ରେଢାଖୋଲ(ରମାକାନ୍ତ ମହାନନ୍ଦ): ସମ୍ମାନ ସହ ମିଳିଲା ବଂଚିବାର ଅଧିକାର। ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇ ପାରିଲାନି। ସମାଜର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ଦୃଢ଼ ଆତ୍ମବିଶ୍ୱାସ ବଳରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ପୂଜା କିନ୍ନର।…
ନୂଅାପଡ଼ା : ନିଜକୁ RIର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୩ ଜଣ ଯୁବକ ଗିରଫ। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲାର ଝସକେତନ ତାଣ୍ଡି, ପ୍ରଶାନ୍ତ ତାଣ୍ଡି ଏବଂ ଯଦୁ ଭୁଏ। ନୂଅାପଡ଼ା ଜିଲ୍ଲା କୋମନା ଏବଂ ନୂଅାପଡ଼ା ତହସିଲର ବିଭିନ୍ନ ଗାଁରେ ଭୂମିହୀନ ଲୋକଙ୍କୁ ଘର ଡିହ ଜମି ଓ ଚାଷ ଜମି ଯୋଗାଇ ଦେବା ନାଁରେ ଠକିଥିବା ଅଭିଯୋଗ ରହିଛି ଏମାନଙ୍କ ନାଁରେ। ଏକ ନିର୍ଦ୍ଦିଷ୍ଟ ଫର୍ମରେ ତଥ୍ୟ ନେଇ ଜଣକା ୧୦୦ […]
ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ମହୁଲପଡା ଥାନା ସିହିଡିହା ଗାଁରେ ଉତ୍ତେଜନା। କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ବାରକୋଟ-କଲେଇପୋଷ ରାସ୍ତା ଅବରୋଧ କରିଛନ୍ତି। ପାଖ ଗାଁର ରଶ୍ମୀ ଗିରି ଅାଜି ଦିନ ସାଢେ ୧୦ଟା ବେଳେ ପାହାଡି ଭୂୟାଁ ଅାବାସିକ ବିଦ୍ୟାଳୟରେ ପାଠ ପଢୁଥିବା ନିଜ ସାନ ଭାଇକୁ ଦେଖିବାକୁ ସିହିଡିହା ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ […]
ବରଗଡ଼: ଘରୋଇ କଳିର କରୁଣ ପରିଣତି। କୀଟନାଶକ ପିଇ ବାପ ପୁଅ ଗୁରୁତର। ବରଗଡ଼ ଗାଇସୀମା ପଞ୍ଚାୟତ ନୂଆଁଗଡ଼ ଗାଁ ରେ ବାପା ପରମା ସୁନା ଏବଂ ପୁଅ ବୁଧୁ ସୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘରୋଇ କଳହକୁ କେନ୍ଦ୍ର କରି ଆଜି ସକାଳେ ଉଭୟେ କୀଟନାଶକ ପିଇଦେଇଥିବା ସନ୍ଦେହ କରାଯାଉଛି।
ବଲାଙ୍ଗିର: ନଦୀକୁ ଡେଇଁ ପଡ଼ି ୨ ଭଉଣୀ ନିଖୋଜ। ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍ ଉପରେ ଆଜି ଏହି ଅଘଟଣ ଘଟିଛି। ବ୍ରିଜ୍ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ମିଳିଛି। ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, […]
ନୟାଗଡ଼: କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟରୁ। ଅଭିଯୋଗ ଅନୁଯାୟୀ ଜଣେ ମହିଳା କର୍ମଚାରୀଙ୍କୁ ସେହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି। ଅଧ୍ୟାପକ ହରେକୃଷ୍ଣ ମହାପାତ୍ର ଏବଂ ଚନ୍ଦ୍ରକାନ୍ତ ପାଇକରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା। ଏ ସମ୍ପର୍କରେ ସେ ଆଗରୁ କଲେଜ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିଥିଲେ ବି କିଛି ଫଳ ନମିଳିବାରୁ […]
ଗଜପତି : ଗଜପତି ଜିଲ୍ଲାରେ ଅାଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କାଶୀନଗର ବ୍ଲକ୍ ସିଗିପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ଚିନ୍ତାରା। ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡେଙ୍ଗୁ ଜ୍ୱରରେ ଅାକ୍ରାନ୍ତ ହୋଇ ୫ ଦିନ ହେବ ସେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।
ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର। ଏବେ ମାତ୍ର ୧୩୦ ଟଙ୍କାରୁ ଆରମ୍ଭ କରି ୪୫୦ଟଙ୍କା ଦରରେ ବିକ୍ରି ହେଉଛି। ଏହି ଖବର ପ୍ରସାରିତ ହେବା ପରେ ପାରାଦୀପ ମାଛ ମାର୍କେଟରେ ଗ୍ରାହକଙ୍କ ଭିଡ଼ ଜମୁଛି। ଜଣେ ମାଛ ବ୍ୟବସାୟୀ କହିଛନ୍ତି,“ଲଘୁଚାପ ଜନିତ ବର୍ଷା ଯୋଗୁ ପାରାଦୀପ ମୁହାଣକୁ ପ୍ରଚୁର ଇଲିଶି ଚାଲି ଆସିଛନ୍ତି। ଜାଲରେ ବହୁତ ଇଲିଶି ପଡୁଛନ୍ତି। ଏତେ ଇଲିଶି ରଖିବାକୁ ବରଫ ଓ ସ୍ଥାନର ଅଭାବ ଯୋଗୁ କମ୍ ଦରରେ ବିକ୍ରି ହେଉଛି। ଛୋଟ ମାଛ ଯୋଡ଼ା ୧୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଡ଼ ମାଛ ଯୋଡ଼ା ୪୦୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି।” ଜଣେ ମତ୍ସ୍ୟ ବ୍ୟବସାୟୀ କହିଛନ୍ତି,“ବଜାରରେ ଇଲିଶି ଦର ଖସିବା ଯୋଗୁ ମାଛ ବ୍ୟବସାୟୀଙ୍କର କୌଣସି କ୍ଷତି ହେବ ନାହିଁ। ପାଣିପାଗ ଏଭଳି ରହିଲେ ଆହୁରି ଇଲିଶି ଧରାପଡ଼ିବେ ଓଦର କମ୍ ରହିବ।” ଇଲିଶି ଦର ଶସ୍ତା ହୋଇଥିବାରୁ ଲୋକେ ନିଜ ସହ ବନ୍ଧୁବାନ୍ଧବଙ୍କ ପାଇଁ କିଣି ନେଉଛନ୍ତି। (ପାରାଦୀପରୁ ଏନ୍.ଏମ୍ […]
ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ। ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ପୋଲିସ୍ ଉଠାଇ ନେଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୋଲିସ ଉଠାଇ ନେଇଛି। ୪ରୁ ୫ ଜଣ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ଜଣାପଡ଼ିଛି। ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ପୋଲିସ ନେଇଯାଇଛନ୍ତି। ଏମିତିକି ଫୋନ୍ଟିଏ କରିବାକୁ ବି ରମେଶଙ୍କୁ ସୁଯୋଗ ଦେଇନଥିଲେ। ଫୋନ୍ କରିବାକୁ ଚାହିଁବାରୁ, ମୋବାଇଲ ଛଡ଼ାଇ ନେଇଥିଲା ପୋଲିସ। ଏ ସମସ୍ତ ଘଟଣା […]
କଟକ: ତିର୍ତ୍ତୋଲ ଅଞ୍ଚଳର ଛାତ୍ରୀକୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତକାଲି ରାକେଶ ରାଉତ ନାମକ ଯଣେ ଯୁବକକୁ ଗିରଫ କରାଯାଇଥିବାବେଳେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍ତୋଷ ବେହେରାକୁ ଗିରଫ କରିଛି କମିଶନରେଟ ପୋଲିସ। ଚାଉଳିଆଗଞ୍ଜ ଥାନାରେ POCSO ଓ ଅନ୍ୟ ଦଫାରେ ମାମଲା ହୋଇଛି। ସେମାନଙ୍କଠାରୁ ୩ଟି ମୋବାଇଲ ଜବତ […]
ଗଞ୍ଜାମ : ଯେତେବେଳେ ଯନ୍ତ୍ରଣା ସୀମା ଲଙ୍ଘେ, ଅାତ୍ମୀୟ ଧୋକା ଦିଅନ୍ତି, ସେତେବେଳେ ଜୀବନ ପ୍ରତି ବୋଧହୁଏ ମୋହ ତୁଟିଯାଏ। ଅାଉ ଏମିତି ସ୍ଥିତିର ସମ୍ମୁଖୀନ ହୋଇ ଜୀବନ ହାରିଦେଇଛନ୍ତି ଜଣେ ସ୍ୱଳ୍ପ ବୟସର ମହିଳା ଡାକ୍ତର। ଗଞ୍ଜାମ, ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଅାଗକୁ ଡେଇଁ ସବୁ ନିର୍ଯାତନା ଓ ଲାଞ୍ଛନାରୁ ନିଜକୁ ମୁକ୍ତ କରିଦେଇଛନ୍ତି ଡାକ୍ତର ଅର୍ଚ୍ଚନା ଦାଶ। ଡାକ୍ତର ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା […]
ପୁରୀ: ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା। ଭକ୍ତ ନ ଆସିଲେ ବି ଉତ୍ସାହ କମିନି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ…
ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ,ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଉଥିବାର ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, “ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ […]
ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଏନେଇ ବିସ୍ତୃତ ସୂଚନା ବା ପୂର୍ବାନୁମାନ ଆସିନାହିଁ। ପୂର୍ବରୁ ଲଘୁଚାପ ବର୍ଷାରେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ ହୋଇଥିବା ବେଳେ ଆଉଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପୁଣି ଚିନ୍ତା ବଢାଇଛି। ପ୍ରକାଶଥାଉକି, ଗତ ତାରିଖରେ […]
ଭୁବନେଶ୍ୱର : ରାଜ୍ୟ ରାଜନୀତି ସହ ବିଭିନ୍ନ ପ୍ରସଙ୍ଗରେ ପୁଣି ଥରେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଦାମୋଦର ରାଉତ। ସ୍ଥିତିକୁ ଦେଖି ବିଜେଡିର ନୀତି ବଦଳୁଛି ବୋଲି କହିଛନ୍ତି ଦାମ। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ତାସହ ବିଜେଡିରେ କୌଣସି ସମ୍ବିଧାନ ନାହିଁ ବୋଲି ଦାମ ମତ ରଖିଛନ୍ତି। ବ୍ଲାକରୋଜ୍ ସହ ବିଜେଡିର କେମିତି ରହିଛି ଲିଙ୍କ୍, ସେନେଇ ମଧ୍ୟ ଦାମ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଲାକଥା କାର୍ଯ୍ୟକ୍ରମରେ। […]
ଢେଙ୍କାନାଳ : ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଖାଲପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକମାନେ ହେଲେ ସୁଧାକର ବାଡ଼ିଆ ଓ ସିଲି ବାଡ଼ିଆ। ଅାଜି ଦିନ ୧୧ଟା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ସୁଧାକର ଏକ ଟାଙ୍ଗିଆରେ ସ୍ତ୍ରୀ ସିଲିକୁ ହାଣି ହତ୍ୟା କରିଥିଲା। ପରେ ଫାଶୀ ଲଗେଇ ସୁଧାକର ଅାତ୍ମହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହକୁ ନେଇ ହତ୍ୟା […]
ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ DNA ଟେଷ୍ଟ ପାଇଁ ଭୁବନେଶ୍ୱରରେ ସୀମାଞ୍ଚଳଙ୍କ ପରିବାର ପହଞ୍ଚିଛନ୍ତି। ନିଖୋଜ ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲକୁ ଏହି ଟେଷ୍ଟ ପାଇଁ ଯାଇଛନ୍ତି। ସୀମାଞ୍ଚଳଙ୍କ ବାପା ବିସ୍ଫୋରଣ ପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନ କରିଛନ୍ତି। ବିସ୍ଫୋରଣ କାହାର ଭୁଲ ପାଇଁ ହେଲା ଏବଂ ଏଥିପାଇଁ କିଏ ଦାୟୀ ସ୍ପଷ୍ଟ ହେଉ ବୋଲି ସେ କହିଛନ୍ତି। ଏହା ସହ ପୁଅ ନିଖୋଜ ନେଇ […]
ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା କଥାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ଗାର୍ଡ ଅଫ୍ ଅନର ପାଇଁ ପ୍ରସ୍ତୁତି ସରିଥିଲା, କିନ୍ତୁ ସଂଧ୍ୟା ଯୋଗୁଁ ଦିଆଯାଇପାରିଲା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଭିଯୋଗ ଆଣିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ପରିବାରର ଇଚ୍ଛା ଏବଂ କୋଭିଡ଼ କଟକଣା ମାନି ସବୁକିଛି […]
ଭୁବନେଶ୍ୱର : ବାଜପେୟୀ ସିନା ଇହଧାମରେ ନାହାନ୍ତି, ହେଲେ ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ସହ ଥିବା ତାଙ୍କର ସଂପର୍କ କିନ୍ତୁ ଅଭୂଲା ହୋଇ ରହିବ। ୧୯୯୯ ମହାବାତ୍ୟା ଭଳି ସଙ୍କଟ ବେଳ ହେଉ ଅବା ମେଣ୍ଟ ରାଜନୀତି, ସବୁଠି ବାଜପେୟୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱର ଏମ୍ସ ହେଉ କି ପାରାଦୀପରେ ଅାଇଓସିଏଲ୍ ନିର୍ମାଣ ବାଜପେୟୀ ଥିଲେ ତାର ମୁଖ୍ୟ ବିନ୍ଧାଣୀ। ଏମିତିକି ମେଣ୍ଟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଥିଲା ଅତ୍ୟନ୍ତ ଘନିଷ୍ଠ। […]
