ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ଶିକ୍ଷା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ହଷ୍ଟେଲ୍ରେ ରହୁଥିବା ପିଲାମାନଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ…
ଆରମ୍ଭ ହେଲା ସଡକ ସୁରକ୍ଷା ମାସ ଭୁବନେଶ୍ୱର : ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ । ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଡ଼କ ସୁରକ୍ଷା ମାସ । ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ…
ବଣ୍ଡା ଯୁବକଙ୍କ ନିଆରା ଝାଟି ପର୍ବ ପାଳିତ ପରସ୍ପରକୁ ଝାଟିରେ ପିଟି ପାଳିଲେ ପର୍ବ ଶତ୍ରୁତାକୁ ଭୁଲି ଭାଇଚାରା ଲାଗି କରନ୍ତି ଝାଟିରେ ପ୍ରହାର ବଣ୍ଡା ସଂପ୍ରଦାୟଙ୍କ ଦ୍ୱାରା ଆଦିମ କାଳରୁ ହେଉଛି ପାଳନ ଲମତାପୁଟ( ଜଗତ ଜୀବନ କାଚିମ): ଆଦିବାସୀଙ୍କ…
ମାଲକାନଗିରି(ରତ୍ନାକର ପ୍ରଧାନ): ମହାମାରୀର ପ୍ରତିକୂଳ ପରିସ୍ଥିତି ଦେଖାଇଲା ରାହା। ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି ଆଦିବାସୀ। ଜୁଆଡ଼େ ଦେଖିବ ସବୁଜମୟ ଦିଶୁଛି ପରିବେଶ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ହେଉଛି ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ପରିଚିଚ। ଏଠାରେ…
ଭୁବନେଶ୍ୱର : ବାଜପେୟୀଙ୍କ ଚିତାଭସ୍ମ ପଟୁଅାରରେ ବିଜେପିର ତମାମ ନେତା ଓ କର୍ମୀ ଦଳକୁ ଗଢ଼ିଥିବା ମହାନାୟକଙ୍କ ଚିତାଭସ୍ମ କଳସ ଧରି ସକାଳୁ ଦଳୀୟ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, କେଭି ସିଂଦେଓଙ୍କ ସମେତ ଅଧିକାଂଶ ତୁଙ୍ଗ ନେତା ସାମିଲ ହୋଇଥିଲେ। ଅାଉ ବାଟରେ ଚିତାଭସ୍ମକୁ ଶେଷ ସମ୍ମାନ ଦେବାକୁ ରୁଣ୍ଡ ହୋଇଥିଲେ ଅନେକ ସାଧାରଣ ଲୋକ। ବାଜପେୟୀ ଅମର ରହେ ଧ୍ୱନିରେ କମ୍ପିଥିଲା ପୁରା ପରିବେଶ। ପିପିଲିରେ ସ୍କୁଲ ପିଲାମାନେ ବି […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବଣ ଓ ଶୀତଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭଲ ପ୍ରଦର୍ଶନ କରୁଛି। କରୋନା ସଂପର୍କିତ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ଅଧିକାଂଶ ଜିଲ୍ଲାରେ କମୁଛି। ନୂଆ ସଂକ୍ରମଣ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାର ପରିସ୍ଥିତିରେ […]
ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା। ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। […]
ଭୁବନେଶ୍ୱର : କେରଳରେ ପ୍ରଳୟର କରୁଣ ଚିତ୍ର ସ୍ପଷ୍ଟ ସୂଚାଇ ଦିଏ ତ୍ରିସୁର ଜିଲ୍ଲାର ଏକ ବୃଦ୍ଧାଶ୍ରମ ‘କରୁଣା’କୁ ଦେଖିଲେ। ଅବିଶ୍ରାନ୍ତ ବର୍ଷା ପରେ ଅଗଷ୍ଟ ୧୬ ତାରିଖ ରାତିରେ ହଠାତ୍ ଚାଲକୁଡ଼ି ନଦୀରୁ ମାଡ଼ି ଅାସିଥିଲା ୧୦ଫୁଟ୍ ଉଚ୍ଚର ପାଣି। ୫ ଦିନ ଧରି ସବୁ ବୁଡ଼ାଇ ରଖିବା ପରେ ଛାଡ଼ିଯାଇଛି ଏମିତି ଦୁର୍ଦ୍ଦଶା। ଘର ଭିତରେ ଏବେ ବି ପାଦେ ଉଚ୍ଚର କାଦୁଅ । ଭସାଇ ନେଇଛି ୩୦ରୁ ଅଧିକ ଅନ୍ତେବାସୀଙ୍କ ବିଛଣାପତ୍ର ଓ […]
