• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dharmendra-pradhan
'କୋଭିଡ୍ ୧୯' ପାଇଁ ଓଡ଼ିଶାକୁ ମିଳିଛି ୨୨,୨୬୭ କୋଟି ଟଙ୍କା

ଭୁବନେଶ୍ୱର: କୋଭିଡ-୧୯ ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍। ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩.୧୭ […]

  • Friday, 02 July 2021
Capture 9
ପୁଣି ମନେପଡ଼ିଲା ବିଜୁ ବାବୁଙ୍କ ଡାକୋଟା କଥା, ଖୁବ୍‌ଶୀଘ୍ର ଆସିବ ଓଡ଼ିଶା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…

angul
ପୁଣି ଶବରୁ ଆଖି ଗାଏବ!

ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା…

  • Friday, 02 July 2021
579-1-750x430
ରାଜା ରାମଚନ୍ଦ୍ର ମୁନିପାଳ କଲେ ଛେରା ପହଁରା, ଅନୁଗୁଳରେ ଗଡ଼ିଲା ରଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା…

  • Friday, 02 July 2021
angul
କୋଇଲା ଖଣିରେ ମାଟି ଧସିବା ଘଟଣା: ହାତ ଉଦ୍ଧାର, ଏବେବି ଜଣେ ନିଖୋଜ

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ଏଯାଏ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଆଜି କୋଇଲା ଖଣିରୁ ଏକ…

  • Friday, 02 July 2021
se
ରାଜଧାନୀରେ ପୁଣି ଆରମ୍ଭ ହେଲା ସେରୋ ସର୍ଭେ

ଭୁବନେଶ୍ୱର: ରାଜଧାନୀରେ ବେକାବୁ ହୋଇଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ପ୍ରଶାସନ ତତ୍ପର ହେଇଛି। ତେଣୁ ଆଜିଠୁ ପୁଣି ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆରଏମଆରସି ଓ ବିଏମସି ମିଳିତ ଭାବେ ଏହି ସର୍ଭେ କରୁଛନ୍ତି। ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଏହି ସର୍ଭେ ଚାଲିବ। ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା […]

  • Friday, 02 July 2021
angul
କୋଇଲା ଖଣିରେ ଅଘଟଣ: ମାଟି ଧସି ଜଣେ ଶ୍ରମିକ ମୃତ, ୯ ଗୁରୁତର

ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ…

  • Friday, 02 July 2021
ghost
ଭୂତ ଖୋଲୁଛି ମୃତ୍ୟୁର ରହସ୍ୟ !

ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା…

ils
'ଅବହେଳା କଲେ ବଢ଼ିବ କରୋନା ସଂକ୍ରମଣ'

ଭୁବନେଶ୍ୱର: ଅବହେଳା କଲେ କରୋନା ସଂକ୍ରମଣ ବଢ଼ିବ। ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ସଂକ୍ରମଣ ହାର କମିବା ଆରମ୍ଭ କରିଛି। ଏଭଳି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ସେପ୍ଟେମ୍ୱର ୧୧ ତାରିଖରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪ହଜାର ୨୦୦ ସଂକ୍ରମିତ ହେଉଥିଲେ, ହେଲେ ୨୫ତାରିଖ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହିଛି ରାଜ୍ୟରେ ଟେଷ୍ଟିଂ କମିନି, ହେଲେ ବର୍ଷା ଦିନ ହୋଇଥିବାରୁ ସାମ୍ପଲ ସଂଗ୍ରହ ସାମାନ୍ୟ […]

  • Friday, 02 July 2021
stand-with-otv
'ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ରାଜ୍ୟବାସୀ ଜାଣିସାରିଛନ୍ତି'

ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇନେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବାଣୀବିହାର ଛାତ୍ର ସଂଗଠନ। ବାଣୀବିହାର ଛାତ୍ର ସଂଗଠନ ପକ୍ଷରୁ ପ୍ଲାକାର୍ଡ ଦେଖାଇ ଘଟଣାର ପ୍ରତିବାଦ କରାଯାଇଛି। We stand with OTV ଅର୍ଥାତ ଆମେ ଓଟିଭି ସହ ଅଛୁ, ସାମ୍ବାଦିକଙ୍କ ଉପରେ ଆକ୍ରମଣ ବନ୍ଦ କର, ଗଣତନ୍ତ୍ରର ହତ୍ୟା ବନ୍ଦ କର ଆଦି ଲେଖାଥିବା ପ୍ଲାକାର୍ଡ ଧରି ଛାତ୍ରମାନେ ପ୍ରତିବାଦ ଜଣାଇଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ରାଜ୍ୟ ସରକାରଙ୍କ […]

  • Friday, 02 July 2021
otv-campus
ଓଟିଭି ଅଫିସ କ୍ୟାମ୍ପସ୍‌ରେ କାହିଁକି ଡେରା ପକାଇଛି ପୋଲିସ ?

