• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଭାବର ଠାକୁରଙ୍କ ପ୍ରତି ଅସମ୍ମାନ କରିବାକୁ କେମିତି ଗଲା କାହା ହାତ

ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି। More
  • Chandan Shishu
  • 2 years ago

‘ବୁଲେଟ୍‌ ପ୍ରୁଫ୍‌’ କାର୍‌ ଛାଡ଼ି ଅଟୋ ଚଳାଇ ଯାଉଛନ୍ତି ୪ ଆମେରିକୀୟ କୂଟନୀତିଜ୍ଞ

ସରିନଙ୍କ କହିବା କଥା ଆମେରିକାର ନାଗରିକ ହେଲେ ବି ଭାରତ ମୋ ଜନ୍ମମାଟି। More
  • Satyendu Shekher Mishra
  • 2 years ago

ଚାଲିଥିଲା ବାଣ ପ୍ରତିଯୋଗୀତା, ଏକାଥରେ ସବୁ ଫୁଟିଗଲା ! ହେଲା ଭୟଙ୍କର ବିସ୍ଫୋରଣ

ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି । More
  • Satyendu Shekher Mishra
  • 2 years ago

ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦି ରାଜନୀତି ! କାନ୍ଦି କାନ୍ଦି କହିଲେ ପ୍ରଦୀପ, ‘ନବ ପଠାଇଛନ୍ତି ଗୁଣ୍ଡା’

ବିଜେଡିର ଗୁଣ୍ଡାମାନେ ଆକ୍ରମଣ ଉଦ୍ୟମ କରିଛନ୍ତି କହିଲେ ପ୍ରଦୀପ । ହତ୍ୟା ଧମକ ଅଭିଯୋଗରେ ଜୟନାରାୟଣଙ୍କୁ ସୁଶାନ୍ତ ସିଂଙ୍କ ଟାର୍ଗେଟ୍ । More
  • Satyendu Shekher Mishra
  • 2 years ago

ଏଥର ଜମିବ ଅଧିବେଶନ ! ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ଅର୍ଚ୍ଚନା ଅସ୍ତ୍ର

ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍‌ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ । More
  • Satyendu Shekher Mishra
  • 2 years ago

ନାଗଲୋକର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍‌ରେ ED ! ଖୋଳୁଛି ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗ

କଳାଧନ ଅର୍ଜନର କଳଙ୍କିତ ଅଧ୍ୟାୟର ଫିଟାଉଛି ଗୁମର । ଅର୍ଚ୍ଚନା ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ଜେରା । More
  • Chandan Shishu
  • 2 years ago

କେଉଁଠୁୁ ଓ କାହିଁକି ଶୁଭିଲା କାନଫଟା ଶବ୍ଦ

ଏହା କୌଣସି ପ୍ରାକୃତିକ ଘଟଣା, ନା ମନୁଷ୍ୟକୃତ? More
  • Satyendu Shekher Mishra
  • 2 years ago

ହଠାତ୍‌ ୩ ଭଉଣୀଙ୍କ ଚାଲିଲାନି ଗୋଡ଼ ! ଏବେ ମାଆ-ବାପାଙ୍କ କାନ୍ଧ ହିଁ ସାହାରା

ସବୁକିଛି ଠିକ୍‌ ଥିବା ପରେ ବି ହଠାତ୍‌ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି । More
  • Satyendu Shekher Mishra
  • 2 years ago

କି ଦୁଃଖ ! ବୋଝ ପରେ ନଳିତା ବିଡ଼ା; ମେଡିକାଲରେ ସ୍ୱାମୀଙ୍କ ଚିକିତ୍ସା ଚାଲିଛି, ସେପଟେ ପୁଅ ହଜିଗଲାଣି

ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍‌ ବି ଚାଲିଛି । More
  • Satyendu Shekher Mishra
  • 2 years ago

ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ସହ ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି । More
  • Chandan Shishu
  • 2 years ago

ବୈଧ ଡକ୍ୟୁମେଣ୍ଟ ବିନା ଗାଡ଼ି ଚଲାଇଲେ ଧରିବ ଇ-ଡିଟେକ୍ସନ

ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରୁଛି। More
  • Satyendu Shekher Mishra
  • 2 years ago

ଜୋରଦାର ତଦନ୍ତ ! ଏବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ED

ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା ପାଇଁ ଯୋଜନା କରୁଛି ଇଡି । More
  • Rajalaxmi Sahoo
  • 2 years ago

ଗର୍ଲଫ୍ରେଣ୍ଡ୍‌ ପାଇଁ ହାଇଡ୍ରାମା ! ପିଟିଲେ, ରାସ୍ତା ଉପରେ ଛାତ୍ରଙ୍କୁ ଆଣ୍ଠେଇ ଧମକ ଦେଲେ...

ପ୍ରେମ ବ୍ୟାପାରକୁ ନେଇ ରାଜଧାନୀ ଭୁବନେଶ୍ୱରର ୨ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। More
  • Prangyan Parimita
  • 2 years ago

‘ମୁଁ ପୀଡ଼ିତ’ ! ସମସ୍ତଙ୍କୁ କୋର୍ଟକୁ ନେଇପାରେ କହିଲେ ଅକ୍ଷୟ ପରିଜା

କିଛି ମିଡିଆ ଉପରେ ବର୍ଷିଲେ ଅକ୍ଷୟ ପରିଜା More
  • Prangyan Parimita
  • 2 years ago

Breaking : ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ଜଳିଲା କବାଡ଼ି ଗୋଦାମ

ନିଆଁ ଲିଭାଇବାକୁ ଉଦ୍ୟମ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ More
  • Rajalaxmi Sahoo
  • 2 years ago

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା

ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। More
  • Rajalaxmi Sahoo
  • 2 years ago

ପୁରୀରେ ବି ମହାପ୍ରଭୁଙ୍କୁ ଅପମାନ: ଟ୍ରଲିରେ ବାନ୍ଧି ବୋହି ନେଲେ, ଭିଡିଓ ଭାଇରାଲ୍‌

ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ। More
  • Rajalaxmi Sahoo
  • 2 years ago

ଆଜିଠୁ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା, ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରର ସିଲ୍ ଖୋଲା ଯିବ

ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। More
  • Chandan Shishu
  • 2 years ago

ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ବଶ କରିବାକୁ ଶାସକ ଦଳର ଚାଲ୍‌

ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି। More
  • Prangyan Parimita
  • 2 years ago

ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ବ୍ୟବସାୟୀ ଅମିୟକାନ୍ତଙ୍କୁ ୧୦ ଲକ୍ଷର ତଥ୍ୟ ମାଗିଲା ଇଡି । ପ୍ରହ୍ୟୁସର ଅକ୍ଷୟ ପରିଜା ବି ହାଜର । ତେଣେ ଇଡ଼ିକୁ ଓଡ଼ିଶା ପୋଲିସର ଅସହଯୋଗକୁ ନେଇ ଉଠିଲା ପ୍ରଶ୍ନ । More
  • Chandan Shishu
  • 2 years ago

କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ। More
  • Prangyan Parimita
  • 2 years ago

ମୁଣ୍ଡ ଓ ମୁହଁ ସାରା କ୍ଷତ ! ରହି ରହି କି ମାଆକୁ ଖୋଜୁଛି କଅଁଳ ଶିଶୁ . ହେଲେ ସେ . . .

ରଖେ ହରି ତ ମାରେ କିଏ ! କୋରେଇ ଟ୍ରେନ୍ ଟ୍ରାଜେଡିରେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିବା ତିନି ମାସର ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା., ଏଣେ ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର । More
  • Preeti Prajna Pradhan
  • 2 years ago

ଇଣ୍ଟିମେଟ୍ ପାର୍ଟନର ଭାୟୋଲେନ୍ସ : ବିଶ୍ୱାସ ଓ ପ୍ରେମର ୩୫ ଖଣ୍ଡ!

ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ବ୍ୟଥିତ ଓ ଆଶଙ୍କିତ କରିଛି। ମାନବିକତା ଓ ପ୍ରେମ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି। ଆସନ୍ତୁ ଜାଣିବା… More