• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

odishja
ଆସିଲା ରାଜ୍ୟରେ ୬ କରୋନା ରୋଗୀଙ୍କ ଭ୍ରମଣ ତାଲିକା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୬ ଜଣ କରୋନା ରୋଗୀଙ୍କ ଭ୍ରମଣ ତାଲିକା ଜାରି ହୋଇଛି। ରୋଗୀ ନମ୍ବର ୬୧, ୬୨, ୬୩, ୬୪ ,୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ସାମ୍ନାକୁ ଆସିଛି। ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ।  ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ। ୧୪ରୁ ୧୬ ଯାଏ ଭୁବନେଶ୍ୱର […]

  • Monday, 26 July 2021
odisha-corona
ରାଜ୍ୟରେ ୪୪ ନମ୍ବର କରୋନା କେସ୍‌ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୋଟିଏ ପଟେ ୫ କରୋନା ରୋଗୀ ସୁସ୍ଥ ହେବା ଭଳି ଖୁସି ଖବର ଆସିଥିବା ବେଳେ ଏପଟେ ଏକ ଦୁଃଖ ଖବର ଆସି ପହଞ୍ଚିଛି। ଓଡ଼ିଶାରେ ୪୪ ନମ୍ବର କରୋନା କ୍ୟାସ୍‌ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି। ମୃତ ରୋଗୀଙ୍କର ବୟସ ୭୦ ଏବଂ ସେ  ୪୪ ନମ୍ବର କରୋନା ରୋଗୀ ଥିଲେ। ଏହି ସୂଚନା ଦେଇଛି […]

  • Monday, 26 July 2021
ko
ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ଆସ୍ୱସ୍ତିର ଖବର। ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ। ଏମାନେ ହେଲେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡିର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରିଛି। ଏହି ୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪୯ ଜଣ ରାଜ୍ୟରେ ବିଭିନ୍ନ […]

  • Monday, 26 July 2021
police
କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ, ନିଜର ବାହାଘର ଘୁଞ୍ଚାଇଦେଲେ ଦୁଇ ମହିଳା ପୋଲିସ

ସୁନ୍ଦରଗଡ଼: ସମଗ୍ର ଦେଶରେ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। ଏହି ମହାମାରୀ ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପୋଲିସ l ନିଜ ପରିବାରକୁ ପର କରି ସେମାନେ ଦିନରାତି ଏକ କରିଦେଇଛନ୍ତି ମାନବ ଜାତିକୁ ରକ୍ଷା କରିବା ପାଇଁ । ଏପରି ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା […]

  • Monday, 26 July 2021
pratap sadangi
ସମସ୍ତ ସେବାୟତଙ୍କୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

ଭୁବନେଶ୍ୱର: ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ,ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫ ହଜାର ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେହିପରି ରାଜ୍ୟର ଅନ୍ୟ ସେବାୟତଙ୍କୁ ୫ ହଜାର ଲେଖାଏଁ ଦିଅନ୍ତୁ ବୋଲି ପ୍ରତାପ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ରାଜ୍ୟର ବିଭିନ୍ନ ସରକାରୀ ଓ […]

  • Monday, 26 July 2021
revensa university
ମେ’ ୩ ଯାଏ ବନ୍ଦ ରହିବ ରାଜ୍ୟର ଏଇ ଦୁଇ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି  ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ମେ’ ୩ ତାରିଖ ଯାଏ ବନ୍ଦ ରହିବ ବୋଲି ଜଣାଯାଇଛି। ରାଜ୍ୟର ଏହି ୨ ପ୍ରମୁଖ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଭେନ୍ସାରେ ୧୭ ଜୁନ୍ ଯାଏ କ୍ଲାସ୍ ବନ୍ଦ ରହିବ। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନରେ ଶିକ୍ଷା ଜାରି ରହିବ। ଏହି ସମୟରେ ଅଫିସ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ଅଫିସରେ ଉପସ୍ଥିତ ରହିବେ। ଖବର ଅନୁଯାୟୀ, […]

  • Monday, 26 July 2021
pg
ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଦାବି କଲା ଏବିଭିପି

ଭୁବନେଶ୍ୱର: ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି। ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। କରୋନା ଭାଇରସର ପ୍ରଭାବ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛି। ଛାତ୍ରଛାତ୍ରୀ ମାନେ ଆଗକୁ ଆସୁଥିବା ପ୍ରବେଶିକା ପରୀକ୍ଷାକୁ ନେଇ ଚିନ୍ତିତ। ରାଜ୍ୟର […]

  • Monday, 26 July 2021
odisha
ରାଜ୍ୟରେ ଖୋଲିଲା ଆଉ ୫ କୋଭିଡ ହସ୍ପିଟାଲ୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମୁକାବିଲା ପାଇଁ ଖୋଲିଲା ଆଉ ୫ଟି କୋଭିଡ୍ ହସ୍ପିଟାଲ୍।  ସୁନ୍ଦରଗଡ଼, ନବରଙ୍ଗପୁର, ପାରଦୀପ ସହ ରାଜ୍ୟରେ ୫ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ଏହି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଇଓସିଏଲ, ପାରାଦୀପ ପୋର୍ଟ, ଏମସିଏଲ, ଏନଟିପିସି, ନାଲକୋ ପ୍ରମୁଖ ସହଯୋଗ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ଏହି ସବୁ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ […]

  • Monday, 26 July 2021
Untitl..................
ମେଡିକାଲ ଫେରାଇଦେଲା, ରାସ୍ତାରେ ପ୍ରସବ କଲେ ମହିଳା

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୁଃଖ। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି। ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଘଟଣାଟି ଘଟିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଚାନ୍ଦବାଲି  ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଚାନ୍ଦବାଲି […]

  • Monday, 26 July 2021
ashoke
ଅପରାଜିତା ଷଡ଼ଙ୍ଗୀଙ୍କ ଚିଠିର ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ବିଏମ୍‌ସି କମିଶନର୍‌ଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। କର୍ପୋରେସନ୍ ଆକ୍ଟରେ ୱାର୍ଡରେ ପ୍ରତିନିଧି ରଖିବାର କିଛି ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ ଜଣେ ସାଂସଦ ଓ ୩ ଜଣ ବିଧାୟକ ରହିଛନ୍ତି। ଯଦି ପରାମର୍ଶ ଦେବାକୁ ଅଛି, ତେବେ ସେମାନେ କମିଶନର ଓ ପ୍ରଶାସକଙ୍କୁ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ଅଶୋକ। ଏଥିସହିତ ପ୍ରତିନିଧି ବ୍ୟବସ୍ଥା କଲେ ବିଭ୍ରାଟ ହେବ। ଏବେ କରୋନା ବିରୋଧରେ ଲଢ଼ିବା ନା ପ୍ରତିନିଧି […]

  • Monday, 26 July 2021
kk
ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମ କୋହଳ ହେବ: ଗଞ୍ଜାମରେ ଏସବୁ କାମ ପାଇଁ ମିଳିବ ଅନୁମତି

ଗଞ୍ଜାମ: ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମରେ କିଛିଟା କୋହଳ ହେବ। ଗଂଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍‌ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ। ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ। ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଗୁଡ଼ିକ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଂଚ […]

  • Monday, 26 July 2021
ganjam
ଘରକୁ ଫେରିବା ଆଶା ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍

ଗଞ୍ଜାମ: ଘରକୁ ଫେରିବା ଆଶା ଏବେ ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ ଜଣ ଶ୍ରମିକ। ବିଜୟୱାଡ଼ାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ବ୍ୟକ୍ତି ଲକ୍‌ଡାଉନ୍ ପରେ କାମ ହରାଇଥିଲେ। ତେଣୁ ଘରକୁ ଫେରିବାକୁ ନିଶ୍ଚିତ କରିବା ପରେ ଜାତୀୟ ରାଜପଥରେ ଚାଲି ଆସି ଘରେ ପହଞ୍ଚିଛନ୍ତି। ଲଗାତାର ୬ ଦିନ ଧରି ଚାଲିବା ପରେ ଶେଷରେ ସେ […]

  • Monday, 26 July 2021
youtuh
କରୋନା ଲକ୍‌ଡାଉନ୍‌: ସାଇକେଲ୍‌ରେ ଛତିଶଗଡ଼ରୁ କୋଣାର୍କ ଯାତ୍ରା

ପୁରୀ: କରୋନା ପାଇଁ ଲକ୍‌ଡାଉନରେ ରହିଛି ରାଜ୍ୟ ସମେତ ପୂରା ଦେଶ। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ଅନେକ ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଥିଲେ ୪ ଯୁବକ। କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ ପୁଟି କଂପାନୀରେ କାମ କରୁଥିଲେ। କମ୍ପାନୀ ପାଖରୁ ୨ମାସର ଦରମା ମିଳିନଥିବାବେଳେ ପାଖରେ ଟଙ୍କା ସରିଯାଇଥିବାରୁ କଂପାନୀ ଦେଇଥିବା ସାଇକେଲ ଚଢ଼ି ରାୟପୁରରୁ ପୁରୀ […]

  • Monday, 26 July 2021
taos
କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ

କଟକ: କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ କରିଛି କମିଶନରେଟ ପୋଲିସ୍। ନୟାସଡ଼କରେ ବସୁଥିବା ବଜାର ଶିଶୁଭବନ ସାମ୍ନା ରିଙ୍ଗ୍‌ରୋଡକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ୍ ୪ ଲେନ୍‌କୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଅନ୍ୟ ଦୋକାନୀମାନେ ଏବେ ଜଣେ ଜଣଙ୍କଠାରୁ ୧୨ ଫୁଟ୍ ବ୍ୟବଧାନରେ ବସିବେ। ଏଥିସହିତ ନୂଆବଜାର ପରିବା ବଜାର TOP ନିକଟ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାର ପରିବା ବଜାର ଖାନନଗର ନିକଟ ୨ଟି […]

  • Monday, 26 July 2021
corona-virus-w
ଆସିଲା ନୂଆ ଗାଇଡ୍‌ ଲାଇନ୍; ଅଫିସ୍‌ ଆସିବେ ଗ୍ରୁପ୍‌ ଏ ଅଧିକାରୀ, ଚାଲୁ ରହିବ ଏସବୁ କାମ

ଭୁବନେଶ୍ୱର: କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ୍‌ ଏ ଅଧିକାରୀ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇଙ୍କ ସହିତ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ। ୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି’ ଓ ଡି’ ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। ଏହି ୯ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ […]

  • Monday, 26 July 2021
ol
ଛିଡ଼ି ପଡ଼ିଲା ୧୧ କେଭି ତାର; ଜଳିଗଲା ୨୦ ଦୋକନା

ରାଉରକେଲା:ରାଉରକେଲା ଚ୍ୟାମ୍ୱର ଅଫ୍‌ କମର୍ସ କାର୍ଯ୍ୟାଳୟ ନିକଟରେ ଥିବା ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ରୁ ଅଧିକ ଦୋକାନ ଘର ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […]

  • Monday, 26 July 2021
bhadrak-3333
ଭଦ୍ରକରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପ୍ରତ୍ୟାହାର

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି। ସହରର ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩କୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଏହିସବୁ ଅଞ୍ଚଳରେ ଲକଡାଉନ ନିୟମାବଳୀ ପୂର୍ବଭଳି ଲାଗୁ ରହିବ। ୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ସଂସ୍ପର୍ଶରେ ଆସିଥିବା କୌଣସି ଲୋକଙ୍କ ନମୁନା ପଜିଟିଭ୍ ନ ଆସିବାରୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରିନେଇଛି। ଏନେଇ ଜିଲ୍ଲାପାଳ […]

  • Monday, 26 July 2021
savef
ପୁଅକୁ ରୋକିଲା ଲକ୍‌ଡାଉନ୍‌: ଏପଟେ ବାପା ଚାଲିଗଲେ ମହାଯାତ୍ରାରେ

ବ୍ରହ୍ମପୁର: ବିଦେଶରେ ଏକମାତ୍ର ପୁଅ। ଏପଟେ ଘରେ ବାପାଙ୍କ ଦେହାନ୍ତ। ମଝିରେ ଲକ୍ଷ୍ମଣରେଖା ଟାଣିଛି କରୋନା କଟକଣା।  ନା ଶେଷ ସମୟରେ ବାପାଙ୍କୁ ଆଖିରେ ଦେଖିବା ସମ୍ଭବ ହେଲା, ନା ମୁଖାଗ୍ନି ଦେବା। ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବ୍ରହ୍ମପୁର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ ପରିବାରକୁ। ଗତକାଲି ସକାଳୁ ନରସିଂହଙ୍କ ହଠାତ୍ ହୃଦ୍‌ଘତରେ ମୃତ୍ୟୁ ଘଟିଥିଲା ସେ ମାତ୍ର ଅଧଘଣ୍ଟା ପୂର୍ବରୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଏକମାତ୍ର ପୁଅ ସୁଦୀପ ସହ ଫୋନରେ […]

  • Monday, 26 July 2021
katha
କେମିତି ହୁଏ କୋଭିଡ-୧୯ ପୁଲ୍‌ ଟେଷ୍ଟ, ଆସନ୍ତୁ ଜାଣିବା

ସମ୍ବଲପୁର: ଆଜି ଠାରୁ ବୁର୍ଲା ଭିମ୍‌ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ତେବେ ଏଠାରେ ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ପ୍ରଥମ ପଯର୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଭିମ୍‌ସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତୃତ ଆଲୋଚନା […]

  • Monday, 26 July 2021
kol
ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା: ବାଲେଶ୍ୱରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବାଲେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା ଭାଇରସ। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ୬୧ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ତରଫରୁ ବାଲେଶ୍ୱର ସହରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୨୯ ନମ୍ବର ୱାର୍ଡକୁ ପୂରା ସିଲ୍ କରାଯାଇଥିବା ବେଳେ ୧୮ ଏବଂ ୨୮ ନମ୍ବର ୱାର୍ଡକୁ ଆଂଶିକ ଭାବେ ସିଲ୍ କରାଯାଇଛି। ଏହି ୩ଟି […]

