• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sadhu
ମନ୍ଦିର ଭିତରେ ଦୁଇ ସାଧୁଙ୍କୁ ହତ୍ୟା

ବୁଲନ୍ଦଶହର:  ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି କରିଥିବା ପୋଲିସ କହିଛି। ପୋଲିସ ତାକୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ […]

1600
୧୬୦୦କି.ମି ଚାଲିଚାଲି ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲେ

ଲକ୍ଷ୍ନୌ: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକ ମୁମ୍ୱାଇରୁ ୧୬୦୦ କିଲୋମିଟର ଦୂରରୁ ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ, କିନ୍ତୁ ପ୍ରଶାସନ କରୋନା ଭୟରେ ତାଙ୍କୁ ଗ୍ରାମର ଏକ ସ୍କୁଲ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ରହିବାର ୬ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଉଛନ୍ତି ଶ୍ରାବସ୍ତର ଜିଲ୍ଲାର ମାହ୍ଲିପୁର ଅଞ୍ଚଳର ମଠଖାନୱା ଗାଁର। ଖବର ଅନୁଯାୟୀ, ସୋମବାର ଦିନ […]

police death
କରୋନା ନେଲା ପୁଣି ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୫୦ରୁ ଅଧିକ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ତିନି ଦିନରେ ୩ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ମୁମ୍ୱାଇ ପୋଲିସ ଟ୍ୱିଟ୍‌ କରି ସୂଚନା ଦେଇଛି। ମୁମ୍ୱାଇ ପୋଲିସ ଅଫିସିଆଲ୍‌ ଟ୍ୱିଟ୍‌ରେ ଟ୍ୱିଟ୍‌କରି କହିଛନ୍ତି ଯେ, […]

suprimi court
ସୁପ୍ରିମକୋର୍ଟରେ ପଶିଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀ ୧୬ ଏପ୍ରିଲରେ କୋର୍ଟକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ଦୁଇ ରେଜିଷ୍ଟ୍ରାରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଖୋଜା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୮୩୮୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା […]

akhya kumar
ପୋଲିସ ଯୋଦ୍ଧାଙ୍କ ପାଇଁ ଖିଲାଡି ଦେଲେ ପୁଣି ୨କୋଟି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ପ୍ରକଟ କରୁଛି। ପ୍ରତ୍ୟେକଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସେଲିବ୍ରେଟିମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ଆଗେଇ ଆସୁଛନ୍ତି। ପୁଣିଥରେ ବଲିଉଡର ଖିଲାଡ଼ୀ ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ କୋଭିଡ଼-୧୯ ସହିତ ଲଢ଼େଇ ପାଇଁ ପିଏମ୍‌ କେୟାର […]

docter
୨୨ ମେଡିକାଲର ୨୧୧ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଡାକ୍ତରଖାନାଗୁଡ଼ିକର କର୍ମଚାରୀମାନେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏପର୍ଯ୍ୟନ୍ତ ୨୨ଟି ଡାକ୍ତରଖାନାରୁ ୨୧୧ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଚିନ୍ତାର ବିଷୟ ହେଉଛି ଯେ ଏହି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ । ଖବର ଅନୁଯାୟୀ,  ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ […]

milk3333
କ୍ଷୀର କେନ୍‌ ଖୋଲିବା ପରେ ପୋଲିସର ହୋସ୍‌ ଉଡ଼ିଗଲା

ହରିୟାଣା: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟ। ଏହି ଭାଇରସଠୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଭଳି ସମସ୍ତ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନେ ନିଜର ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏନେଇ ଭାରତରେ ମଦ ଦୋକାନଗୁଡିକ ମଧ୍ୟ ବନ୍ଦ ରହିଛି, କିନ୍ତୁ ମଦକୁ ନେଇ ଅଜବ ଘଟଣାସବୁ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ମଦ କାରବାରର ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ହିସାରରେ ଥିବା ମଦ […]

ips
ଡାକ୍ତରଖାନାରୁ ଖସି ପଳଉଥିବା ଅଭିଯୁକ୍ତକୁ ଧରି କରୋନା ଆକ୍ରାନ୍ତ ହେଲେ ଆଇପିଏସ୍‌

ଭୋପାଳ: ମଧ୍ୟପ୍ରଦେଶର ନରସିଂହପୁରରେ ୨୦୧୭ ବ୍ୟାଚ୍‌ର ଜଣେ ଯୁବ ଆଇପିଏସ୍ ଅଧିକାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅଧିକାରୀ ଏପ୍ରିଲ ୨୦ ରେ ନରସିଂହପୁର ଜିଲ୍ଲା ନିକଟସ୍ଥ ଜବଲପୁର ଯାଇ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଯାବେଦ ଖାନ୍‌କୁ ଗିରଫ କରିବା ପାଇଁ ଯାଇଥିଲେ। ଜାଭେଦ୍ ପୋଲିସ କର୍ମଚାରୀଙ୍କୁ ଚଖ୍‌ମା ଦେଖାଇ ଡାକ୍ତରଖାନାରୁ ପଳାଇ ଯାଇଥିଲେ। मध्यप्रदेश में युवा आईपीएस #कोरोना संक्रमित पाये गये, ये उस टीम में शामिल […]

samsung
ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ନୂଆଦିଲ୍ଲୀ: ଏବେ ୧୫ ଜୁନଠାରୁ ସାମସଙ୍ଗ ଗ୍ୟାଲେକ୍ସି  S20 ସ୍ମାର୍ଟଫୋନ୍‌ର ପ୍ରି ବୁକିଂ ଅଫର ଫାଇଦା ଉଠାଇପାରିବେ ଗ୍ରାହକ। ଅନେକ ଗ୍ରାହକ ଲକ୍‌ଡାଉନ୍ ପୂର୍ବରୁ ଗ୍ୟାଲେକ୍ସି  S20ର ପ୍ରି ବୁକିଂ କରିଥିଲେ। ଏପ୍ରିଲ୍ ୩ରେ ଏହା ଗ୍ରାହକଙ୍କୁ  ଡେଲିଭରି ମିଳିବାର ଥିଲା। କିନ୍ତୁ ଏହା ଏବେ ମେ ୨୦ ତାରିଖରେ ମିଳିବ। କମ୍ପାନୀ ଗ୍ରାହକଙ୍କ ପାଇଁ ଡେଡ୍ ଲାଇନ୍‌ ବଢ଼ାଇଛି। ପ୍ରି ବୁକିଂ ପାଇଁ କମ୍ପାନୀ କିଛି ଅଫର୍ ଘୋଷଣା କରିଛି। ତେବେ ମେ ୨୦ ତାରିଖର […]

pm-modi
ମନ୍‌ କି ବାତ୍‌ରେ ମୋଦି: ଆଜି ଦେଶବାସୀଙ୍କ କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ

ନୂଆଦିଲ୍ଲୀ: ଆଡି ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରତ୍ୟେକ ନାଗରିକ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲୋକମାନଙ୍କର ଏହି କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ କହିଛନ୍ତି ମୋଦି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ମନ୍‌ କି ବାତ୍‌ର କାର୍ଯ୍ୟକ୍ରମ ତୁଳନାରେ ଏଥର କାର୍ଯ୍ୟକ୍ରମରେ […]