ଗଞ୍ଜାମ: ସାଇକେଲ୍ରେ ସୁରତରୁ ଓଡ଼ିଶା ଫେରିଲେ ଯୁବକ। ୧୪ ଦିନର ଯାତ୍ରା ପରେ ୧୮ ଶହ କିଲୋମିଟର ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାର କିଛି ଯୁବକ। ଏହି ଯୁହକମାନେ ହେଲେ ଗଂଜାମ ବୁଗୁଡ଼ା ବିଷ୍ଣୁଚକ୍ର ଗାଁର ପିଣ୍ଟୁ ସ୍ୱାଇଁ, ଡୁଙ୍କାପଡ଼ା ଗାଁର ବାବୁଲି ବେହେରା ଓ ବାଲିଛାଇ ଗାଁର କର୍ପୁର ନାହାକ। ଏହି ୩ ଯୁବକ ସାଇକେଲରେ ସୁରତରୁ ଗାଁକୁ ଫେରିଛନ୍ତି। ଲକ୍ଡାଉନ୍ ପରେ କାମ ବନ୍ଦ ହୋଇଯିବାରୁ ସୁରତରେ ନାନା ଅସୁବିଧା […]
କେନ୍ଦୁଝର: କେନ୍ଦୁଝରରେ ପ୍ରବଳ କୁଆ ପଥର ବର୍ଷା ହୋଇଛି। ଗତକାଲି ରାତିଠୁ ଲାଗି ରହିଥିବା ବର୍ଷା ଯୋଗୁ ସଦର ବ୍ଲକରେ ବ୍ୟାପକ କ୍ଷତି ଘଟିଛି। ମୂଷଳ ଧାରରେ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଏପରିକି ବିଭିନ୍ନ ଅଞ୍ଚଳରେ କୁଆପଥର ଜମି ହୋଇ ରହିଛି। ମୁଖ୍ୟତଃ ସଦର ବ୍ଲକର କେମିସଢ଼ା ଗାଁରେ କୁଆପଥର ପଡ଼ି ରହିଛି। ଠାଏ ଠାଏ ଅଞ୍ଚଳରେ କୁଆପଥର ଜମି ରହିଥିବା ଯୋଗୁ ପନିପରିବା ଫସଲ ନଷ୍ଟ ହୋଇଥିବା କୁହାଯାଉଛି। ଚାଷୀଙ୍କ ଜମି, […]
ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସରେ ରଖାଯାଇଛି। ଆଜିଠୁ ଜିଲ୍ଲାରେ ପ୍ରଥମ ଥର ଲାଗି ଡ୍ରୋନ୍ ଯୋଗେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି। ଏଥିସହ କୋଲକାତା ଫେରନ୍ତାଙ୍କ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ନଜର ରଖିଛି। ପ୍ରଥମ ଥର ଲାଗି ଭଣ୍ଡାରୀପୋଖରୀ […]
ଭୁବନେଶ୍ୱର: ଓଟିଭି ନାଁରେ ଶଟ୍ଡାଉନ୍କୁ ନେଇ ମିଛ ପ୍ରଚାର କରାଯାଉଛି। ଯାଜପୁର, ବ୍ୟାସନଗର, ଚଣ୍ଡିଖୋଲ ଶଟ୍ଡାଉନ୍ ନେଇ ଫେକ୍ ନ୍ୟୁଜ୍ ପ୍ରଚାର କରାଯାଇଛି। ଓଟିଭିର ଗ୍ରାଫିକ୍ସ ପ୍ଲେଟ୍କୁ ଅପବ୍ୟବହାର କରି ଏଭଳି କରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ ରାତି ୮ରୁ ୬ ତାରିଖ ରାତି ୮ଟା ଯାଏ ଶଟ୍ଡାଉନ୍ ହୋଇଥିବା ନେଇ ଉଲ୍ଲେଖ ରହିଛି। ତେବେ ଏହା ସମ୍ପୂର୍ଣ୍ଣ ମିଛ। କେହି ଦୃବର୍ତ୍ତ ଏପରି କରି ସୋସିଆଲ ମିଡିଆରେ ଏହାକୁ ଭାଇରାଲ୍ କରିଛି। ଏଇଠି ଆମେ କହି ରଖୁଛି […]
ଭୁବନେଶ୍ୱର: ଫି ଛାଡ଼ ନେଇ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ। କରୋନା ପାଇଁ ସ୍କୁଲ ଫି ଓ ବିଦ୍ୟୁତ ବିଲ୍ ଛାଡ଼ ନେଇ ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ କରିଛନ୍ତି ହାଇକୋର୍ଟ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ମୋଟ ୧୩ ପକ୍ଷଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ଫି ଛାଡ଼ ନେଇ ନୋଟିସ ଜାରି କରାଯାଇଛି। ରାସନ […]
ଭୁବନେଶ୍ୱର: ସୁପର ସ୍ପ୍ରେଡର ସାଜିଲେ ୪୧ନଂ କରୋନା ଆକ୍ରାନ୍ତ। ଏହି ଆକ୍ରାନ୍ତ ଜଣକ ୪ ଜଣଙ୍କୁ କରୋନା ସଂକ୍ରମିତ କରିଛନ୍ତି। ଏପରିକି ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ୪୧ ନଂ ଲିଙ୍କ ଥିବା ଜଣଯାଇଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭୁବନେଶ୍ୱର ବୋଲି ଜଣାପଡିଛି। ଆକ୍ରାନ୍ତ ଜଣକ ୭୭ ବର୍ଷୀୟ ପୁରୁଷ। ସେ ଭୁବନେଶ୍ୱର ମଧୁସୂଦନ ନଗର ଅଂଚଳର ବାସିନ୍ଦା। ସେ ୪୧ ନମ୍ବର […]
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍ଡାଉନ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ସରକାରଙ୍କୁ ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି। ଏହି ବିପତ୍ତି […]
ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହୋଇଛି ଡ୍ରୋନ୍ ସର୍ଭେ। କଣ୍ଟେନମେଣ୍ଟ ଜୋନରେ ଥିବା ନାଲା ରୋଡ, ପ୍ଲାଣ୍ଟସାଇଟ ରୋଡ, ଡେଲିମାର୍କେଟ ଜନବହୁଳ ଅଞ୍ଚଳ ଥିବାରୁ ଗଳି ଗଳିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଏବଂ ଏହି ଅଞ୍ଚଳକୁ ସାନିଟାଇଜ କରାଯିବାକୁ ଡ୍ରୋନ୍ର ସାହାଯ୍ୟ ନିଆଯାଉଛି। ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ପ୍ରତ୍ୟକ୍ଷ ଭାବେ ଏହି ସର୍ଭେକୁ ମନିଟରିଂ କରୁଛନ୍ତି। ସେପଟେ ଆସନ୍ତା ଶୁକ୍ରବାରରୁ ଡ୍ରୋନ୍ ଦ୍ୱାରା କଣ୍ଟେନମେଣ୍ଟ ଜୋନ୍ରେ ସାନିଟାଇଜ ଆରମ୍ଭ ହେବ ବୋଲି […]
ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଜଣେ କଳାକାରଙ୍କ ସଚେତନତା କରୋନା ସଂକ୍ରମଣରୁ ଲୋକେ ଦୂରେଇ ରହିବା ଲାଗି ନିଜ ଆକ୍ଟିଭା ଗାଡ଼ିରେ କରୋନା ଭୂତାଣୁର ଆକୃତି କରି ଲୋକଙ୍କୁ ସଚେତନ କରୁଛନ୍ତି କଳାକାର ପ୍ରମୋଦ ମୁଦୁଲି। ସାମାଜିକ ଦୂରତା ରଖିବା, ଘରୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ସେ ବାର୍ତ୍ତା ଦେଉଛନ୍ତି। କେବଳ ସେତିକି ନୁହେଁ କରୋନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧାଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି। ରାଜଧାନୀର ବିଭିନ୍ନ ଗଳିକନ୍ଦି ବୁଲି ସେ ଲୋକଙ୍କୁ […]
ଭୁବନେଶ୍ୱର: କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସହ ଆଜି ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ଆଲୋଚନାଏ ଯୋଗ ଦେଇଥିଲେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ବିଭାଗୀୟ ସଚିବ ଚିତ୍ରା ଆରୁମଗମ। ଏଥିରେ ସାମିଲ ହୋଇଥିଲେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ୫ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୩ ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ଜଣାଇଛନ୍ତି। […]
ଭୁବନେଶ୍ୱର: କୋଭିଡ୍ ଲଢ଼େଇରେ ଏବେ ପ୍ରବାସୀ ଫେରନ୍ତାଙ୍କୁ ନେଇ ଚିନ୍ତା। ରାଜ୍ୟକୁ ପ୍ରକୃତରେ କେତେ ଲୋକ ଆସିବେ ସେ ନେଇ କାହା ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନ ଥିଲା ବେଳେ ଏବେ ସୁଦ୍ଧା ଅଢ଼େଇ ଲକ୍ଷ ପ୍ରବାସୀଙ୍କ ରହିବା ପାଇଁ ବି ଭିତ୍ତିଭୂମି ନାହିଁ। ଏଭଳି ସ୍ଥିତିରେ ଭିତ୍ତିଭୂମି ସଜାଡ଼ିବା ପରେ ପ୍ରବାସୀଙ୍କୁ ଆଣିବାକୁ ବିରୋଧୀ ପରାମର୍ଶ ଦେଇଛନ୍ତି। ତେବେ ପରିବହନ ମନ୍ତ୍ରୀ କହିଛନ୍ତି ସମସ୍ୟା ଉପୁଜିଲେ ସମାଧାନ ହେବ। ସେପଟେ କାର୍ଡ ନଥିଲେ ବି ଓଡ଼ିଶା […]
ପୁରୀ: ଲକ୍ ଡାଉନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା। କେବଳ ସେବାୟତମାନେ ପ୍ରବେଶ କରିପାରିବେ। କିନ୍ତୁ ଅକ୍ଷୟତୃତୀୟା ଦିନ ଶ୍ରୀ ଜଗନ୍ନାଥ ମନ୍ଦିରକୁ କିଭଳି ଗଲେ ଭୁବନେଶ୍ୱର ଏୟାର୍ପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଫେରିଥିବା ବିବାଦୀୟ କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇ । କେବଳ ସେ ଏକା ନୁହେଁ, ତାଙ୍କ ସାଙ୍ଗରେ ଅନ୍ୟ ଜଣେ ବି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ତାହା ପୁଣି ବିନା ଥର୍ମାଲ୍ ସ୍କାନିଂରେ। ତେଣୁ ସଂକ୍ରମଣକୁ ନେଇ […]
ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ ବଳୟ ସୃଷ୍ଟିହେବା ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର, କନ୍ଧମାଳ, […]
ରାୟଗଡ଼ା: ରାଜସ୍ଥାନର କୋଟାରେ ମେଡିକାଲ କୋଚିଂ ନେଉଥିବା ରାୟଗଡ଼ା ଅଞ୍ଚଳର କେତେକ ଛାତ୍ର ଲକଡାଉନ ପାଇଁ ଫସି ରହିଛନ୍ତି। ସେମାନଙ୍କୁ କୋଟାରୁ ଉଦ୍ଧାର କରି ଆଣିବା ଲାଗି ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିଜ ଅଞ୍ଚଳକୁ ଫେରିଥିବାବେଳେ କେବଳ ଓଡ଼ିଆ ଚାତ୍ରଛାତ୍ରୀ ଅଟକି ରହିଛନ୍ତି। ଏଣୁ ସେମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଯୋଗାଯୋଗ […]
ପାରଳାଖେମୁଣ୍ଡି: କରୋନାର କାୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ରାଜ୍ୟ ଲୋକଙ୍କୁ ନିଜ ରାଜ୍ୟରେ ପୂରାଇ ନଦେବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ। କେତେବେଳେ ରାସ୍ତାରେ ରାତାରାତି କାନ୍ଥ ନିର୍ମାଣ ତ ଆଉ କେତେବେଳେ ଜାତୀୟ ରାଜପଥକୁ ଅବରୋଧ କରି ଲୋକଙ୍କୁ ଅଟକାଉଛନ୍ତି। ଆମ ରାଜ୍ୟକୁ ନେଇ ମଧ୍ୟ ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୀମାରେ ରାସ୍ତାକୁ ଲୋକେ ଖୋଳି ପକାଇଥିବା ଖବର ଚର୍ଚ୍ଚା ହେଉଛି। ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଏକ […]
ନୟାଗଡ଼: ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ନୟାଗଡ଼ ଜିଲ୍ଲା କେନ୍ଦୁଢିପିରେ ତୁମୁଳକାଣ୍ଡ। ସରପଞ୍ଚଙ୍କ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆହତ ହୋଇଛନ୍ତି। ଗତକାଲି ସକାଳେ ଭୁବନେଶ୍ୱରରେ ରହୁଥିବା କେନ୍ଦୁଢିପିର ମଧୁସୂଦନ ସାହୁ ନିଜ ଗାଁକୁ ଫେରିଥିଲେ। ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ମଧୁସୂଦନଙ୍କୁ ନେଇ ହୋମ୍ କ୍ୱାରେଣ୍ଟାଇନ୍ରେ ରଖିଥିଲେ। ଏହାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଓ ନାଏବ ସରପଞ୍ଚ ଅରୁପ ସାହୁ, ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଶଶଧର […]
ବ୍ରହ୍ମପୁର: ବାହାର ରାଜ୍ୟରୁ ସମୁଦ୍ର ପଥରେ ଶ୍ରମିକଙ୍କ ଫେରିବା ଜାରି ରହିଛି। ଗତକାଲି ରାତିରେ ପୁଣି ୩୩ ଜଣ ଶ୍ରମିକ ଏକ ଡଙ୍ଗା ସାହାଯ୍ୟ ରେଚେନ୍ନାଇରୁ ଓଡ଼ିଶାକୁ ଫେରିଛନ୍ତି। ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରବେଳାରେ ଆସି ପହଞ୍ଚିଛନ୍ତି ସମସ୍ତ ଶ୍ରମିକ। ୨ ଲକ୍ଷ ୧୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ। ଡଙ୍ଗାରେ ଆସିଥିବା ୩୩ଜଣଙ୍କ ମଧ୍ୟରୁ ଗଂଜାମ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧, ମାର୍କଣ୍ଡି ଗାଁର […]
ଭୁବନେଶ୍ୱର: ଲିଭିଗଲା ଓଡ଼ିଆ ନ୍ୟଟ୍ୟଜଗତର ଉଜ୍ଜ୍ଵଳ ଜ୍ୟୋତି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ନାଟ୍ୟକାର ବିଜୟ ମିଶ୍ର। ଆଜି ୮୩ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହିତ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥରେ ସେ ସଂଳାପ ଲେଖିଥିଲେ। ତାଙ୍କ ଦ୍ୱାରା ରଚିତ ତଟ ନିରଞ୍ଜନା ନାଟକ ବହୁ ଭାଷାରେ ଅନୁବାଦିତ ହୋଇଛି। ଏଥସହିତ ଜାଜାବର ଓ ରଜନୀ ଗନ୍ଧା ଭଳି ଫିଲ୍ମର ନିର୍ଦ୍ଦେଶନା […]
ରାଉଲକେଲା: ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଛି ରାଉରକେଲା ପୌରନିଗମ। ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲାରୋଡ ବାସିନ୍ଦା ହୋଇଥିବାରୁ ନାଲାରୋଡ୍ ଅଞ୍ଚଳ ସଂଲଗ୍ନ ଅଞ୍ଚଳକୁ ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚଠାରୁ ମହତାବ ରୋଡ ପଏଣ୍ଟ, ମେନ୍ ରୋଡର ମଧ୍ୟଭାଗ […]
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ରେ ଅଖି ମୁଠି ଅନୁକୁଳ କରିଛନ୍ତି। ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପାଖରେ ଥିବା ଜଣେ କୃଷକଙ୍କ ଜମିରେ ଅରୁଣ ପୂଜାପାଠ କରିବା ପରେ ବିହନ ବୁଣିବା ସହ ଲଙ୍ଗଳ ଧରି ଚାଷ କରିଥିଲେ। ଲକଡାଉନ ପାଇଁ ସରକାରୀ ଭାବେ ପାଳନ ନ କରି ବ୍ୟକ୍ତିଗତ ଭାବେ ଅଖିମୁଠି ଅନୁକୁଳ କରିଛନ୍ତି ମନ୍ତ୍ରୀ। ସେହିପରି ଖାଦ୍ୟ ଯୋଗାଣ […]
ଭଦ୍ରକ: ସାମାଜିକ ଦୂରତା ରକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଭଦ୍ରକ ଏସ୍ପିଙ୍କ ନିବେଦନକୁ ସାମାନ୍ୟ ଗ୍ରହଣ କଲେନି ଭଦ୍ରକବାସୀ। ଶଟ୍ଡାଉନ ଅବଧି ସରୁ ସରୁ ଭଦ୍ରକ ସହରବାସୀ ଘରୁ ବାହାରି ମାର୍କେଟରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। କଚେରୀ ବଜାର, ନୂଆ ବଜାର, ବାଇପାସ୍ ଓ ଚରମ୍ପାରେ ଲୋକଙ୍କ ଭିଡ଼ ଲାଗିଥିଲା। ତେବେ ଜିଲ୍ଲା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଭିଡ଼ ଲାଗିଥିବା ପରିବା ବଜାରରେ ପହଞ୍ଚି ସାମାଜିକ ଦୂରତା ରଖିବାର ବ୍ୟବସ୍ଥା କରିଛନ୍ତି। […]
ଭୁବନେଶ୍ୱର: ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି। ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା। ଜଙ୍ଗଲ ଓ ପାହାଡ଼ ଦେଇ ମଧ୍ୟ ଲୋକ ଆସୁଛନ୍ତି। ଏପରି ବିପଦଜନକ ଭାବେ କେହି ଆସିବା କଥା ନୁହେଁ, ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏପଟେ […]
ଭୁବନେଶ୍ୱର: ଗୁଜରାଟରୁ ବସ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ବସ୍ରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ। ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ ସମନ୍ୱୟ କମିଟି […]
ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ଲକ୍ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ସଟ୍ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ। ସଟଡାଉନ ସରିଥିବାରୁ ବଜାରକୁ ଯାଇ ଭିଡ଼ ନ କରିବା ଲାଗି ଜିଲ୍ଲାବାସୀଙ୍କୁ ନିବେଦନ କରିଛି ଭଦ୍ରକ ପୋଲିସ। ଏନେଇ ଜିଲ୍ଲା ପୋଲିସ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୁନ୍ଦରଗଡ଼ର ୩ ନୂଆ ଆକ୍ରାନ୍ତ ରାଉରକେଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ମହିଳାଙ୍କ ବୟସ ୫୭ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ମଧ୍ୟରୁ ଜଣେ ବୟସ ୨୩ ବର୍ଷ ର ଯୁବକ ଓ ଅନ୍ୟ ଜଣଙ୍କ ବୟ ୬୦ ବର୍ଷ। ଚିହ୍ନଟ […]