• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

565656
ଶୌଚାଳୟରେ ପ୍ରି-ୱେଡିଂ ଫଟୋ ଶୁଟ୍‌ କଲେ ମିଳିବ ୫୧ ହଜାର ଟଙ୍କା

ଭୋପାଲ: ବିବାହ ପୂର୍ବରୁ ବର କନ୍ୟା ମୋଟା ଅଙ୍କର ଖର୍ଚ୍ଚ କରି ଏବେ ପ୍ରି-ୱେଡିଂ ଫଟୋ ଶୁଟ୍‌ କରୁଛନ୍ତି। ବିଭିନ୍ନ ମନୋରମ ସ୍ଥାନରେ ଭାବି ଦମ୍ପତ୍ତି ଭିଡିଓ ସାଙ୍ଗକୁ ଫଟୋ ଶୁଟ କରି ବାହାଘର ପୂର୍ବରୁ ବିବାହପୂର୍ବ ଉତ୍ସବକୁ ଆହୁରି ସ୍ମରଣୀୟ କରୁଛନ୍ତି। ଏବେ ଏହି ପ୍ରି ଓ୍ୱେଡିଂ ଶୁଟିଂ ଶୌଚାଳୟ ଉପରେ କଲେ ଟଙ୍କା ମିଳିବ ବୋଲି ଭୋପାଳ ମହାନଗର ନିଗମ କହିଛି। ଯେଉଁ ଭାବି ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି ଉଠାଇବେ […]

4343453434
ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଲା ଭାରତ, ପାକ୍‌ ଯବାନ ନିହତ

ଶ୍ରୀନଗର: ପାକିସ୍ତାନକୁ ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଇଛି ଭାରତ। ଆଜି ପାକିସ୍ତାନର ତିନୋଟି କ୍ୟାମ୍ପକୁ ଭାରତୀୟ ସେନା ଗୁଳି କରି ଉଡ଼ାଇ ଦେଇଥିବା ଜଣାପଡ଼ିଛି। ସେହିଭଳି ଜଣେ ପାକିସ୍ତାନୀ ସେନା ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଥିବା ବେଳେ ୭ ପାକ୍ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲଗାତର ତିନି ଦିନ ହେବ ପାକିସ୍ତାନ ଭାରତର ଚେକ ପଏଣ୍ଟକୁ ଲକ୍ଷ୍ୟ କରି ଗୁଳି ବିନିମୟ ଜାରି ରଖିଥିଲା। ଯାହାର ଦୃଢ଼ ଜବାବ ଭାରତୀୟ ସେନା ଦେଇ […]

546456778
କାଶ୍ମୀର ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଲେ ଭାରତ-ଚୀନ

ନୂଆଦିଲ୍ଲୀ: ଆସନ୍ତାକାଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ। ଚେନ୍ନାଇଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ତେବେ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ କୁଆଡ଼େ କଶ୍ମୀର ଉପରେ ଚାଇନାର ଆଖି ରହିଛି ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ […]

1i0hu51g_pink-water-lake_625x300_21_August_19
ନିଆରା ଗୋଲାପୀ ହ୍ରଦ; ମନମୋହେ ପ୍ରାକୃତିକ ଦୃଶ୍ୟ

ଅଷ୍ଟ୍ରେଲିଆ:  ନାନା ରହସ୍ୟରେ ଭରା ଏ ଦୁନିଆ। ବିଶ୍ୱ ନିଅନ୍ତାଙ୍କ ସୃଷ୍ଟିରେ କେଉଁଠି, କେମିତି ଓ କ’ଣ ସବୁ ସଜାଇ ରହିଛି ତାହା ଏକାବେଳେ ଖୋଜିପାଇବା ମଣିଷ ପାଇଁ ମୁସ୍କିଲ୍। ପଶ୍ଚିମ ଅଷ୍ଟ୍ରେଲିଆର ଶେଷ ଭାଗରେ ଏକ ହ୍ରଦ ଅଛି ଯାହାର ନା ହିଲିୟର୍‌ ହ୍ରଦ। ଏହି ହ୍ରଦ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। କାରଣ ଏହାର ଜଳ ଦେଖିବାକୁ ଗୋଲାପି ରଙ୍ଗର। ବିଭିନ୍ନ ଦେଶରୁ ଅଷ୍ଟ୍ରେଲିଆ ଆସୁଥିବା ପର୍ଯ୍ୟଟକ ହିଲିୟର୍‌ ହ୍ରଦକୁ ନଦେଖି ଯାଆନ୍ତି ନାହିଁ। […]

s-7
ଗର୍ଭବତୀ ପତ୍ନୀ ଓ ଶିଶୁପୁତ୍ରଙ୍କ ସହ ଆରଏସ୍‌ଏସ୍‌ କର୍ମୀଙ୍କୁ ହତ୍ୟା

କୋଲକାତା: ହିନ୍ଦୁବାଦ ସପକ୍ଷରେ ସର୍ବଦା ମତ ରଖୁଥିବା ଆରଏସ୍‌ଏସ୍‌ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍‌ଏସ୍‌ କର୍ମୀଙ୍କ ନାଁ ବନ୍ଧୁ ଗୋପାଲ ପଲ। ସେ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଦିନ ଜିଆଗଞ୍ଜ ଅଞ୍ଚଳରେ ଥିବା ତାଙ୍କ ଘରୁ ସମସ୍ତଙ୍କ ରକ୍ତଭିଜା ମୃତଦେହ […]

sghabni
ବୈଜ୍ଞାନିକ ପାଇଲେ ୨୦ ନୂଆ ଜହ୍ନ

ୱାସିଂଟନ: ବୃହସ୍ପତି ଗ୍ରହକୁ ଟପିଲା ଶନି। ବୈଜ୍ଞାନିକମାନେ ଶନିରେ ୨୦ଟି ନୂଆ ଚନ୍ଦ୍ରମା ଠାବ କରିଛନ୍ତି। ଫଳରେ ଶନିର ମୋଟ ଚନ୍ଦ୍ରମା ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ପୂର୍ବରୁ ୭୯ଟି ଚନ୍ଦ୍ରମା ଥିବା ଗ୍ରହ ବୃହସ୍ପତି ଶନିଠାରୁ ପଛରେ ପଡ଼ିଯାଇଛି। ଶନିଗ୍ରହ ବିଷୟରେ ଏହି ନୂଆ ତଥ୍ୟ ମିଳିବା ପରେ ବୈଜ୍ଞାନିକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଗବେଷକମାନେ ଶନି ଗ୍ରହ ବିଷୟରେ ଅଧିକ ଗବେଷଣା ଚଳାଇଛନ୍ତି। ମିଳିଥିବା ନୂତନ ଚନ୍ଦ୍ରମାଗୁଡ଼ିକର ବ୍ୟସ ପାଖାପାଖି ୫୦ କିମି ମଧ୍ୟରେ […]

d
ଟଙ୍କା ଲୋଭରେ ଚୋରି କରିଥିଲେ ବ୍ୟାଗ୍‌; କିନ୍ତୁ ବାହାରିଲା...

ରେଲ୍‌ୱେ ଷ୍ଟେସନ୍‌ ହେଉ କିମ୍ବା କୌଣସି ଗହଳିପୂର୍ଣ୍ମ ବଜାର, ସବୁ ଭିଡ଼ ଜାଗାରେ ଆତଯାତ କରୁଥିବା ଲୋକଙ୍କ ଉପରେ ଚୋରମାନଙ୍କ ନଜର ଥାଏ। ଟିକେ ମୌକା ପାଇଲେ ସେମାନେ ତାଙ୍କ ହାତ ସଫେଇ କରି ଚମ୍ପଟ୍‌ ମାରନ୍ତି। ସେଥିରୁ ମିଳୁଥିବା ଟଙ୍କା କମ୍ବା ମୂଲ୍ୟବାନ ଜିନିଷକୁ ପାଇ ଚୋରମାନଙ୍କର କଚେ ପୁଅ ବାର। କିନ୍ତୁ ଆମେରିକାର କାଲିଫୋର୍ଣ୍ଣିଆ ସହରର ଏକ ଚୋରର ଲୋଭରେ ବ୍ୟାଗ୍‌ ତ ଚୋରି କଲେ କିନ୍ତୁ ବ୍ୟାଗ୍‌ରୁ ଯାହା ମିଳିଲା ତାକୁ ଦେଖି […]

f
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟମ୍ୟାଚ୍‌ ଆଜି

ପୁଣେ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ପୁଣେରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଜିତିଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍‌କୁ କବ୍ଜା କରିବାକୁ ଚେଷ୍ଟା କରିବ। ଭାରତୀୟ ଟିମ୍‌ର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହେବେ ଓପନିଂ ଯୋଡ଼ି ରୋହିତ ଓ ମୟଙ୍କ। ଗତମ୍ୟାଚ୍‌ରେ ଦୁଇଟି ଇନିଂସରେ ରୋହିତଙ୍କ ଦମଦାର ଶତକ ଏବଂ ମୟଙ୍କ ଅଗ୍ରୱାଲ୍‌ଙ୍କ ଦୁଇ ଶତକ ଟିମ୍‌କୁ ଏକ […]

kicc
ଆଜିଠାରୁ ‘ଜିଓ’ର ଫ୍ରି କଲ୍‌ ସୁବିଧା ବନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ଜିଓ ଦାଉ। ଏଣିକି ଏଣିକି ମିଳିବନି ଅନ୍ୟ ନେଟଓ୍ୱର୍କକୁ ଫ୍ରି କଲ୍ ସୁବିଧା। ଏଥିପାଇଁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ମୋବାଇଲ୍ ନେଟଓ୍ୱର୍କ ପ୍ରଦାନକାରୀ କଂପାନୀ ଜିଓ ପକ୍ଷରୁ କୁହାଯାଇଛି। ଆଜିଠୁ ଜିଓର ଏହି ନୂଆ ଦର ଲାଗୁ ହେବ ବୋଲି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତକାଲି ସୂଚନା ଦେଇଛନ୍ତି। ଏଥିପାଇଁ ଜିଓର ନୂଆ ଟପ୍ ଅପ୍ ପ୍ଲାନ୍ ମଧ୍ୟ ଉପଲବ୍ଧ ହେଉଛି। ଟ୍ରାଇର ନୂଆ ନିୟମ ଅନୁସାରେ ଇଣ୍ଟରକନେକ୍ସନ୍ […]

gg
ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ !

ଭୁବନେଶ୍ୱର: ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ ! କାରଣ ଏବେ ମାତିଛି ଲେଡି ଲୁଟେରା। ଏହି ଲୁଟେରାର ସିଧାସାଧା ଦେଖାଯାଉଥିବା ଚେହେରା ଯେ କେତେ ମାରାତ୍ମକ ହୋଇପାରେ ସେ କଥା ସହଜରେ ବିଶ୍ୱାସ କରିହେବନି। ଦିଲ୍ଲୀ ନିଜାମୁଦ୍ଧିନ୍ ଆର୍‌ପିଏଫ୍ ଏପରି ଏକ ଲେଡ୍‌ ଚାଲ୍‌ବାଜକୁ ଗିରଫ କରିଛି। ନିଜାମୁଦ୍ଧିନ୍ ଷ୍ଟେସନ୍‌ରେ ଗତ ଦୁଇ ଦିନ ତଳେ ମହିଳାଙ୍କ ନିକଟରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଥିବା ଭ୍ୟାନେଟି୍ ଚୋରି ହୋଇଥିଲା। ଆଉ ଏହି ମହିଳା […]

dd
ସବୁ କାର୍ଯ୍ୟକ୍ରମ ସରିଲା କିନ୍ତୁ ଏ ବର୍ଷ ଆସିବନି ରାଫେଲ୍‌

ନୂଆଦିଲ୍ଲୀ: ଗତକାଲି ଫ୍ରନ୍ସରେ ଭାରତ ପାଇଁ ପ୍ରଥମ ରାଫେଲ୍ ବିମାନ ଗ୍ରହଣ କରିଛନ୍ତି ରାଜନାଥ ସିଂହ। କିନ୍ତୁ ରାଫେଲ୍ ବିମାନ ଆସିବାରେ ଓ ଉଡ଼ାଣ ଭରିବା ପାଇଁ ଆହୁରି ପ୍ରତୀକ୍ଷା କରିବାକୁ ପଡ଼ିବ। ଏବେ ରାଫେଲ୍ ଭାରତ ଆସିପାରିବ ନାହିଁ। କାରଣ ଏହି ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ଭାରତୀୟ ବାୟୁସେନାର କିଛି ପାଇଲଟ୍ ପ୍ରଶିକ୍ଷଣ ନେବା ପାଇଁ ଫ୍ରାନ୍ସରେ ରହିଛନ୍ତି। ତେବେ ପୂର୍ବରୁ ବର୍ତ୍ତମାନର ବାୟୁସେନା ମୁଖ୍ୟ ରାକେଶ ଭଦୌରିଆ ରାଫେଲ୍ ବିମାନ ଉଡ଼ାଇବାର ପ୍ରଶିକ୍ଷଣ […]