ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ ଚାହିଦାକୁ ହ୍ରାସ କରିବାର ଆଶଙ୍କା ଥିବାରୁ କମ୍ପାନୀ ଗୁଡ଼ିକ କ୍ଷତି ସହିବେ ବୋଲି ମଧ୍ୟ ଜଣାପଡ଼ିଛି। ନେସ୍ଲେ, ପାର୍ଲେ ଓ ଆଇଟିସି ଭଳି ଏଫଏମସିଜି କମ୍ପାନୀ ଗୁଡ଼ିକ […]
ନୂଆଦିଲ୍ଲୀ: ଦେଶ-ଦୁନିଆର ଅନେକ ସ୍ଥାନରେ ଯୁବକମାନେ ରୋଜଗାର ପାଇଁ ଏଠିସେଠି ଘୂରି ବୁଲୁଛନ୍ତି। ସେମାନଙ୍କ ପାଖରେ ଭଲ ଡିଗ୍ରୀ ଓ ଦକ୍ଷତା ଥାଇ ମଧ୍ୟ ସେମାନଙ୍କୁ କୌଣସି ଚାକିରି ମିଳୁନାହିଁ। ଏଭଳି ସ୍ଥିତିରେ ଏବେ ଜଣେ କୋଟିପତି ବିଜ୍ନେସ୍ ମ୍ୟାନ୍ ଏମିତି ଏକ ଚାକିରି ଅଫର୍ ଦେଇଛନ୍ତି ଯେଉଁଥିରେ ଆପଣ ମାସକୁ ୨୬ ଲକ୍ଷ ଟଙ୍କା ଆୟ କରିପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯାହାକି ଏକ ସୁବର୍ଣ୍ଣ ସୁଯୋଗ ବୋଲି ମଧ୍ୟ କୁହାଯାଉଛି। […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନେଇ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଜଣାପଡ଼ିଥିଲା, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। ସେପଟେ ଅଭିଯୁକ୍ତଙ୍କୁ କରାଯାଇଥିବା ଏନ୍କାଉଣ୍ଟରର ରହସ୍ୟ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ହଟିନି। […]
ମୁମ୍ବାଇ: ଅଫିସ୍ରେ ଶୋଷଣ ଘଟଣା ଆମକୁ ବହୁତ କଷ୍ଟ ଲାଗିଥାଏ। ହେଲେ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁକୁ ନେଇ ଚୁପ୍ ରହିବୁ। ବରଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏଭଳି କିଛି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ। ଏନେଇ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ‘ୱାର୍କପ୍ଲେସ୍ ବା ଅଫିସ୍ରେ ଶୋଷଣକୁ ସାମ୍ନା କରିବା ଆମ୍ଭମାନଙ୍କ ପାଇଁ ବହୁତ୍ ମୁସ୍କିଲ୍ ହୋଇଥାଏ। ହେଲେ […]
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। Railway Recruitment Cell(RRC) ଖାଲି ପଡ଼ିଥିବା କ୍ଲର୍କ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜୁନିଅର୍ କ୍ଲର୍କ ପାଇଁ ୧୭୧ଟି ପଦବୀ ଓ ସିନିଅର୍ କ୍ଲର୍କ ପାଇଁ ୮୦ଟି ପଦବୀ ଖାଲି ପଡ଼ିଛି। ସମୁଦାୟ ୨୫୧ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୦ ମସିହା ଜାନୁଆରୀ ୧୯ ତାରିଖ […]
ନୂଆଦିଲ୍ଲୀ: ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପକ୍ଷରୁ ଭାରତର ସେଲେବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ୨୦୧୬ରୁ ତାଲିକାର ଶୀର୍ଷରେ ଥିବା ବଲିଉଡ୍ ଭାଇଜାନ୍ ସଲମାନ ଖାନ୍ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେଲେବ୍ରିଟି ମାନଙ୍କ ବାର୍ଷିକ ଆୟ ଓ ଲୋକପ୍ରିୟତାକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ସମସ୍ତଙ୍କ […]
