• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଜ୍‌ଈଆ
ରେଳ ବା ବିମାନ ଯୋଗେ ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ରେଳ ବା ବିମାନ ଯୋଗେ ରାଜ୍ୟକୁ ଫେରିବାକୁ ଥିବା ଲୋକଙ୍କ ପାଇଁ କେନ୍ଦ୍ର ଜାରି କରିଥିବା ସ୍ୱତନ୍ତ୍ର ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ସେ କହିଛନ୍ତି, ଲୋକମାନେ ଓଡ଼ିଶା ଆସିବା ପୂର୍ବରୁ ସରକାରଙ୍କ ପୋର୍ଟାଲରେ ପଂଜୀକରଣ କରିବେ ସେମାନେ ପଂଜୀକରଣ କରିନଥିଲେ, ସରକାର ନିଜ ଆଡୁ ତଥ୍ୟ ନେବେ। ବିମାନଯାତ୍ରୀଙ୍କ ତଥ୍ୟ ସଂପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନ ଏୟାର୍‌ପୋର୍ଟରେ ପହଞ୍ଚିବା ପରେ ସେଥିରୁ ଏକାଥରେ ସବୁ ଯାତ୍ରୀ […]

  • Monday, 26 July 2021
fds
ଦାଦନ ଶ୍ରମିକଙ୍କୁ ବିଡିଓ କହିଲେ ତୁ ଦାଦନ ଖଟୁଛୁ, ଔକାତ୍‌ରେ ରହ

ଜଳେଶ୍ୱର: ଦାଦନ ଶ୍ରମିକଙ୍କୁ ମଣିଷ ଜ୍ଞାନ କରୁନାହାନ୍ତି କି ବିଡିଓ? ପ୍ରଶାସନିକ ଅଧିକାରୀ ହୋଇ ଗରିବ ଦାଦନ ଶ୍ରମିକଙ୍କର ବି ଅଧିକାର ଓ ଆତ୍ମସମ୍ମାନ ଅଛି ବୋଲି ପାଶୋରି ଯାଉଛନ୍ତି କି ? ପଦବୀର କ୍ଷମତା, ଔଦ୍ଧତ୍ୟରେ ବଦଳିଯିବାର ଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଆପଣ ଦେଖୁଥିବା ଭିଡିଓ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର। ଗୁଜୁରାଟରୁ ଫେରିଥିବା କିଛି ପ୍ରବାସୀଙ୍କୁ ବାଲିଆପାଳ ବିଡିଓ ଛବି ରାଣୀ ସାହୁ ଗାଳି ଗୁଲଜ କରୁଥିବା ଏଥିରେ […]

  • Monday, 26 July 2021
osd
ପେଷା ବଦଳାଇଦେଲା ଲକ୍‌ଡାଉନ: ଶିକ୍ଷକରୁ ମନରେଗା ଶ୍ରମିକ ହେଲେ ଗୀତା

ଭୁବନେଶ୍ୱର: ବର୍ଷ ବର୍ଷର ପୁରୁଣା ପେଷାକୁ ବଦଳାଇଦେଲା ଲକଡାଉନ। ମାସ ଦିଇଟା ଭିତରେ ବଦଳି ଗଲା ପରିଚୟ। ଲକ୍‌ଡାଉନ୍ ଯୋଗୁ ବନ୍ଦ ହୋଇଗଲା ପେଟପଟଣାର ବାଟ। ଯେମିତି ବି ହେଉ ପେଟ ତ ପୋଷିବାକୁ ପଡ଼ିବ। ତେଣୁ ଅବସ୍ଥା ଦେଖି ବ୍ୟବସ୍ଥା କରିବା କରିବା ଭଳି କିଏ ପୂଜକରୁ ଫଳ ବେପାରୀ, ତ ଆଉ କିଏ ଶିକ୍ଷୟିତ୍ରୀରୁ ଦିନ ମଜୁରିଆ ପାଲଟି ଗଲେ। ଲକ୍‌ଡାଉନ୍‌ରେ ଏହି ଲମ୍ବା ଅବଧି ଏମିତି ଅନେକ ଲୋକଙ୍କ ପୁରୁଣା ବୃତ୍ତିରେ ପୂର୍ଣ୍ଣଚ୍ଛେଦ […]

  • Monday, 26 July 2021
 Police Jobs
ଚଳଚଞ୍ଚଳ କିନ୍ନର କ୍ୟାମ୍ପ : ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ପରେ ଚାଲିଛି ଜୋରଦାର ପ୍ରସ୍ତୁତି

ପୋଲିସ ଚାକିରି ପାଇବା ଆଶାରେ ଉତ୍ସାହିତ ତୃତୀୟଲିଙ୍ଗୀ । କ୍ଲାସ ରୁମରେ ବସି କିଏ GK ପଢୁଛି ତ କିଏ ରିଜୋନିଂ କରୁଛି । ଆଉ କିଏ ପୁଣି କମନ ଇଂଲିସ ଏରର ଦେଖୁଛି । ଓଡିଶା ପୋଲିସର ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଏହି କିନ୍ନର ମାନଙ୍କ ସମୟ ଏବେ ଏଭଳି କଟୁଛି

jaguni
'ଥରେ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ଯାଏ ଆଉ ହେବନି'

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଆୟୋଜନ କରାଯାଉ।  ରଥଯାତ୍ରା ବନ୍ଦ ହେଲେ ଏହା ରାଜ୍ୟ ସରକାରଙ୍କ ପାଇଁ କଳଙ୍କିତ ଇତିହାସ ହେବ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ହୋଇପାରିବନି ବୋଲି ସେ ମତ ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ୫୦ ପ୍ରତିଶତ ସେବାୟତରେ ଯାତ୍ରା ଆୟୋଜନ ହେଉ। ଯାହାର ସେବା ନାହିଁ ସେହି ସେବାୟତମାନେ […]

  • Monday, 26 July 2021
sdf
କରୋନା ଯୋଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲା ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ସହାୟତା ହାତ ବଢ଼ାଇଛି ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ। କରୋନା ମୁକାବିଲା ପାଇଁ ଅନବରତ କାମ କରୁଥିବା ଡାକ୍ତରୀ ଟିମ୍, ପୋଲିସ୍, ସଫେଇ କର୍ମଚାରୀଙ୍କ ସମେତ ଅନ୍ୟ ଯୋଦ୍ଧାଙ୍କ ଅବଦାନ ପାଇଁ ସାହାଯ୍ୟ କରିବାକୁ ଆଗକୁ ଆସିଛି ସିଭି ରମଣ ବିଶ୍ୱବିଦ୍ୟାଳୟ। କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ୫ କୋଟିର ବୃତ୍ତି ଘୋଷଣା କରାଯାଇଛି। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଏହି ଟଙ୍କାକୁ ବିନିଯୋଗ କରିବ ବିଶ୍ୱବିଦ୍ୟାଳୟ। ସିଭି ରମଣ ଗ୍ରୁପରେ ଥିବା ସମସ୍ତ […]

  • Monday, 26 July 2021
police
ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ

ମଲକାନଗିରି: ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଗତ ୭ ତାରିଖରେ ପୀଡ଼ିତା ଗୁରୁତର ଅବସ୍ଥାରେ ମିଳିଥିଲେ। ଗୁରୁତର ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ପତ୍ନୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ସ୍ୱାମୀ। ତେବେ ଗତକାଲି ତାଙ୍କ ମୃତ୍ୟୁ ହେବା ପରେ ଘଟଣାକୁ ନେଇ […]

  • Monday, 26 July 2021
lod
ଯାଜପୁରର ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ଯାଜପୁର: ଯାଜପୁର ମ୍ୟୁନିସିପାଲିଟିର ହାବେଳିବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ। ହାବେଳିବଜାର ଅଞ୍ଚଳରୁ ଜଣେ ପଜିଟିଭ ଚିହ୍ନଟ ପରେ ମେ ୧୨ରୁ ଜୁନ୍ ୯ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ ଜୁନ ୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ହାବେଳିବଜାର ଓ୍ୱାର୍ଡ ନମ୍ବର ୧, ୮ ଓ ୯କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ ପାଇଁ ମାର୍କଣ୍ଡପୁର ମ୍ୟୁନିସପାଲଟି ଅଧିକାରୀଙ୍କୁ […]

  • Monday, 26 July 2021
lpd
ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ମା' କହିଲା ଏ ଛୁଆ ମୋର ନୁହେଁ !

ବାରିପଦା: ବାରିପଦା PRM ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଖାନାରେ ଶିଶୁ ଅଦଳ ବଦଳ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ବର୍ଗ ଏବଂ ସମ୍ପର୍କୀୟ। ଏପରିକି ମୃତ ଶିଶୁକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ଗତ ମାସ ୨୬ ତାରିଖରେ ବାରିପଦା ସଦର ଥାନା ଜାମବଣି ଗାଁର ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ ହୋଇଥିଲା। ଗତକାଲି ଶିଶୁଟିକୁ ଟିକା ଦିଆଯିବ କହି ମେଡିକାଲକୁ ଡକାଯାଇଥିଲା। ଟିକା ଦିଆଯିବା ପରେ ଶିଶୁକୁ […]

  • Monday, 26 July 2021
train
ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଯୋଡ଼ା ଗଲା ଆଉ ୫ ବଗି

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି। ଟିକେଟ୍‌ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏହି ୫ଟି ବଗି ସଂଯୋଗ କରାଯାଇଛି। 3AC ୪ଟି ବଗି ଓ 2AC ଗୋଟିଏ ବଗି ସଂଯୋଗ କରାଯାଇଛି। ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ ହେବ। ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା। ଏବେ ବଗି ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଅତିରିକ୍ତ ୫ଟି ବଗି ପାଇଁ କିଛି ସମୟ ପରେ ବୁକିଂ ଆରମ୍ଭ […]

  • Monday, 26 July 2021
corona
ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ ସମସ୍ତେ; ଏପଟେ କାର୍ ଭିତରେ ମୃତ୍ୟୁ ଆଡ଼କୁ ଢଳୁଥିଲା ପୁଅ

ଗଞ୍ଜାମ: ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ ସମସ୍ତେ। ବାପାମା, ପରିବାର ଓ ବନ୍ଧୁ ବର୍ଗ ସମସ୍ତେ କାହା ପାଖରେ ତର ନଥିଲା । ଏପଟେ କାର୍ ଭିତରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଥିଲା ପୁଅ । ସେଥିପ୍ରତି କାହାର ନିଘା ନଥିଲା । ଶେଷରେ ସବୁ କାମ ସାରି ଖୋଜିବାରୁ କାର୍ ଭିତରେ ଅଚେତ୍‌ ଅବସ୍ଥାରେ ମିଳିଥିଲା ପୁଅ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । […]

  • Monday, 26 July 2021
lopd
କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ଡାକ୍ତରାଣୀଙ୍କୁ ଗାଁରେ ପୂରାଇ ଦେଲେନି, ଢେଲା ମାରିଲେ

ଭୁବନେଶ୍ୱର: ଖୋଦ୍‌ ରାଜଧାନୀରେ କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଅସମ୍ମାନ ଅଭିଯୋଗ ହୋଇଛି। ଗାଁରେ ତାଙ୍କ ପରିବାରକୁ ପୂରାଇ ନ ଦେବାରୁ କାରରେ ରାତିସାରା ରହିଲେ ଡାକ୍ତରାଣୀ। ଏପରିକି ଲୋକେ ଡାକ୍ତରାଣୀଙ୍କୁ ଢେଲା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହାଇଦ୍ରାବାଦରୁ ଫେରିଥିବା ଆୟୁର୍ବେଦିକ ମହିଳା ଡାକ୍ତର ରାକ୍ଷୀ ସିଂ। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା। କରୋନା ଯୁଦ୍ଧରେ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା। ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ […]

  • Monday, 26 July 2021
titlgarad
ଟିଟିଲାଗଡ଼ ସହରରେ ଲାଗିଲା କର୍ଫ୍ୟୁ

ଟିଟିଲାଗଡ଼: ଟିଟିଲାଗଡ଼ ସହରରେ କାଲି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ।  ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଆଦେଶମତେ ଏହି କର୍ଫ୍ୟୁ ଜାରି ହୋଇଛି। ଏହି ସମୟ ଭିତରେ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ର ପାନଭିଲରୁ ଆସନ୍ତାକାଲି ସ୍ପେଶାଲ ଟ୍ରେନ ଆସୁଛି ପ୍ରବାସୀ ଓଡ଼ିଆ। ଏହି ଟ୍ରେନ୍‌ରୁ ଶତାଧିକ ଶ୍ରମିକ କାଲି ଟିଟିଲାଗଡ଼ ଷ୍ଟେସନରେ […]

  • Monday, 26 July 2021
sd
ମୃତ ପୁଅ ଫଟୋକୁ ହାତରେ ଧରି ସ୍ୱାମୀଙ୍କୁ ଶେଷ ବିଦାୟ ଦେଲେ ସ୍ତ୍ରୀ

ଭୁବନେଶ୍ୱର: ସବୁ ସାମାଜିକ କଟକଣା ଓ ପରମ୍ପରାକୁ ପଛ କରି ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି ସ୍ତ୍ରୀ। ପୁଣି ବର୍ଷକ ତଳୁ ଆରପାରିକୁ ଚାଲିଯାଇଥିବା ପୁଅର ଫଟୋକୁ ସାଙ୍ଗରେ ଧରି ଜୀବନ ସାଥିକୁ ଦେଇଛନ୍ତି ବିଦାୟ। ରାଜଧାନୀ ଉପକଣ୍ଠରେ ଗତ ୩ ତାରିଖ ଦିନର ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ପ୍ରଶଂସନୀୟ ମଧ୍ୟ। ଦେଖିବା ଛାତିକୁ ପଥର କରି ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଅନନ୍ୟ ଉଦ୍ୟମ କରି ଉଦାହରଣ ସାଜିଥିବା ସେହି ମହିଳାଙ୍କ […]

  • Monday, 26 July 2021
ganjma
କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସ୍ପିଡ୍‌ରେ ମାଡ଼ି ଚାଲିଛି କରୋନା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି। କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଉଥିବା ବେଳେ, ସେଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO, ICMR ଓ RMRCର ପ୍ରତିନିଧି ସାମିଲ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସେମାନେ କଣ୍ଟେନମେଣ୍ଟ କଟକଣା, କରୋନା ସ୍ଥିତି ନୀରିକ୍ଷଣ ଓ ଚିକିତ୍ସା […]

  • Monday, 26 July 2021
fsd
୫ଟି ଟ୍ରେନ୍‌ରେ ଓଡ଼ିଶା ଆସୁଛନ୍ତି ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଣି ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଆସିବାକୁ ଥିବା ପ୍ରବାସୀ ଏବଂ ସେମାନଙ୍କ କ୍ୱାରେଣ୍ଟିନ୍ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଗଞ୍ଜାମ ଓ ଭଦ୍ରକରେ ଥିବା […]

  • Monday, 26 July 2021
naba
କ୍ୱାରେଣ୍ଟିନ ସେଣ୍ଟର୍‌ରେ ଦୁଇ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର: ରାଜ୍ୟରେ କ୍ୱାରେଣ୍ଟିନ କେନ୍ଦ୍ରରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ରିପୋର୍ଟ ତଲବ କରିଛି। ରିପୋର୍ଟ ଆସିଲେ ସେହି ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଦୁଇଟି କ୍ୱାରେଣ୍ଟିନ ସେଣ୍ଟରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କୋଭିଡ ସେଣ୍ଟରରେ ୨୧ ବର୍ଷୀୟ ଯୁବକ ଜଣକ ଶୌଚ ପାଇଁ […]

  • Monday, 26 July 2021
d
ଇଜିପ୍ଟର ଶାଗୁଣା ଭୁବନେଶ୍ୱରରେ

ଭୁବନେଶ୍ୱର: ରାଜଧାନୀରୁ ବିରଳ ଇଜିପ୍ଟିଆନ୍ ଶାଗୁଣା ଉଦ୍ଧାର ହୋଇଛି। ଗତ ୩୦ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଏହି ବିରଳ ଇଜିପ୍ଟିଆନ୍ ଶାଗୁଣା ଦେଖିବାକୁ ମିଳିଥିଲା। ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିବା ପରେ ସ୍ଥାନୀୟ ବାସିନ୍ଦା ଓ ଗ୍ରୋ ଓ୍ୱିଥ୍ ନେଚର୍ ସଙ୍ଗଠନ ସଦସ୍ୟଙ୍କ ଦ୍ୱାରା ଶାଗୁଣାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶାଗୁଣାକୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ପାତ୍ରପଡ଼ା ରେଞ୍ଜ ଅଫିସରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ୪ ଦିନ […]

  • Monday, 26 July 2021
podf
ଖାଇବାକୁ ମିଳିଲାନି; ତାଳଚେରରୁ ଚାଲିଚାଲି ଛତିଶଗଡ଼ ଫେରିଲେ ଶ୍ରମିକ

ରେଢ଼ାଖୋଲ: ତାଳଚେରରୁ ଚାଲି ଚାଲି ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି ୮ ଶ୍ରମିକ। ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ରେଢ଼ାଖୋଲ ଠାରେ ପହଂଚିଥିଲେ ଏମାନେ। ନିଜ ଗାଁକୁ ଯିବାକୁ ମୋବାଇଲରେ ରେଜିଷ୍ଟ୍ରେସନ କରିଥିବା ସତ୍ତ୍ୱେ ଛତିଶଗଡ଼ରୁ କୌଣସି ସହଯୋଗ ନମିଳିବାରୁ ୨ ଦିନ ହେଲା ଚାଲିବା ଆରମ୍ଭ କରିଛନ୍ତି ଏହି ଶ୍ରମିକମାନେ। ଯେଉଁ କଂପାନୀରେ ଏମାନେ କାମ କରୁଥିଲେ, ସେଠି ଦରମା ନଦେବା ସହ ଖାଇବାକୁ ନିମିଳିବାରୁ ଏମାନେ ପଳାଇ […]

  • Monday, 26 July 2021
as
ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ

ବାଲେଶ୍ୱର: ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ। ବାଲେଶ୍ୱର ରେମୁଣା ନିକଟରେ ଅଟକି ରହିଛନ୍ତି ୬୦ରୁ ଅଧିକ ଶ୍ରମିକ। ଗତକାଲି ବିଳମ୍ବିତ ରାତିରେ ଗଂଜାମରୁ ଏହି ଶ୍ରମିକମାନେ ବାହାରି ଜାତୀୟ ରାଜପଥରେ ଏକ ମାଲବାହୀ ଗାଡ଼ିରେ ଉଠି ପଳେଇ ଆସିଥିଲେ। ଆଜି ସକାଳେ ୫ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ରେମୁଣା ଗୋଲେଇରେ ଓହ୍ଲାଇ ଚାଲି ଚାଲି ବିଭିନ୍ନ ଗାଁ ଭିତର ଦେଇ ମୟୁରଭଂଜ ଜିଲ୍ଲା ଅଭିମୁଖେ ବାହାରିଥିଲେ। ତେବେ ଲୋକେ […]

  • Monday, 26 July 2021
old
ପଞ୍ଚାୟତ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ: ସପ୍ତାହେ ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମାଣିତରା ପଞ୍ଚାୟତ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶାନ୍ତିଲତା ନାୟକ। ଜିଲ୍ଲାପାଳ କ୍ଷମତା ବଳରେ ସେ ପ୍ରଥମ କରି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ବ୍ୟାପିବା ଭୟକୁ ନେଇ ଶଟଡାଉନ ଘୋଷଣା କରାଯାଇଛି। ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ […]

