• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona
ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ। ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ ଭୂତାଣୁ। ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୩ହଜାର ୮୫୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି। ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୨୭ ହଜାର ପାଖାପାଖି ହୋଇଥିବା ବେଳେ ସ୍ପେନ୍ ଓ […]

corona-virus
ବୃଦ୍ଧି ପାଇଲା ଦେଶର କରୋନା ଆରୋଗ୍ୟ ହାର: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବଲେଟ୍ ଉତ୍ପାଦନ ବଢ଼ିଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ କରୋନ ପଜିଟିଭ୍ ସାମ୍ନାକୁ ଆସିଛି। ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି। ସେହିପରି ୧୧ ଶହ ୫୨ଣ ଜଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୮ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୫.୩୭%କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି। ସେହିପରି […]

858247-kulmeet-makkar
ଭାରତୀୟ ସିନେଜଗତକୁ ତୃତୀୟ ଝଟ୍‌କା; ଚାଲିଗଲେ କୁଲ୍‌ମୀତ ମକ୍କଡ଼

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଭାରତୀୟ ସିନେଜଗତ ପାଇଁ ଖରାପ୍‌ ସମୟ ଚାଲିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଗୋଟିଏ ପରେ ଗୋଟିଏ ହସ୍ତିଙ୍କ ପରଲୋକ ହେଉଛି। ୨୯ ତାରିଖରେ ଇର୍‌ଫାନ ୩୦ରେ ଋଷି କାପୁର ଓ ଆଜି ୧ ତାରିଖରେ ଆଉ ଜଣେ ଫିଲ୍ମ ପର୍ସନାଲିଟିଙ୍କର ପରଲୋକ ହୋଇଛି। ଦୀର୍ଘ ୩ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ‘ଦି ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ’ର ସିଇଓ କୁଲମୀତ ମକ୍କଡଙ୍କର ଆଜି ପରଲୋକ ହୋଇଛି। […]

maharasa
ଉଦ୍ଧବଙ୍କୁ ଆଶ୍ୱସ୍ତି; ମେ ୨୧ରେ ହେବ ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ସିଟ୍‌ରେ ନିର୍ବାଚନ କରିବା ନେଇ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛି ଇଲେକ୍ସନ କମିସନ। ମେ ୨୧ ତାରିଖରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି ଇସି। ମୁଖ୍ୟମନ୍ତ୍ରୀଙ୍କ ପଦ ବଞ୍ଚେଇବାକୁ ହେଲେ ଉଦ୍ଧବଙ୍କୁ ଏହି ଇଲେକ୍ସନ ପ୍ରାର୍ଥୀ ହୋଇ ଜିତିବାକୁ ପଡ଼ିବ। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେବା ନେଇ ଆଜି ଇସି ବୈଠକ ଡାକିଥିଲେ। ଏହି ବୈଠକରେ ମେ ୨୧ ତାରିଖରେ ୯ଟି ବିଧାନ ପରିଷଦ ସିଟ୍ ପାଇଁ ନିର୍ବାଚନ […]

irfna
ଯେଉଁ ସାଙ୍ଗ ଇର୍‌ଫାନଙ୍କୁ ବଲିଉଡ୍‌ରେ ପରିଚିତ କରାଇଲେ, ତାଙ୍କରି କାନ୍ଧରେ ଉଠିଲା କୋକେଇ

ମୁମ୍ବାଇ: ୨୯ ଏପ୍ରିଲ୍‌ ଇର୍‌ଫାନ ଖାନ ଫ୍ୟାନ୍‌ଙ୍କ ପାଇଁ ଏକ କଳା ଅଧ୍ୟାୟ ହୋଇ ରହିଯିବ। ଏହି ଦିନ ଅଚାନକ ସମସ୍ତଙ୍କୁ ଅଲ୍‌ବିଦା କହି ଆରପାରିକୁ ଚାଲିଗଲେ ଭର୍ସାଟାଇଲ୍‌ ଆକ୍ଟର। ସକାଳୁ ସକାଳୁ ତାଙ୍କ ଦେହାନ୍ତର ଖବର ପାଇ ସ୍ତବ୍ଧ ହୋଇଗଲା ସାରା ଭାରତ। ଇର୍‌ଫାନ ଯେ ଏତେଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଏ କଥା କେହି ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଅମିତାଭ୍‌ଙ୍କଠାରୁ ଆରମ୍ଭ କରି ସଲ୍‌ମାନ ଶାହାରୁଖ୍, ଶୋକରେ ବୁଡ଼ିଲା ବଲିଉଡ୍‌ ଜଗତ। ଦୁଇ […]

presedent555
ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ସମସ୍ତେ ଘରେ ରହି ବନ୍ଦୀ ଜୀବନ ବିତାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ । ଲକ୍ଷ ଲକ୍ଷ ଶ୍ରମିକ ଘରେ ଅଟକି ରହିଛନ୍ତି। ଏହି ସମୟରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଓ ବଳିଦାନକୁ ଅଭିବାଦନ ଜଣାଇ ଦେଶ ଶ୍ରମିକ ଦିବସ ପାଳନ କରୁଛି। श्रम दिवस के अवसर पर, अथक परिश्रम करने […]

marathe
ହୋମ୍‌ କ୍ୱାରେଣ୍ଟିନ୍‌କୁ ଗଲେ ୭୬ ଜଣ ନେତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନର କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲରଙ୍କ ସମେତ ୭୬ ଜଣ ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ, ଜଣେ ବିଜେପି ନେତାଙ୍କର ପିତା ଓ ଭାଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତାମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖାଯିବା ପାଇଁ ନୋଟିସ୍‌ […]

plagma therapy
ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହା ପ୍ଲାଜ୍‌ମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ରୋଗୀଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା। କରୋନା ଭାଇରସ ଯୋଗୁ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ […]

england
କରୋନାରେ ପତ୍ନୀଙ୍କ ମୃତ୍ୟୁକୁ ସହି ପାରିଲେନି, ଜୀବନ ହାରିଲେ ସ୍ୱାମୀ

ଇଂଲଣ୍ଡ: ସେ ଦୁହିଁଙ୍କ ଭଲ ପାଇବା ଥିଲା  ଅନାବିଳ ପ୍ରେମର ଆଉ ଏକ ଉଦାହରଣ। ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ଆଉ ସେଇ ପ୍ରତିଶ୍ରୁତି ରକ୍ଷା କରି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ଏହା ଗପ ନୁହେଁ, ଏକ ଅଙ୍ଗେନିଭା ଘଟଣା ଯାହା ଘଟିଛି  ଇଂଲଣ୍ଡର ସାଉଥହମ୍ପଟନ ସହରରେ। ସାଉଥହମ୍ପଟନ ସହରରେ ଏକ ବୃଦ୍ଧ ଦମ୍ପତ୍ତି ଡାକ୍ତରଖାନାରେ ପଡ଼ିଥିଲେ। ପତ୍ନୀଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଲା। ପତ୍ନୀଙ୍କ ମୃତ୍ୟୁ […]

ramayana
ବିଶ୍ୱ ରେକର୍ଡ କଲା ରାମାୟଣ

ନୂଆଦିଲ୍ଲୀ:  ବିଶ୍ୱ ରେକର୍ଡ କଲା ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ। ଗୋଟିଏ ଦିନରେ ସର୍ବାଧିକ ଭିୟୁ ପାଇଥିବା ପ୍ରଥମ ପୌରାଣିକ ଟିଭି ଧାରିବାହିକ ହେଲା ରାମାୟଣ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଗୋଟିଏ ଏପିସୋଡ୍‌ରେ ଦର୍ଶକ ସଂଖ୍ୟା ହିସାବରେ ଏହା ସାରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା ଦୂରଦର୍ଶନ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଗତ ୧୬ ତାରିଖରେ ପ୍ରସାରିତ ରାମାୟଣ ଏପିସୋଡ୍‌କୁ ୭ କୋଟି ୭୦ ଲକ୍ଷ ଲୋକ ଦେଖିଥିଲେ। ଏହା ସାରା ବିଶ୍ୱରେ ସର୍ବାଧିକ ବୋଲି […]

udhab
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର। ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ଆସନରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରି। କାରଣ ଏହି ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହେବାକୁ ଆଶା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଯଦି ସେ ଏପରି କରିବାରେ ସଫଳ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ମେ ୨୮ ତାରିଖରେ […]

pm modi
ଅର୍ଥନୀତି ସୁଧାରିବାକୁ ପ୍ରୟାସ: ଚୀନ୍‌କୁ ପଛରେ ପକାଇବାକୁ ଭାରତ ପାଖରେ ସୁଯୋଗ

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତିରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଚାଲିଛନ୍ତି ଭାରତ ସରକାର।  ଦେଶକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଦେଶରେ ସ୍ଥାନୀୟ ପୁଞ୍ଜିନିବେଶକୁ ମଧ୍ୟ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି। ଦେଶରେ ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଓ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଭିତ୍ତିଭୂମି ବିକାଶ ଓ ପୁଞ୍ଜିନିବେଶକାରୀଙ୍କୁ […]

patient
ବିଶ୍ୱରେ ସ୍ଥିତି ଗମ୍ଭୀର କଲାଣି କରୋନା: ଆମେରିକାରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ, ୬୧ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ଭାଇରସ୍। ବର୍ତ୍ତମାନ ୩୨ ଲକ୍ଷ ୩୬ ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ରୋଗରେ ଗଲାଣି ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ। ଆମେରିକାରେ ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡୁଛି। ଏଠାରେ ହୁ ହୁ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ୧୦ ଲକ୍ଷ ୬୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାରରୁ ଅଧିକ ଲୋକଙ୍କ […]

corona
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ ଶହ ୩୦ଜଣ। ୧୪ ଦିନ ତଳେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୧୪.୦୬ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ୨୫.୧୯ ପ୍ରତିଶତରେ ପହଞ୍ଚିଛି। ଯାହାକି ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]

chuni-goswami
ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ

କଲୋକତା: ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ ହୋଇଯାଇଛି। ୧୯୬୨ ମସିହାରେ ହୋଇଥିବା ଏସିଆନ୍‌ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍‌ ଦଳର ନେତୃତ୍ୱ ନେଇ ଗୋସ୍ୱାମୀ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଚୁନି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ୮୨ ବର୍ଷରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ପତ୍ନି ବାସନ୍ତି ଓ ପୁତ୍ର ସୁଦିପ୍ତୋଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଫୁଟ୍‌ବଲ ଷ୍ଟାର୍। ମିଳିଥିବା ଖବର […]

yonush
ଋଷିଙ୍କ ଦେହାନ୍ତରେ ମର୍ମାହତ ପାକ୍ କ୍ରିକେଟର୍ : ୱକାର କହିଲେ, ହୃଦୟ ଭାଙ୍ଗିଗଲା

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କର ୬୭ ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ବୁଧବାର ରାତିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮.୪୫ରେ ତାଙ୍କର ପରଲୋକ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ ଭର୍ଷାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍। ଅନ୍ତଃନଳୀରେ ସମସ୍ୟା ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ […]