ନୂଆଦିଲ୍ଲୀ: ଯଦି ପଚାରାଯାଏ, ସିଝା ଅଣ୍ଡାର ଖୋଳକୁ ଛଡ଼ାଇବା ପାଇଁ ଆପଣଙ୍କୁ କେତେ ସମୟ ଲାଗିବ ? ଅତି ବେଶୀରେ ୧ ମିନିଟ୍ – ଏମିତି ଉତ୍ତର ହିଁ ଆସିବ। ହେଲେ ଏମିତି ଟ୍ରିକ୍ ଅଛି, ଯାହା ଦ୍ୱାରା ୧୦ ସେକେଣ୍ଡରେ ସିଝାଅଣ୍ଡାରୁ ଖୋଳ ଛଡାଇ ହେବ । ଏମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ସିଝା ଅଣ୍ଡାର ଖୋଳକୁ ଛଡ଼ାଇବା ପାଇଁ ୧୦ ସେକେଣ୍ଡରୁ କମ୍ ସମୟ […]
ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ପ୍ରସିଦ୍ଧ ଗାୟିକା ନେହା କକ୍କର ! ଏପରିକି ସେ ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ଓ ସେମାନେ ମଧ୍ୟ ନେହାଙ୍କୁ ତାଙ୍କର ବୋହୂ ଭାବେ ସ୍ୱୀକାର କରି ସାରିଛନ୍ତି। ଏସବୁ ଶୁଣିଲା ପରେ ନେହାଙ୍କ ଫ୍ୟାନ୍ସମାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାହିଁକି ନା ହିମାଂଶ କୋହଲିଙ୍କ ସହ ବ୍ରେକ୍ ପରେ ନେହା ପୂରାପୂରି ଡ୍ରିପେସନ୍ରେ ଥିବା ଦେଖିବାକୁ ମିଳିଥିଲା। ଏପରିକି ଗତ […]
ଭୁବନେଶ୍ୱର: ‘ଇନ୍ଦ୍ରଜାଲ’ରେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ଦେବଯାନୀ। କାରଣ ସେମିତି କିଛି ଘଟଣା ଘଟିଛି ତାଙ୍କ ଜୀବନରେ। ଏମିତି ଘଟଣା ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେଥିପାଇଁ ଦଣ୍ଡ ସ୍ୱରୂପ ଇନ୍ଦ୍ରଜାଲରେ ପଡ଼ିଛନ୍ତି ଉଭୟେ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ଏମିତି କ’ଣ ଘଟିଲା ଯେ ସେମାନେ ‘ଇନ୍ଦ୍ରଜାଲ’ରେ ପଡ଼ି ଯାଇଛନ୍ତି। ହଁ, ଆମେ ଏଠି ଅପ୍ କମିଂ ଓଡ଼ିଆ ଫିଲ୍ମ ‘ଇନ୍ଦ୍ରଜାଲ’ ବିଷୟରେ କହିବାକୁ ଯାଉଛୁ। […]
ନୂଆଦିଲ୍ଲୀ: ମହାକାଶରେ ଦେଶୀ ଖାଦ୍ୟ ଖାଇବେ ଭାରତୀୟ ମହାକାଶଚାରୀ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ସତ। ଇସ୍ରୋ ପକ୍ଷରୁ ଗଗନଯାନ ମିଶନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ଏବେ ସୂଚନା ମିଳିଛି ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏଗ୍ ରୋଲ୍, ଭେଜ୍ ରୋଲ୍ ଆଦି ସହିତ ଇଡ୍ଲି, ସମ୍ବର, ମୁଗ ଡାଲି ହାଲ୍ଓ୍ୱା, ନିରାମିଷ ପଲଉ ଆଦି ପ୍ରସ୍ତୁତ ହୋଇଛି। ମହିଶୂର ସ୍ଥିତ ଡିଫେନ୍ସ ଫୁଡ୍ ରିସର୍ଚ୍ଚ ଲାବୋରେଟରି ପକ୍ଷରୁ ଏସବୁ ପ୍ରସ୍ତୁତ କରାଯାଇଛି। […]
ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ। ଚଳିତ ବର୍ଷ ମୋଟ୍ […]
ମୁମ୍ବାଇ: ‘ବିଗ୍ ବସ୍-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠାରୁ ଏହି ଶୋ’ରେ କିଛି ନା କିଛି ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। ନିକଟରେ ଦେଖିବାକୁ ମିଳିଥିଲା, ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ପହଞ୍ଚି ଯାଇଥିଲେ। ଏହାପରେ ନିଜେ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ ସଲମାନ୍। ଆଉ ଏବେ ‘ବିଗ୍ ବସ୍-୧୩’ର ଏକ୍ସ କଣ୍ଟେଷ୍ଟାଣ୍ଟ୍ ତଥା ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କ ଏକ […]
ନୂଆଦିଲ୍ଲୀ: ଏଣିକି ୧୬ ଡିଗ୍ରୀ ସେଲ୍ସିୟସ୍ ନୁହେଁ ବରଂ ୨୪ ଡିଗ୍ରୀ ସେଲ୍ସିୟସ୍ରେ ଚାଲିବ ଆପଣଙ୍କ ଘରର ଏସି। ଅର୍ଥାତ୍ ଚଳିତ ବର୍ଷ ଗରମରୁ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ନୂଆ ଏସି (AC) କିଣିବାକୁ ଯିବେ ତେବେ ଆପଣଙ୍କ ଏସିର temperature ୨୪ ଡିଗ୍ରୀ ସେଲ୍ସିୟସ୍ରୁ ଆରମ୍ଭ ହେବ। ଏଣିକି ଏସିର Default temperature ୨୪ ଡିଗ୍ରୀ ସେଲ୍ସିୟସ୍ ରହିବ। ଏନେଇ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ବ୍ରାଣ୍ଡ୍ର ଷ୍ଟାର୍ […]
ନୂଆଦିଲ୍ଲୀ: ଅମୂଲ ମୂଲ ହୋଇଛି ସୁନା। ଆଉ ଲଗାତାର ଭାବେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଏପରିକି ସୁନା କିଣିବାକୁ ଡର ଲାଗିଲାଣି। କାହିଁକି ନା ଆଜିକାଲି ସୁନା ଦର ଯାହା ହେଲାଣି କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର ଲାଗୁଛି। ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ରେ ଇରାନର ମେଜର ଜେନେରାଲ କାସିମ୍ ସୁଲେମାନୀ ନିହତ ହେବାପରେ ଆମେରିକା-ଇରାନ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ନିବେଶକମାନେ […]
ସାଧାରଣତଃ ରୋଷେଇ ପାଇଁ ଆମେ ସୋରିଷ ତେଲର ବ୍ୟବହାର କରିଥାଉ। ଏହାକୁ କେବଳ ରୋଷେଇ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରିବାରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ଏହା ଆଚାରକୁ ଏକ ଭିନ୍ନ ସ୍ୱାଦ ଦେବାସହ ଏହାକୁ ଅଧିକ ଦିନ ରଖିବାରେ ସାହାଯ୍ୟ କରିଥାଏ। ଖାଲି ଖାଦ୍ୟ ପ୍ରସ୍ତୁତ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଥଣ୍ଡା ଦିନରେ ସୋରିଷ ତେଲର ବ୍ୟବହାର ଦ୍ୱାରା ଏହା ଶୁଷ୍କ ତ୍ୱଚା(ଡ୍ରାଏନେସ୍) […]
ନୂଆଦିଲ୍ଲୀ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡ଼ିବାରୁ ଭାରତ ପାଇଁ ଟେନ୍ସନ୍ ବଢ଼ିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ବଢ଼ିଥିବା ବେଳେ ଏବେ ତେଲ ଦର ମହଙ୍ଗା ହେବାକୁ ଯାଉଛି। କାରଣ ଇରାନ ଦେଇ ଅଶୌଧିତ ତେଲ ସାରା ବିଶ୍ୱକୁ ଯାଉଛି। ଏବେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୩ […]
ନୂଆଦିଲ୍ଲୀ: ଆପଣ ରିଲାଏନ୍ସର ଜିଓ ଫୋନ୍୨ କିଣିବାକୁ ଚାହୁଁଛନ୍ତି କି ? ତା’ବି ପୁଣି ପୂରା ଶସ୍ତାରେ। ତା’ହେଲେ ଆଉ ଡେରି କାହିଁକି ? ତୁରନ୍ତ କିଣନ୍ତୁ ଜିଓର ଏହି ଫୋନ୍। Jio.comରେ ଉପଲ୍ଲବ୍ଧ ସୂଚନା ଅନୁସାରେ, ଗ୍ରାହକମାନେ ଜିଓ ଫୋନ୍୨କୁ EMIରେ କିଣିପାରିବେ। ଅର୍ଥାତ୍ ମାସକୁ ମାସ ଇନ୍ଷ୍ଟଲ୍ମେଣ୍ଟ୍ ଆକାରରେ ଆପଣଙ୍କୁ ଏହି ଫୋନ୍ ମିଳିପାରିବ। ଏହି ଫୋନ୍ର ମୂଲ୍ୟ ୨,୯୯୯ଟଙ୍କା ରହିଛି। ହେଲେ EMI ରେ ଆପଣ ମାତ୍ର ୧୪୧ ଟଙ୍କା ଦେଇ ଏହାକୁ […]
ଭୋପାଳ: ଘରୋଇ ବିମାନ ଏକାଡେମୀର ଏକ ଟ୍ରେନର୍ ଏୟାରକ୍ରାଫ୍ଟ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଫ୍ଲାଇଟ୍ ଇନ୍ଷ୍ଟ୍ରକ୍ଟର ଅଶୋକ ମକ୍ୱାନା(୫୮) ଓ ଟ୍ରେନି ପାଇଲଟ୍ ପୀୟୁଷ ଚନ୍ଦେଲ(୨୮)। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ Chimes ଏକାଡେମୀର ଏହି ଟ୍ରେନର୍ ବିମାନଟି ଲ୍ୟାଣ୍ଡିଂ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା […]
ନୂଆଦିଲ୍ଲୀ: ଏଣିକି ଗ୍ରାହକମାନେ କମ୍ ଟଙ୍କା ଦେଇ ଅଧିକ ଚ୍ୟାନେଲ ଦେଖି ପାରିବେ। କାରଣ ଏବେ ଗ୍ରାହକଙ୍କୁ ୧୩୦ ଟଙ୍କାରେ ମିଳିବ ୨୦୦ ଚ୍ୟାନେଲ୍। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ-ଟ୍ରାଇ ପକ୍ଷରୁ DTH ଓ କେବ୍ଲ୍ ଟିଭି Tariffରେ ସଂଶୋଧନ କରିଛନ୍ତି। ଏଣିକି ମାତ୍ର ୧୩୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୨ ଶହ ଚ୍ୟାନେଲ୍। ଏହି ନୂଆ ରିହାତି ଦର ଆସନ୍ତା ମାର୍ଚ୍ଚରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ ପ୍ରସାରଣକାରୀ ଚଳିତ ମାସ ୧୫ ଯାଏ […]
ମୁମ୍ବାଇ: ସମସ୍ତଙ୍କ ଫେଭରେଟ୍ ବଲିଉଡ୍ କପଲ୍ ରଣବୀର ସିଂ ଓ ଦୀପିକା ପାଦୁକୋନ୍ଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରିଥାନ୍ତି। ବ୍ୟସ୍ତତା ଭିତରେ ଉଭୟ ଉଭୟଙ୍କ ପାଇଁ ସମୟ ବାହାର କରି ଅନେକ ପାର୍ଟି, ଇଭେଣ୍ଟ୍ରେ ଏକାଠି ଯୋଗ ଦେଇଥାନ୍ତି। ଏବେ ପତ୍ନୀ ଦୀପିକାଙ୍କୁ ଆହୁରି ଅଧିକ ସମୟ ଦେବା ପାଇଁ ରଣବୀର ମାସକୁ ୭.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ ? ଆଜ୍ଞା ହଁ ଆପଣ […]
ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ହିଁ ରେଳ ଭଡ଼ା ଓ ଏଲ୍ପିଜି ସିଲିଣ୍ଡର ଗ୍ୟାସର ଦରରେ ବୃଦ୍ଧି ହୋଇଥିଲା। ଆଉ ଏବେ ବିମାନ ପାଳି। ଅର୍ଥାତ୍ ବିମାନ ଟିକେଟ୍ରେ ମହଙ୍ଗା ମାଡ଼ ହେବ ବୋଲି ଜଣାପଡ଼ିଛି। ବିମାନରେ ବ୍ୟବହୃତ Aviation Turbine Fuel(ATF)ର ଦର ବୃଦ୍ଧି ହୋଇଛି। ଫଳରେ ବିମାନ ଟିକେଟ୍ର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଏହା ବିମାନ ଯାତ୍ରୀଙ୍କ ପକେଟ୍କୁ ଏକ ପ୍ରକାର ମହଙ୍ଗା ମାଡ଼ ହେବବୋଲି କୁହାଯାଉଛି। ଯଦି ଟିକେଟ୍ […]
ନୂଆଦିଲ୍ଲୀ: ବିଦାୟ ନେଇଛି ବର୍ଷ ୨୦୧୯। ଆଉ ଅନେକ ଖୁସି, ଉନ୍ମାଦନା ନେଇ ନୂଆବର୍ଷ ୨୦୨୦କୁ ସ୍ୱାଗତ କରିଛନ୍ତି ଲୋକେ। ନୂଆବର୍ଷର ଆରମ୍ଭ ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବା ଭଳି ଅନେକ ନିୟମରେ ପରିବର୍ତ୍ତନ ହୋଇଛି। ୨୦୨୦, ଜାନୁଆରୀ ୧ରୁ ଏହି ସବୁ ନୂଆ ନିୟମ ଲାଗୁ ହୋଇଛି। ତା’ହେଲେ ଆସନ୍ତୁ ଜାଣିବା କ’ଣ ସବୁ ଏହି ନିୟମ… ଏଟିଏମ୍ କାର୍ଡ… ନୂଆ ବର୍ଷରୁ SBI ନିଜ ଗ୍ରାହକଙ୍କୁ ନୂଆ ଏଟିଏମ୍ ସେବା ଯୋଗାଇ ଦେଇଛି। […]
ନୂଆଦିଲ୍ଲୀ: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟ୍କା ଦେଇଛନ୍ତି ସରକାର। ୧ରୁ ୪ ପଇସା ପର୍ଯ୍ୟନ୍ତ ରେଳ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ରେଳ ଭଡ଼ା ମଧ୍ୟରାତ୍ରିରୁ ଲାଗୁ ହୋଇଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଟ୍ରେନ୍ ପାଇଁ କେତେ ଟଙ୍କା ରେଳଭଡ଼ା ବୃଦ୍ଧି ପାଇଛି… ସମସ୍ତ AC ବଗିରେ ଯାତ୍ରା ପାଇଁ କିଲୋମିଟରକୁ ୪ ପଇସା ବୃଦ୍ଧି କରାଯାଇଛି। ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି। ଫାଷ୍ଟ କ୍ଲାସ୍, […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ ଖାଲି ପଡ଼ିଥିବା ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ୩୭ଟି ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୦୨୦, ଜାନୁଆରୀ ୧୭ ତାରିଖ ରହିଛି। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଫେବୃଆରୀ ୨ରେ ପରୀକ୍ଷା ହେବ। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିବେ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) […]
ଲକ୍ଷୌ: ବିନା ହେଲ୍ମେଟ୍ରେ ଶନିବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟିରେ ବସାଇ ନେଇଥିବା ଗାଡି ଚାଳକଙ୍କ ନାଁରେ ଚାଲାଣ କଟିଛି। ଲକ୍ଷୌ ପୁଲିସ୍ ଗାଡ଼ି ଚାଳକ ତଥା କଂଗ୍ରେସ ନେତା ଧୀରଜ ଗୁର୍ଜରଙ୍କ ନାଁରେ ୬ ହଜାର ୩ଶହ ଟଙ୍କା ଚାଲାଣ କାଟିଛି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ପ୍ରିୟଙ୍କାଙ୍କ ଗାଡ଼ିକୁ ବାଟରେ ଅଟକାଇଥିଲେ। ଫଳରେ ସେ ଧୀରଜଙ୍କ ସ୍କୁଟିରେ ବସି ଦାରାପୁରୀଙ୍କ ଘରକୁ […]
ପ୍ୟାରିସ: ଏମିତି ଏକ ବାଇକ୍ ଯାହା ରାସ୍ତାରେ ଗଡ଼ିବା ସହ ଆକାଶରେ ମଧ୍ୟ ଉଡ଼ିବ। ବାସ୍ ଏଥିପାଇଁ ଆପଣଙ୍କୁ ମାତ୍ର ଗୋଟିଏ ସ୍ୱିଚ୍ ପ୍ରେସ୍ କରିବାକୁ ପଡ଼ିବ। ଏମିତି କିଛି ଫିଚର୍ ନେଇ ଫ୍ରାନ୍ସର ଏକ କମ୍ପାନୀ ଏଭଳି ଇଲେକ୍ଟ୍ରିକ୍ ବାଇକ୍ ତିଆରି କରୁଛି। ଫ୍ଲାଇଂ ବାଇକ୍ LMV 496 ରେ ଏମିତି କିଛି ଫିଚର ରହିଛି, ଯେଉଁଥିରେ ଆପଣ ଚାହିଁଲେ ରୋଡ୍ ମୋଡ୍କୁ ପରିବର୍ତ୍ତନ କରି ଫ୍ଲାଇଂ ମୋଡ୍ ମଧ୍ୟ କରିପାରିବେ। ସୂଚନା ଅନୁସାରେ, ପ୍ରାରମ୍ଭିକ […]
ମୁମ୍ବାଇ: ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କଲେ ଖୋଦ୍ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକ’ଣ କହୁଛୁ। କଥାଟା ବି ଏମିତି ଯେ କେହିବି ଏହାକୁ ଶୁଣିଲେ ବିଶ୍ୱାସ କରିବେ ନାହିଁ। ହେଲେ ଘଟଣାଟି ସତ। ବାସ୍ ପାର୍ଥକ୍ୟ ଏତିକି ସଲମାନ୍ ଏସବୁ ସଫାସୁତୁରା ତାଙ୍କ ଘରେ ନୁହେଁ ବରଂ ‘ବିଗ୍ ବସ୍-୧୩’ର ପ୍ରତିଯୋଗୀମାନେ ରହୁଥିବା ଘରେ କରିଛନ୍ତି। ଆଜ୍ଞା ହଁ, ଏମିତି […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ତାଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରିୟଙ୍କା ଅଭିଯୋଗ ଆଣି କହିଛନ୍ତି, ‘ଦାରାପୁରୀଜୀଙ୍କ ପରିବାରକୁ ଭେଟିବା ପାଇଁ ଆମେ ଯାଉଥିବା ସମୟରେ ବାଟରେ ଅଚାନକ୍ ଏକ ପୁଲିସ୍ ଗାଡ଼ି ଆସି ଆମ ଗାଡ଼ି ସାମ୍ନାରେ ରଖି […]
ନୂଆଦିଲ୍ଲୀ: ଆପଣ SBI ଏଟିଏମ୍ କାର୍ଡ ବ୍ୟବହାର କରୁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। କାହିଁକି ନା SBI, ଏଟିଏମ୍ରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆଣିଛି। ଜାନୁଆରୀ ୧ରୁ ଏହି ନୂଆ ନିୟମ ଲାଗୁ ହେବ। SBI, OTP ଆଧାରିତ ATMରୁ ଟଙ୍କା ଉଠାଣ ବ୍ୟବସ୍ଥା ଲଞ୍ଚ୍ କରିଛି। ଏହି ନୂଆ ନିୟମ ୨୦୨୦ ମସିହା, ଜାନୁଆରୀ ୧ରୁ ଲାଗୁ ହେବ। ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାଙ୍କ କାର୍କୁ ଦେଖିଲେ ଅନୁମାନ କରି ହେଉଛି ଯେ, ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ତେଣୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିବା କୁହାଯାଉଛି। ଗୁରୁଗ୍ରାମର ହିରୋ ହୋଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଶପିଂ ସାରି ସପନା, ସୋହନା ରୋଡ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତ ବେଗରେ […]
ମୁମ୍ବାଇ: ବଲିଉଡ୍ ତଥା ଟେଲିଭିଜନ୍ ଅଭିନେତା କୁଶାଲ୍ ପଞ୍ଜାବୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ଅତି ନିକଟତମ ବନ୍ଧୁ ତଥା ଅଭିନେତା କରଣବୀର ବୋହରା କୁଶାଲ୍ଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ରାତିରେ ମୁମ୍ବାଇର ପାଲି ହିଲ୍ ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କରଣବୀର ଇନ୍ଷ୍ଟାଗ୍ରାମରେ କୁଶାଲ୍ଙ୍କ ଫଟୋ ଶେଆର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ। ଏ ଖବର ପାଇବା ପରେ […]