• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

BJB କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣା, ୪ ଛାତ୍ର ଅଟକ

ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି । More
  • Satyendu Shekher Mishra
  • 1 year ago

ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ । More
  • Satyendu Shekher Mishra
  • 1 year ago

ଆଉ ଚାଲିବନି ଟଙ୍କିକିଆ ଚାଉଳ ରାଜନୀତି ! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଅକଳରେ ରାଜ୍ୟ ସରକାର

ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର । More
  • Satyendu Shekher Mishra
  • 1 year ago

ରାଜଧାନୀରେ କେତେ ସୁରକ୍ଷିତ ମହିଳା ? SIଙ୍କୁ ଖଣ୍ଡା ଧରି ଗୋଡ଼େଇଲେ, ଏଯାଏଁ ଧରାପଡ଼ି ନାହାନ୍ତି...

ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି । More
  • Satyendu Shekher Mishra
  • 1 year ago

୧୨୦ ବର୍ଷ ପରେ କୋଣାର୍କରୁ ବାହାରିବ ବାଲି, ବ୍ଲାକ୍ ପାଗୋଡା ପ୍ରତି ସୃଷ୍ଟି ହେବନି ତ ବିପଦ ?

ଟ୍ରଲି-ଲିଫ୍ଟ ସାହାଯ୍ୟରେ ହେବ ଉତ୍ତୋଳନ । More
  • Prangyan Parimita
  • 1 year ago

ରାଜ୍ୟରେ ବୁଡେଇ ଦେବେ କି ବାଘ ବଂଶ? ବାରିପଦା ପରେ ବୌଦ୍ଧରେ ମହାବଳ ଶିକାର

୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ More
  • Prangyan Parimita
  • 1 year ago

କାହିଁକି ଝିଅକୁ ମିଳୁନି ବାପାର ଶେଷ ଚିଠି? ଓଟିଭି ହାତରେ କ୍ରାଇମବ୍ରାଞ୍ଚ ଅଧିକାରୀ-ଲିପିକା ବାର୍ତ୍ତାଳାପ ଅଡିଓ

ଗୋବିନ୍ଦ ସାହୁ ଚିଠିରେ ଲୁଚିଛି କି ରହସ୍ୟ? ଝିଅ ଲିପିକା ନାଁରେ ଲେଖା ଚିଠିକୁ କାହିଁକି ଦେଉନି କ୍ରାଇମ୍ବ୍ରାଞ୍ଚ? More
  • Satyendu Shekher Mishra
  • 1 year ago

ଯିଏ ଦିନେ ହାତ ଧରି କାମ ଶିଖାଇଥିଲେ, ତାଙ୍କୁ ଦେଲେ ଏମିତି ଗୁରୁଦକ୍ଷିଣା...

କଣ ପାଇଁ ଓ କେମିତି ହତ୍ୟା କରିଥିଲା ପୁରୁଷୋତ୍ତମ ତାହା ଟିକିନିଖି କରି କହିଲା । More
  • Rajalaxmi Sahoo
  • 1 year ago

ଭୁବନେଶ୍ୱର ଆସୁଥିବା ବେଳେ ଓଲଟି ପଡ଼ିଲା ବସ୍‌, ଗାଡ଼ିରେ ଥିଲେ ୭୦ ଯାତ୍ରୀ...

ବସ୍‌ଟି ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। More
  • Prangyan Parimita
  • 1 year ago

ଓଡ଼ିଶାର ଏମିତି ଏକ ସ୍ଥାନ ! ଯେଉଁଠି ଭଗବାନ୍‌ ନୁହେଁ, ପୂଜା ପାଏ ଅସୁର

ଶାମ୍ବ ଦଶମୀ ଦିନ ଗାଁ ଲୋକେ ଏଠାରେ ଶମ୍ବରାସୁର ଓ ନାରାୟଣଙ୍କୁ ପୂଜା କରିଥାନ୍ତି । More
  • Rajalaxmi Sahoo
  • 1 year ago

ନୂଆବର୍ଷ ରାତିରେ ଭୁବନେଶ୍ୱରରେ ଆତଙ୍କରାଜ: ବିଚ୍‌ ରାସ୍ତାରେ ମହିଳା ପୋଲିସ୍‌ଙ୍କୁ ଗୋଡ଼ାଇଲେ, ଜୀବନ ବଞ୍ଚାଇବା ପାଇଁ...

ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍‌ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।  More
  • Rajalaxmi Sahoo
  • 1 year ago

LIVE ଦୁର୍ଘଟଣା: ଗଡ଼ାଣିରେ ଧରିଲାନି ବ୍ରେକ୍‌, ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ...

ଗଡ଼ାଣିରେ ଧରିଲାନି ବ୍ରେକ୍‌। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ। More
  • Rajalaxmi Sahoo
  • 1 year ago

ଏ ସଂସ୍ଥା ଏଡ଼େ ଠକ ? ଚାକିରି ଲୋଭ ଦେଖାଇ ଖାଇଗଲେ ଲକ୍ଷାଧିକ ଟଙ୍କା...

ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।  More
  • Satyendu Shekher Mishra
  • 1 year ago

ଯୁବ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଲଭ୍-ସେକ୍ସ-ଧୋକ୍କା ଲିଙ୍କ୍ !

ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ । More
  • Satyendu Shekher Mishra
  • 1 year ago

ରାଜଧାନୀରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁ ଗର୍ଜନ, ୮ଦଫା ଦାବିରେ ବିଶାଳ ରାଲି

ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନା । More
  • Satyendu Shekher Mishra
  • 1 year ago

ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନା ! ବିଜେପିର ପ୍ରସ୍ତୁତ କରିଛି ଦୁଇ ସୂତ୍ରୀ ଫର୍ମୁଲା

ସବୁ ବୁଥ୍‌ରେ ସଂଗଠନ ମଜଭୁତ ଉପରେ ବି ଜୋର୍ । ସରକାର ଚଳାଉଛି କିଏ ? ନଡ୍ଡାଙ୍କ ପ୍ରଶ୍ନ ଲୋକଙ୍କ ପାଖେ ପହଞ୍ଚାଇବାକୁ ହେବ ପ୍ରୟାସ । More
  • Satyendu Shekher Mishra
  • 1 year ago

ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ, ୧ ଟଙ୍କା ବି ଦେବାକୁ ପଡ଼ିବନି

ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି । ମୋଦି ଚାଉଳ ବନାମ ନବୀନ ଚାଉଳକୁ ନେଇ ତେଜିଲା ରାଜନୀତି । More
  • Prangyan Parimita
  • 1 year ago

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆସନ୍ତା ୫ରେ ଲଞ୍ଚ୍ ହେବ 5G ସେବା

ଶୁଭାରମ୍ଭ କରିବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, 4G ତୁଳନାରେ ୧୦ ଗୁଣା ଅଧିକ ହେବ ଇଣ୍ଟରନେଟ ସ୍ପିଡ୍ More