ଆପଣ ଉପରେ ଦେଖୁଥିବା ଏହି ଦୁଇଟି ଫଟୋ ହେଉଛି ଗୁଜରାଟ ଦଙ୍ଗା ସମୟର। ସେହି ସମୟରେ ଏହି ଦୁଇଟି ଫଟୋ ବେଶ୍ ଭାଇରାଲ୍ ହୋଇଥିଲା। ଯାହା ଗୁଜରାଟ ଦଙ୍ଗାର ଭୟାବହତା ବୟାନ କରୁଥିଲା। ହେଲେ ଏହି ଫଟୋକୁ ନେଇ ଏବେବି ଅନେକ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି। ଅନେକେ ଭାବନ୍ତି ଫଟୋରେ ଖଣ୍ଡା ଧରିଥିବା ଅଶୋକ ପରମାର ହାତଯୋଡ଼ି ନେହୁରା ହେଇ ଜୀବନ ଭିକ୍ଷା ମାଗୁଥିବା କୁତବୁଦ୍ଦିନ ଅନ୍ସାରୀଙ୍କୁ ହାଣିବା ପାଇଁ ଖଣ୍ଡା ଉଞ୍ଚାଇଛନ୍ତି। ଆଉ […]
ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ସବୁ ସୀମା ଟପିଛି ପାକିସ୍ତାନ। ଚଳିତ ବର୍ଷ ପୂରିବାକୁ ଆହୁରି ୩ ମାସ ୧୫ ଦିନ ବାକିଥିବା ବେଳେ ପାକିସ୍ତାନ ଏଯାବତ୍ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ୨୦୦୩ରେ ବାଜପେୟୀ ସରକାରଙ୍କ ସମୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରିଛି। ଜାତିସଂଘ ପରିଷଦରେ ପାକିସ୍ତାନ […]
ମୁମ୍ବାଇ: ପାକିସ୍ତାନକୁ ପ୍ରଶଂସା କଲେ, ଆଉ ମୋଦି ସରକାରଙ୍କ ବିରୋଧରେ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ ଆଣିଲେ(ଏନ୍ସିପି) ନ୍ୟାସ୍ନାଲ୍ କଂଗ୍ରେସ ପାର୍ଟିଂ ନେତା ଶରଦ ପାୱାର। ପାକିସ୍ତାନର ଆତିଥେୟତାକୁ ଖୁବ୍ ପ୍ରଶଂସା କରିଛନ୍ତି ଏନ୍ସିପି ନେତା ଶରଦ ପାୱାର୍। ରାଜନୈତିକ ଫାଇଦା ପାଇଁ ଭାରତର କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ବୋଲି ପାୱାର କହିଛନ୍ତି। ରବିବାର ଏନ୍ସିପି ମୁଖ୍ୟକାର୍ଯ୍ୟାଳୟରେ ସଂଖ୍ୟାଲଘୁଙ୍କ ସମ୍ପର୍କରେ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ପାୱାର। ସେ […]
ଅମରାବତୀ: ଆନ୍ଧ୍ରପ୍ରଦେଶର ଦେବୀପଟନମ୍ଠାରେ ବଡ଼ ଧରଣର ଡଙ୍ଗାବୁଡ଼ିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଦାବରୀ ନଦୀରେ ଘଟିଥିବା ଏହି ଦୁର୍ଗଟଣାରେ ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ବୁଡ଼ିଯାଇଛି। ଏଥିରେ ୫୦ ଜଣ ପର୍ଯ୍ୟଟକ ଥିଲେ ଏବଂ ୧୧ ଜଣ ଷ୍ଟାଫ୍ ଥିଲେ। ଶେଷ ଖବର ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏମାନଙ୍କ […]
ବେଙ୍ଗାଲୁରୁ: ଛାତ୍ରଛାତ୍ରୀଙ୍କଠାରୁ ମୋବାଇଲ୍ ଛଡ଼ାଇ ଆଣି ହାତୁଡ଼ିରେ ପିଟି ପିଟି ୧୬ଟି ମୋବାଇଲ୍ ଭାଙ୍ଗିଦେଲେ ପ୍ରନ୍ସିପାଲ୍। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ବ୍ୟବହାରରେ ଅତିଷ୍ଟ ହୋଇ ପ୍ରିନ୍ସପାଲ୍ ଏପରି କରିଛନ୍ତି। ଏ ଘଟଣା ହେଉଛି କର୍ଣ୍ଣାଟକ ‘ଏମ୍ଇଏସ୍ ଚୈତନ୍ୟ ପିୟୁ କଲେଜ’ର। ସୂଚନା ଅନୁସାରେ କର୍ଣ୍ଣାଟକର ଏହି କଲେଜରେ କ୍ଲାସ୍ ରୁମରେ ମୋବାଇଲ୍ ବ୍ୟବହାର ନେଇ ବ୍ୟାନ୍ ଲଗାଯାଇଥିଲା। କିନ୍ତୁ ଛାତ୍ରମାନେ ବାରମ୍ୱାର ମୋବାଇଲ ବ୍ୟବହାର କରୁଥିବା […]
ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଥିବା ଭାରତୀୟ ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ଅବସରରେ ରପ୍ତାନୀ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା କରିବା ସହ ଗୃହ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଘୋଷଣା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଚାଲୁ ରହିଥିବା ହାଉସିଂ ପ୍ରକଳ୍ପ ସାରିବା ପାଇଁ ୧୦ ହଜାର କୋଟିର ସ୍ପେଶାଲ ୱିଣ୍ଡୋ ନିବେଶ ପାଇଁ ଆଜି […]
ନୂଆଦିଲ୍ଲୀ: ଓସାମା ବିନ୍ ଲାଡେନ ପୁଅ ହମଜା ବିନ୍ ଲାଡେନ ନିହତ। ହମଜାର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଫଗାନିସ୍ତାନ-ପାକିସ୍ତାନ ଅଞ୍ଚଳରେ ହୋଇଥିବା ଆମେରିକାର ଆତଙ୍କୀ ନିରୋଧୀ ଅପରେସନ୍ରେ ହମ୍ଜାର ମୃତ୍ୟୁ ଘଟିଥିବା ସେ କହିଛନ୍ତି। କିନ୍ତୁ କେବେ ଏହି ଅପରେସନ୍ ହୋଇଥିଲା, ସେନେଇ ଟ୍ରମ୍ପ କିଛି ସ୍ପଷ୍ଟ କରିନାହାନ୍ତି। ହମ୍ଜା କେବଳ ଅଲ୍ କାଏଦା ନେତା ଓସମା ବିନ୍ ଲାଡେନ୍ର ଉତ୍ତରାଧିକାରୀ ନୁହେଁ, ସେ ବହୁ ଆତଙ୍କବାଦୀ ସଂଗଠନ ସହ […]
ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍ନେସ୍ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କୁ ନେଇ ଜଣେ ଅଭିଯୁକ୍ତ ବଡ଼ ଖୁଲାସା କରିଛନ୍ତି।
ନୂଆଦିଲ୍ଲୀ: ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ଭାରତୀୟ ବାୟୁସେନା ୪୦ ହଜାର କୋଟି ଟଙ୍କା ଦାବି କରିଛି। ଚୁକ୍ତି ହୋଇଥିବା ଯୁଦ୍ଧାସ୍ତ୍ର ନୂଆ ଉପକରଣ କିଣିବା ଲାଗି ୪୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜଣାଯାଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବାୟୁସେନା ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ, ଆଉ ଅଧିକ ୪୦ […]
ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ କମିଶନ୍ର ଟର୍ମ ଅଫ୍ ରେଫରେନ୍ସ ବା ଅନୁଦାନ ନୀତିରେ ପରିବର୍ତ୍ତନ ଆଣିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି। ପଞ୍ଚଦଶ ଅର୍ଥ କମିଶନ୍ର ଏକ କର୍ମଶାଳାରେ ଯୋଗଦେଇ ମନମୋହନ କହିଛନ୍ତି ଯେ, ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ କି ଏହା ସମବାୟ ଭିତ୍ତିକ ସଂଘ ପ୍ରତି ଅନୁକୂଳ ନୁହେଁ। ଯଦି ଅର୍ଥ କମିଶନ୍ର ଟର୍ମ ଅଫ୍ […]