• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 28 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପରାଗରେ ଚିକେନ୍ ବିରିୟାନୀକୁ ନେଇ ହରଡ଼ଘଣାରେ ହେତୁବାଦୀ

ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ହେତୁବାଦୀ ସମାଜ। More
  • Chandan Shishu
  • 2 years ago

ମଧ୍ୟବିତ୍ତଙ୍କ ଘର ସ୍ୱପ୍ନରେ ଗ୍ରହଣ ସାଜିଲା ନଗର ଉନ୍ନୟନ ବିଭାଗ

କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟରୁ ଅତି କମ୍‌ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି । More
  • Ramakrushna Dakua
  • 2 years ago

ରାତି ଅଧରେ ରାନୀଙ୍କ ରେକର୍ଡ ଡ୍ୟାନ୍ସ କାହିଁକି ବନ୍ଦ ହେଲା, ଚପଲ ଫିଙ୍ଗିଥିବା ମହିଳା କହିଲେ ଘଟଣା ଦିନର କାହାଣୀ, ପଢ଼ନ୍ତୁ....

ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ । More
  • Ramakrushna Dakua
  • 2 years ago

ଅଶ୍ଳିଳ ନୃତ୍ୟ ବେଳେ ଅସମ୍ଭାଳ ଭିଡ଼ ; ପେଣ୍ଡାଲ ଚଢ଼ି ଚପଲ ଫିଙ୍ଗି ଡ୍ୟାନ୍ସର ରାନୀଙ୍କୁ ମହିଳାଙ୍କ ବିରୋଧ

ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । More
  • Satyendu Shekher Mishra
  • 2 years ago

ଧାମନଗର ଦଖଲ ପାଇଁ ଜୋରଦାର କସରତ୍, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାଁରେ ଫେକ୍ ଅଡିଓ ଭାଇରାଲ୍ !

ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ । More
  • Satyendu Shekher Mishra
  • 2 years ago

ଜବରଦସ୍ତ ଅଘୋରି ଡ୍ୟାନ୍ସ ! ତୃତିୟ ନୟନରୁ ବାହାରୁଛି ନିଆଁ, ଚାରିଆଡ଼ ଧୁଆଁ ଧୁଆଁ

ମୁଣ୍ଡରୁ ନିଆଁ ବାହାର କରିବାଠାରୁ ଆରମ୍ଭ କରି ବେକରେ ମୁଣ୍ଡ ମାଳ ପକାଇ ଦେଖାଉଛନ୍ତି ଚିତାକର୍ଷକ ନୃତ୍ୟ । More
  • Satyendu Shekher Mishra
  • 2 years ago

ଆମ ନ୍ୟାୟପାଳିକ ସ୍ୱଚ୍ଛ ତ ! ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ 5T ସଚିବଙ୍କ ରୁଦ୍ଧଦ୍ୱାର ବୈଠକ

ରୁଦ୍ଧଦ୍ୱାର ବୈଠକର ଫଟୋ ଭାଇରାଲ୍ । ଫଟୋକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତକ୍ରିୟା । More
  • Chandan Shishu
  • 2 years ago

ଅଧା ନଙ୍ଗଳା ନାଚ ବେଳେ ହେଲା ଜୋତାମାଡ଼

ଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା। More
  • Chandan Shishu
  • 2 years ago

ବାଲେଶ୍ୱରରେ ୧୧ କୋଟି ଟଙ୍କାର ଧଳା ଜହର ଜବତ

ବ୍ରାଉନ୍‌ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।   More
  • Satyendu Shekher Mishra
  • 2 years ago

ଯୁବତୀଙ୍କୁ କମେଣ୍ଟ ମାରିଲେ ବୋଲି ଗାଁ ଲୋକ ଅଧାଲଣ୍ଡା କରି ଚପଲମାଳ ପକାଇ ବୁଲାଇଲେ

ତାଳଚେର ବାଲୁଗାଁ ଅଞ୍ଚଳରେ ଘଟିଛି ଘଟଣା । ଘଟଣାକୁ ନେଇ ଥାନାରେ ହୋଇନି ଏତଲା । More
  • Chandan Shishu
  • 2 years ago

ସହରାଞ୍ଚଳରେ ଘର କରିବା ଲାଗି ଲୋକଙ୍କ ପାଇଁ କଠୋର ସର୍ତ୍ତ

ଘର କରିବାକୁ ଆଶା ବାନ୍ଧିଥିବା ଲୋକଙ୍କୁ ନିରାଶ କରିଛି। More
  • Satyendu Shekher Mishra
  • 2 years ago

5T ସ୍କୁଲ ଛାତରୁ ଖସିଲା ସିଲିଂ ! ଅଳ୍ପକେ ବର୍ତ୍ତିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ । More
  • Satyendu Shekher Mishra
  • 2 years ago

କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ, ସ୍ୱାମୀକୁ ଭଲ କରିବାକୁ ଏଠି ସେଠି ହେଉଛି ନେହୁରା ! ଦେଖନ୍ତୁ ଭିଡିଓ..

