• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

e
ପିଲାଙ୍କ ପାଇଁ ପ୍ରଧାନଶିକ୍ଷକ ‌ସାଜିଲେ ରିକ୍ସାବାଲା; ଟ୍ରଲିରେ ବହି ବୋହି ପିଲାଙ୍କୁ ବାଣ୍ଟୁଛନ୍ତି

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସାର୍‌ ହେବ ତ ଏମିତି। ପିଲାମାନଙ୍କୁ ପଢ଼ା ବହି ଯୋଗାଇବା ପାଇଁ ପ୍ରଧାନଶିକ୍ଷକ ସାଜିଲେ ରିକ୍ସାବାଲା।  ରିକ୍ସାରେ ପିଲାଙ୍କ ବହି ନେଇ ପିଲାଙ୍କ ଘରେ ବହି ଯୋଗାଉଛନ୍ତି ପ୍ରଧାନଶିକ୍ଷକ। ତାଙ୍କ ପଛରେ ଚାଲୁଛନ୍ତି ସ୍କୁଲ୍‌ର ଶିକ୍ଷୟତ୍ରୀ। ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସାନଖେମୁଣ୍ଡି ବ୍ଲକ୍‌ ପୁଡ଼ାମାରୀ ଗାଁରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଘର ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଉଛନ୍ତି। Head master of […]

  • Monday, 26 July 2021
rain
ଘୂର୍ଣ୍ଣିବଳୟ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଛି ବର୍ଷା। ଦିନରେ ଗ୍ରୀଷ୍କର ପ୍ରଭାବ ଦେଖାଯାଉଥିବା ବେଳେ ସଂଧ୍ୟାରେ ଅଚାନକ ବଦଳୁଛି ପାଗ। ଏପରି ପାଗ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ନେଇ ସମ୍ଭାବନା ରହିଛି। ତେବେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, […]

  • Monday, 26 July 2021
dd
କରୋନା ଯୋଦ୍ଧା: ୮ ମାସର ଗର୍ଭବତୀ ଥାଇ ବି କୋଭିଡ୍-୧୯ ମୁକାବିଲାରେ ଆଗୁଆ ଆଶା ଦିଦି

ଯାଜପୁର: କରୋନା ଯୁଦ୍ଧରେ ଆଶା ଦିଦି।  ୮ ମାସର ଗର୍ଭବତୀ ଥାଇ ବି ସେ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି। କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ। କରୋନା ଯୁଦ୍ଧରେ ଏପରି ଜଣେ ଯୋଦ୍ଧା ହେଲେ ଯାଜପୁର ବିଞ୍ଝାରପୁର ଫତେପୁର ପଞ୍ଚାୟତ ମଲିଆ ଗାଁର ଆଶା କର୍ମୀ ମମତା ସାହୁ। ୮ ମାସର ଗର୍ଭବତୀ ଥାଇ ବି ସେ କରୋନା ସଂପର୍କରେ ଲୋକଙ୍କୁ ସଚେତନା କରୁଛନ୍ତି। ମମତାଙ୍କର ଏକ ଛୋଟ […]

  • Monday, 26 July 2021
ratah
 ଆଜି ପବିତ୍ର ଅକ୍ଷୟ ତୃତୀୟା; ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଶ୍ରୀମନ୍ଦିର ପରିସରରେ ଆଜି ରଥକାଠ ଅନୁକୂଳ ହେବ। କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ। ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଏଥର ଏହି ସଂଖ୍ୟା ୭କୁ ସୀମିତ କରାଯାଇଛି। ୩ […]

  • Monday, 26 July 2021
shout down
ଆଜି ଏହି ୩ ଜିଲ୍ଲାରୁ ଉଠିବ ସଟ୍‌ଡାଉନ୍ କଟକଣା‌: ଖୋଲା ରହିବ ଏହିସବୁ ଦୋକାନ

ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ର ଆଜି ସରୁଛି ଅବଧି। ଆଜି ସକାଳ ୧୦ଟା ବେଳେ ଏହି ତିନି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଉଠିବ। ତେବେ ସଟ୍‌ଡାଉନ୍ ଉଠିବା ପରେ ବି ଲାଗୁ ରହିବ ଲକ୍‌ଡାଉନ୍ ନିୟମ। ଏହାସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ପରେ କିଛି ଦୋକାନ ଖୋଲା ରହିବ। ଯାଜପୁର ଜିଲ୍ଲାରେ ସକାଳ ୬ଟାରୁ ରାତି ୧୦ଟା ଯାଏ ଏବଂ ଅପରାହ୍ନ […]

  • Monday, 26 July 2021
corona
ରାଜ୍ୟରେ ପୁଣି ବଢ଼ିଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୦୩  

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲାର। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ମଧ୍ୟ ୩। ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ସମସ୍ତେ ରାଉରକେଲାର ବୋଲି ସୂଚନା […]

  • Monday, 26 July 2021
Jagannath_Temple
ଲକ୍‌ଡାଉନ୍‌ ପାଇଁ ଏଥର ନୂଆ ଶୈଳୀରେ ହବ ଶ୍ରୀଜୀଉଙ୍କ ନୀତିକାନ୍ତି

ପୁରୀ: ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାର୍ଯ୍ୟ ଅନୁକୁଳ- ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନ ଯାତ୍ରା ପାଇଁ ୨ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ। କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ୨୧ ଦିନ ବ୍ୟାପୀ ହେବ ଚନ୍ଦନ ଯାତ୍ରା। ଏଥି ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ମାଣ୍ଡୁଅ ଭୋଗ ପ୍ରସ୍ତୁତ ହେବ। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ। ଚାହାଣି ମଣ୍ଡପ ଓ ସ୍ନାନ […]

  • Monday, 26 July 2021
bothra
ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ସିଇଓ ଅରୁଣ ବୋଥ୍ରା

ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ଓଡ଼ିଶା ସିଇଓ ତଥା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା। ରାଜସ୍ଥାନର ମୂଳ ବାସିନ୍ଦା ଅରୁଣଙ୍କ ପ୍ରଚେଷ୍ଟାରେ ପୂର୍ବରୁ ମୁମ୍ବାଇର ଏକ ଶିଶୁ ପାଇଁ ରାଜସ୍ଥାନରୁ ଓଟକ୍ଷୀର ପଠାଯାଇଥିବା ବେଳେ, ଗତକାଲି ବ୍ରହ୍ମପୁରର ଏକ ଅଟିଜିମ୍ ପୀଡ଼ିତ ଶିଶୁ ପାଇଁ ମଧ୍ୟ ଓଟକ୍ଷୀର ଆସିଛି। ତେବେ ଶିଶୁର ଓଟକ୍ଷୀର କାହିଁକି ଦରକାର ପଡ଼ିଲା ଓ କିଭଳି ଥିଲା ପୂରା ପ୍ରକ୍ରିୟା, ପଢ଼ନ୍ତୁ ଏହି ରିପୋର୍ଟ। ବ୍ରହ୍ମପୁର ଶିବଶକ୍ତି ନଗରର ଏଇ […]

  • Monday, 26 July 2021
crop
ଆସନ୍ତାକାଲି ଅକ୍ଷୟ ତୃତୀୟା: ବିହନ ବୁଣିବ ଚାଷୀ, କିନ୍ତୁ ଏଥର ଅନ୍ନଦାତା ପାଇଁ ନୂଆ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: କଥାରେ ଅଛି ଚାଷ ତର ତର ବଣିଜ ମଠ। ତେବେ ତରତର ହେବ କଣ, କରୋନା ଲକ୍‌ଡାଉନ ଚାଷୀ ମନ ଭାଙ୍ଗି ଦେଇଛି। କାଲି ଅଖିମୁଠି ଅନୁଗୁଳ ଥିବାରୁ ବିଲ ହଳ କରିଛି ସତ, ତେବେ ବିହନ ବୁଣିହେବ କି ନାହିଁ ତାକୁ ନେଇ ମନରେ ଆଶଙ୍କା। କାରଣ ଦାଉ ସାଧିଛି ତୁହାକୁ ତୁହା ବର୍ଷା। ଏଣେ ଅନେକ ଅଞ୍ଚଳରେ ବିଲରେ ଭରି ରହିଛି ମୁଗ, ବିରି ଭଳି ରବି ଫସଲ। ଲୋକ ମିଳୁନଥିବାରୁ ଅମଳ […]

  • Monday, 26 July 2021
oduisha
କରୋନା ପାଇଁ ଦୁର୍ବଳ ହୋଇଥିବା ଶିଳ୍ପ ସଂସ୍ଥାକୁ ମଜଭୁତ୍‌ କରିବାକୁ ଅଣ୍ଟା ଭିଡ଼ିଲେ ସରକାର

