• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 12 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ବଡ଼ ପଦକ୍ଷେପ ! ଓକିଲଙ୍କ ଲାଇସେନ୍ସ ବାତିଲ, ଦେଢ଼ ବର୍ଷ ଯାଏ କରିପାରିବେନି ଓକିଲାତି

ଆଜି ଠାରୁ ତତ୍‌କାଳ ସସ୍‌ପେଣ୍ତ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି । More
  • Manoranjan Behera
  • 1 year ago

ଯାଇଥିଲେ ବିବାହ ଭୋଜିକୁ, ଫେରିବା ବାଟରେ ପାଲଟିଗଲେ ଶବ

ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ । More
  • Satyendu Shekher Mishra
  • 1 year ago

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ । More
  • Manoranjan Behera
  • 1 year ago

ଶ୍ରଦ୍ଧାଞ୍ଜଳି ଖୋଲିଦେଲେ ଅର୍ଚ୍ଚନାଙ୍କ କଳା ଧନ୍ଦାର ଗୁମର

ବ୍ଲାକମେଲ କ୍ୱିନ୍‌ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ । ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ । ଆଉ କିଏ ହେଉଥିଲେ ମାଲାମାଲ୍? More
  • Satyendu Shekher Mishra
  • 1 year ago

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହକି ତାରକା ବିରେନ୍ଦ୍ର ଲାକ୍ରା, ଜାଣନ୍ତୁ ପୁରା କାହାଣୀ

ଇନ୍‌ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । More
  • Satyendu Shekher Mishra
  • 1 year ago

ଭୁବନେଶ୍ୱରରେ କଂଗ୍ରେସ ସହ ବିଜେଡିର ଡିଲ୍ ! ଦିଲ୍ଲୀରେ ବିଜେପି ସହ ମ୍ୟାନେଜ୍ !

ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା । More
  • Prangyan Parimita
  • 1 year ago

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ : କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି । More
  • Prangyan Parimita
  • 1 year ago

ନିଆରା ଢ଼ଙ୍ଗରେ ନ୍ୟାୟ ପାଇଁ ଗୁହାରୀ ! ବେକରେ ଫଟୋ ଝୁଲାଇ ୨ କିମି ଚାଲିଲେ ବୃଦ୍ଧ

ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ଖଗେଶ୍ୱର More
  • Prangyan Parimita
  • 1 year ago

ଓକିଲ ଆନ୍ଦୋଳନ ନେଇ ଡିଜିପିଙ୍କୁ ସୁପ୍ରିମ ଭର୍ତ୍ସନା : ‘ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ’

ରାଗି ଗଲେ ଦେଶର ସର୍ବୋଚ୍ଚ ଅଦାଲତ, ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ କହିଲେ କୋର୍ଟ More
  • Rajalaxmi Sahoo
  • 1 year ago

ଅପହରଣ ନୁହେଁ ଭୟଙ୍କର ଦୁର୍ଘଟଣାର ଶିକାର ! ମିଳିଲା ନିଖୋଜ ୪ ଜଣଙ୍କ ପତ୍ତା

ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍‌ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି। More
  • Chandan Shishu
  • 1 year ago

ଏମିତି ଏକ ଗାଁ, ଯେଉଁଠି ଖଟରେ ଶୁଅନ୍ତିନାହିଁ ଲୋକେ

ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି। More
  • Rajalaxmi Sahoo
  • 1 year ago

ହକି ବିଶ୍ୱକପ୍‌ ଫିଭର୍‌: ରାତିରେ ରାଜଧାନୀ ରାସ୍ତାରେ କିନ୍ନରଙ୍କୁ ଛିଡ଼ା ହେବା ମନା !

ବିଶ୍ୱକପ୍ ପୂର୍ବରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି ପୋଲିସ। ଫୋକସ୍‌ରେ ବଞ୍ଜାରା, କିନ୍ନର ଓ ଭିକ୍ଷୁକ। More
  • Rajalaxmi Sahoo
  • 1 year ago

୧୦ ବର୍ଷ ହେଲା ନିଖୋଜ ଥିଲେ, ମାଟି ଖୋଳିବା ପରେ ମିଳିଲା ମୃତଦେହ

ହତ୍ୟା କରି ମାଟିରେ ପୋତି ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ୧୦ ବର୍ଷ ପରେ ମାଟିତଳୁ ପୋଲିସ ଉଦ୍ଧାର କରିଛି। ହତ୍ୟା ପରେ ମୃତଦେହ ପୋତାଯାଇଥିବା ସ୍ଥାନକୁ ଦୁଇ ଦିନ ଧରି ପୋଲିସ ଜେସିବି ସାହାଯ୍ୟରେ ଖୋଳିଥିଲା। More
  • Rajalaxmi Sahoo
  • 1 year ago

ଆନ୍ଦୋଳନକୁ ରୋକିବା ଲାଗି ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି !

ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। More
  • Rajalaxmi Sahoo
  • 1 year ago

ଦମ୍ପତିଙ୍କ ସମେତ ୪ ନିଖୋଜ, ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା...ଫୋନ୍‌ ସ୍ୱିଚ୍‌ ଅଫ୍‌

୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ। More
  • Chandan Shishu
  • 1 year ago

କୁଆଡ଼େ ଗଲେ ଗୋଟିଏ ପରିବାରର ୪ ଜଣ?

ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ଅପହଞ୍ଚ ହୋଇଥିଲା। More
  • Prangyan Parimita
  • 1 year ago

ରାଜ୍ୟ ସରକାରଙ୍କ ନୂଆ ସ୍କ୍ରାପିଂ ପଲିସିକୁ ବିରୋଧ : ଜାନୁଆରୀ ୧୧ରୁ ଧର୍ମଘଟକୁ ଓହ୍ଲାଇବାକୁ ଟ୍ରକ୍ ମାଲିକ ସଂଘର ଚେତାବନୀ

ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ପରିବହନ ମନ୍ତ୍ରୀ More
  • Prangyan Parimita
  • 1 year ago

ପଦ୍ମପୁରରେ ଶଙ୍ଖ-ହାତ ଡିଲକୁ ନେଇ କଂଗ୍ରେସରେ ଝଡ଼ ! ଜୟନାରାୟଣଙ୍କ ଅଭିଯୋଗକୁ କିଛିକାଂଶରେ ସତ କହିଲେ ସୁର

ପିସିସି ସଭାପତିଙ୍କ ଚ୍ୟାଲେଂଜ୍-ପ୍ରମାଣ ଦେଲେ ସନ୍ନ୍ୟାସ ନେବି ।୨୪ ନିର୍ବାଚନରେ କଂଗ୍ରେସ ଭୋଟ୍ କିଏ ନେବ? ତାକୁ ନେଇ ଚର୍ଚ୍ଚା More
  • Prangyan Parimita
  • 1 year ago

କପିଲ ଶର୍ମା ସୋରେ ଚମକିଲେ ବ୍ରହ୍ମପୁରର ଦିବ୍ୟାଙ୍ଗ କଳାକାର ପଦ୍ମନାଭ

ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ଡ୍ୟାସ୍ କରିଥିଲେ More
  • Chandan Shishu
  • 1 year ago

ବନ କର୍ମଚାରୀ କାଟିଦେଲେ ଦନ୍ତାର ଦାନ୍ତ 

ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି। More