ପାଲଲହଡ଼ା: ପାଲଲହଡ଼ାର ବିଜେଡି ବିଧାୟକ ମହେଶ ସାହୁ, ବିଜେପି କର୍ମୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦଳ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ଗତ ମଙ୍ଗଳବାର ଦିନ ପାଲଲହଡ଼ାରେ ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ବେଳେ ତାଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ଗାଡ଼ି ପଛରେ ବସିଥିବା ବିଧାୟକ ମହେଶ ସାହୁ ଅଙ୍ଗୁଳି […]
ଭୁବନେଶ୍ୱର: ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷିବ। ସେହିପରି କାଲି ୧୪ ଜିଲ୍ଲାକୁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା:- ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ […]
ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ନେଇ ତେଜୁଛି ବିବାଦ। ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ୨୭ ଦିନ ଧରି ପୁରୀରେ ଧାରଣା ପରେ ଜିଲ୍ଲା ପ୍ରଶାସନ ନଶୁଣିବାରୁ ଦଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି। ଏନେଇ ନବୀନଙ୍କୁ ସ୍ମାରକପତ୍ର ଦେବା ପାଇଁ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଗତକାଲି ପୁରୀରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ପୋଲିସ ସେମାନଙ୍କୁ ଆଜି ଉତ୍ତରା ଛକରେ ଅଟକାଇଥିଲା। […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ(AAI)। AAIର ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍ ଉଡ଼ାଣ କରିଥିଲା। ଅପରାହ୍ନ ୩ଟା ୪୨ରେ ଉଡ଼ାଣ ଆରମ୍ଭ କରି ୪ଟା ୦୧ରେ ଉଡ଼ାଣ ଶେଷ କରିଥିଲା। ୱାର୍ମ ଅପ୍ ଟାଇମ୍ ଛାଡ଼ି ୧୯ ମିନିଟ୍ ହେଲିକପ୍ଟର ଉଡ଼ାଣ କରିଥିଲା AAI ସ୍ପଷ୍ଟ କରିଛି। ସେହିପରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ SOP ଅନୁଯାୟୀ, କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର: ଘୋଷଣା ହୋଇଛି ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ୍। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋହର ପରେ ଏହି ଟିମ୍ ଘୋଷଣା ହୋଇଛିା କମିଟିରେ ଅଛନ୍ତି ୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ। ଟିମ୍ରେ ୨୪ଜଣ ସାଧାରଣ ସଂପାଦକ ଓ ୯୯ ସଂପାଦକ ଅଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୧୩ ଜଣ ମନୋନୀତ ହୋଇଥିବାବେଳେ କିଶୋର ପଟେଲ ହୋଇଛନ୍ତି ପିସିସି କୋଷାଧ୍ୟକ୍ଷ। ପିସିସି ଉପସଭାପତି ଭାବେ ଅନନ୍ତ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, […]
ଭୁବନେଶ୍ୱର : ସାହସିକତା, ବିଶିଷ୍ଟ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅାଜି ପ୍ରଦାନ କରାଯାଇଛି ପୁଲିସ୍ ମେଡାଲ। ଜାନୁଅାରୀ ୨୬ରେ ଘୋଷଣା ହୋଇଥିବା ଏହି ପୁରସ୍କାର ଅାଜି ପ୍ରଦାନ କରାଯାଇଛି। ଜୟଦେବ ଭବନରେ ଅାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅାରକ୍ଷୀ, ଅଗ୍ନିଶମ, ଜେଲ, ଗୃହରକ୍ଷୀ ଓ ସିଭିଲ୍ ଡିଫେନ୍ସର ବିଭିନ୍ନ ଶ୍ରେଣୀରେ ୨୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସାହାସିକତା ପାଇଁ ପ୍ରଶଂସନୀୟ ସେବା ଏବଂ ଉତ୍କୃଷ୍ଟ ପୁଲିସ ଟ୍ରେନିଂ […]