ବେତନଟୀ(ରଶ୍ମି ରଞ୍ଜନ ଦାସ): ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଅନେକ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି,…
ବାରିପଦା(ମାନିକ ଲାଲ୍ ପାଣି): ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ଅନେକ ଦିନର ବ୍ୟବଧାନ ପରେ ଶିଶୁଙ୍କୁ ପାଇ ଉଠୁଛି ପଡ଼ୁଛି ଅଙ୍ଗନୱାଡ଼ିର ଚାରି କାନ୍ଥ।…
ଭୁବନେଶ୍ୱର : ଅଶୀ ଦଶକରେ ଫିଲ୍ମ ତପସ୍ୟାରୁ ଅାରମ୍ଭ ହୋଇଥିବା ସଫର, ୨୦୧୪ରେ କେତେବେଳେ ରାସ୍ତାରେ ସରିଗଲା, ତାହା ଟିକେ ବି ଅନୁଭବ ହେଲାନି। କୋଟି କୋଟି ଓଲିଉଡ଼ ପ୍ରେମୀଙ୍କୁ ପରଦାରେ ସେ କେତେବେଳେ କଠୋର ବାପା ହୋଇ ପିଲାଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି, ତ ପୁଣି କେବେ ମେଳାପି ପିତା ଚରିତ୍ରରେ ସମାଜକୁ ଦେଇଛନ୍ତି ସମୟୋପଯୋଗୀ ବାର୍ତ୍ତା। ଅାଉ ଦରଦି ବାପା ଭାବେ ସନ୍ତାନ ପାଇଁ ଅାଚରଣ ଓ ଉଚ୍ଚାରଣରେ ଛାଡ଼ି ଯାଇଛନ୍ତି ଅପାସୋରା ଅଭିନୟର […]
ଜଳୁଛି ଶିମିଳିପାଳ ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲରେ ନିଆଁ ବାରିପଦା : ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା,…
ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା,…
କେନ୍ଦୁଝର : କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ। ମାତ୍ର ହଜାରେ ଟଙ୍କାରେ ଜନ୍ମିତ ମାଆ ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ଅାସିଛି। କେନ୍ଦୁଝର ବାଂଶପାଳ ବ୍ଲକ୍ ଗୁପ୍ତଗଙ୍ଗା ଅଞ୍ଚଳର ଜଣେ ଜୁଅାଙ୍ଗ ସମ୍ପ୍ରଦାୟର ମହିଳା ତାଙ୍କ ବାପଘରେ ୬ ବର୍ଷ ହେବ ରହି ଅାସୁଥିଲେ। ତେବେ ଗତ ୨୦ ତାରିଖରେ ମହିଳାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ଉଭୟ ମାଆ ଓ ଶିଶୁ ଅପପୁଷ୍ଟିର ଶୀକାର ହୋଇଥିବାରୁ ସ୍ଥାନୀୟ ଚାଇଲ୍ଡ ଲାଇନ୍ କର୍ମଚାରୀ ତା ପରଦିନ କେନ୍ଦୁଝର […]
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାବାସୀଙ୍କୁ ସକାଳ ୮ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଗଞ୍ଜାମ/ଭଞ୍ଜନଗର : ଥାନା ଭିତରେ ନିଜ ତଣ୍ଟି କାଟିଲା ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଭିତରେ। ଗାଙ୍ଗପୁର ଥାନା ନିମିନା ଗାଁର ଦେବରାଜ ନାମକ ଜଣେ ଯୁବକ ଗାଁ ଦାଣ୍ଡରେ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଉଥିଲା। ଖବର ପାଇ ପୁଲିସ ଗାଁକୁ ଯାଇ ତାକୁ କାବୁ କରିଥିଲା। ତେବେ ଦେବରାଜକୁ ଥାନାରେ ଅଟକ ରଖାଯାଇଥିବା ବେଳେ ସେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ […]
ବାଲେଶ୍ୱର : ବାଲେଶ୍ୱର ରାଜଘାଟ ରେଳଷ୍ଟେସନରୁ ବିପୁଳ ପରିମାଣର କଇଁଛ ଉଦ୍ଧାର। ୯୧ଟି ୪ ପ୍ରଜାତିର କଇଁଛ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଚାନ୍ଦିପୁର ବନ ବିଭାଗ। ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ଏହି କଇଁଛ ଜବତ କରାଯାଇଛି। ମାର୍କଣା ଓ ସବିରା ଅଞ୍ଚଳରୁ ୨ଜଣ ବେପାରୀ ଏହାକୁ ନେଇ ଯାଉଥିଲେ। ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟଜଣେ ବାଲେଶ୍ୱର ଭୋଗରାଇ ଅଞ୍ଚଳର । ବାଲେଶ୍ୱର RPF ପୁଲିସ ସନ୍ଦେହ କରି ଚାନ୍ଦିପୁର ବନ ବିଭାଗକୁ […]
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ସପିଂ ମଲ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ମଲ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଆଜି ସକାଳୁ କିଛି ଲୋକ ଦେଖି ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମଲ୍ରେ ଥିବା ବିଭିନ୍ନ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ […]
ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାଷୀଙ୍କ ଟେନସନ୍ ଶେଷ, ଫସଲ ଜଗୁଛି ସୌର ତାରବାଡ଼। କୁହାଯାଏ ଆବଶ୍ୟକତା ହିଁ ନୂଆ କିଛି କରିବାର ରାସ୍ତା ଦେଖାଇ ଥାଏ । ଆଉ ଏପରି କିଛି କରି ଦେଖାଇଛନ୍ତି ମାଟ୍ରିକ ପଢ଼ୁଆ ଯୁବକ । ପରିବାର…
ଭଦ୍ରକ( ପାର୍ଥ ସାରଥୀ ନାୟକ): ମହାମାରୀର ପ୍ରାଦୁର୍ଭାବ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନଥିବା ବେଳେ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରା ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି…
ନିଶା ନୂଆ ନୂଆ ଉଦ୍ଭାବନ, ଆଶା ବୈଜ୍ଞାନିକ ହେବା ସୁନାଖଳାର ଅଂଶୁମାନ ନିର୍ମାଣ କରିଛନ୍ତି ରିମୋଟ୍ ଡ୍ରୋନ୍ ଆଗକୁ ଇସ୍ରୋ କିମ୍ବା DRDOରେ କାମ କରିବାକୁ ଲକ୍ଷ୍ୟ ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। ରିମୋଟ କଣ୍ଟ୍ରୋଲ ଦ୍ୱାରା…
ଭୁବନେଶ୍ୱର : ଗୋରୁ ଚାଲାଣରେ ବି ଗ୍ୟାଙ୍ଗଷ୍ଟର ଟିଟୋର ସଂପୃକ୍ତି। ଗୋରୁ କାରବାରର ମାଷ୍ଟର ମାଇଣ୍ଡ ବଟୁ ପାଣି ଗିରଫ ପରେ ଅାସିଲା ଟିଟୋ ସଂପୃକ୍ତି ନେଇ ନୂଅା ଖୁଲାସା। ବଟୁ ଠାରୁ ଟିଟୋ ଚଳାଉଥିବା ଦାମୀ ବାଇକ୍ ସହ ୪ଟି ଗାଡ଼ି ଜବତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଗୋରୁ କାରବାର ନେଟଓ୍ୱର୍କ ଚଳାଉଥିଲା ବଟୁ। ଏସ୍ଟିଏଫ୍ କଳିଙ୍ଗ ବିହାର ଅଞ୍ଚଳରୁ ବଟୁ ପାଣିକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି।
ବାସୁଦେବପୁର(କିରୀଟି ଦାସ): ଗାଁ ପାଇଁ ରାସ୍ତା ତିଆରି କଲା ଗାଁର ପୁଅ। ପ୍ରଶାସନ ଯାହା କରିପାରିଲାନି, ଗାଁର ପୁଅ ତାହା କରି ଦେଖେଇଲା। ପାଣି କାଦୁଅରେ ସଢ଼ୁଥିବା ସାହିଭାଇଙ୍କ ଦୁଃଖ ଦେଖିହେଲାନି । ନିଜ ଗାଁକୁ ଦୀର୍ଘବର୍ଷ ଧରି ଭଲ ରାସ୍ତା…
ବାସୁଦେବପୁର,ମୋହନା(କିରିଟି ଦାସ ଓ ମିହିର ଜତି): ଖରା ବଢିବା ସହ ବଢୁଛି ଜଳକଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଉତ୍କଟ ପାଣି ସମସ୍ୟାର ବିକଳ ଚିତ୍ର । କେଉଁଠି ନଳକୂଅ ସମସ୍ୟା ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ…
ବ୍ରହ୍ମପୁର: ପ୍ରାୟ ୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର, ଭୁବନେଶ୍ୱର ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ଏହି ରେଡ୍ ସମୟରେ ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏହାସହ ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍ବୁକ୍ ଓ କିଛି […]