  • Monday, 26 July 2021
w
ବିଶାଖାପାଟନମ୍‌ରୁ ଚାଲିଚାଲି ଆସି ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ଶ୍ରମିକ

ଭୁବନେଶ୍ୱର: ବିଶାଖାପାଟନମ୍‌ରୁ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରକୁ ଫେରୁଛନ୍ତି ୪ ଶ୍ରମିକ। ବିଶାଖାପାଟନମ୍‌ଏକ କନଷ୍ଟ୍ରକସନ୍ କଂପାନୀରେ ଏମାନେ କାମ କରୁଥିବାବେଳେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଗୋଟେ ପଟେ କରୋନା ଭୟ, ଅନ୍ୟପଟେ ଗ୍ୟାସ୍ ଲିକ୍ ଘଟଣାରେ ଭୟଭୀତ ହୋଇ ଏହି ଶ୍ରମିକମାନେ ଚାଲି ଚାଲି ବିଶାଖାପାଟନମ୍‌ରୁ ବାହାରି ଆଜି ତୃତୀୟ ଦିନରେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି। ରାସ୍ତାରେ ଏକ ଟ୍ରଲର୍ ରେ କିଛି ବାଟ ଆସିଥିବାବେଳେ ପୋଲିସ ଭୟରେ ଡ୍ରାଇଭର୍ ସେମାନଙ୍କୁ ଓହ୍ଲାଇ ଦେଇଥିଲେ। ତେବେ […]

  • Monday, 26 July 2021
lpd
ପ୍ରବାସୀ ଓଡ଼ିଆଙ୍କୁ ଭୁବନେଶ୍ୱରରେ ଛାଡ଼ି ପଳାଇଲା ବସ୍

ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କୁ ଛାଡ଼ି ପଳାଇଲା ବସ୍। ତେଲାଙ୍ଗାନାରୁ ୪୦ ଜଣ ଯାତ୍ରୀ ନେଇ ଏହି ବସ୍‌ଟି ବାଲେଶ୍ୱର ଅଭିମୁଖେ ବାହାରିଥିଲା। ହେଲେ ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ବରମୁଣ୍ଡାରେ ଛାଡ଼ି ପଳାଇ ଥିଲା। ପରେ ସେମାନଙ୍କ ପାଖରେ ପୋଲିସ ପହଞ୍ଚିବା ସହ ଏନେଇ ବିଏମସିକୁ ଅବଗତ କରାଇଛି।

  • Monday, 26 July 2021
dsd
ବଢ଼ିଲା ୱାର୍କିଂ ଆୱାର: ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସଂସ୍ଥା ପାଇଁ ୱାର୍କିଂ ଆୱାର ବଢ଼ାଇଲେ ରାଜ୍ୟ ସରକାର। ଦୈନିକ ୮ ଘଣ୍ଟା ବଦଳରେ ଏଣିକି ୧୨ ଘଣ୍ଟା ଏବଂ ସପ୍ତାହକୁ ୪୮ ଘଣ୍ଟା ବଦଳରେ ଏଣିକି ୭୨ ଘଣ୍ଟା ୱାର୍କିଂ ଆୱାର ହେବ। ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ସଂଜୟ ସିଂହ।ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ […]

  • Monday, 26 July 2021
erw
ଏଣିକି ବିନା କୋଭିଡ୍‌ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ

ଭୁବନେଶ୍ୱର: ଏଣିକି ବିନା କୋଭିଡ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ଗତକାଲି ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଆଜି ରହିତାଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ୍ କରିଥିଲା ବେଳେ ଆଇନ୍ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ତଥ୍ୟ ଅନୁସାରେ, ସୁରତ ଫେରନ୍ତାଙ୍କ ପାଇଁ […]

  • Monday, 26 July 2021