• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

salod
ମତ ବଦଳାଇଲେ ସରକାର: ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦

ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁନିଶ୍ଚିତ କରିଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଓ ଖୋର୍ଦ୍ଧାରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା କୁହାଯାଇଥିଲା। ତେବେ ପରେ ଖୋର୍ଦ୍ଧା ଆକ୍ରାନ୍ତ ଜଣକ ମୁମ୍ବାଇବାସୀ […]

  • Monday, 26 July 2021
v
ଆଜି କେମିତି ହେଲା ରଥ କାମ ?

ପୁରୀ: ରଥ ନିର୍ମାଣ ନେଇ ସଂଶୟ ଦୂର ହେଲା। ୧୩ ଦିନ ବିଳମ୍ୱରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ। ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳା। ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ କାଠ ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା […]

  • Monday, 26 July 2021
subrat
ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି। ସଙ୍ଗରୋଧ ସମୟସୀମାକୁ ୧୪ ଦିନରୁ ୨୮ ଦିନକୁ ବଢ଼ାଇଛନ୍ତି ସରକାର। ଏହି ୨୮ ଦିନରୁ ୨୧ ଦିନ ସରକାରୀ କ୍ୱାରେଣ୍ଟିନରେ ବା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବେ। ବାକି ୭ ଦିନ ନିଜ ଘରେ କ୍ୱାରେଣ୍ଟିନରେ ରହିବେ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟର କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ। ବିଭିନ୍ନ କେସ୍‌ରେ ୧୪ ଦିନରେ କରୋନା ଲକ୍ଷଣ ଜଣାପଡ଼ୁନଥିବା ବିଭିନ୍ନ ଦେଖାଯାଇଛି।  ତେଣୁ ଏହି […]

  • Monday, 26 July 2021
odisha
ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି କରୋନା; ପୁଣି ୨୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଆଜି ସକାଳେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ […]

  • Monday, 26 July 2021
pd
ସାମାଜିକ ଦୂରତା ନିୟମ ନ ମାନିବାରୁ ବନ୍ଦ ହେଲା ଫ୍ୟାକ୍ଟ୍ରି

ପାରାଦୀପ: ସାମାଜିକ ଦୂରତା ନିୟମ ପାଳନ ନ ହେବାରୁ ପାରାଦୀପରେ ବନ୍ଦ ହେଲା କାର୍ବନ ଫ୍ୟାକ୍ଟ୍ରି। ଲକ୍‌ଡାଉନ ନିୟମ ପ୍ରକାରେ ସାମାଜିକ ଦୂରତ୍ୱ ସହ କମ ସଂଖ୍ୟକ ଶ୍ରମିକ ନେଇ କାମ ଆରମ୍ଭ କରିବାକୁ ସରକାର ନିୟମ କରିଥିଲେ। ତେବେ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକ ନିୟୋଜିତ କରିବା ସହ ସାମାଜିକ ଦୂରତ୍ୱ ନ ରଖିବା କାରଣରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ କାର୍ବନ ଫ୍ୟକ୍ଟ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଖାନାରେ କାମ ଆରମ୍ଭ ହୋଇଥିବା […]

  • Monday, 26 July 2021
ଦ୍ଗୋ
ତାମିଲ୍‌ନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

ଚେନ୍ନାଇ: ତାମିଲନାଡ଼ୁର ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। ଏହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ କିଛି ବ୍ୟକ୍ତି ଅନ୍ୟ ଶ୍ରମିକଙ୍କୁ ପିଟୁଛନ୍ତି। ହାତରେ ବାଡ଼ି ଧରି ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ମଧ୍ୟ ବାହାରୁଛି। ଆଉ କିଛି ଶ୍ରମିକଙ୍କୁ କମ୍ପାନୀ କର୍ମଚାରୀ ମାଡ଼ ମାରିଥିବା ବି ବ୍ୟକ୍ତି ଜଣକ […]

  • Monday, 26 July 2021
coronavirus
ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୩୩ ବର୍ଷର ଯୁବକ ଓ ସୁରତରୁ ଫେରିଥିଲେ ବୋଲି ସୂଚନା ଓ ଲକୋ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି। ତେବେ ଆଜି ସକାଳେ ରାଜ୍ୟରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ […]

  • Monday, 26 July 2021
sdffd
ସେବାୟତ ଓ ବିଶ୍ୱକର୍ମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରସ୍ତାବ

ପୁରୀ: କରୋନାକୁ ନେଇ ସବୁ ବିଶ୍ୱକର୍ମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସମସ୍ତଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ସେମାନଙ୍କୁ ବସ୍‌ ଯୋଗେ ରଥଖଳାକୁ ନିଆଯିବ। ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେବାୟତ ଓ ମହାରଣାଙ୍କୁ ଏଭଳି ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେବାୟତ ଓ ବିଶ୍ୱକର୍ମା ସେବକଙ୍କ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେହିପରି ରଥ ନିର୍ମାଣ କାଯର୍ୟକୁ ତ୍ୱରାନ୍ୱିତ କରରିବା […]

  • Monday, 26 July 2021
fish
ଜୁଏଲଙ୍କ ପ୍ରଶ୍ନ; ସୁରତ ଟ୍ରେନ୍‌ ବାତିଲ୍‌ ନିର୍ଦ୍ଦେଶ ଦେଲା କିଏ ?

