• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

cab
ନାଗରିକ ସଂସୋଧନ ବିଲ୍‌କୁ କାହିଁକି ବିରୋଧ କରୁଛି ଆସାମ; ପୂରା ଇତିହାସ ଜାଣନ୍ତୁ

ନୂଆଦିଲ୍ଲୀ: ସୋମବାର ଲୋକସଭା ବୁଧବାର ରାଜ୍ୟସଭା ଉଭୟ ଗୃହରେ ଗୃହୀତ ହୋଇଛି ନାଗରିକତା ସଂସୋଧନ ବିଲ୍‌। କିନ୍ତୁ ଯେବେଠାରୁ ଏହି ବିଲ୍‌ ବିଷୟରେ ଆଲୋଚନା ହୋଇଛି ସେବେଠାରୁ ଦେଶର ଏକପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଉତ୍ତର ପୂର୍ବ ଭାରତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସଂସଦରେ ବିଲ୍ ଗୃହୀତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କିନ୍ତୁ ସ୍ପଷ୍ଚ କରି କହିଛନ୍ତି ଯେ ଏହି ବିଲ୍ କାହାରି ନାଗରିକତ୍ୱ ନେବନି ବରଂ ପଡ଼ୋଶୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ […]

egg
ପିଆଜ ପରେ ଏବେ ଅଣ୍ଡା, ଚିକେନ୍ ଦର ବଢ଼ିବ !

ନୂଆଦିଲ୍ଲୀ: ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକାଶ ଛୁଆଁ ହୋଇଛି। କେତେକ ସ୍ଥାନରେ ପିଆଜ ଦର କିଛି ସ୍ଥାନରେ ଦୁଇ ଶହ ପାର କରିଛି। ଏଭଳି ସ୍ଥିତିରେ ହାଣ୍ଡିଶାଳରେ ପିଆଜ ଉପରେ ନୋ ଏଣ୍ଟ୍ରି ହୋର୍ଡିଂ ଲାଗିଛି। ଅନ୍ୟପଟେ ଏବେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି ଆକଳନ କରାଯାଉଛି। ଏହା ପଛରେ […]

rupaa
ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ

କୋଲକାତା: ଅଭିନେତ୍ରୀ ତଥା ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାର ଉଦ୍ୟମ ହୋଇଥିଲା। ସେ ଯେତେବେଳେ ବାଂଲାଦେଶ ଦିନାଜପୁରର ଏକ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ କିଛି ଲୋକ ତାଙ୍କୁ ଅପହରଣ କରିବା ପାଇଁ ଆସିଥିଲେ। କିନ୍ତୁ କୌଶଳ କ୍ରମେ ରୂପା ଓ ତାଙ୍କ ମାଆ ବୁର୍ଖା ପିନ୍ଧି ଅପହରଣକାରୀଙ୍କୁ ଚକ୍‌ମା ଦେଇ ଖସି ପଳେଇ ଆସିଥିଲେ। ଆଉ ଯଦି ଖସି ନ ଆସିଥାନ୍ତେ ତେବେ ଆଜି ସେ ‘ଖାନ୍ ଟାଇଗର’ର […]

ks
ଭୟଙ୍କର ଆତଙ୍କବାଦୀ ଆକ୍ରମଣ; ୭୦ରୁ ଊର୍ଦ୍ଧ୍ୱ ଯବାନ ସହିଦ

ନିଆମେ:  ଆର୍‌ମି ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୭୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ଏଭଳି ଦୁଃଖ ଦାୟକ ଘଟଣା ଘଟିଛି। ସେଠାରେ ସକ୍ରିୟ ଥିବା ଇସ୍ଲାମିକ୍‌ ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥିବା ବୁଧବାର ନାଇଜର୍‌ ପ୍ରତିରକ୍ଷା ମନ୍ତ୍ରୀ କହୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ମଙ୍ଗଳବାର ରାତିରେ ବିପୁଳ ପରିମାଣରେ ବିସ୍ଫୋରକ […]

hh
ସହଜରେ ବଦଳାଇ ପାରିବେ ଚିରା ନୋଟ୍; ମନା କରିପାରିବନି ବ୍ୟାଙ୍କ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରା ନୋଟ୍ ଅଛି ଓ ଏହାକୁ ଅଚଳ କହି କେହି ନେଉ ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ଅଚଳ ନୋଟ୍‌ ବଦଳ ହୋଇପାରିବ। ଆପଣ ଚାହିଁଲେ ଏହି ନୋଟ୍‌କୁ ବ୍ୟାଙ୍କ୍‌ରେ ଦେଇ ନୋଟ୍‌ର ଉପଯୁକ୍ତ ମୂଲ୍ୟ ନେଇପାରିବେ। ଆର୍‌ବିଆଇର ନୋଟ୍‌ ରିଫଣ୍ଡ ରୁଲ୍ ୨୦୧୯ ଅନୁସାରେ ବ୍ୟାଙ୍କ୍‌ ମଧ୍ୟ ଆପଣଙ୍କ ଟଙ୍କା ବଦଳେଇ ଦେବାକୁ ମନା କରିପାରିବ ନାହିଁ। କିନ୍ତୁ ତା’ର କେତେଗୁଡ଼ିଏ ନିୟମ ରହିଛି। ଆସନ୍ତୁ […]

bill
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଧୱନ୍‌ ଆଉଟ୍‌ ମୟଙ୍କ ଇନ୍

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଓପ୍ନର ମୟଙ୍କ ଅଗ୍ରୱାଲଙ୍କୁ ସାମିଲ୍ କରାଯାଇଛି। ସେ ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି। ଧୱନ୍ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଏବେ ଦିନିକିଆ ସିରିଜରୁ ମଧ୍ୟ ବାହାରି ଯାଇଛନ୍ତି। ଟି-୨୦ରେ ଧୱନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା। ଚଳିତ ବର୍ଷ ଧୱନ୍ ପ୍ରଥମଥର ଆଘାତପ୍ରାପ୍ତ ହୋଇନାହାନ୍ତି। ଏହା […]

jue
ସିଏବି ବିରୋଧରେ ଜଳୁଛି ଆସାମ: କେନ୍ଦ୍ର ପଠାଇଲା ୫ ହଜାର ଯବାନ

ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି। ଆଜି ସନ୍ଧ୍ୟା ୭ଟାରୁ ୨୪ […]

modi
ଗୁଜରାଟ ଦଙ୍ଗାରେ ମୋଦୀଙ୍କୁ କ୍ଲିନ୍‌ ଚିଟ୍

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ତଥା ସେତେବେଳେର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଲିନ୍‌ ଚିଟ୍।  ଘଟଣାର ତଦନ୍ତ କରୁଥିବା ନାନାବତୀ କମିଶନ ମୋଦୀଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା […]

tuchha
ଜାଳି ମାରିଦେବା ପୂର୍ବ ଦିନ ଉନ୍ନାଓ ପୀଡ଼ିତାଙ୍କ ସହ କଥା ହୋଇଥିଲା ଅଭିଯୁକ୍ତ

ଲକ୍ଷ୍ମୌ: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ। ପୁଲିସ ତଦନ୍ତରୁ ଏବେ ଏହା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଶୁଭମ ନିଆଁ ଲଗାଇବା ପୂର୍ବ ଦିନ (୪ ଡିସେମ୍ୱର) ପୀଡ଼ିତାଙ୍କ ସହ ଫୋନରେ ୧୯ ସେକେଣ୍ଡ ପାଇଁ କଥା ହୋଇଥିଲା ବୋଲି ଜଣାପଡ଼ିଛି। ହେଲେ ଏହି ଫୋନ୍ କଲ୍ ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ କ’ଣ କହିଥିଲା? ପର ଦିନ ଦୁଷ୍କର୍ମ ମାମଲାର ଶୁଣାଣି ଥିଲା। ପୀଡ଼ିତା ପକ୍ଷ ରଖିବାକୁ କୋର୍ଟକୁ ଯିବା ପୂର୍ବରୁ ଅଘଟଣର […]

f
ଗୁଗଲ୍‌ କ୍ରୋମ୍‌ରେ ଏମିତି ସର୍ଚ୍ଚ କଲେ ଆସିବ ସତର୍କ ସୂଚନା

ପୂର୍ବଠାରୁ ଆହୁରି ସୁରକ୍ଷିତ ହେବ ଆପଣଙ୍କ ଗୁଗଲ ଆକାଉଣ୍ଟ୍, ଆସିଗଲା ପ୍ରୋଟେକ୍ସସନ ପାସ୍‌ୱାର୍ଡ ଫିଚର୍

df
ସଲ୍‌ମାନଙ୍କ ଏହି ହିରୋଇନ୍‌ ଏବେ ପରଘରେ ବାସନ ମାଜି ପେଟ ପୋଷୁଛନ୍ତି

ମୁମ୍ବାଇ: ସଲମାନ ଖାନ୍‌ଙ୍କର ଏହି ହିରୋଇନ୍‌ ଏବେ ଟଙ୍କାଟିଏ ପାଇଁ ବାରଦୁଆର ବୁଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପରଘରେ ରହୁଛନ୍ତି। ଆଉ ଘରଭଡ଼ା ଦେଇ ନପାରିବାରୁ ସେଇ ଘରେ ବାସନ ମାଜିବାଠୁ ଆରମ୍ଭ କରି ସବୁ କାମ କରୁଛନ୍ତି। ଏସବୁରୁ ଫୁର୍‌ସତ ମିଳିଲେ କାମ ପାଇଁ ନିର୍ଦ୍ଦେଶକ ଓ ପ୍ରୋଯୋଜକଙ୍କୁ ନେହୁରା ହେଉଛନ୍ତି। ତାଙ୍କର ଗୋଟିଏ ଇଚ୍ଛା, ସେ ଥରୁଟିଏ ସଲ୍‌ମାନଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇବେ। ଦିନେ ଫିଲ୍ମ, ସିରିଏଲ୍‌ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା […]

jj
ଦ୍ୱିତୀୟ ଟି-୨୦ରେ ହାରିଲା ଭାରତ

ଥିରୁଅନନ୍ତପୁରମ୍‌: ଦୁର୍ବଳ ଫିଲ୍ଡି ଓ ଖରାପ ବୋଲିଂ ସାଙ୍ଗକୁ ଲୋୟର୍ ମିଡଲ୍ ଅର୍ଡରରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଭାରତ ରବିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରି ଜବରଦସ୍ତ କମବ୍ୟାକ୍ କରିଛି। ସିରିଜର ନିର୍ଣ୍ଣାୟକ ତଥା ଅନ୍ତିମ ଟି-୨୦ ୧୧ ତାରିଖରେ ମୁମ୍ବାଇରେ ଖେଳାଯିବ। ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍ […]

ELRh_v2UUAEUPxe
ଶୁଭମଙ୍କ ଜବରଦସ୍ତ ଅର୍ଦ୍ଧ ଶତକ ବଳରେ ୧୭୦ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିବମ ଦୁବେଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୭୧ ରନ୍ କରିବାକୁ ପଡ଼ିବ। ଭାରତ ଏକ ସମୟରେ ୧୧ ଓଭରରେ ୧୦୦ରୁ ଅଧିକ ରନ୍ […]

bn
ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଏମିତି ଆହ୍ୱାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇଦିନିଆ ଗସ୍ତ ସାରି ଫେରିଯାଇଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀ ଯିବା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ସେ ଦେଖିଛନ୍ତି ସ୍ୱପ୍ନ। ଆଉ ଆଶା ରଖିଛନ୍ତି ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି। ଆଜି ଉତ୍କଳ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ […]

dd
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସଂସ୍କାର ପାଇଁ ରାଜି ହେଲେ ଘର ଲୋକେ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ମର ଶରୀରକୁ ସଂସ୍କାର କରିବାକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ବୁଝାସୁଝା ପରେ ପରିବାର ଲୋକେ ସଂସ୍କାର ପାଇଁ ରାଜି ହୋଇଛନ୍ତି। ତେବେ ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ପରିବାରକୁ ନ ଭେଟିବା ଯାଏ ଶବ ସଂସ୍କାର କରିବେ ନାହିଁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଥିଲେ। ପରିବାରରୁ ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ଚାହାନ୍ତି ବୋଲି […]

kk
ଭାରତୀୟ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍‌ରେ କମାଲ୍‌ କରିବେ ୩ ଓଡ଼ିଆ

ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ସୁନ୍ଦରଗଡ଼। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଛନ୍ତି। ଏମାନେ ହେଲେ, ରାଉରକେଲାର ୩ ଦିବ୍ୟାଙ୍ଗ ଯୁବତୀ ଟି .ଧନଲକ୍ଷ୍ମୀ, ପୂଜା ରେଡ୍ଡି, […]