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଓ ଫାଟକ ବାହାରେ ଡେରା ପକାଇଛି ପୋଲିସ ଗତକାଲି ଅପରାହ୍ନରୁ ଆଜି ସୁଦ୍ଧା ପ୍ରାୟ ୨୪ ଘଣ୍ଟା ବିତିବାକୁ ବସିଲାଣି। ହେଲେ ପୋଲିସ ଓଟିଭି କ୍ୟାମ୍ପସ୍ ଛାଡ଼ି ଯାଉନି ବିନା ଓ୍ୱାରେଣ୍ଟ କି ନୋଟିସ୍ କିଛି ବି ନଥାଇ ପୋଲିସ ଦୁଇ ଦିନ ହେଲା ଡେରା ପକାଇଥିବାରୁ ଉଭୟ ଓଟିଭି କର୍ମଚାରୀ ଓ ଖବର ସଂପର୍କିତ କାର୍ଯ୍ୟ ନେଇ ଆସୁଥିବା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ, ଗତତାଲି […]

  • Friday, 02 July 2021
bjd-bjp
ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି, ବିଜେପି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ, ବିଧାୟକ ସାମିଲ ହୋଇଛନ୍ତି। ବିଜେଡିର ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ରହିଛନ୍ତି। ସେହିପରି ବିଜେପି ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ବିଜେପିର ସମୀର ମହାନ୍ତି, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, […]

  • Friday, 02 July 2021
durga-puaja
ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ସୋମବାରକୁ ଘୁଞ୍ଚିଲା

କଟକ: ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଆଡଭୋକେଟ୍ ଜେନେରାଲ। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ପୋଲିସ କମିଶନର ରିପୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। […]

  • Friday, 02 July 2021
biraja
ମା' ବିରଜାଙ୍କ ରଥଯାତ୍ରା; କୋଭିଡ୍ ଟେଷ୍ଟ କରାଇଲେ ସେବାୟତ

ଯାଜପୁର: ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା। ପୂର୍ବରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ମାନଙ୍କର କୋଭିଡ ଟେଷ୍ଟ ହୋଇଛି। କେବଳ ସେବାୟତ ଓ ପୋଲିସମାନଙ୍କ ଦ୍ୱାରା ରଥଯାତ୍ରା କରାଯିବା ନେଇ ନିଷ୍ପତି ହୋଇଛି। ୨୫୦ରୁ ଅଧିକ ଆଣ୍ଟିଜେନ କିଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇଛି। ସେବାୟତମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟାରୁ ବାଦ ଦିଆଯିବ। ପୁର୍ବରୁ ୩ଟି ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ସମ୍ପନ୍ନ କରିବାକୁ […]

  • Friday, 02 July 2021
blast
ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ; ୬ ଗୁରୁତର

ରାୟଗଡ଼ା: ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ। ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ। ହୋଇଛି। ଏଥିରେ ଆଉ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଣପୁର: ଓକିଲଗୁଡ଼ାରେ ଥିବା ପଥର ଖାଦାନରେ ବିସ୍ଫୋରଣ. ୩ ମୃତ, ୬ ଗୁରୁତର, ୩ ମୃତକଙ୍କ ମଧ୍ୟରେ ୨ ମହିଳା ଶ୍ରମିକ ଥିବା ସୂଚନା, ପଥର ଫଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ, ବିସ୍ଫୋରଣ […]

  • Friday, 02 July 2021
gun
ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ଗରିଫ

ଭୁବନେଶ୍ୱର: STF କବ୍‌ଜାରେ ୨ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି କ୍ରାଇମବ୍ରାଞ୍ଚ STF । ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଏବଂ ବିକାଶ ବେହେରା। ଧରାପଡ଼ିଥିବା ଦୁଇ ଜଣ ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଜବତ ବନ୍ଧୁକ ମଧ୍ୟରେ ଦୁଇଟି  ୭ ଏମ୍ଏମ୍ ପିସ୍ତଲ ସହ ମାଗାଜିନ୍, ଗୋଟିଏ ରିଭଲଭର, […]

  • Friday, 02 July 2021
corona
କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବ । ଏହାପରେ…

bhubaneswar
ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୪୩

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଭୁବନେଶ୍ୱର କରୋନା ସ୍ଥିତି ନେଇ ସୂଚନା ଦେଇ ଏଭଳି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା କେସ୍ କମୁଥିବାରୁ ଦୁଇଟି କୋଭିଡ କେୟାର ସେଣ୍ଟର ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜାମୁଝରି ଓ ଜଟଣୀରେ ଥିବା ଦୁଇଟି ସିସିସିର ୭୫୦ ବେଡ୍ ବନ୍ଦ କରାଯାଇଥିବା ସେ କହିଛନ୍ତି। ଏହା ବ୍ୟତୀତ ପୂଜା ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କମିଶନର। ଅନ୍ୟପଟେ ଗତ ୨୪ […]

  • Friday, 02 July 2021
shoeb-aftab
NEET ପ୍ରବେଶିକା ପରୀକ୍ଷାରେ ରେକର୍ଡ କଲେ ଓଡ଼ିଆ ଛାତ୍ର

