• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

srilanka
ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସତ୍ତ୍ୱେ ପାକିସ୍ତାନ ଯିବ ଶ୍ରୀଲଙ୍କା କ୍ରିକେଟ୍ ଟିମ୍

ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସତ୍ତ୍ୱେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ପାକିସ୍ତାନ ଗସ୍ତ କରିବ। ଏହି ସୂଚନା ଦେଇଛନ୍ତି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସମ୍ପାଦକ ମୋହନ ଡି ସିଲ୍‌ଭା। ସେ କହିଛନ୍ତି, ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ପାକିସ୍ତାନ ଗସ୍ତ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ଗ୍ରିନ୍ ସିଗ୍ନାଲ ମିଳିଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଶ୍ରୀଲଙ୍କା ଟିମ୍ ପାକିସ୍ତାନ ମାଟିରେ କ୍ରିକେଟ ଖେଳିବ। ଏପରିକି ସେ ନିଜେ ଏବଂ କ୍ରିକେଟ୍ ବୋର୍ଡର ଅନ୍ୟ କିଛି ସଦସ୍ୟ ପାକିସ୍ତାନ ଯିବେ ବୋଲି […]

vikram
ଆଉ ନାହିଁ ସମୟ; ଆସନ୍ତାକାଲି ମଧ୍ୟରେ ଯଦି ଲ୍ୟାଣ୍ଡର୍ ବିକ୍ରମର ସୂଚନା ନ ମିଳେ ତେବେ…

ନୂଆଦିଲ୍ଲୀ: ସରି ସରି ଆସୁଛି ଚନ୍ଦ୍ରଯାନ-୨ର ଡେଡ୍‌ଲାଇନ। ଆସନ୍ତାକାଲି ଭିତରେ ଯଦି ଲ୍ୟାଣ୍ଡର୍ ବିକ୍ରମର କିଛି ସୂଚନା ନ ମିଳେ, ତେବେ ତା ସହିତ ଆଉ କୌଣସି ପ୍ରକାର ଯୋଗାଯୋଗ କରିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ହୋଇପଡ଼ିବ। କାରଣ ଆସନ୍ତାକାଲି ପରେ ଚନ୍ଦ୍ରପୃଷ୍ଠରେ ଆରମ୍ଭ ହେବ ଶୀତ ରାତି। ଚନ୍ଦ୍ରପୃଷ୍ଠରେ ତାପମାତ୍ରା ୨୦୦ ଡିଗ୍ରୀ ତଳକୁ ଖସିଯିବ। ଏହା ପରେ ବିକ୍ରମ ଆଉ କାମ କରିବ ନାହିଁ। ବିକ୍ରମକୁ ଠାବ କରିବାରେ ନାସା ମଧ୍ୟ ଏକ ପ୍ରକାର […]

gggg
ବଲିଉଡ୍‌ ଗାୟକ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏନ୍‌ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ଏଭଳି ଘଟାଇଛନ୍ତି। ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଏକ ଭିଡିଓରେ ଦେଖାଯାଇଛି। ଏଥିରେ ଏତେ ସଙ୍ଗିନ୍‌ ପରିସ୍ଥିତି ସତ୍ତ୍ୱେ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଉଛି। ଏହି […]

afridi
କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ମଧ୍ୟ କୋହଲିଙ୍କୁ ଅନୁରୋଧ କରିଛନ୍ତି ଯେ ବିରାଟ ଏହିଭଳି ଭାବେ ବିଶ୍ୱର ସବୁ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ଜାରି ରଖନ୍ତୁ। କୋହଲି ଏବେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ୭୨ ରନର ଇନିଂସ୍ ଖେଳି ରୋହିତ୍ ଶର୍ମାଙ୍କୁ […]

MODI-MAHARASTRA
ରାମ ମନ୍ଦିର ନେଇ ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କୁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି। ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ […]

Capture
ଆମେରିକାରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଏବେ ଆମେରିକାରେ। ଆମେରିକାର ଗ୍ଲୋବାଲ୍‌ ସିଟିଜେନ୍‌ ସ୍ମାର୍ଟଫୋନ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସ୍କ୍ରିନିଂ ହେବାକୁ ଯାଉଛି ଓଡ଼ିଆ ସର୍ଟ ଫିଲ୍ମ “ସଂଯୋଗ”। ସେପ୍ଟେମ୍ବର ୨୦ ତାରିଖରେ ଏହି ଫିଲ୍ମ ଆମେରିକା ସିକାଗୋ ସହରରେ ଥିବା ହ୍ୱିଟନ୍‌ର ବର୍ଣ୍ଣ ବୁସ୍ ଗ୍ୟାଲେରୀରେ ସ୍କ୍ରିନିଂ ହେବ। ଏହି ଫେଷ୍ଟିଭାଲ୍‌ରେ ସାମିଲ୍‌ ହେବା ଆସିଥିବା ୫୨୬ଟି ଫିଲ୍ମ ମଧ୍ୟରୁ ଚୟନକର୍ତ୍ତାମାନେ ମାତ୍ର ୩୦ଟି ଫିଲ୍ମକୁ ବାଛିଥିଲେ। ଏଥିମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଫିଲ୍ମ “ସଂଯୋଗ” । […]

hair fall
କେଶ ଝଡ଼ୁଛି ? ଧଳା ପଡିଯାଉଛି ? ବିନା ଔଷଧରେ ଏମିତି କରନ୍ତୁ ସମାଧାନ

ଅସମୟରେ କେଶ ପାଚିବା ଓ କେଶ ଝଡ଼ିବା ଆଜିକାଲିର ଏକ ବଡ଼ ସମସ୍ୟା । ଛୋଟ ଠାରୁ ବଡ଼ ସବୁ ବୟସର ଲୋକେ ଏହି ସମସ୍ୟାକୁ ନେଇ ଚିନ୍ତିତ ଥା’ନ୍ତି। ଏହାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ବି ଅବଲମ୍ବନ କରନ୍ତି। କିଏ ମେଡିସିନ୍‌ର ସାହାରା ନିଏ ତ କିଏ ଘରୋଇ ଉପଚାର କରେ। ଏହି ସମସ୍ୟା ସମାଧାନର ସହଜ ବାଟ ବି ରହିଛି। ଏଥିରେ ଅପଣଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି, ବିଶେଷ ସମୟ ବା […]

ନଗୀଊ
ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌; ମୋହାଲିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ମୋହାଲିରେ ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ଧର୍ମଶାଳାରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ଆଜିର ମ୍ୟାଚରେ ବିଜୟ ସହ ଘରୋଇ ସିଜିନ ଆରମ୍ଭ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଟିମ୍ ଇଣ୍ଡିଆ ସବୁ ବିଭାଗରେ ଶକ୍ତିଶାଳୀ ରହିଛି। କ୍ୟାପ୍ଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଉପରେ ବ୍ୟାଟିଂ ବିଭାଗ ନିର୍ଭର […]