• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

111
ମାଟି ତଳୁ ୧୫ଶହ ବର୍ଷ ପୁରୁଣା ଶିବ ଲିଙ୍ଗ ଉଦ୍ଧାର

କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମାଟି ତଳୁ ଉଦ୍ଧାର ହେଲା ୧୫ ଶହ ବର୍ଷର ପୁରୁଣା ଶିବଲିଙ୍ଗ । ଶାଳ ଜଙ୍ଗଲ ସଫା କରୁ କରୁ ମାଟି ତଳୁ କିଛି ଦିନ ତଳେ ଉଦ୍ଧାର ହୋଇଛି ଏହି ପୁରୁଣା ମନ୍ଦିରର …

  • Friday, 02 July 2021
favipiravir
ନକଲି ଫାଭିଫିରାଭିର ଔଷଧ କାରବାର ମାମଲା, ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ନକଲି ଔଷଧ ଯୋଗାଣକାରୀ ମାକ୍ସ ହେଲ୍ଥକେୟାର ସଂସ୍ଥାର ମୁଖ୍ୟ ହେଉଛି ସୁଦୀପ ମୁଖାର୍ଜୀ । ଅଧିକ ଖୋଳତାଡ଼ ପାଇଁ…

134074987_402208524414334_3721718802551667975_n
ଓଡ଼ିଶା ଚାଷୀଙ୍କ ପାଇଁ ନୂତନ ସମ୍ଭାବନା, ନିଜ ବାଡ଼ିରେ ଷ୍ଟ୍ରେବେରି ଫଳାଇଲେ କେନ୍ଦୁଝର ଚାଷୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଓଡ଼ିଶାରେ ଷ୍ଟ୍ରବେରି ଚାଷ। ଜିଲ୍ଲାର ଥଣ୍ଡା ଜଳବାୟୁରେ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ଏହି ଚାଷ। ବଜାରରେ ନାଲି ଟୁକୁଟୁକୁ ଷ୍ଟ୍ରବେରିର ଭାଉ ଅଧିକ ଥିବାବେଳେ ରାଜ୍ୟବାସୀଙ୍କୁ ଆଉ ମନ ମାରିବାକୁ ବସିବ ନାହିଁ…

  • Friday, 02 July 2021
kidney  disease
ଢେଙ୍କାନାଳର ଭୈରବସାହି ଗାଁରେ କିଡନୀ ରୋଗ ଆତଙ୍କ : ୩ ମାସରେ ଗଲାଣି ୧୬ ଜଣଙ୍କ ଜୀବନ

ଗାଁରେ ଘାରିଛି କିଡନୀ ରୋଗର ଭୟ ଗାଁର ବହୁ ଲୋକେ ଏବେ କିଡନୀ ରୋଗରେ ପୀଡ଼ିତ ୩ ମାସରେ ୧୬ ଜଣଙ୍କ କିଡନୀ ରୋଗରେ ମୃତ୍ୟୁ ପ୍ରଦୂଷିତ ପାଣି ଯୋଗୁଁ ସ୍ଥିତି ବିଗିଡ଼ିଛି କାମାକ୍ଷାନଗର(ବିଦ୍ୟାଧର ବରାଳ): ଗାଁରେ କିଡନୀ ରୋଗର ଆତଙ୍କ।…

  • Friday, 02 July 2021
EDgQWAGUcAEp34x
ମୋଦିଙ୍କ ନୂଆଁଖାଇ ଶୁଭେଚ୍ଛା

ଭୁବନେଶ୍ୱର: ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ସର୍ବପୁରାତନ ପର୍ବର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ କରି ପରିଶ୍ରମୀ ଚାଷୀ ଭାଇଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାମନ୍ତ୍ରୀ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ…

  • Friday, 02 July 2021
mathematics
ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଲାଗି ପ୍ରୟାସ : ଆନନ୍ଦପୁର ଉପଖଣ୍ଡ ମୁଗୁପୁର ଅଞ୍ଚଳରେ ଗଣିତ ହାଟ

ଆନନ୍ଦପୁର(ଲୋକନାଥ ସିଂହ) : ମହାମାରୀ କରୋନା ଯୋଗୁଁ ସମ୍ପୂର୍ଣ୍ଣ ବିଶ୍ୱ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକ ପ୍ରଭାବିତ ହୋଇଛନ୍ତି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ । ତେବେ ଏପରି ସମୟରେ ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ…