ଭୁବନେଶ୍ୱର: କରୋନା ମାଡ଼ରେ ଦୁର୍ବଳ ହୋଇଥିବା ଶିଳ୍ପକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ ଜାରି ରହିଛି। ଖୁବ୍‌ଶୀଘ୍ର ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏନେଇ ଆନ୍ତଃମନ୍ତ୍ରିସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି।  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କର କଣ ସମସ୍ୟା ରହିଛି ଏବଂ କଣ ଆବଶ୍ୟକତା ରହିଛି ସେନେଇ ରାଜ୍ୟ ସରକାରଙ୍କୁ ଜଣାଇବାକୁ ସମସ୍ତ ଶିଳ୍ପ ସଂଘକୁ କୁହାଯାଇଛି। ଆସନ୍ତା ସପ୍ତାହ ମଧ୍ୟରେ ଆଉ ଏକ […]

  • Monday, 26 July 2021
thnersor
କାଳବୈଶାଖୀ କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଗତ କିଛିଦିନ ହେଲା କାଳବୈଶାଖୀରେ କୁଡ଼ିଆ ଘର ଭାଙ୍ଗିଥିବାବେଳେ ଅନେକ ଫସଲ ନଷ୍ଟ ହୋଇଛି। ସେହିପରି ଗାଇଗୋରୁଙ୍କ ଜୀବନ ଯାଇଥିବା ଖବର ମିଳିଛି। ଏଣୁ ଏହାର ଆକଳନ କରି […]

  • Monday, 26 July 2021
rain-2
ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ

ଭୁବନେଶ୍ୱର: ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆମ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଓ ପବନ ହେବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ […]

  • Monday, 26 July 2021
mod
ଚୋରା ମଦ ବିକ୍ରି ଅଭିଯୋଗରେ ୩ ଗିରଫ

ବ୍ରହ୍ମପୁର: ଲକଡାଉନବେଳେ ଚୋରାରେ ମଦ ବିକୁଥିବା ଜଣେ ବାର୍ ମାଲିକ ଓ ୨ କର୍ମଚାରୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଧରିଛି। ଭାପୁର ବଜାରରେ ଥିବା ବାର୍ ମୋତି ମହଲର ମାଲିକ ଓ ୨ କର୍ମଚାରୀଙ୍କୁ ପୋଲିସ ଧରିଛି। ଧରାପଡ଼ିଥିବା ୩ ଜଣ ହେଲେ ବ୍ରହ୍ମପୁର ଗାନ୍ଧିନଗରର ବାସିନ୍ଦା ତଥା ମୋତି ମହଲର ମାଲିକ ଦୁର୍ଗାପ୍ରସାଦ ପାତ୍ର ଓ ନରେନ୍ଦ୍ରପୁର ଅଞ୍ଚଳର ୨ କର୍ମଚାରୀ ରମେଶ ସେଠୀ ଓ ଭାସ୍କର ନାୟକ। ଲକଡାଉନ ପାଇଁ ମଦ ବିକ୍ରି […]

  • Monday, 26 July 2021
Labour Registration
କେମିତି ନିଜ ନାଁ ପଞ୍ଜୀକରଣ କରିବେ ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆରମ୍ଭ ହୋଇଯାଇଛି ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି ହୋଇଛି। ଏହ ପଞ୍ଜିକରଣ ଫର୍ମରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ। ତା’ […]

  • Monday, 26 July 2021
lld
ନିଜକୁ ଥାନା ବାବୁ କହି ନାବାଳିକାଙ୍କୁ ଫସେଇବାକୁ ଚେଷ୍ଟା କରୁଥିବା ଯୁବକ ଗିରଫ୍

ଭୁବନେଶ୍ୱର ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିବା ଜଣେ ଯୁବକଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଛି ପୋଲିସ। ସଂପୃକ୍ତ ଯୁବକ ଓ ଗଣମାଧ୍ୟମ ସଂସ୍ଥାରେ ଚାକିରୀ କରୁଥିବା ତାଙ୍କ ସହଯୋଗୀକୁ ମଧ୍ୟ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ସଂପୃକ୍ତ ଯୁବକ ନିଜକୁ ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ସହ କଥା ହେଉଥିଲେ। ଏହାସହ ମାମଲାକୁ ରଫାଦଫା କରିବାକୁ ଚାପ ପକାଇବା […]

  • Monday, 26 July 2021
rainfal
ଆହୁରି ୨୪ ଘଣ୍ଟା ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ଉତ୍ତର ବିହାର ଅଞ୍ଚଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି। ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ଦେଇ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଆହୁରି ୨୪ ଘଣ୍ଟା ଏଭଳି ପାଗ ରହିବ। ବିଶେଷ କରି ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା […]