ଭୁବନେଶ୍ୱର: ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। NEET ପରୀକ୍ଷାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଛାତ୍ର ସୋଏବ୍‌ ଅଫତାବ। ସେ ଏଥରର NEET ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଖାଲି ଟପ୍ପର ନୁହେଁ, ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ। ଯାହା ରାଜ୍ୟ ପାଇଁ ଗୌରବର କଥା ନିଶ୍ଚୟ। ମୋଟ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ। ୧୮ ବର୍ଷୀୟ ସୋଏବଙ୍କ ଘର ରାଉରକେଲା ଆଜାଦବସ୍ତିରେ। ସେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ […]

  • Friday, 02 July 2021
rain
୧୯ରୁ ୨୧ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୧୯ରୁ ୨୧ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୨୦ରେ ଦୁଇଟି ଓ ୨୧ରେ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ୨୦ ତାରିଖ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୧ରେ କୋରାପୁଟ, […]

  • Friday, 02 July 2021
111
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ନିରବ କାହିଁକି ସିଏମ୍ଓ

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ଆରଟିଆଇ  କର୍ମୀ ଉଠାଇଥିବା ଏଇ ପ୍ରଶ୍ନର ୪୮ ଘଣ୍ଟା ପରେ ବି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ । ଏପରିକି ଇମେଲ୍ ଯୋଗେ ଓଟିଭି ପକ୍ଷରୁ ସିଏମ୍ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ହେଁ ଏଯାଏଁ ତାର ଉତ୍ତର ମିଳିନାହିଁ । ସାରା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତର ସତ ଜାଣିବାକୁ ଚାହୁଁଥିଲା ବେଳେ ଏନେଇ ସିଏମ୍ଓର ଅସମ୍ଭବ […]

  • Friday, 02 July 2021
coronaviryus
ଆଜି ୨୮୫୦ କରୋନା ଆକ୍ରାନ୍ତ ସୁସ୍ଥ; ଏହି ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରୁ ଆଉ ୨୮୫୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ୨୮୫୦ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଆରୋଗ୍ୟ ହୋଇଥିବା ସୁସ୍ଥଙ୍କ ମଧ୍ୟରେ ଷ୍ଟେଟ୍ ପୁଲ୍ ୨୦୩, କଟକ- ୧୮୪, ପୁରୀ- ୧୪୭ ଅନୁଗୁଳ- ୧୩୮, ସମ୍ବଲପୁର- ୧୩୭, କେନ୍ଦ୍ରାପଡ଼ାରୁ ୧୩୩ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼- ୯୮, ନବରଙ୍ଗପୁର- ୮୯, ଯାଜପୁର- […]

  • Friday, 02 July 2021
dd
ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

ଭୁବନେଶ୍ୱର: ଓଟିଭିକୁ ଦୁର୍ବଳ କରିବାକୁ ଚାଲିଛି ବଡ଼ ଅପଚେଷ୍ଟା। ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଇଛି। ଏକ ପୁରୁଣା ମାମଲାରେ ଗତକାଲି ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହଠାତ୍ ରାସ୍ତା ଉପରୁ ପୋଲିସ ଉଠାଇନେବା ଓ ବିନା ଲିଖିତ ଅନୁମତି ପତ୍ରରେ ଓଟିଭି ସର୍ଚ୍ଚ କରିବାକୁ କହିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ତା’ସହ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଓଟିଭି କ୍ୟାମ୍ପସ୍‌ରେ ଡେରା ପକାଇଥିବା ପୋଲିସ କାହିଁକି […]

  • Friday, 02 July 2021
lokayukta
ଏଭଳି ନିୟମ ଆଣି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ସରକାର ?

ଭୁବନେଶ୍ୱର; ଦୁର୍ନୀତି ମାମଲାରେ ସରକାରୀ ବାବୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି।  ଲୋକାୟୁକ୍ତ ବ୍ୟବସ୍ଥାରେ ଯୋଡ଼ିଲେ ନୂଆ ନିୟମ। ଲୋକାୟୁକ୍ତରେ ଅଭିଯୋଗ କରିବାକୁ ହେଲେ ବ୍ୟକ୍ତି ଓ ସଂଗଠନକୁ ଦେବାକୁ ହେବ ପରିଚୟପତ୍ର ଓ ପଞ୍ଜିକରଣ ସାର୍ଟିଫିକେଟ। ସେହିପରି ତଦନ୍ତ ନସରିବା ଯାଏଁ ଗୋପନ ରହିବ ଅଧିକାରୀଙ୍କ ନାଁ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ନୁହେଁ, ସୁରକ୍ଷା ଦେବା ଲାଗି ଏହା ସରକାରଙ୍କ ଏକ ଚାଲ ବୋଲି କହି ବର୍ଷିଛନ୍ତି ବିରୋଧୀ। ବିଜେଡି ଏହି ଅଭିଯୋଗକୁ […]

  • Friday, 02 July 2021