ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏଭଳି ବ୍ୟବସ୍ଥା ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନରଙ୍କ କହିବାନୁସାରେ, କୋଭିଡ଼ କାରଣରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗରକୁ ଚାପ ପଡୁଛି। ସେ ଦୃଷ୍ଟିରୁ ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ କରାଯାଉଛି। ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ୨ଟି […]
ଖୋର୍ଦ୍ଧା: କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛି ତ ଅାଉ କିଏ ଖଡ଼ି ରଙ୍ଗ। ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ। ଅାଗକୁ ଗଣେଶ ପୂଜା ଅାସୁଥିବା ବେଳେ ଖୋର୍ଦ୍ଧା ଜଟଣୀ କୁଦିଅାରି ବଜାରରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି। ଚଳିତ ବର୍ଷ ମୁଖ୍ୟ ଅାକର୍ଷଣ ରହିବ ବାଲ୍ ଗଣେଶଙ୍କ ଠାରୁ ଅାରମ୍ଭ କରି ବାହୁବଲି ଏବଂ ନାଗା ବେଶଧାରୀ ଗଣେଶ ମେଢ଼। ଲଘୁଚାପ ବର୍ଷା ମୂର୍ତ୍ତି ତିଅାରିରେ ସମାନ୍ୟ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ନିଜନିଜ […]
ସୋନପୁର: ସ୍ପଷ୍ଟ ଦିବାଲୋକରେ ସ୍ୱୟଂ ସହାୟକ ଗୋଷ୍ଠୀର ୨ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା । ଆଜି ସୋନପୁର ବସଷ୍ଟାଣ୍ଡରେ ହୋଇଛି ଏହି ଲୁଟ୍ । ଆଉ ଲୁଟର ଶିକାର ହୋଇଛନ୍ତି ସୋନପୁର ବ୍ଲକ ସାହାଜବାହାଲ…
ଫୁଲବାଣୀ: ପୁଣି ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ନେତା। ମୋବାଇଲ୍ରୁ ମୋବାଇଲ୍ ବୁଲୁଛି ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ଯୌନ ବ୍ୟଭିଚାରର ଭିଡିଓ। ଏବେ ପ୍ରଶ୍ନ ଉଠୁଛି ଭିଡିଓରେ ଥିବା ଯୁବତୀ ଜଣକ କିଏ? ରସିକିଅା ନେତାଙ୍କର ଏଭଳି କେତେ ଜଣ ଯୁବତୀଙ୍କ ସହ ସଂପର୍କ ରହିଛି ? କାରଣ କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ କହଁରଙ୍କ ନାଁରେ ଅାଣିଥିଲେ ଅସଦାଚରଣ ଅଭିଯୋଗ। କହଁର ତାଙ୍କୁ ବ୍ଲାକ୍ମେଲ୍ କରୁଥିବା ଯୁବତୀ ଜଣଙ୍କ […]
ଭୁବନେଶ୍ୱର: ମହଙ୍ଗା ପଡିଲା କମେଣ୍ଟ ମରା। ରୋଡ୍ ରୋମିଓକୁ ପିଟିଲେ ଯୁବତୀ। ଖବର ମୁତାବକ, ଖଣ୍ଡଗିରି ଜୟଦେବବାଟିକାରୁ ଘାଟିକିଅା ଅଭିମୁଖେ ଯୁବତୀ ଜଣଙ୍କ ଅାସୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ତାଙ୍କୁ ପିଛା କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏମିତିକି ପିଛା କରି ଯୁବତୀଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ହଇରାଣ ହରକତ କରୁଥିବାରୁ ଯୁବତୀ ଜଣଙ୍କ କିଛି ସ୍ଥାନୀୟ ଲୋକ ଓ ପଡୋଶୀଙ୍କୁ ଡାକି ଉକ୍ତ ଯୁବକକୁ ନିର୍ଧୁମ ପିଟିଥିଲେ। ତେବେ ଏନେଇ ଥାନାରେ […]
ଖୋର୍ଦ୍ଧା: ବାପ ପୁଅଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ସେମାନଙ୍କଠୁ ଟଙ୍କାକୁ ଝାମ୍ପି ନେଇଛନ୍ତି। ଟାଉନ୍ ଥାନା ଗୋଡ଼ିପୋଖରୀ ନିକଟରେ ଲୁଟ୍ର ଅଭିଯୋଗ ହୋଇଛି। ସେପଟେ ବାଙ୍କୀରେ ଟଙ୍କା ଡିପୋଜିଟ୍ ପାଇଁ ଯାଉଥିବା ବେଳେ ଲୁଟ୍ ହୋଇଛି। ଏକ ଗ୍ୟାସ୍ ଏଜେନ୍ସି କର୍ତ୍ତୃପକ୍ଷଙ୍କ ଠାରୁ ୪ ଲକ୍ଷ ୯୬ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। ଏସ୍ବିଆଇ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା […]
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅାଖପାଖ ଅଂଚଳର ଲୋକେ ବି ଏହାକୁ ନେଇ ଭୟଭୀତ ହେବା ସହ ରାସ୍ତାର ଉଭୟ ପାଖରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଗ୍ୟାସ୍ ଲିକେଜ୍କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଗାଡ଼ି ନିକଟକୁ ନ ଯିବା ପାଇଁ […]
ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। […]
ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ ଧରି ଜାରି ରହିଛି ବ୍ଲକ୍ଗ୍ରାଣ୍ଟ୍ ଶିକ୍ଷକ ସଂଘର ଅାନ୍ଦୋଳନ। ଏହି କାରଣରୁ ରାଜ୍ୟର ସବୁ ବ୍ଲକ୍ଗ୍ରାଣ୍ଟ୍ ସ୍କୁଲ, କଲେଜ ସହ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇପଡ଼ିଛି। […]