  • Monday, 26 July 2021
lpoof
ଲକ୍‌ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତିର ଖବର

ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତିର ଖବର। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କାମ କରିପାରିବେ। ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ସେମାନଙ୍କ ଠିକାଦାର ସେମାନଙ୍କୁ ନେବାଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ଯାଆସ ପାଇଁ ପାସ୍ ଦେବେ।  ଏମିତିକି ଶ୍ରମିକଙ୍କୁ ନେବା ଆଣିବା ପାଇଁ ଠିକାଦାରମାନେ ବସ୍ ବ୍ୟବହାର କରିପାରିବେ। ଶ୍ରମିକ ପରିବହନରେ ନିୟୋଜିତ ହେଉଥିବା ବସ୍‌କୁ ମାସିକ […]

  • Monday, 26 July 2021
Untitled-post2
ସ୍ୱାଭାବିକ ହେବ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ସୋମବାର ଠାରୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ଭୁବନେଶ୍ୱର ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ। ଏହାସହ ଲକ୍‌ଡାଉନ୍ ସମୟ ସୀମା ଶେଷ ଯାଏ, ସବୁ ଗ୍ରୁପ ଅଧିକାରୀ ମାନେ ପ୍ରତିଦିନ କର୍ମଚାରୀଙ୍କ ଉପସ୍ଥାନ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି, ଯାହାର ସମୀକ୍ଷା କରିବେ ମୁଖ୍ୟ ମହାଡାକପାଳ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।  

  • Monday, 26 July 2021
puri
ଶ୍ରୀମନ୍ଦିର ଭିତରେ ହେବ ସମସ୍ତ ନୀତକାନ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି।  ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାଠ ଅନୁକୁଳ ନୀତି ସବୁ କିଛି ଶ୍ରୀମନ୍ଦିର ଭିତରେ ହିଁ କରାଯିବ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିମାନବଡୁ ସେବାୟତ।  ସମସ୍ତ ବାହାର ନୀତି ଭିତରେ ହେବା ପାଇଁ ଆଜ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ବିମାନବଡୁ ସେବକ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଞ୍ଚୁ ପାଣ୍ଡବ ସେବାୟତ ମାନେ ଯୋଗ […]

  • Monday, 26 July 2021
bhdrak
୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ: ରାଜରାସ୍ତାରେ ରାଜୁତି କରୁଛି ନୀରବତା

ଭୁବନେଶ୍ୱର: ଯାଜପୁରରୁ ଭଦ୍ରକ ହେଉ କିମ୍ବା ଭଦ୍ରକରୁ ବାଲେଶ୍ୱର। ରାଜରାସ୍ତାରେ ରାଜୁତି କରିଛି ନୀରବତା। ରାଜ୍ୟରେ କରୋନାର କରିଡର ସାଜିଥିବା ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନର ପ୍ରଥମ ଦିନର ଦୃଶ୍ୟ ଥିଲେ ପୂରା ଖାଁ ଖାଁ। ଯାଜପୁର ଜିଲ୍ଲା ବାରବାଟୀର ପ୍ରମୁଖ ପରିବା ମଣ୍ଡି। ଯେଉଁଠି ଗ୍ରାହକ ଆଉ ବ୍ୟବସାୟୀଙ୍କ ଭିଡ଼ ଜମେ, ତାହା ଜନଶୂନ୍ୟ ହୋଇ ପଡ଼ିଛି। ଆଉ ଭଦ୍ରକ-ଯାଜପୁର ସୀମାନ୍ତ ଷଠିପୁର ପୋଲିସ ପହରା ଭିତରେ ରହିଛି। ଆନ୍ଧ୍ର ଇଛାପୁରମ୍‌ରୁ ଉତ୍ତରପ୍ରଦେଶର ଆଗ୍ରାକୁ […]

  • Monday, 26 July 2021
gtr
ଏଥର ରଥ ନିର୍ମାଣ କାମରେ ବିଚ୍ୟୁତି ଘଟିବ: କେବେ ହେବ ରଥଯାତ୍ରା ?

ପୁରୀ: ମହାମାରୀ କରୋନା ପ୍ରକୋପ ଭିତରେ କିଭଳି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ସାମାଜିକ ଦୂରତ୍ୱ ରକ୍ଷା ନିୟମ ଭିତରେ କିଭଳି ପାଳନ ହେବ ଶହ ଶହ ବର୍ଷର ଏ ପରମ୍ପରା? ଲକ୍‌ଡାଉନ୍ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଜନ ଗହଳିକୁ ନିଷେଧ କରାଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକୁ ଦେଖି ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ […]

  • Monday, 26 July 2021
chin
କରୋନା ମୁକାବିଲା ପାଇଁ ବାହାଘର ଘୁଞ୍ଚାଇଲେ ଡାକ୍ତର

ବାଲିଗୁଡ଼ା( ଅଜିତ ନାୟକ): ମହାମାରୀ କରୋନା ସହି ମୁକାବିଲା କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କରୋନା ଆଗଧାଡ଼ିର ଯୋଦ୍ଧା। ଘର ପରିବାର ସବୁ ଛାଡ଼ି ଲାଗିଛନ୍ତି ସେବାରେ। ଆମେ କହୁଛୁ ଡାକ୍ତରମାନଙ୍କ କଥା। କିଏ ବାପାର ଶବକୁ କାନ୍ଧ ଦେଇପାରୁନି ତ କିଏ ଇଚ୍ଛା ଥିଲେ ବି ଘରେ ଛାଡ଼ି ଆସିଥିବା ତା’ର କଅଁଳ ଶିଶୁର ମୁହଁ ଦେଖିପାରୁନି, ତ ଆଉ କିଏ ସେବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଉଛନ୍ତି। ସେମିତି ଜଣେ […]

  • Monday, 26 July 2021
ips
ଧରାପଡ଼ିଲେ ନକଲି ମହିଳା ପୋଲିସ ଆଇପିଏସ୍‌

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ ଜଣେ ନକଲି ପୋଲିସ ଆଇପିଏସ୍‌ଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି। ନକଲି ପୋଲିସ ଆଇପିଏସ୍‌ଙ୍କ ନାଁ ଶର୍ମିଷ୍ଠା। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ବଦଳାଇବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଉଥିଲେ। ଖବର ଅନୁଯାୟୀ, ଏନେଇ ଘଟଣାର ଖୋଳତାଡ ପରେ ଶର୍ମିଷ୍ଠା ଜଣେ ନକଲି ପୋଲିସ ଆଇପିଏସ୍‌ ବୋଲି ଜଣାପଡିଥିଲେ। ସେ ନିଜକୁ ୨୦୧୮ ବ୍ୟାଚର ଆଇପିଏସ୍‌ ଅଫିସର ବୋଲି ପରିଚୟ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ, ସେ ବିଜୁ […]

  • Monday, 26 July 2021
barsa
ବର୍ଷିଲା କୁଆପଥର, ଉଡ଼ିଗଲା ଛପର

ବାଲେଶ୍ୱର: ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ବାଲେଶ୍ୱରବାସୀ।  ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ପବନ ଏତେ ଜୋରରେ ବହିଥିଲା ଯେ, ଅନେକ ଗୁଡିଏ ଗଛ ଭାଙ୍ଗିଯାଇଥିଲା କିଛି ସ୍ଥାନରେ ଘରର ଛପର ମଧ୍ୟ ଉଡିଯାଇଥିଲା। ପ୍ରାୟ ୪୦-୫୦ କିଲୋମିଟର ବେଗରେ ପବନ ବହୁଥିବାର ଦେଖିବାକୁ ମିଳିଥିଲା। ଫଳରେ ଲୋକେ ଛାନିଆ ହୋଇଯାଇଥିଲେ। ହଠାତ୍ କଳା ବାଦଲ ମାଡ଼ି ଆସି ପବନ ଓ ଘଡ଼ଘଡ଼ି ସହ […]

  • Monday, 26 July 2021
mada
ମଦ କାରଖାନାରେ ଚଢ଼ଉ, ୧୭ଲକ୍ଷରୁ ଅଧିକ ଟଙ୍କା ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ ଗାଁରେ ଥିବା ଏକ ମଦ କାରଖାନା ଉପରେ ଚଢ଼ଉ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ କୁଇକ୍‌ ଆକ୍ସନ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ ମେସିନ୍‌, ଗୋଟିଏ କାର, ଗୋଟିଏ ଟ୍ରକ୍‌ ସହ ନଗଦ ୧୭ଲକ୍ଷ ୬୦ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ କାରଖାନାର ମାଲିକ ମିନତି ପାଇକରାୟଙ୍କୁ ଗିରଫ କରାଯାଇଛି।

  • Monday, 26 July 2021