  • Friday, 02 July 2021
SUN FLOWER
ସୂର୍ଯ୍ୟମୁଖୀ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ : ଆନନ୍ଦପୁରରେ କୃଷି ବିଭାଗ ପକ୍ଷରୁ ମିିଳୁଛି ପ୍ରୋତ୍ସାହନ

ଆନନ୍ଦପୁରର,ଆସିକା(ଲୋକନାଥ ସିଂ, ମନୋଜ ମୁନି): ଧାନ ଓ ପନିପରିବା ବାଦ ତୈଳ ଜାତୀୟ ଫସଲ କରି କେଉଁଠି ଚାଷୀ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ସହଯୋଗ ଅଭାବରୁ କ୍ଷତି ସହୁଛି ଚାଷୀ । କେନ୍ଦୁଝର ଆନନ୍ଦପୁରର…

  • Friday, 02 July 2021
corona
ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ, ଚିହ୍ନଟ ହେଲେ ୨,୧୩୮ ନୂଆ ପଜିଟିଭ୍‌

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୧୩୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୧୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୫୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୮୮୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ରେ ପହଞ୍ଚିଛି।

  • Friday, 02 July 2021
corona
ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧୧୦୪ ଛୁଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform the demise of fifteen #COVID19 positive patients while under treatment in hospitals. 1. A 65-year old male of Bhubaneswar who was also suffering from Diabetes. 2. A […]

  • Friday, 02 July 2021
cr
ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାଶ ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ହରିହର ନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଅଫିସ ଆଗରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ହରିହରଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ବିଗିଡ଼ି ଯିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହରିହର ନନ୍ଦ ସରପଞ୍ଚ ନିର୍ବାଚନରେ […]

  • Friday, 02 July 2021
67
ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ଚାଷୀ

ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।…

floddy
ପୁଅର ଜୀବନ ବଞ୍ଚାଇବାକୁ ଯାଇ ପୂରା ପରିବାର କଲେ ସଂଘର୍ଷ

ବ୍ରହ୍ମପୁର: ଛୋଟ ପୁଅର ଜୀବନ ବଞ୍ଚାଇବା ପାଇଁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସଂଘର୍ଷ। ପିଲାର ଦେହ ଅସୁସ୍ଥ ହେବାରୁ ଔଷଧ ଆଣିବା ପାଇଁ ପ୍ରଖର ସ୍ରୋତ ମଧ୍ୟରେ ପୁରା ପରିବାର ଏବଂ ସମ୍ପର୍କୀୟ ଉଛୁଳା ନଦୀ ପାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ। ଲଘୁଚାପ ଜନିତ ବର୍ଷା ଯୋଗୁ ପାତ୍ରପୁର ବ୍ଲକର ପ୍ରାୟ ୫୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଦୀ […]

  • Friday, 02 July 2021
anubhav
ଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ଦେଲେ ଏମିତି ରାୟ

କଟକ: ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପଟିଆଲା ହାଉସ୍‌ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି।ସହମତି ଭିତ୍ତିକ ଆଲୋଚନାର ନିଷ୍କର୍ସ ଆସିବା ପରେ ଏହି ମାମଲାର ପରବର୍ତ୍ତୀ […]

  • Friday, 02 July 2021
pradipta naik
ସମାଲୋଚନା ଶୁଣିବାର ଧୈର୍ଯ୍ୟ ରଖନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ବିଭିନ୍ନ ଉପାୟରେ ଓଟିଭିକୁ ରାଜ୍ୟ ସରକାର ହଇରାଣ କରୁଥିବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ସେ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ‘ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ ଭୁମିକା ଅଛି। ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟରେ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ତାହା ଆଗରୁ କେବେ ଦେଖାଯାଇନଥିଲା। ସରକାର ଏପରି କାହିଁକି କରୁଛନ୍ତି ? କ’ଣ ସରକାର ଭାବୁଛନ୍ତି କି ସରକାର […]

  • Friday, 02 July 2021
bbsr
ରାଜଧାନୀରେ ବୁଲିଲା ଖଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଜଣକ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛ। ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଛି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆତଙ୍କରାଜର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ସେହି ଆଧାରରେ ପୋଲିସ ତାର ତଦନ୍ତ ଆଗକୁ […]