ଭୁବନେଶ୍ୱର: ରାଜ୍ୟରେ ଆଜି ୨୫୭୭ ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍ ପୁଲରୁ- ୧୫୫, ଯାଜପୁର- ୧୩୭, ଖୋର୍ଦ୍ଧା- ୧୨୪, ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ […]
ଭୁବନେଶ୍ୱର: ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ ଖୋଦ୍ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ଡିଆଇଜିଙ୍କ ନାଁରେ ଖୋଲିଛି ଫେକ୍ ଫେସବୁକ୍ ଆକାଉଣ୍ଟ। ଅର୍ଥାତ୍ ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ଫଟୋ ଓ ପ୍ରୋଫାଇଲ୍ ଥିବା ଏ ଆକାଉଣ୍ଟ ଜାଲ୍। ଏମିତିକି ଏଥିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଯାଇ ଟଙ୍କା ମଗାଯାଉଥିବା କଥା ନଜରକୁ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏ ଦୁଇ ବରିଷ୍ଠ ପୋଲିସ ଅଫିସର। ଏଭଳି ଜାଲ୍ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଷ୍ଟ […]
ଭୁବନେଶ୍ୱର : ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ କମିଶନ ନିଜେ କାର୍ଯ୍ୟକାଳ ବଢାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା କହିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ। ଅନ୍ୟପଟେ ତଦନ୍ତ କମିଶନଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ ଅାଇନ ମନ୍ତ୍ରୀ ପ୍ରତାପ ଜେନା। ଏଥିସହ ରତ୍ନଭଣ୍ଡାର ସଂପତ୍ତି ଅନୁଧ୍ୟାନ କରାଯାଇ ୧୯୭୮ ମସିହାରେ ଗଚ୍ଛିତ ଅଳଙ୍କାର […]
ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉନଥିବାରୁ ଲୋକେ ଭୋଟ ବର୍ଜନ ଧମକ ଦେଇଛନ୍ତି । ଗାଁରେ ଲୋକେ ବିପିଏଲ ଚାଉଳ ନେଉନଥିବା ବେଳେ ଏନଆରଇଜିଏସ୍ କାମ ବର୍ଜନ କରିଛନ୍ତି । ଗାଁ ପାଖରେ ଥିବା ନନ୍ଦିନୀ…
ଗଞ୍ଜାମ : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୟାଗଣ୍ଡା ଗ୍ରାମର ଲୋମଶ ଶିଶୁ କାହ୍ନା ଏମ୍କେସିଜି ମେଡିକାଲରୁ ଡିସ୍ଚାର୍ଜ ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ଲାଷ୍ଟିକ୍ ସର୍ଜରୀର ମାସେ ପରେ ତାକୁ ଡିସ୍ଚାର୍ଜ କରାଯାଇଛି। କାହ୍ନା ମୁହଁର ବାମ ପାର୍ଶ୍ୱରେ ରହିଥିବା ଲୋମଶ ଚମଡ଼ା ଓ ଝୁଲି ରହିଥିବା ମାଂସ ପିଣ୍ଡୁଳାକୁ ଗତ ଜୁଲାଇ ୨୬ରେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ବାହାର କରାଯାଇଥିଲା। କିନ୍ତୁ ଏବେବି କାହ୍ନାର ଛାତିରେ ମାଂସ ପିଣ୍ଡୁଳା ରହିଛି। ଡିସ୍ଚାର୍ଜର ୧୫ ଦିନ ପରେ ଚେକ୍ଅପ୍ […]
ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ୨ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ୱରରେ ପିସିସି ସଭାପତିଙ୍କ ପୁଅଙ୍କୁ ଟିକେଟ୍ ଦିଆଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଅନ୍ତ ଘଟିଛି। ବିଳମ୍ବରେ ହେଲେ ବି ଆଜି ପ୍ରାର୍ଥୀ ତାଲିକା […]
ଭୁବନେଶ୍ୱର : ଚାରା ପରେ ଅାଜି ଅାଉ ଏକ ଦୁର୍ନୀତି ଅଭିଯୋଗ ଅାଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଓମ୍ଫେଡ୍ ମିଲ୍କ ପାଉଚ୍ ପଲିଥିନ କିଣାରେ ୩୦ କୋଟିର ଦୁର୍ନୀତି ଅଭିଯୋଗ ଅାଣିଛନ୍ତି। ତତ୍କାଳୀନ ଓମ୍ଫେଡ୍ ଏମ୍ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। କିନ୍ତୁ ସରକାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି। ସେହିପରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ଅାଣି ମନ୍ତ୍ରୀପଦ ଯିବାରେ ମହାରଥୀ ଅନ୍ୟତମ […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ସେପଟେ ଶିକ୍ଷକଙ୍କୁ ସରକାର ନାଲିଆଖି ଦେଖାଇଛନ୍ତି । ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚୁକ୍ତି ନବୀକରଣ ନ କରିବାକୁ ମଧ୍ୟ ନର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ […]