  • Monday, 26 July 2021
rapid
ଆଜି ବି ଭୁବନେଶ୍ୱରରେ ହେବ କରୋନା ରାପିଡ୍ ଟେଷ୍ଟିଂ

ଭୁବନେଶ୍ୱର:କରୋନା ହଟ୍‌ସପଟ୍ ଭୁବନେଶ୍ୱରରେ ଆଜି ମଧ୍ୟ ରାପିଡ୍ ଟେଷ୍ଟିଂ ଜାରି ରହିବ। ୭ ଦିନ ମଧ୍ୟରେ ୫ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ଥିବାରୁ ବିଏମ୍ସି ଏଥିପାଇଁ  ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ମାତ୍ର ୨୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡ଼ବ। ଏଥିପାଇଁ ୧୩ଟି ଟିମ୍ ଗଠନ ହୋଇଛି। ବିଏମ୍‌ସିର ବିଭିନ୍ନ ଜୋନ୍‌କୁ ଏହି ୧୩ ଟିମ୍ ମଧ୍ୟରେ ବଣ୍ଟା ଯାଇଛି। ନମୁନା ସଂଗ୍ରହ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ଣ ୪ଟାରୁ ସଂଧ୍ୟା […]

  • Monday, 26 July 2021
SLUM
୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ଶହେ କୋଟିର ପ୍ୟାକେଜ୍‌କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୧୧୪ ସହରାଞ୍ଚଳ ଗରିବଙ୍କ ପାଇଁ ସରକାରଙ୍କ ଶହେ କୋଟିର ପ୍ୟାକେଜ୍‌କୁ ନେଇ ପ୍ରଶ୍ନ ଉଠିଛି। ଶହେ କୋଟି ଟଙ୍କାକୁ ଯଦି ୧୧୪ ପୌରାଞ୍ଚଳରେ ଖର୍ଚ୍ଚ କରାଯାଏ ତାହେଲେ ପ୍ରତି ପୌରାପଞ୍ଚଳକୁ ୬ ମାସକୁ ୯୦ ଲକ୍ଷ ଟଙ୍କା ମିଳୁଛି। ଏଭଳି ସ୍ଥିତିରେ ହିସାବକୁ ନେଲେ ପ୍ରତି ପୌରାଞ୍ଚଳ ପାଇଁ ମାସକୁ ମାତ୍ର ୧୫ ଲକ୍ଷ ଟଙ୍କାର ବ୍ୟୟବରାଦ ରହୁଛି, ଯାହା ସମୁଦ୍ରକୁ ଶଙ୍ଖେ ଭଳି। ସେହିପରି ଶହେ କୋଟିର ପ୍ୟାକେଜ୍ ସାଢ଼େ ୪ ଲକ୍ଷ ପରିବାର […]

  • Monday, 26 July 2021
student
ରାଜସ୍ଥାନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ଗୁହାରି

ଭୁବନେଶ୍ୱର: ରାଜସ୍ଥାନ କୋଟାରେ ଅଟକି ରହିଛନ୍ତି ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ। ସେଠାରେ ସେମାନେ ମେଡିକାଲ୍ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ। ତେବେ ରାଜସ୍ଥାନରେ କୋରାନା ବ୍ୟାପିବା ପରେ ଆତଙ୍କିତ ଅବସ୍ଥାରେ ଥିବାରୁ ଏବଂ ଲକ୍‌ଡାଉନ୍ ପରେ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଥିବାରୁ ଏହି ଛାତ୍ରଛାତ୍ରୀମାନେ ଘରକୁ ଫେରିବାକୁ ଚାହୁଁଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି […]

  • Monday, 26 July 2021
d
ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ

ଯାଜପୁର: ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ। ଯାଜପୁର କୁଆଖିଆ ଥାନା ଗୋପୀନାଥପୁର ଗାଁରେ ଲକ୍‌ଡାଉନ୍‌ ପାଇଁ ଚେକିଂ ଚାଲିଥିଲା। ଏଇ ସମୟରେ ୩ ଜଣ ଯୁବକ ମାସ୍କ ନପିନ୍ଧି ଏକ ବାଇକରେ ଯିବାବେଳେ ସେମାନଙ୍କୁ ଅଟକାଇଥିଲେ ତହସିଲଦାର ଏବଂ ବିଡିଓ। ମାସ୍କ ପିନ୍ଧିନଥିବା ନେଇ ତାଗିଦ୍ କରିବା ପରେ ଯୁବକ ଏବଂ ସଂପୃକ୍ତ ଗୋପୀନାଥପୁର ଗାଁର କିଛି ଲୋକେ ଘଟଣାସ୍ଥଳରେ ପାଟିତୁଣ୍ଡ କରିବା ସହ ସଂଘବଦ୍ଧ […]

  • Monday, 26 July 2021
ratnakara-chjaini
ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର […]

  • Monday, 26 July 2021