ନୂଆଦିଲ୍ଲୀ: ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ଅଷ୍ଟ୍ରେଲିଆର ଫାଷ୍ଟ୍ ବୋଲର୍ ବୋଲର ପ୍ୟାଟ୍ କମିନ୍ସ ଇତିହାସ ରଚିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ କମିନ୍ସଙ୍କୁ ୧୫.୫୦ କୋଟି ଟଙ୍କାରେ କିଣିଛି। ଆଇପିଏଲ୍ ଇତିହାସରେ କମିନ୍ସ ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଯୁବରାଜ ସିଂହଙ୍କୁ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ୧୬ କୋଟି ଟଙ୍କାରେ କିଣିଥିଲା। କମିନ୍ସଙ୍କ ପାଖରେ ଯୁବିଙ୍କୁ ପଛରେ ପକାଇବାର ଭଲ ସୁଯୋଗ ଥିଲା, କିନ୍ତୁ ସେ ଅଳ୍ପକେ ଏଥିରୁ ବଞ୍ଚିତ ହୋଇଛନ୍ତି। […]
ଗୁରୁଗ୍ରାମ: ଏକ ପ୍ରାଇଭେଟ୍ ଏୟାରଲାଇନ୍ସର ଜଣେ ଏୟାର୍ ହଷ୍ଟେସ୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ଗୁରୁଗ୍ରାମର ଡିଏଲ୍ଏଫ୍ ୩ ଫେଜ୍ରେ ଥିବା ଏକ ପିଜି(Paying Guest)ରୁ ଏୟାର୍ ହଷ୍ଟେସ୍ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏୟାର୍ ହଷ୍ଟେସ୍ଙ୍କ ପରିବାର ରୁହନ୍ତି। ପିଜି ଘର ମାଲିକଙ୍କ ଦୁର୍ବ୍ୟବହାରରେ ତାଙ୍କ ଝିଅ ପୂରାପୂରି ଅବସାଦ ହୋଇଯାଇଥିଲେ ବୋଲି ମୃତ ଏୟାର୍ ହଷ୍ଟେସ୍ଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏୟାର୍ ହଷ୍ଟେସ୍ଙ୍କ ବାପା ଅଭିଯୋଗ କରି କହିଛନ୍ତି, ମଙ୍ଗଳବାର […]
ନୂଆଦିଲ୍ଲୀ: ମାଙ୍କଡ଼ ଏମିତି ଏକ ପଶୁ, ଯିଏକି ଅନ୍ୟ ପଶୁଙ୍କ ଠାରୁ ବୁଦ୍ଧିମାନ ବୋଲି କୁହାଯାଏ। ମାଙ୍କଡ଼ ମଣିଷର ନକଲ କରିବାରେ ପୂରାପୂରି ମାହିର। ତାହା କପଡ଼ା ଧୋଇବା ହେଉ ଅବା ବୋତଲରେ ପାଣି ପିଇବା ଇତ୍ୟାଦି। ମଣିଷକୁ ଦେଖିଲେ ମାଙ୍କଡ଼ ସବୁକିଛି ନକଲ କରିଥାଏ। ତେବେ ମାଙ୍କଡ଼ମାନେ ଜିନିଷ ଚୋରି କରି ଦୌଡ଼ି ପଳାଇବାରେ ବି ମାହିର। ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ଜନ୍ମଦିନ ପାଳିବା […]
କୋଲୋରାଡୋ: ଯେତେବେଳେ ଆମେ ଅନ୍ଲାଇନ୍ରେ କିଛି ଅର୍ଡର କରିଥାଉ ଏହାକୁ ଡେଲିଭରି ମ୍ୟାନ୍ ପ୍ରାୟତଃ ଘର ବାହାରେ ରଖି ଦେଇ ପଳାଇଥାନ୍ତି। ଯାହା ଫଳରେ ଏହା ଚୋରି ହୋଇଯାଇଥାଏ। ଆମେରିକାର ଜଣେ ମହିଳାଙ୍କ ସହ ଏମିତି କିଛି ଘଟଣା ବାରମ୍ବାର ଘଟିବା ଫଳରେ ଶେଷରେ ସେ ଚୋରକୁ ବୁଦ୍ଧି ଶିଖାଇବା ପାଇଁ ଏମିତି ବାଟ ବାହାର କରିଲେ ଯାହା ଆପଣଙ୍କୁ ଅଜବ ଲାଗିବ। ସୂଚନା ଅନୁସାରେ, ଆମେରିକାର କୋଲୋରାଡୋରେ ରହୁଥିବା ଜଣେ ମହିଳାଙ୍କ ଅନ୍ଲାଇନ୍ରେ ସଫିଂ କରିବା […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ତ ସାମ୍ନାକୁ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ମିଳିଥିବା ସୂଚନା ଅନୁସାରେ, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। […]
ପୁଣେ: ପ୍ରସିଦ୍ଧ ଅଭିନେତା ତଥା ଥିଏଟର କଳାକାର ଶ୍ରୀରାମ ଲାଗୁଙ୍କ ପରଲୋକ ହୋଇଯାଇଛି। ଗତକାଲି ପୁଣେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଶ୍ରୀରାମ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମରାଠୀ ଥିଏଟରରେ ସେ ଜଣେ ଜଣାଶୁଣା ପରଚିତ ମୁହଁ ଥିଲେ। ଏହାସହ ସେ ଜଣେ ଡାକ୍ତର ମଧ୍ୟ ଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଓ ମରାଠୀ […]
ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଟିକେ ଅପେକ୍ଷା କରନ୍ତୁ। କାରଣ ସୁନା ଦର ଆଉ କିଛି ମାସ ପରେ କମିବାର ସମ୍ଭାବନା ରହିଛି। ଏବେ ସୁନା ଦର ୧୦ ଗ୍ରାମ୍ ପ୍ରତି ୩୯ ହଜାର ଟଙ୍କା ରହିଛି। ଏକ୍ସପର୍ଟଙ୍କ କହିବା କଥା, ଏହି ଦର କମି ୩୮ ହଜାର ଟଙ୍କା କିମ୍ବା ଏହାଠୁ କମ୍ ମଧ୍ୟ ହୋଇପାରେ। ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଖାଲି […]
ପାଟନା: ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ହାଇଡ୍ରାମା ଦେଖିବାକୁ ମିଳିଛି। ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସ୍ୱାମୀ ତେଜ ପ୍ରତାପଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। […]
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର ନମ୍ବରକୁ PAN (Permanent Account Number) ସହ ଲିଙ୍କ୍ କରି ନାହାନ୍ତି, ତା’ହେଲେ ଆଉ ବିଳମ୍ବ କରନ୍ତୁ ନାହିଁ। ତୁରନ୍ତ ଆଧାର-ପାନ୍ ଲିଙ୍କ୍ କରାନ୍ତୁ। କାହିଁକି ନା ଆଧାର-ପାନ୍ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ଚଳିତବର୍ଷ ଡିସେମ୍ବର ୩୧। ଚଳିତ ବର୍ଷ ସେପ୍ଟେମ୍ବରରେ ଆୟକର ବିଭାଗ ଆଧାର-ପାନ୍ ଲିଙ୍କ୍ର ଅବଧିକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ […]
ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ବିବାଦର ମୂଳରେ ରହିଛି “ହଟ୍ ସଟ୍” ନାମକ ଷ୍ଟ୍ରିମିଂ ଆପ୍ଲିକେସନ୍ ଯାହା ବର୍ତ୍ତମାନ ଗୁଗୁଲ୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରୁ ହଟାଯାଇଛି।
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଖାସ୍ କରି ଆପଣ ରେଲ୍ୱେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ତା’ହେଲେ ଆଉ ବିଳମ୍ବ କାହିଁକି ? ତୁରନ୍ତ ଦିଲ୍ଲୀ ମେଟ୍ରୋରେ ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରନ୍ତୁ। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍(ଡିଏମ୍ଆର୍ସି) ଏକ୍ଜିକ୍ୟୁଟିଭ୍ ଓ ନନ୍ ଏକ୍ଜିକ୍ୟୁଟିଭ୍ ଉଭୟ କ୍ୟାଟେଗୋରୀ ପାଇଁ ଖାଲି ପଡ଼ିଥିବା ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଖାଲି ପଡ଼ିଥିବା ପଦବୀ […]
ରାୟପୁର: ବାପା ତା’ ପାଖରେ ନାହାନ୍ତି….ନା ଆଉ କେବେ ଫେରିବେ। ହେଲେ ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଜଣେ କୁନି ଝିଅ ଭାବି ନେଇଛି ବାପା ତା’ ପାଖରେ ଅଛନ୍ତି। ଏହି କୁନି ଝିଅ ଜାଣିବି ନାହିଁ ତା’ ବାପା ଆଉ ଏହି ଦୁନିଆରେ ନାହାନ୍ତି। ୨୦୧୮ ମସିହା ଜାନୁଆରୀ ୨୪ରେ ଛତିଶଗଡ଼ ପୁଲିସ୍ ଇନ୍ସପେକ୍ଟର ମୂଲଚନ୍ଦ୍ର ସହିଦ ହୋଇଥିଲେ। ନାରାୟଣପୁର ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେ ସହିଦ ହୋଇଥିଲେ। […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର୍ ଆଜିକାଲି ତାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏତେ ବ୍ୟସ୍ତ ଯେ ତାଙ୍କୁ ଶେଷରେ ଏୟାରପୋର୍ଟରେ ହିଁ ମେକ୍ଅପ୍ ନେବାକୁ ପଡ଼ିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି, ଏୟାରପୋର୍ଟରେ କରୀନା ମେକ୍ଅପ୍ ନେଉଛନ୍ତି। ଆପଣ ଭାବୁଥିବେ ଏମିତି କ’ଣ ଜରୁରୀ ପଡ଼ିଲା ଯେଉଁଥିପାଇଁ ତାଙ୍କୁ ଏୟାରପୋର୍ଟରେ ହିଁ ମେକ୍ଅପ୍ ନେବା ପାଇଁ ପଡ଼ିଲା। ଘଟଣାଟି ହେଲା ଏମିତି… କରୀନା […]
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଫୋନ୍ ନିର୍ମାତା କମ୍ପାନୀ ସାମ୍ସଙ୍ଗ୍ ଏହାର Galaxy A70s ଫୋନ୍ର ଦାମ୍ କମ୍ କରିଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ Galaxy A70s ଫୋନ୍ର ଦାମ୍ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଛି। ମୋବାଇଲ୍ର ଦାମ୍ କମିବା ପରେ ଆପଣ ନୂଆ ମୂଲ୍ୟରେ କେବଳ ଅଫ୍ଲାଇନ୍ରେ ଏହି ମୋବାଇଲ୍କୁ କିଣି ପାରିବେ। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଫର ମିଳିବ। Galaxy A70s ଫୋନ୍ର ଦାମ୍ କମିବା ପରେ ୬ ଜିବି […]
ନୂଆଦିଲ୍ଲୀ: ଏମିତି ଅନେକ ଥର ଦେଖିବାକୁ ମିଳିଛି ଟ୍ରେନ୍ରେ ଆମ୍ଭେମାନେ କୌଣସି ସ୍ଥାନକୁ ଯିବାପାଇଁ ଚାହୁଁ ହେଲେ ଟିକେଟ୍ ବୁକ୍ କରିବା ପାଇଁ ଆବଶ୍ୟକ ଟଙ୍କା ନ ଥିବା ଯୋଗୁ ଯାତ୍ରାକୁ ବାତିଲ୍ କରିଦେଇଥାଉ। ଏଥିପାଇଁ ଏବେ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ IRCTC ଏବେ ଏମିତି ଏକ ସୁବିଧା ଆରମ୍ଭ କରିଛି ଯେଉଁଥିରେ ଆପଣ ବିନା ଟଙ୍କାରେ ଟିକେଟ୍ ବୁକ୍ କରି ଯାତ୍ରା କରିପାରିବେ। IRCTC ପକ୍ଷରୁ ଆରମ୍ଭ ହୋଇଥିବା […]
ମୁମ୍ବାଇ: ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍ ଅଛନ୍ତି। ପୁଲିସ୍ର […]
ମୁମ୍ବାଇ: ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଛନ୍ତି। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍ୱେ ଷ୍ଟେସନ୍ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ଲତା ମଙ୍ଗେଶକରଙ୍କ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌଟେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ ନେଇ ସବୁବବେଳେ ଚର୍ଚ୍ଚାରେ ଥାଆନ୍ତି। ପୂର୍ବରୁ ତାଙ୍କ ନାଁକୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ଉର୍ବଶୀ ଓ ହାର୍ଦ୍ଦିକଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଆଉ ଜଣେ କ୍ରିକେଟରଙ୍କ ସହ ଉର୍ବଶୀଙ୍କ ନାଁ ଯୋଡ଼ା ହୋଇଛି। ତେବେ ଏହି କ୍ରିକେଟର ଆଉ କେହି ନୁହଁନ୍ତି ବରଂ ସେ ରିଷଭ ପନ୍ତ ବୋଲି […]