ଭୁବନେଶ୍ୱର: ଲଗାଣ ବର୍ଷାକୁ ନେଇ ବିଏମ୍ସିର ତତ୍ପରତା। ସ୍ଥିତି ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍ସିର ୧୩ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୪୦ ଇଞ୍ଜିନିୟରଙ୍କୁ ବିଏମ୍ସି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସହ ସ୍ୱତନ୍ତ୍ର ଅପରେସନ୍ ସେଣ୍ଟର ମଧ୍ୟ ଖୋଲାଯାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ରହିଛି ୦୬୭୪ ୨୪୩୨୨୮୧। ସେହିପରି ବିଏମ୍ସି ଅପରେସନ୍ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬।
ଭୁବନେଶ୍ୱର: ଚଳିତ ବର୍ଷ ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍କୁମାର-ସେଲ୍ସ୍ ମ୍ୟାନ ଅଫ୍ ଦ ଇୟର’। ଏହି ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହୋଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଅଡିଓ ରିଲିଜ୍ କରାଯାଇଛି। ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଅଡିଓ ରିଲିଜ୍ କରାଯାଇଛି। ଅଡିଓ ରିଲିଜ୍ ବେଳେ ଫିଲ୍ମର ପୂରା ୟୁନିଟ୍ ଉପସ୍ଥିତ ଥିଲେ। ପ୍ରେମ୍ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା […]
ବାଲେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ଉପ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। ସେହିପରି ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ, ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେପି ରାଜକିଶୋର ବେହେରା ଓ ବିଜେଡି ବିଜୟ ଶଙ୍କର […]
ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଯୋଦ୍ଧା ତୟାର, ମଇଦାନ ପ୍ରସ୍ତୁତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଉଭୟଙ୍କୁ ଦଳ ଟିକେଟ୍ ଦେଇଛି। ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ୫ଟି ଜିଲ୍ଲା ହେଉଛି- କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା। ଡିପ୍ ଡିପ୍ରେସନ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗତକାଲିଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି […]
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। ଏହି କଟକଣା ଜାରି କରାଯିବା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ରିପୋର୍ଟ ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ପାଇଁ ନିୟମାବଳୀ କ’ଣ ରହିବ, ସେ ନେଇ ଡ୍ରାଫ୍ଟ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ଦ୍ରବ୍ୟ ବିକ୍ରି, […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ଅଜଗର। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଗଛରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଗଛରେ ଝୁଳୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପ ଲାଇନ୍କୁ ସୂଚନା ଦେଇଥିଲେ। ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୁଜ ମିଶ୍ର ଏବଂ କାହ୍ନା ଶତପଥି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗଛରେ ଗୁଡେଇ ହୋଇ ରହିଥବା ସାପକୁ ସେଠାରୁ ବହୁ […]
ପୁରୀ: ସମୁଦ୍ର ଜୁଆର ମାଡ଼ରେ କୂଳ ଲଙ୍ଘୁଛି, ଖିନ ଭିନ୍ ହୋଇଗଲାଣି ପୁରୀ ବେଳାଭୂମି। ସ୍ୱର୍ଗଦ୍ୱାର ବେଳାଭୂମିର ବି ସମଦଶା। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଭୟଭୀତ କରିଛି ସମୁଦ୍ରର ଏଭଳି ଉଗ୍ରରୂପ। କାହିଁକି ସମୁଦ୍ରର ଏଭଳି ରୂପ, ଏହାର ଅନୁଧ୍ୟାନ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜିର ୨ଜଣ ବିଶେଷଜ୍ଞ। ଏମାନଙ୍କ ସହ ଆଇସିଜେଡଏମ୍ର ବୈଜ୍ଞାନିକ ଓ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ମିଶାଇ ୪ଜଣିଆ ଟିମ ମଙ୍ଗଳାନଦୀ ମୁହାଣଠାରୁ ଲାଇଟହାଉସ ବେଳାଭୂମି ଓ ସ୍ୱର୍ଗଦ୍ୱାର […]