  • Friday, 02 July 2021
SCB
SCBରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

କଟକ: ଏସସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଫ୍ୟାନ ପଡ଼ି ଗୁରୁତର ହୋଇଥିବା ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। #SCBରେ_ଫ୍ୟାନ୍_ଖସିବା_ଘଟଣା #ମହିଳା_ମୃତ ଏସସିବି ମେଡିକାଲ…

  • Friday, 02 July 2021
mahatma gandhi
ଆସନ୍ତା ୨୩ରେ ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ

ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ବେଲ ଭିୟୁ ଛକରେ ବ୍ରୋଞ୍ଜରେ ନିର୍ମିତ ଗାନ୍ଧି ପ୍ରତିମୂର୍ତ୍ତି ହେବ ଉଦଘାଟନ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୩ତାରିଖରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ କଟକ…

  • Friday, 02 July 2021
Cuttack-suchi
ସିନେମାଟୋଗ୍ରାଫରରୁ ମୋମୋ ବିକ୍ରେତା : କରୋନା ବଦଳାଇ ଦେଲା ଜୀବନଶୈଳୀ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । କରୋନା ବଦଳାଇ ଦେଲା ସମ୍ପୂର୍ଣ୍ଣ ଜୀବନଶୈଳୀ। ମୁମ୍ବାଇ ମାୟା ନଗରୀରୁ କଟକ ସହର ଲେଉଟାଣି । ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି…

  • Friday, 02 July 2021
sketing
କଟକ ସହରରେ ବଢୁଛି ସ୍କେଟିଂର ଚାହିଦା : ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟରେ ଆଗ୍ରହ

କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି…

  • Friday, 02 July 2021
Hyder
କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…

odisha
ଆଜି ବିଜେପୁର ଫୈସଲା: ଆରମ୍ଭ ହେଲା ଭୋଟ୍ ଗଣତି

ଭୁବନେଶ୍ୱର: ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି।  ଏଥିପାଇଁ…

  • Friday, 02 July 2021
voting
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ବରଗଡ଼: ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ  ମତଦାନ ପ୍ରକ୍ରିୟା ଚାଲିବ। ପ୍ରତି ବୁଥରେ ସକାଳ ସାଢେ ୫ଟାରେ ମକ୍ ପୋଲିଂ ପରେ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ନିର୍ବାଚନୀ…

  • Friday, 02 July 2021
bjd
ପାଟକୁରାରେ ବାଜିଲା ଶଙ୍ଖ, ଘୋଷଣା ବାକି

ପାଟକୁରା: ପାଟକୁରା ବିଧାନସଭା ଆସନକୁ ଏକରକମ ହାତେଇଛି ବିଜେଡି। ୧୮ ତମ ରାଉଣ୍ଡ ଗଣତି ଶେଷ ହେବା ପରେ ଚୂଡାନ୍ତ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଖାଲି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା। ସେପଟେ ବିଜେଡି ଅନ୍ୟ ଦଳଠୁ ସଂଖାଧିକ ଭୋଟ୍‌ରେ…

  • Friday, 02 July 2021
oo
ବାଲେଶ୍ୱର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ ଅବଧି ଆଉ ୭ଦିନ ବଢ଼ିଲା

ବାଲେଶ୍ୱର: ବାଲେଶ୍ୱର ସହରର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ କୁ ଆହୁରି ୭ଦିନ ପାଇଁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ। ୨ ତାରିଖ ମଧ୍ୟରାତ୍ରିରେ ଏହା ଶେଷ ହେବାକୁ ଥିବାବେଳେ ଏହାକୁ ଆସନ୍ତା ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୪ ଦିନ…

  • Friday, 02 July 2021
ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala
ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala

How to Prepare Khasi Kalija Palang Masala ⇓ ଆବଶ୍ୟକୀୟ ସାମଗ୍ରୀ: ଖାସି କଲିଜା,ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହି,ନଢ଼ିଆ କୋରା, ପାଳଙ୍ଗପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା,ପିଆଜ, ତେଲ, ଟମାଟୋ ବଟା,ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି କଲିଜାରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହିକୁ ମିଶାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ କରି ରଖନ୍ତୁ। ତା’ପରେ ପାଳଙ୍ଗ ଶାଗରେ […]

  • Friday, 02 July 2021