ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଆଜି ସଫଳତା ପୂର୍ବକ ଚନ୍ଦ୍ରଯାନ-୨ର ଅର୍ବିଟର୍ରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା ଅଲଗା ହୋଇଛନ୍ତି। ଏବେ ସେପ୍ଟେମ୍ବର ୭ରେ ବିକ୍ରମ ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ରାତି ୧.୫୫ରେ ହିଁ ବିକ୍ରମ ଚନ୍ଦ୍ରରେ ପ୍ରବେଶ କରିବ। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧.୩୫ରେ ଚନ୍ଦ୍ରଯାନ-୨ର ଅର୍ବିଟର୍ରୁ ବିକ୍ରମ ଅଲଗା […]
ବର୍ତ୍ତମାନ ସମୟରେ ଇ-ମେଲ୍ର ଆବଶ୍ୟକତା ଖୁବ୍ ବଢ଼ିଯାଇଛି। ଚିଠି ହେଉ କିମ୍ବା ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ ଆମେ ଇ-ମେଲ୍ର ବ୍ୟବହାର କରୁଛୁ। ଥରେ ଭାବନ୍ତୁ ତ, ଯଦି ଏଇ ଇ-ମେଲ୍ ନଥାନ୍ତା ! ତେବେ ଆପଣ କ’ଣ ଏତେ ସହଜରେ ଏସବୁ ଲେଖି ପଠାଇ ପାରିଥାନ୍ତେ, ଏଥିପାଇଁ ବୋଧ୍ ହୁଏ ଆମକୁ କାଗଜ କଲମ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା। ଯାହାହେଉ, ଆଧୁନିକ ଜୀବନଶୈଳୀକୁ ଏକପ୍ରକାର ସହଜ ଓ ସ୍ୱଚ୍ଛନ୍ଦ […]
ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଜି ପୁଣିଥରେ କକ୍ପେଟ୍କୁ ଫେରିଛନ୍ତି। ଆଜି ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଏକାଠି ମିଗ୍-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଆଜି ପଞ୍ଜାବର ପଠାନକୋଟ୍ ଏୟାରବେସ୍ରୁ ହିଁ ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ଉଡ଼ାଣ ଭରିଥିଲେ। ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା […]
ଭୁବନେଶ୍ୱର: ବସ୍ତିର ଫୁଟବଲ ଖେଳାଳି ଏବେ ଭାରତୀୟ ଦଳର ଫୁଟବଲ ଷ୍ଟାର୍। ଆମେ କହୁଛୁ ଭୁବନେଶ୍ୱର ସାଲିଆସାହି ବସ୍ତିର ଅଭାବୀ ଘରୁ ବାପା ରାମଚନ୍ଦ୍ର ସୋରେନ୍ ଓ ମାଆ ଶାନ୍ତିଙ୍କ ସାଙ୍ଗରେ ପିଆଜ-ପଖାଳ ଖାଇ ବଢ଼ିଥିବା ଦୁଇ ପୁଅ ସୁନିଲ୍ ସୋରେନ୍ ଓ ରଞ୍ଜନ ସୋରେନଙ୍କ କଥା। ଏହି ଦୁଇ ଭାଇ ଏବେ ଦେଶର ଫୁଟବଲ କ୍ରୀଡ଼ା ପାଇଁ ନୂଆ ଭବିଷ୍ୟତ। ଘର ସାମ୍ନାରେ ଥିବା ଏକ ପଡ଼ିଆରୁ ସାନଭାଇ ସୁନୀଲ ସହ ମିଶି ବଲ୍ ଗଡ଼ଉ […]
ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ସେବା ହିଁ ପରମ ଧର୍ମ। ଏହାକୁ ଜୀବନର ବ୍ରତ କରିନେଇଛନ୍ତି ବାଲେଶ୍ୱର ଜିଲ୍ଲା ଆଜିମାବାଦର ୭୨ ବର୍ଷୀୟ ଅମର ସିଂହ ୱାଲିଆ। ସେଥିପାଇଁ ପରିଣତ ବୟସରେ ସେ ବାହାରିଛନ୍ତି ଭୋକିଲା ମୁହଁରେ ମୁଠେ ଦାନା ଦେବାକୁ। ଆଉ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ବାଣ୍ଚିବାକୁ। ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପରିବାର। ଘର ଲୋକ ମିଶି ରୋଷେଇ କରନ୍ତି। ଖାଦ୍ୟ ତିଆରି ସରିବା ପରେ ମଧ୍ୟାହ୍ନ ଭୋଜନକୁ ଡାକ୍ତରଖାନାରେ ମାଗଣାରେ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୟୁରୋପର ଏକ ଛୋଟିଆ ଦେଶ ରୋମାନିଆ ଏଭଳି ଏକ କାରନାମା କରିଛି, ଯାହା ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦେଶ କରିପାରିନାହାନ୍ତି। ରୋମାନିଆ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ତୁର୍କୀକୁ ୧୭୩ ରନରେ ହରାଇ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ନିଜ ନାଁରେ କରିଛି। ରୋମାନିଆ ଶ୍ରୀଲଙ୍କା ନାଁରେ ଥିବା ୧୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛି। ଏହି ମ୍ୟାଚରେ ରୋମାନିଆ ପ୍ରଥମେ ବ୍ୟାଟିଂ କରି […]
ନୂଆଦିଲ୍ଲୀ: କୁନି ଶିଶୁର କଥା ମାନି କଣ୍ଢେଇର ଚିକିତ୍ସା କଲେ ଡାକ୍ତର। ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର କୁନି ଶିଶୁର କଥା ମାନିଲେ। ଶିଶୁଟିର କହିବାନୁସାରେ ଡାକ୍ତର ପ୍ରଥମେ ପ୍ରିୟ କଣ୍ଢେଇର ବ୍ୟାଣ୍ଡେଜ କଲେ ଏବଂ ପରେ ଅସୁସ୍ଥ କୁନି ଶିଶୁର ବ୍ୟାଣ୍ଡେଜ୍ ହେଲା। ଏପରି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଘଟଣା ଘଟିଛି ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ। ଚିକିତ୍ସା ପାଇଁ ଅଣାଯାଇଥିବା ୧୧ ମାସର କୁନି ଶିଶୁକନ୍ୟାର ଗୋଡ଼ରେ ପ୍ଲାଷ୍ଟର ଲଗାଯିବାର ଥିଲା। […]
ନୂଆଦିଲ୍ଲୀ: ଭାରତ ସହ ସର୍ତ୍ତମୂଳକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ରାଜି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ଏନେଇ ପାକ୍ ସରକାର ପ୍ରସ୍ତୁତ ଥିବା କହିଛନ୍ତି କ୍ୟୁରେସି କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିଦେଇଥିବା ବିବାଦ ମଧ୍ୟରେ ଏଭଳି ବୟାନ ରଖିଛନ୍ତି କ୍ୟୁରେସି। ଏନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କ୍ୟୁରେସି ଏହା ବି କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ […]
କୋଲକାତା: ମୋବ୍ ଲିଞ୍ଚିଂ ବା ଭିଡ଼ ହିଂସା ବିରୋଧରେ କଠୋର ହେଲେ ପଶ୍ଚିବଙ୍ଗଳା ସରକାର। ଏଣିକି ଭିଡ଼ ହିଂସାରେ କାହାର ଜୀବନ ଗଲେ ଦୋଷୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଏନେଇ ପଶ୍ଚିମବଙ୍ଗଳା ବିଧାନସଭାରେ ଏକ ଆଇନ୍ ପାସ୍ ହୋଇଛି। ଯାହାଦ୍ୱାର ଭିଡ଼ି ହିଂସାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଭିଡ଼ ହିଂସା ପାଇଁ ପଶ୍ଚିମବଙ୍ଗଳା ସରକାର ଆଣିଥିବା ପ୍ରିଭେନସନ୍ ଅଫ୍ ଲିଞ୍ଚିଂ ବିଲ୍ […]
ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। https://www.facebook.com/100010429608213/videos/934931433531168/ ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, […]
ନୂଆଦିଲ୍ଲୀ: ଯଦି ଆପଣ ନୋକିଆ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। କାରଣ ଅନ୍ୟ ସ୍ମାର୍ଟଫୋନ୍ ଅପେକ୍ଷା ନୋକିଆ ଫୋନ୍ରେ ଆପଣ ସବୁଠାରୁ ସୁରକ୍ଷିତ ମୋବାଇଲ ସେବା ସହିତ ଆଗୁଆ ଲେଟେଷ୍ଟ ସଫ୍ଟୱେୟାର ଅପ୍ଡେଟ୍ର ପାଉଛନ୍ତି। “ରିସର୍ଚ ଫର୍ମ କାଉଣ୍ଟର ପଏଣ୍ଟ” ନାମକ ଏକ ଗବେଷଣା ସଂସ୍ଥା ଦେଇଥିବା ଏକ ରିପୋର୍ଟରେ ଜଣା ପଡ଼ିଛି ଯେ, ସଫ୍ଟୱେୟର ଅପ୍ଡେଟ୍ କ୍ଷେତ୍ରରେ ନୋକିଆ ସ୍ମାର୍ଟଫୋନ୍ ସବୁଠାରୁ ଆଗରେ ରହିଛି। କେବଳ ସେତିକି […]
ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ। ଏହି ବର୍ଷ ଜିଡିପି ୪.୯%କୁ ଖସିଆସିଥିଲା। ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ […]