• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

papu-1
ବିହାରରେ ଜନ୍ମ ଓ ପଶ୍ଚିମବଙ୍ଗରେ ଘର କିନ୍ତୁ ଓଡ଼ିଶା ପକ୍ଷରୁ ଖେଳୁଛନ୍ତି; ଏବେ ଆଇପିଏଲ୍‌ ଯିବେ

ମୁମ୍ବାଇ: ଓଡ଼ିଶା ପକ୍ଷରୁ ରଣଜୀ ଖେଳୁଥିବା ବାମ ହାତୀ ସ୍ପିନର ପପୁ ରାୟଙ୍କୁ ୨୦୨୦ ଆଇପିଏଲ୍‌ରେ ଦେଖିବାକୁ ମିଳିପାରେ। ତାଙ୍କୁ ୪ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲ ପାଇଁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରିବ। ଏଥିରେ ଖେଳିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଯଦି ପପୁ ଏଠାରେ ଭଲ ପ୍ରଦର୍ଶନ କରିବେ, ତା’ହେଲେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନିଜ ସହ […]

dhamk
ଟ୍ରେନ୍‌ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍

ମୁମ୍ବାଇ: ଟ୍ରେନ୍ ଭିତରେ ଚଢ଼ିଛନ୍ତି ବଲିଉଡ୍‌ କଳାକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଖିଲାଡ଼ିକୁମାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ଚଂକି ପାଣ୍ଡେ, ବବି ଦେଓଲ୍, କ୍ରୁତି ସେନୋନ୍ ଓ ଅନ୍ୟ ହିରୋଇନ୍‌। ଏତେ ମାତ୍ରାରେ ବଡ଼ ବଡ଼ ବଲିଉଡ୍‌ କଳାକାରଙ୍କୁ ଦେଖି ଗଣମାଧ୍ୟମ ପ୍ରତିନୀଧିମାନେ ବି ଟ୍ରେନ୍‌ରେ ଚଢ଼ିଛନ୍ତି। ଚାଲିଛି ପ୍ରେସ୍‌ ମିଟ୍‌। କିନ୍ତୁ ହଠାତ୍‌ ଟ୍ରେନ୍ ଭିତରେ ଏତେମାତ୍ରାରେ ସେଲେବ୍ରିଟି ଚଢ଼ିଲେ କାହିଁକି? ନା ବଲିଉଡ୍ କଳାକାର ଫ୍ଲାଇଟ୍ ଛାଡ଼ି ଟ୍ରେନ୍‌ରେ ଯିବା ପସନ୍ଦ କଲେ? […]

abhijt
' ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ ବାମ ବିଚାରର ଲୋକ'

ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ୍‌ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍‌ ଇନ୍‌କମ୍‌ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା ହିଁ ନଥିଲା। ଭାରତରେ ଜନ୍ମ ନେଇ ପରେ ଆମେରିକାରେ ଅବସ୍ଥାପିତ ବାନାର୍ଜୀଙ୍କ ଲିଖିତ ବହି ଦେଶ ବିଦେଶରେ ବହୁ ପ୍ରଶଂସା ସାଉଁଟିଛି। ସେ ପୂର୍ବରୁ ଅନେକ ଥର […]

court
ମସ୍‌ଜିଦରେ ନମାଜ୍ ପଢ଼ିଲା ବେଳେ ଶକ୍ତିଶାଳୀ ବିସ୍ଫୋରଣ; ୬୨ ମୃତ ୩୬ ଆହତ

କାବୁଲ: ମସ୍‌ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା। ଆଉ ଏହି ବିସ୍ଫୋରଣରେ ଚାଲିଗଲା ୬୨ ନିରୀହ ଜୀବନ। ୩୬ ଜଣ ଆହତ ହେଲେ। ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍‌ରେ ଆଜି ଏଭଳି ଭୟଙ୍କର ଆତଙ୍କବାଦୀ ହମ୍‌ଲା ହୋଇଛି। ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା […]