• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

lara
ପୁଣି କ୍ରିକେଟ୍ ଖେଳିବେ କିମ୍ବଦନ୍ତୀ କ୍ରିକେଟର୍; ସଚିନ, ଲାରା, ଜଣ୍ଟି ରୋଡ୍ସ ଓ ବ୍ରେଟ୍‌ ଲି

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦେଶର ଯଥା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର ଅବସରପ୍ରାପ୍ତ ଖେଳାଳି ଭାଗ ନେବେ। ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରାଙ୍କ ବ୍ୟତୀତ ବୀରେନ୍ଦ୍ର ସେହୱାଗ, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ […]

save
୨୫ ହଜାର ହୋମଗାର୍ଡଙ୍କ ଚାକିରି ଗଲା

ଲକ୍ଷ୍ନୌ: ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ହୋମଗାର୍ଡଙ୍କୁ ଯୋଗୀ ସରକାର ଚାକିରିରୁ ହଟାଇ ଦେଇଛନ୍ତି। ଦୈନିକ କାର୍ଯ୍ୟ ହିସାବରେ ଟଙ୍କା ନେଉଥିବା ଏହି ହୋମଗାର୍ଡମାନଙ୍କୁ ଏବେ କୌଣସି କାମରେ ନିୟୋଜିତ କରୁନାହାନ୍ତି। ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପୁଲିସ୍‌ ମୁଖ୍ୟ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ହୋମଗାର୍ଡଙ୍କୁ କୌଣସି ପ୍ରକାରର ସରକାରୀ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞପ୍ତିରେ […]

pak
ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ଆମେରିକାର ତାଗିଦ୍

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଏବାର ସହ ସଂସ୍ଥାପକ ତଥା ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ତାଗିଦ୍ କରିଛି ଆମେରିକା। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATFର ରିପୋର୍ଟ ଆସିବା ପୂର୍ବରୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛି ଆମେରିକା। ହାଫିଜ୍ ସୟିଦ୍ ସମେତ ଲସ୍କର ଅନ୍ୟ ୩ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି। ଅନ୍ୟପକ୍ଷରେ ଲସ୍କର ଓ ଜମାତ ଉଲ୍ ଦାଓ୍ୱାର […]

hockey-4
ଭୁବନେଶ୍ୱରରେ ପହଞ୍ଚିଲା ପୁରୁଷ ହକି ଟିମ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ମ୍ୟାଚ୍ ପାଇଁ ୨୨ ଜଣିଆ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ପ୍ରଶିକ୍ଷଣ ଶିବିର ଆରରମ୍ଭ ହୋଇଥିଲା। ଏଥିପାଇଁ ସୋମବାର ପୁରୁଷ ଟିମର ଖେଳାଳିମାନେ ରାଜଧାନୀରେ ପହଞ୍ଚିଛନ୍ତି। ଭାରତୀୟ ଦଳ କୋଚ୍ ଗ୍ରାହାମ୍ ରିଡଙ୍କ ତତ୍ତ୍ୱାବଧାନରେ ଏହି ଶିବିରରେ ଭାଗ ନେବେ। ଏହି ଶିବିର ପାଇଁ ଭାରତୀୟ […]

sp
ବଦଳିଲା ସୁପର ଓଭର ନିୟମ

ଦୁବାଇ: କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ସୁପର୍ ଓଭରରେ ମ୍ୟାଚ୍ ଟାଇ ରହିବା ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା, ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା। ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସୋମବାର ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିଛି। ଆଇସିସି ସବୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସୁପର୍ ଓଭରର ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ଅନୁଯାୟୀ, ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ସୁପର୍ ଓଭରରେ […]