅଙ୍କ ସହ ଅଟୋକୁ ଅପେକ୍ଷା […]
ମୁମ୍ବାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ବିଜେପି ସହ ମିଶି ଏନ୍ସିପି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏସବୁ ଭିତରେ ଏନ୍ସିପି ଓ ପାୱାର ଫ୍ୟାମିଲ୍ରେ ଫାଟ ସୃଷ୍ଟି ହେବାନେଇ ଚର୍ଚ୍ଚା ଜୋର ଧରିଛି। ଗତ ୧୮ […]
ମୁମ୍ବାଇ: ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ, ଏହାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ବିଜେପି ଓ ଏନ୍ସିପି ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିଜେପିର ଦେବେନ୍ଦ୍ର ଫଡ୍ନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କହିବାକୁ ଗଲେ ରାତାରାତି ମହାରାଷ୍ଟ୍ର ମହାନାଟକରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଗତକାଲି ବାଲ୍ ଠାକ୍ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ […]
ରାଞ୍ଚି: ପୁଲିସ୍ ଉପରକୁ ନକ୍ସଲଙ୍କ ଆକ୍ରମଣ। ଝାଡଖଣ୍ଡର ଲେତେହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣ ପୁଲିସ୍ କର୍ମୀ ସହିଦ ହୋଇଛନ୍ତି। ଏକ ୪ ଚକିଆ ଗାଡ଼ିରେ ପୁଲିସ୍ କର୍ମୀ ଯାଉଥିବା ସମୟରେ ଶୁକ୍ରବାର ସନ୍ଧ୍ୟା ୮.୩୦ ବେଳକୁ ସଶସ୍ତ୍ର ନକ୍ସଲବାହିନୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ନକ୍ସଲମାନେ ପୁଲିସ୍ ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ସହିଦ ହୋଇଥିବା ପୁଲିସ୍ କର୍ମୀଙ୍କ ମଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ପାହ୍ୟାର ପୁଲିସ୍ ଓ ଜଣେ […]
ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଜୀବ ସତ୍ତା ଅଛି ନା ନାହିଁ ? ଏହାକୁ ନେଇ ଅନେକ ରିସର୍ଚ୍ଚ ହେବାସହ ବହୁ ଲୋକ ବହୁ କଥା ଦାବି କରିଛନ୍ତି। ଏବେ ପୁଣି ସାମ୍ନାକୁ ଏପରି ଏକ ଘଟଣା ଆସିଛି ଯାହାକୁ ନେଇ ପୁଣିଥରେ ମଙ୍ଗଳ ଗ୍ରହରେ ଜୀବ ସତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଆମେରିକାର ବୈଜ୍ଞାନିକଙ୍କୁ ମଙ୍ଗଳ ଗ୍ରହରେ ‘ଡେଡ୍ ବଡି’ ମିଳିଛି। ଏହାର ମୁଣ୍ଡ, ଶରୀର ଓ ପାଦ ରହିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା […]
ଜୟପୁର: ଯେତେ ପଛେ କଷ୍ଟ ହେଉନାହିଁ କାହିଁକି ବାପା-ମା’ ସବୁବେଳେ ସେମାନଙ୍କ ପିଲାଙ୍କର ସବୁ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ଯେତେବେଳେ ଝିଅକୁ ବିବାହ କରାଇଥାନ୍ତି ସେତେବଳେ ତ ଝିଅର ଆବଶ୍ୟକତାଠୁ ଆରମ୍ଭ କରି ସବୁ କିଛି ସ୍ୱପ୍ନ ପୂରଣ କରିବାରେ ବାପା-ମା’ ଲାଗି ପଡ଼ନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଝୁନଝୁନୁ ଅଞ୍ଚଳରେ। ଝିଅର ସ୍ୱପ୍ନ ଥିଲା ବିବାହ ପରେ ପାଲିଙ୍କି ବଦଳରେ ହେଲିକପ୍ଟରେ ବିଦାୟୀ ନେବେ। ଯେଉଁ […]
ମୁମ୍ବାଇ: ବ୍ଲକ୍ବଷ୍ଟର ଫିଲ୍ମ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ୍’ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍ ଅଭିନେତା ଭିକି କୌଶଲ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସହ ତାଙ୍କର ଆଫାୟର୍ସ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ଭିକି କଣ୍ଡୋମ୍ସ୍ ଉପରେ ଆଧାରିତ ଏକ ଫିଲ୍ମରେ କାମ କରିଦେବା ପାଇଁ ରୋକ୍ଠୋକ୍ ମନା କରିଦେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଶୁଣିବାକୁ ମିଳୁଛି ଯେ, ଭିକି ଏମିତି ଏକ […]
ଭୁବନେଶ୍ୱର: ଗତ ରବିବାର କଟକ ବାଲିଯାତ୍ରା ପଡ଼ିଆରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ପରେ ଗତକାଲି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସେ ଏହି ଶୋ’ରୁ ବିଦା ହୋଇଛନ୍ତି। ଏନେଇ ସୋନା ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିବାବେଳେ ପୁଣିଥରେ ବାଲିଯାତ୍ରା ମଞ୍ଚରେ ତା’କୁ ଦୋହରାଇଥିଲେ। ଏହାପରେ […]
ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କୁ ବିଭିନ୍ନ ଅଫର୍, କ୍ୟାସ୍ବ୍ୟାକ୍ ଇତ୍ୟାଦିର ଲୋଭ ଦେଖାଇ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହ ଜଡ଼ିତ ସମସ୍ତ ତଥ୍ୟ ଚୋରି କରୁଛନ୍ତି କିଛି ଠକ। ଠକାମିର ଶିକାର ହେଉଥିବା ଲୋକେ ଏସବୁ ଜାଣିବା ପରେ ସେମାନଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ କିଛି ପଦକ୍ଷେପ ନେବା ପାଇଁ। ଯଦି ଆପଣ Paytm ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। କାହିଁକି ନା ଆଜିକାଲି Paytmକୁ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାର୍ଟେଲ୍ ଓ ଭୋଡାଫୋନ୍ ପରେ ଏବେ ବିଏସ୍ଏନ୍ଏଲ୍ ଏହାର ଗ୍ରାହକଙ୍କୁ ଝଟ୍କା ଦେଇପାରେ। କାରଣ ବିଏସ୍ଏନ୍ଏଲ୍ ଏହାର ପ୍ଲାନ୍କୁ ନେଇ ରିଭ୍ୟୁ କରୁଛି। ଏହାପରେ ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ବିଏସ୍ଏନ୍ଏଲ୍ ଏହାର Tariff ପ୍ଲାନ୍ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ସୂଚନା ମିଳିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଇଡିଆ, ଏୟାର୍ଟେଲ୍ ଓ ଭୋଡାଫୋନ୍ ସେମାନଙ୍କର Tariff ଆସନ୍ତା ଡିସେମ୍ବରରୁ […]
ମୁମ୍ବାଇ: ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ ନିକଟରେ ମେକ୍ଅପ୍ ନେଇ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଏହି ମେକ୍ଅପ୍ ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଫଟୋରେ ରାନୁ ପୂରାପୂରି ହେଭି ମେକ୍ଅପ୍ ନେଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ ହେବାକୁ ପଡ଼ିଥିଲା। ତେବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ରାନୁଙ୍କ ଏହି ମେକ୍ଅପ୍ ଫଟୋ ଫେକ୍ ବୋଲି ମେକ୍ଅପ୍ […]
ଇସଲାମାବାଦ: ବିବାହରେ ସୁନ୍ଦର ଦେଖାଯିବା ପାଇଁ ଦୁଲ୍ହନ୍ ସୁନା ଗହଣାରେ ନିଜକୁ ସଜେଇଥାଏ। ହେଲେ ସୁନା ଗହଣା ବଦଳରେ ଟମାଟୋ ବା ବିଲାତିରେ ନିଜକୁ ସଜେଇବା ! କଥାଟା ଶୁଣିକି ଟିକେ ଅଜବ ଲାଗୁଛି ନା ? ଏମିତି ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ହସକୁ ବନ୍ଦ କରିପାରିବେ ନାହିଁ। ଘଟଣାଟି ଏମିତି…. ପାକିସ୍ତାନ ଲାହୋରର ଏକ ଦୁଲ୍ହନ୍ ନିଜ ବିବାହ ଦିନ ସୁନା ଅଳଙ୍କାର […]
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ସାଉଥ୍ ସେଣ୍ଟ୍ରାଲ୍ ରେଲ୍ୱେ ୪୧୦୩ ପଦ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦ ପାଇଁ ୧୦ମ ପାସ୍ କରିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନଭେମ୍ବର ୯ ତାରିଖରୁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଡିସେମ୍ବର […]
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନିଖୋଜ ନେଇ ନୂଆଦିଲ୍ଲୀରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗଛ ଓ କାନ୍ଥରେ ଏହିସବୁ ପୋଷ୍ଟର ଲାଗିଥିବା ନଜର ଆସିଛି। ପୋଷ୍ଟରରେ ଲେଖା ଯାଇଛି, ‘କ’ଣ ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି ? ଶେଷଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବା ଦେଖିବାକୁ ମିଳିଥିଲା। ସେବେଠୁ ସେ ନିଖୋଜ ଅଛନ୍ତି। ପୂରା ଦିଲ୍ଲୀ ତାଙ୍କୁ ଖୋଜୁଛି’। ସୂଚନାଥାଉ କି, ଗତ ସପ୍ତାହରେ […]
ଲଣ୍ଡନ: ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳ ମୁତ୍ତାହିଦା କ୍ୱାମି ମୁଭ୍ମେଣ୍ଟ(ଏମ୍କ୍ୱିଏମ୍)ର ପ୍ରତିଷ୍ଠାତା ଅଲ୍ତାଫ୍ ହୁସେନ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି। ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଭାରତରେ ଶରଣ ଦେବାସହ ଆର୍ଥିକ ସହାୟତା କରିବା ପାଇଁ ଅଲ୍ତାଫ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ୧୯୯୨ ମସିହାରୁ ଅଲ୍ତାଫ୍ ଲଣ୍ଡନରେ ନିର୍ବାସିତ ଭାବେ ଜୀବନଯାପନ କରୁଛନ୍ତି। ଅଲ୍ତାଫ୍ କହିଛନ୍ତି, ‘ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁମତି ଦେବେ ତେବେ ମୁଁ, ମୋ […]
ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପୁଣି ଏବେ ଚର୍ଚ୍ଚାରେ। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ପୁଣି ଏବେ ତାଙ୍କର ଝିଅକୁ ନେଇ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି। ଖାଲି ଏତିକି ନୁହେଁ ଏହି ଝିଅଟି ରାକ୍ଷୀଙ୍କୁ ତାଙ୍କ ମମ୍ ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଭିଡିଓ ରାକ୍ଷୀ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେଆର୍ […]
ରାୟବରେଲି: ଦିନେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ସହ କଂଗ୍ରେସର ଏହି ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଶେଷରେ କଂଗ୍ରେସର ଏହି ବିଧାୟିକା ତାଙ୍କର ଜୀବନ ସାଥୀ ପାଇଛନ୍ତି। ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ୍ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ […]
ବିଶାଖାପାଟନମ୍: ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ତେଲାଙ୍ଗାନର ନିଜାମାବାଦ୍ ଜିଲ୍ଲାରେ। ସୂଚନା ଅନୁସାରେ, ନିଜାମାବାଦ୍ ଜିଲ୍ଲାର ବିଙ୍ଗାଲ୍ ପଞ୍ଚାୟତ ଲିମାଦ୍ରୀକୁଟା ଗାଁରେ ଥିବା ଏକ ମନ୍ଦିରରେ ପ୍ରତ୍ୟେକ ବର୍ଷ ଯାତ୍ରା ବା ମେଳା ହୋଇଥାଏ। ୩ ରୁ ୪ ଦିନ ଧରି ଏହି […]
ନୂଆଦିଲ୍ଲୀ: ନିଜର ସାହାସିକତା ପାଇଁ ଆଜି ସାରା ବିଶ୍ୱରେ ଜଣେ ୧୫ ବର୍ଷୀୟ ପିଲାକୁ ପ୍ରଶଂସା କରାଯାଉଛି। ବିପଦଜନକ ସ୍ଥିତିରେ ଭୟଭୀତ ନ ହୋଇ ଏବଂ ସଂଯମତା ରକ୍ଷା କରି ଏହି ପିଲା ଜଣକ ଗୋଟିଏ ବିରାଟ କୁମ୍ଭୀର ମୁହଁରୁ ନିଜର ୧୨ ବର୍ଷୀୟ ଭଉଣୀକୁ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି। ପିଲାଟିର ଏହି ଧୈର୍ଯ୍ୟ ଓ ସାହାସ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଫିଲିପାଇନ୍ସର ପାଲୱାନ ଠାରେ ଥିବା ହ୍ରଦ ନିକଟ ଦେଇ ୧୨ […]
ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍ରେ ଅନ୍ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍ ଏସି ଏବଂ ଏକ୍ଜିକ୍ୟୁଟିଭ୍ କ୍ଲାସ୍ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କା ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ […]
ଥାଇରଏଡ୍କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍ ହର୍ମୋନ୍ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍ ହର୍ମୋନ୍ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍ ଆକ୍ଟିଭ୍ ଥାଇରଏଡ୍ ବା ହାଇପର୍ ଥାଇରଏଡ୍ଜିମ୍ କୁହାଯାଏ। ଥାଇରଏଡ୍ ଗ୍ରନ୍ଥି ଅଧିକ ଆକ୍ଟିଭ୍ ହେଲେ ଶରୀରରେ ମେଟାବୋଲିଜିମ୍ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର […]