ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍ ହାଉସ୍। କିନ୍ତୁ ଏବେ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନ୍ଫଲୋ କରିଦେଇଛି ହ୍ୱାଇଟ ହାଉସ। ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଛି। ଖାଲି ସେତିକି ନୁହେଁ, ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଅନଫୋଲ କରିଦେଇଛି। ୩ […]
ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଇର୍ଫାନ୍ ଖାନ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ନେଇ ବଲିଉଡ ସମେତ କ୍ରିକେଟ୍ ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ସହ ମୋର ସମବେଦନା ରହିଛି ବୋଲି କହିଛନ୍ତି। Irrfan Khan’s demise is a loss to the world of cinema and […]
ମୁମ୍ୱାଇ: ବଲିଉଡର ଗାୟିକା କନିକା କପୁର କରୋନା ଭାଇରସ ସହ ଯୁଦ୍ଧରେ ଲଢ଼ି ଜିତିଛନ୍ତି। ସୁସ୍ଥ ହେବା ପରେ ସେ କରୋନା ରୋଗୀଙ୍କ ପାଇଁ ତାଙ୍କ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଖବର ଅନୁଯାୟୀ, କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର କୁଳପତି ପ୍ରଫେସର ଏମଏଲବି ଭଟ୍ଟ ମଙ୍ଗଳବାର କହିଛନ୍ତି ଯେ, କନିକାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ତାଙ୍କ ରକ୍ତରେ ଥିବା ସମସ୍ତ ପାରାମିର୍ଟସଗୁଡିକ ପ୍ଲାଜମା ଦାନ ପାଇଁ ପ୍ରାୟ ଠିକ୍ ଥିଲା । କିନ୍ତୁ ହେମୋଗ୍ଲୋବିନ୍ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ବାରମ୍ବାର ଲକ୍ଡାଉନ୍ ଏବଂ ସାମାଜିକ ଦୂରତାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଉଛି। ଏଭଳି କରିବା ସତ୍ତ୍ୱେ ଲୋକେ ଲକ୍ଡାଉନ୍ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। A perfect #SocialDistancing seen near Bhalukpong in Arunachal Pradesh along Assam-Arunachal boundary. If we observe carefully, animals […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଜଣେ ୫୫ ବର୍ଷିୟ ସିଆରପିଏଫ୍(CRPF) ଅଧିକାରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। CRPF ରେ କୋଭିଡ -୧୯ ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଏହା ହେଉଛି ପ୍ରଥମ। ମୃତ ଯବାନ ଜଣଙ୍କ ସିଆରପିଏଫ୍ରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମହମ୍ମଦ ଇକ୍ରାମ ହୁସେନ୍। କିଛି ଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସିଆରପିଏଫ୍ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଗୃହମନ୍ତ୍ରୀ ଅମିତ […]
ୱାସିଂଟନ: ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା। ଆମେରିକାର ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ପେଣ୍ଟାଗନ ପକ୍ଷରୁ ତିନି ତିନୋଟି ଭିଡିଓ ଜାରି ପରେ ପୁଣି ବିଶ୍ୱ ବ୍ରହ୍ମାଣ୍ଡର ଏହି ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ। ଭିଡିଓରେ ଏକ UFO ବା ଉଡ଼ନ୍ତା ବସ୍ତୁକୁ ଦର୍ଶାଯାଇଛି। ଏହି ଭିଡିଓ ମଧ୍ୟରୁ ଗୋଟିଏ ୨୦୦୪ ଓ ଅନ୍ୟ ଦୁଇଟି ୨୦୧୫ରେ ସୁଟ୍ କରାଯାଇଥିଲା। ୨୦୦୭ ଏବଂ ୨୦୧୭ରେ ଅନଧିକୃତ ଭାବେ ଏହାର ରିଲିଜ କରାଯାଇଥିଲା। ସେତେବେଳେ ଆମେରିକାର ନୌସେନା […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭରତ ଏବେ ସାଜିଛି ସାରା ବିଶ୍ୱର ବିପଦର ବନ୍ଧୁ। ଆମେରିକା ଠାରୁ ଆରମ୍ଭ କରି ଫ୍ରାନ୍ସ, ଜପାନ, ଜର୍ମାନୀ ଭଳି ଅନେକ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡ଼ୁଛନ୍ତି। ମାନବିକତା ଦୃଷ୍ଟିରୁ ଭାରତ ମଧ୍ୟ ସମସ୍ତଙ୍କୁ ସହଯୋଗ କରିଛି। ଏବେ ଭାରତର ସହଯୋଗ ଲୋଡ଼ିଛି ୟୁଏଇ(ୟୁନାଇଟେଡ୍ ଆରବ ଏମିରେଟ୍ )। ଭାରତରେ ରହୁଥିବା ଡାକ୍ତର ଓ ନର୍ସଙ୍କୁ ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ପଠାନ୍ତୁ ବୋଲି […]