ଭୁବନେଶ୍ୱର: ସୁରତ ଟ୍ରେନ୍‌ ବାତିଲ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ହାଇକୋର୍ଟ ଅର୍ଡର କଥା ନିଜେ ଆଇନ ମନ୍ତ୍ରୀ ଜାଣି ନଥିବାବେଳେ ଟ୍ରେନ ବାତିଲ ଆଦେଶ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଟେଷ୍ଟ କଥା ଲୋକଙ୍କୁ ଆଗରୁ କହିଥିଲେ ସେମାନେ ଟେଷ୍ଟ କରି ଆସିଥାନ୍ତେ। ଏବେ ସେମାନଙ୍କ ପାଖରୁ ଟଙ୍କା ସରିବା ପରେ ଟେଷ୍ଟ କଥା କହୁଛନ୍ତି। […]

  • Monday, 26 July 2021
rayaha
ଶ୍ରୀଜୀଉଙ୍କ ରଥ ନିର୍ମାଣ ଲାଗି ଅନୁମତି ଦେଲା କେନ୍ଦ୍ର; କାଲିଠୁ କାମ ଆରମ୍ଭ

ପୁରୀ: ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି […]

  • Monday, 26 July 2021
ଏଊହ୍‌ଆଲୂ
ଉତ୍ତରାଖଣ୍ଡରେ ଫସିଥିଲେ, ବୈଜୟନ୍ତଙ୍କ ଉଦ୍ୟମରେ ଏବେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଆସନ୍ତାକାଲି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରୁ କେନ୍ଦ୍ରାପଡ଼ା ପହଞ୍ଚିବେ ୨୪ ଓଡ଼ିଆ ଛାତ୍ର ଛାତ୍ରୀ। ଏମାନେ ସମସ୍ତେ କେନ୍ଦ୍ରାପଡାର ଜବାହାର ନବୋଦୟ ବିଦ୍ୟାଳୟରୁ ରୁଦ୍ରପ୍ରୟାଗ ନବୋଦୟ ବିଦ୍ୟାଳୟକୁ ମାଇଗ୍ରେସନ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ପାଠପଢ଼ା ସରିଥିଲେ ବି ଲକ୍‌ଡାଉନ ଯୋଗୁ ସେମାନେ ସେଠାରେ ଫସିଯାଇଥିଲେ। ଛାତ୍ର ଛାତ୍ରୀଙ୍କ ଅବିଭାବକ ମାନେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇବା ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ […]

  • Monday, 26 July 2021
id
କରୋନା ସଂକ୍ରମଣ ରୋକିବାକୁ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କଲା ବ୍ରହ୍ମପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର: ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବାକୁ ହେଲେ ପ୍ରତିଷେଧକ ନିତାନ୍ତ ଜରୁରୀ। ଯେକୌଣସି ଜିନିଷ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ଏଭଳି ସ୍ଥଳେ ଏକ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ପୂର୍ବରୁ ପେଡେଲ ହାତ ଧୁଆ ମେସିନ୍, ଫେସ୍ ସିଲ୍ଡ, ଏରୋ ସୋଲ୍ ବକ୍ସ, ସାନିଟାଇଜର ତିଆରି କରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବ୍ରହ୍ମପୁର ସରକାରୀ ଆଇଟିଆଇ କରିଛି ଆଉ ଏକ ନୂତନ ପ୍ରୟାସ। […]

  • Monday, 26 July 2021
Aarogya-setu-app
ଆରୋଗ୍ୟ ସେତୁ ଆପ୍‌କୁ ନେଇ ସତର୍କ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଆରୋଗ୍ୟ ସେତୁ ସଂପର୍କରେ ସତର୍କକଲା କମିଶନରେଟ୍ ପୋଲିସ। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୋଲିସ କହିଛି। ହ୍ୱାଟସଆପ୍ ଓ ଏସ୍ଏମଏସ୍‌ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ୍‌ ଆସୁଛି। ହେଲେ ଏସ୍ଏମ୍ଏସ୍ କି ହ୍ୱାଟସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍‌ର ଲିଙ୍କ୍‌ ନୁହେଁ ବୋଲି କହିଛି କମିଶନରେଟ୍‌ ପୁଲିସ। ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍‌ର ଲିଙ୍କ୍‌। […]

  • Monday, 26 July 2021
ranpur
ନିଆଁରେ ପୋଡ଼ି ମା ଓ ଝିଅ ମୃତ, ପୁଅ ଅବସ୍ଥା ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମା ଓ ୫ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କର ଜଣେ ୩ ବର୍ଷ ପୁଅର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ […]

  • Monday, 26 July 2021
d
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଜଣେ ୫୮ ବର୍ଷୀୟ ପୁରୁଷ ଓ ତାଙ୍କର କୋଲକାତା ଲିଙ୍କ୍‌ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଭିବାଗ ପକ୍ଷରୁ ସୁଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ଏବେ ସୁଦ୍ଧା, ଆଜି ଗୋଟିଏ ଦିନରେ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ବାଲେଶ୍ୱରରେ ୩ ଜଣଙ୍କ ସହ […]

  • Monday, 26 July 2021
pod
ଲକଡାଉନ୍ ମାଡ଼ରେ ପୂରା ବେହାଲ୍ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି

ଭୁବନେଶ୍ୱର: ଆଗରୁ ସଞ୍ଜ ହେଲେ ଦୈନିକ ଜମୁଥିଲା ମଞ୍ଚ। ଗୋଟିଏ ପଟେ ଲୋକଙ୍କ ମନୋରଞ୍ଜନ ଅନ୍ୟପଟେ ହଜାର ହଜାର ପେଷାଦାର କଳାକାରଙ୍କ କୁଟୁମ୍ବ ପୋଷା ଚାଲିଥିଲା। ସମତାଳରେ ଚାଲୁଥିଲା ସବୁକିଛି। ଚଳୁଥିଲେ ମାଲିକ, ବଞ୍ଚୁଥିଲେ କଳାକାର। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ୍ ମାଡ଼ରେ ପୂରା ବେହାଲ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି। କରୋନାର କରାଳ ରୂପ ଏ ଶିଳ୍ପ ଉପରେ ନିର୍ଭର କରୁଥିବା କଳାକାର ଓ ଅନ୍ୟ କର୍ମଚାରୀଙ୍କ ଖାଲି ଯେ ରୋଜଗାର ଛଡ଼ାଇ ନେଇଛି […]

  • Monday, 26 July 2021
fined
ଲକ୍‌ଡାଉନ କଟକଣାକୁ ଉଲ୍ଲଂଘନ କରି ୩୦ ହଜାର ଫାଇନ୍‌ ଦେଲେ ଗହଣା ଦୋକାନୀ

ଭୁବନେଶ୍ୱର: ଲକ୍‌ଡାଉନ କଟକଣାକୁ ଉଲ୍ଲଂଘନ କରି ଫାଇନ ଭରିଲା ରାଜଧାନୀର ଏକ  ଗହଣା ଦୋକାନ। ବିଏମ୍ସି ପକ୍ଷରୁ ଆଜି ଚଢ଼ାଉ କରି ସଂପୃକ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବିଏମ୍ସିର ଗାଇଡଲାଇନ୍ କହୁଛି,  ରେସିଡେନ୍ସିଆଲ ଏରିଆରେ ଯଦି ଗୋଟିଏ ବିଲ୍‌ଡିଂରେ ୫ଟି ଦୋକାନ ଥିବ ତେବେ ତାକୁ ମାର୍କେଟ କମ୍ପ୍ଳେକ୍ସ ବର୍ଗରେ ଧରାଯିବ। ସେହି ସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ତଥାପି ଏହି ନିୟମକୁ କିଛି ଦୋକାନୀ ଉଲ୍ଲଂଘନ କରୁଥିବାରୁ […]

  • Monday, 26 July 2021
baijayanta
ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର: କେରଳରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଚିଠି। କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ ସହ ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରୁ ଶତାଧିକ ଓଡ଼ିଆ ମହିଳା ଶ୍ରମିକ କେରଳରେ ଫସି ରହିଛନ୍ତି। ଶ୍ରମିକମାନେ ସେଠାରେ ବିଭିନ୍ନ ପୋଷାକ ଫ୍ୟାକ୍ଟ୍ରିରିରେ କାମ କରୁଛନ୍ତି। କରୋନା କଟକଣା […]

  • Monday, 26 July 2021
save od
କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ

ଭୁବନେଶ୍ୱର: ଲକ୍‌ଡାଉନ କଟକଣା ବେଳେ ଶ୍ରମିକ, ଦିନ ମଜୁରିଆଙ୍କ ଜୀବନ ଜୀବିକା ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର କଠିନ ସମୟରେ ସେମାନଙ୍କ ଜୀବନ ଓ ଜୀବିକା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସନ୍ତୁଳନ ବି ଜରୁରୀ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନହୁଏ ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ ବୋଲି […]

  • Monday, 26 July 2021
tas
ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ

ଭଦ୍ରକ: ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ଭଦ୍ରକ ଚାନ୍ଦବାଲିର ନରସିଂହପୁର ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି।  ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ। ମେଳ ମେଳ ହୋଇ ଗାଁ ଦାଣ୍ଡରେ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ନୁହେଁ ପୂରା ଗାଁସାରା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୪ରୁ ୫ ଜଣ ଲୋକେ ଏକଜୁଟ୍ ହୋଇ ତାସ୍ ଖେଳୁଛନ୍ତି। ନାଁ […]

  • Monday, 26 July 2021
save
ସମ୍ବଳ ସରିଲା, ଏମାନେ ବାହୁଡ଼ିଲେ ଘରକୁ

ଭଦ୍ରକ: ଅଦୃଶ୍ୟ କରୋନା ମହାମାରି ପାଇଁ ସବୁଠି ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। କରୋନାକୁ ଜିଣିବା ଆଉ ଜୀବନ ଜିଇଁବାକୁ ଚାଲିଛି ସଚେତନତାର ଲଢ଼େଇ। ଏହି ଲଢେଇ ଭିତରେ ବଳିପଡୁଛନ୍ତି ବହୁ ଗରିବ, ଅସହାୟ ଓ ଦିନମଜୁରିଆ। ଏପରିକି କମ୍ପାନୀରେ କାମ କରୁଥିବା କର୍ମଚାରୀ ବି ଘରେ ବସିଛନ୍ତି। ଦୀର୍ଘଦିନ ବସିବା ପରେ ଏମାନଙ୍କ ପାଖରେ ଖାଇବା ଅଛି ନା ଚଳିବା ପାଇଁ ଅର୍ଥ ଅଛି ଶେଷରେ ଭୋକ ଉପାସ ସହି ନପାରି ଚାଲି ଚାଲି […]

  • Monday, 26 July 2021
ambhand
ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ବାତ୍ୟା ଅମ୍ଫାନର ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ। ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି। ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ସୂଚନା ନାହିଁ। ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁୟ ମହାପାତ୍ର। କୌଣସି ଗୋଟିଏ ମଡେଲକୁ ନେଇ ବାତ୍ୟା ରୂପ ଦିଆଯାଇନପାରେ ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମେ ୩ରେ ଫୋନି ବାତ୍ୟା […]

  • Monday, 26 July 2021
odisha-govt
ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର: ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ ଜୋନରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ […]

  • Monday, 26 July 2021
mada
ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ କ'ଣ କହିଲା ଅବକାରୀ ବିଭାଗ ?

ଭୁବନେଶ୍ୱର:  ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇନି।  ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିଥିବାରୁ ଏହାର ତର୍ଜମା କରାଯାଉଛି। ତର୍ଜମା  ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।  ଅନ୍ୟପଟେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କହିଛନ୍ତି, ମଦ ଚୋରା ବ୍ୟବସାୟ ଉପରେ ନଜର ରଖାଯାଉଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ବିଭିନ୍ନ ସ୍ଥାନରୁ ଚୋରା ମଦ ଜବତ କରାଯାଉଛି। ଆଗକୁ ଚଢ଼ାଉ […]

  • Monday, 26 July 2021
fsd
ଗ୍ରୀନ୍‌ ଜୋନରେ ବସ୍‌ ଚଳାଇବାକୁ ମନା କଲା ମାଲିକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ୍‌ ଜୋନରେ ବି ଗଡ଼ିବ ନାହିଁ ବସ୍। ଗ୍ରୀନ ଜୋନ୍‌ରେ ବସ୍ ଚଳାଚଳ ଅନୁମତି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛି ଘରୋଇ ବସ୍‌ ମାଲିକ ସଂଘ।  ସଂଘର କହିବା ଅନୁଯାୟୀ, ସରକାର ଗତକାଲି ପ୍ରକାଶ କରିଥିବା ବିଜ୍ଞପ୍ତିରେ ଆମ ଦାବି କଥା କିଛି କହିନାହାନ୍ତି। ତେଣୁ ଆମେ  ଗାଡ଼ି ଚଳାଇବୁ ନାହିଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ। ସରକାର ଆମକୁ ଆଲୋଚନା ପାଇଁ ଡାକି ନାହାନ୍ତି। ଆଜି […]

  • Monday, 26 July 2021