ଉଠୁଛି ପଡ଼ୁଛି କର୍ଣ୍ଣାଟକର ରାଜନୀତି । ସୋମବାର ବି.ଏସ୍ ୟେଡିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ତାଙ୍କ ପଦ ଛାଡ଼ିଛନ୍ତି ।
ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବା ବାଧ୍ୟତାମୂଳକ ହେବା ନେଇ ତଥ୍ୟ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଟ୍ୱିଟ୍ କରି ରାହୁଲ୍ ଲେଖିଛନ୍ତି “ଏହି ଆପ୍ ଏକ ଅତ୍ୟାଧୁନିକ ତଦାରଖ ବ୍ୟବସ୍ଥା। ଏହା ପ୍ରାଇଭେଟ୍ ଅପରେଟର ପାଇଁ ଆଉଟ୍ସୋର୍ସ ଭଳି କାର୍ଯ୍ୟ କରିବ। ଏହା ତଥ୍ୟ ସୁରକ୍ଷା ଓ ଗୋପନୀୟତା ନେଇ ଚିନ୍ତା ବଢ଼ାଇବ। ଟେକ୍ନୋଲୋଜୀ ଆମକୁ ସୁରକ୍ଷା ଦେଇପାରେ, କିନ୍ତୁ ନାଗରିକଙ୍କ ବିନା ଅନୁମତିରେ ତାଙ୍କୁ ଟ୍ରାକ୍ କରିବା […]
ନୂଆଦିଲ୍ଲୀ: ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେଲା ଆରୋଗ୍ୟ ସେତୁ ଆପ୍। ସମସ୍ତେ ଏହି କରୋନା ଟ୍ରାକିଂ ଆପ୍କୁ ଡାଉନ୍ଲୋଡ୍ କରିବେ। ଏଥିପାଇଁ ସଂସ୍ଥାର ମୁଖ୍ୟ କର୍ମଚାରୀମାନଙ୍କୁ ଆପ୍ ଡାଉନ୍ଲୋଡ୍ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେମିତ ଏହି ଆପ୍ ଡାଉନ୍ଲୋଡ୍ କରିବା ସେ ନେଇ ସୁନିଶ୍ଚି କରିବାକୁ ମଧ୍ୟ କୁହାଯାଇଛି। ସେହିଭଳି କଣ୍ଟେନ୍ମେଣ୍ଟ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ଯୋଗୁ ଭୁଶୁଡ଼ି ପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି ଭାରତ ସରକାର। ବିଶେଷ ସୂତ୍ରରୁ ମିଳିଥିବା ଆଜି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦିଙ୍କ ନେତ୍ୱତ୍ୱରେ ଏସମ୍ପର୍କିତ ଏକ ଗରୁତ୍ୱପୂର୍ଣ୍ଣ ବୌଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ମନ୍ତ୍ରୀମାନେ ସାମିଲ୍ ଥିଲେ। ଭାରତୀୟ ଅର୍ଥନୀତିକୁ ବଳ ଦେବାକୁ ଅର୍ଥମନ୍ତ୍ରାଳୟ ମଧ୍ୟ ଅନେକ ଯୋଜନା କରିଛି। ଏଥିସହିତ ଶୁକ୍ରବାର […]
ଇନ୍ଦୋର: ଲକ୍ଡାଉନରେ ଘରକୁ ଫେରିବାରୁ ଚେଷ୍ଟା କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ। ଏମିତି କି ଜୀବନକୁ ବିପଦରେ ପକାଇ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ଏମାନେ। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ। ବିପଦଜନକ ଭାବେ କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କରରେ ପଶି ୧୮ ଜଣ ଶ୍ରମିକ ମହାରାଷ୍ଟ୍ରରୁ ଲକ୍ଷ୍ନୌ ନିଜ ଘରକୁ ଫେରୁଥିଲେ। କ୍ରଂକିଟ ମିକ୍ସଚର ଟ୍ୟାଙ୍କରରେ ପଶି ଲକ୍ଷ୍ନୌ ଆସିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଟ୍ରକ୍କୁ ଧରିଥିଲା […]
ମୁମ୍ୱାଇ: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହା ସହ ମହାରାଷ୍ଟ୍ରର କରୋନା ପଜିଟିଭ ପୋଲିସ୍ ସଂଖ୍ୟା ୩୪୨ କୁ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୪ ଜଣ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଗତ ମାସରେ ୫୩ ଜଣ ସାମ୍ବାଦିକ କରୋନରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହେବା ପରେ ନିଜ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଜାମୁଦ୍ଦିନ ଲିଙ୍କ୍ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କାପସହେଡାର ଠେକେ ବାଲି ଗଳିରେ ଥିବା ଏକ ବିଲ୍ଡିଂରେ ୪୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ରୋଗୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିଏମ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ ସେହି ବିଲ୍ଡିଂରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେହି ବିଲ୍ଡିଂକୁ ସିଲ୍ କରାଯାଇଥିଲା। ଖବର […]
ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ବେଆଇନ ଭାବେ ଇଣ୍ଟରନେଟରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ କରାଯାଇଛି। କରୋନାର ଚିକିତ୍ସା ଓ ଭ୍ୟାକ୍ସିନ୍ ତିଆରି କରିବାକୁ ନେଇ, ରୋଗୀଙ୍କ ରକ୍ତଙ୍କୁ ଲୁଚାଇ ବିକ୍ରି କରାଯାଉଛି। ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି (ANU) ରିପୋର୍ଟରେ, ଏହି ତଥ୍ୟକୁ ଖୁଲାସା କରିଛି। ଚୋରାରେ ବିକ୍ରି କରୁଥିବା ଲୋକମାନେ ବିଭିନ୍ନ ଦେଶରେ ରହି ଏହାକୁ ସଂଗ୍ରହ କରି ବିଦେଶକୁ ଡେଲିଭରି କରୁଛନ୍ତି। କରୋନା ରୋଗୀଙ୍କ ରକ୍ତ ଲକ୍ଷ ଲକ୍ଷ ଟଙ୍କାରେ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ କାରଣରୁ ସବୁକିଛି ଠପ୍ ହୋଇଯାଇଛି। ଏନେଇ ଅନ୍ୟ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଯେକୌଣସି ପରିସ୍ଥିତିରେ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କେତେଜଣ ଚାଲି ଚାଲି ଆସୁଥିବାବେଳେ ଅନ୍ୟ କେତେଜଣ ସାଇକେଲରେ ଫେରୁଛନ୍ତି। ତେବେ ଏପରି ପ୍ରତିକୂଳ ପରିସ୍ଥିତିରେ ଘରକୁ ଫେରିବାର ଇଛା ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ସାଇକେଲରେ ଦିଲ୍ଲୀଠାରୁ ପ୍ରାୟ […]