ନୂଆଦିଲ୍ଲୀ: ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା। ଅଦ୍ୟାବଧି ୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ ସଂକ୍ରମଣ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ପାର କରିଛି। କେବଳ ଆମେରିକାରେ ୫୬ ହଜାର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଆମେରିକା ପରେ ସ୍ପେନ୍ରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୨ ହଜାର ପାର ସହ ମୃତ୍ୟୁ […]
ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍ ଓ ହଲିଉଡ୍ ଅଭିନେତା ଇର୍ଫାନା ଖାନ। ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ସେ ଆଡ୍ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବୃହତନ୍ତ୍ରରେ ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍ ଇନ୍ଫେକ୍ସନ୍) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍ଫାନଙ୍କ ମୁଖପାତ୍ର କହିଛନ୍ତି। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି। ଇର୍ଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ତାଙ୍କ ମୁଖପାତ୍ର କହିଛନ୍ତି, ଏହି ଖବର ସତ […]
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ କେବେ ହୋଇନଥିଲା। ୨୪ ଘଣ୍ଟା ସମୟସୀମା ଭିତରେ ଏହା ସର୍ବାଧିକ ମୃତ୍ୟୁ ହାର। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୪୩୫ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୬୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦୟ ୬ ହଜାର ୮୬୮ଜଣ ସୁସ୍ଥ ହେବା ସହ ଆରୋଗ୍ୟ […]
ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍ ଓ ହଲିଉଡ୍ ଅଭିନେତା ଇର୍ଫାନା ଖାନ। ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ସେ ଆଡ୍ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି। ନିକଟରେ ତାଙ୍କ ମାଆ ସୟୀଦା ବେଗଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍ଫାନ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ଦେଶବ୍ୟାପୀ ଲକ୍ ଲକ୍ଡାଉନ୍ ଯୋଗୁ ଓ ଇର୍ଫାନ୍ ତାଙ୍କ ମାଆଙ୍କ ଶେଷ ଦର୍ଶନ […]
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରୂପ ବଦଳାଉଥିବା କୋରନା ଭାଇରସ୍ ଏବେ ତାର ଲକ୍ଷଣ ବଦଳାଇଲାଣି। କରୋନା ରୋଗୀଙ୍କଠାରେ ଏବେ ନୂଆ ନୂଆ ସବୁ ଲକ୍ଷଣ ଦେଖାଦେଲାଣି। ପୂର୍ବରୁ ଜ୍ୱର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଦେଉଥିଲେ କରୋନା ସନ୍ଧିଗ୍ଧ ବୋଲି କୁହାଯାଉଥିଲା। ଏବେ କିନ୍ତୁ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏହି ନୂଆ ଲକ୍ଷଣର ସୂଚନା ଦେଇଛି ଆମେରିକା ଗବେଷଣା ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍(ରୋଗ ନିୟନ୍ତ୍ରଣ ଏବଂ […]
ନୂଆଦିଲ୍ଲୀ: ନିତି ଆୟୋଗ କାର୍ଯ୍ୟାଳୟ ସିଲ୍ କରାଯାଇଛି। ନିତି ଆୟୋଗର ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ଆସିଥିବା ସଂପର୍କରେ ଆଜି ସକାଳ ୯ଟାରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହାପରେ କରୋନା ପ୍ରୋଟୋକଲ ଅନୁସାରେ କାର୍ଯ୍ୟାଳୟକୁ ୨ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି। ଏହାସହ କାର୍ଯ୍ୟାଳୟ ପରିସରରେ ବିଶୋଧନ ଆରମ୍ଭ ହୋଇଛି। ସଂପୃକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କ୍ୱାରେଣ୍ଟିନରେ […]
ଭୁବନେଶ୍ୱର: ଲକ୍ଡାଉନ କଟକଣା ଯାଞ୍ଚ ବେଳେ ସୁରତରେ ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସୁରତର ଭିନ୍ନ ଭିନ୍ନ ଦୁଇଟି ଅଞ୍ଚଳରେ କିଛି ପ୍ରବାସୀ ଶ୍ରମିକ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ସକାଳୁ ପୋଲିସ ପାଟ୍ରୋଲିଂ ବେଳେ ପିସିଆର ଭ୍ୟାନ ଉପରକୁ ଏହି ଆକ୍ରମଣ ହୋଇଛି। ପ୍ରଥମ ଘଟଣାଟି ସୁରତର ଦିନ୍ଦୋଲି ଏବଂ ଅନ୍ୟଟି ନୌଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ସକାଳୁ ସକାଳୁ ବହୁ ସଂଖ୍ୟାରେ […]