• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 22 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 1 year ago

ଦିଲ୍ଲୀରେ ତେଜିଛି ଭେଟଘାଟ୍ ପଲିଟିକ୍ସ : ରାଜ୍ୟ ସ୍ୱାର୍ଥ ଆଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛନ୍ତି ନେତା

ଭେଟିବାକୁ ବିଜେଡି-ବିଜେପି ମଧ୍ୟରେ କମ୍ପିଟିସନ୍,ସଂସଦରେ ଅର୍ଚ୍ଚନା ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି More
  • Prangyan Parimita
  • 1 year ago

ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ମହାପ୍ରଭୁଙ୍କ ଦର୍ଶନ : ହ୍ୱିଲ ଚେୟାର ଓ ରାମ୍ପ୍ ସୁବିଧା ନଥିବାରୁ ବଢୁଛି ଅସନ୍ତୋଷ

ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ More
  • Prangyan Parimita
  • 1 year ago

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . . ଆମ୍ବୁଲାନ୍ସ ଭିତରେ ପୁଅ ଶୋଇଥିବା ବେଳେ ରଡ଼ି ଛାଡ଼ି କାନ୍ଦୁଛି ମା More
  • Chandan Shishu
  • 1 year ago

ଓଟିଭି ପରିବାର ସଦସ୍ୟ ରବି ନାରାୟଣ ଦାଶଙ୍କ ଦୁଃଖଦ ମୃତ୍ୟୁ

ରବି ନାରାୟଣଙ୍କ ବିୟୋଗରେ ଆଜି ଓଟିଭି ଅଫିସ୍ ପରିସରରେ ଏକ ଶୋକସଭାର ଆୟୋଜନ ହୋଇଥିଲା। More
  • Prangyan Parimita
  • 1 year ago

ଗୋବିନ୍ଦ ମୃତ୍ୟୁକୁ ନେଇ ତେଜିଲା ରାଜନୀତି : ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଇନ ଶୃଙ୍ଖଳା ବିଭାଗ ଯାହା ପାଖେ ସିଏ ଉତ୍ତର ଦେବା ଜରୁରୀ More
  • Prangyan Parimita
  • 1 year ago

ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳା ପିନ୍ଧିଲେ ନୋ ଏଣ୍ଟ୍ରି

କଳାକୁ ଏତେ ଡର କାହିଁକି? ସଭା ସ୍ଥଳ ଯିବା ପୂର୍ବରୁ କଳା ଜିନିଷ ବାହାରେ ରଖି ଯିବାକୁ ପଡ଼ିଲା More
  • Rajalaxmi Sahoo
  • 1 year ago

ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା !

ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। More
  • Satyendu Shekher Mishra
  • 1 year ago

ଦାବି ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଦିବ୍ୟାଙ୍ଗ, ଦେଖନ୍ତୁ ଭିଡିଓ

ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସଂପୃକ୍ତ ଦିବ୍ୟାଙ୍ଗ । More
  • Rajalaxmi Sahoo
  • 1 year ago

ଶିମିଳିପାଳ ହାତୀପୋଡ଼ି ଘଟଣା: ପ୍ରମାଣ ନଷ୍ଟ ପାଇଁ ବନ କର୍ମଚାରୀଙ୍କୁ ବିଷ ଦେଇ ମାରିଦେଲେ !

ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  More
  • Satyendu Shekher Mishra
  • 1 year ago

ସବୁ ଦୁଃଖ ଯେମିତି ୟାଙ୍କ ପାଇଁ ଥିଲା ! ବେଲୁନ୍‌ ବିକିଲେ ଘର ଚଳିବ, ବ୍ଲଡ୍ କ୍ୟାନ୍‌ସର ପାଇଁ ଔଷଧ ବି ଖାଇବେ

ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍‌ । More
  • Satyendu Shekher Mishra
  • 1 year ago

ଗାଁରେ କାହାକୁ ମିଳୁନି ଆବାବସ ! କୁଆଡ଼େ ଯାଉଛି ସରକାରଙ୍କ ଟଙ୍କା, କିଏ ନେଉଛି ?

ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର । More
  • Satyendu Shekher Mishra
  • 1 year ago

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ, ପରେ ଭୁଲି ଗଲେ; ଏବେ ଜେଲ୍‌ରେ BJD ନେତା

ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ । More
  • Rajalaxmi Sahoo
  • 1 year ago

ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଟେଷ୍ଟିଂ ବେଳେ କୌଣସି ଲକ୍ଷଣ ନଥିଲା, ପରେ ଜଣାପଡ଼ିଲା ଆକ୍ରାନ୍ତ...

ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା। More
  • Satyendu Shekher Mishra
  • 1 year ago

ଚୀନ୍‌ରେ କୋଭିଡ ସ୍ଥିତି ଭୟଙ୍କର, ଭାରତକୁ ସତର୍କ ଘଣ୍ଟି ! ଓଡ଼ିଶାରେ ବି ଚୀନ୍‌ ଭାଇରସ..

ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ । More
  • Prangyan Parimita
  • 1 year ago

ଗୁରୁ ଚୋରି କରୁଥିଲେ ଚାଉଳ : ଧରି ପକାଇଲେ ଗ୍ରାମବାସୀ

ଲଜ୍ଜା !! ଚାଉଳ ବିକ୍ରି ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲେ ଶିକ୍ଷକ More
  • Satyendu Shekher Mishra
  • 1 year ago

ହୋର୍ଡିଂ ଉପରେ ହାଇଡ୍ରାମା ! ମୁକ୍ତିକାନ୍ତଙ୍କ ଆତ୍ମାହୁତି ଧମକ୍‌, ବଢ଼ାଇଦେଲା ସରକାରଙ୍କ ଚିନ୍ତା

ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା । More
  • Satyendu Shekher Mishra
  • 1 year ago

କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି । More
  • Prangyan Parimita
  • 1 year ago

ନିରାଶ୍ରୟଙ୍କୁ ଜାଡ଼ ଯନ୍ତ୍ରଣା : ବାସହୀନଙ୍କ ମୁହଁରେ ଦୁର୍ଦ୍ଦଶାର କାହାଣୀ . . .

ଖୋଲା ଆକାଶ ତଳେ ବାସହୀନ More