ମେଡିକାଲ ବେଡ୍‌ରେ ପଡ଼ିଥିବା ତାଙ୍କ ସ୍ୱାମୀ ହେଉଛନ୍ତି ବାଲେଶ୍ୱର ଔପଦା କମାରପାଳର ବୈକୁଣ୍ଠ ଜେନା । ଯିଏ କି ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ସେ ଘରର ଏକମାତ୍ର ପୁଅ । More
  • Minati Mishra
  • 2 years ago

ହେତୁବାଦୀଙ୍କୁ ଲିଗାଲ୍ ନୋଟିସ୍; ସାତ ଦିନରେ ଜବାବ ଦିଅ

ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା।  ମାମାଲା ଏବେ ପହଞ୍ଚିଲାଣି କୋର୍ଟରେ।  ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ । More
  • Prangyan Parimita
  • 2 years ago

କ୍ରିପ୍ଟୋ କାରବାର କରୁଥିଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ! ଭିଜିଲାନ୍ସ ହାତରେ ଲାଗିଲା ୩୮ଟି ଡକ୍ୟୁମେଣ୍ଟ

ଏଥର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । ହେଲେ ବାବୁ ଟଙ୍କା ସହ କ୍ରିପ୍ଟୋ କାରବାର ବି କରୁଥିବା ସୂଚନା ମିଳିଛି । More
  • Prangyan Parimita
  • 2 years ago

ସାବାଡ୍ ହେବେ ଦଲାଲ ! ସରକାରୀ ମେଡିକାଲରେ ଦଲାଲରାଜ୍ ରୋକିବାକୁ ସରକାର ତତ୍ପର

ସମସ୍ତ ସରକାରୀ ମେଡିକାଲର ମୁଖ୍ୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି More
  • Prangyan Parimita
  • 2 years ago

ଏଣିକି ମୋ ସେବା କେନ୍ଦ୍ରରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା

ପ୍ରେସ ରିଲିଜ ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA More
  • Prangyan Parimita
  • 2 years ago

ଧଉଳି ! ଯିଏ କହେ କଳିଙ୍ଗର କାହାଣୀ, ଉତ୍କଳ ସନ୍ତାନର ସୌର୍ଯ୍ୟର ସାକ୍ଷୀ

ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଶାନ୍ତିସ୍ତୁପ, ଧଉଳି ଏବେବି ଉତ୍କଳ ଇତିହାସର ଅତୀତକୁ ଛାତିରେ ଜାବୁଡି ରଖିଛି More
  • Manoranjan Behera
  • 2 years ago

ପୁଣି ଅନ୍ଧବିଶ୍ୱାସର କୁ-ପରିଣତି; ଗୁଣି ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । More
  • Manoranjan Behera
  • 2 years ago

ହବିଷ୍ୟାଳୀଙ୍କ ‘ନବୀନ ବନ୍ଦନା’; ବିରୋଧି କହିଲେ ପ୍ରଶାସନ ଲେଖିଛି, ଚାପରେ ବୋଲାଯାଇଛି

ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି । More
  • Manoranjan Behera
  • 2 years ago

ବଢ଼ିଲାଣି ବିଜେଡି ନେତାଙ୍କ ଅଡ଼ୁଆ; ବିରୋଧି ଗୋଡ଼ାଇ ଗୋଡ଼ାଇ କରୁଛନ୍ତି ବିରୋଧ

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ । More
  • Satyendu Shekher Mishra
  • 2 years ago

ତେଜୁଛି ଧାମନଗର ଟଙ୍କାବଣ୍ଟା ବିବାଦ ! BJP ପରେ ECIଙ୍କୁ ଫେରାଦ BJD

SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ । More
  • Satyendu Shekher Mishra
  • 2 years ago

ହେତୁବାଦୀଙ୍କ ଚିକେନ୍ ବିରିୟାନୀ ଖିଆକୁ ନେଇ ତେଜୁଛି ବିବାଦ ! କଡ଼ା ଆପତ୍ତି ଜଣାଇଲେ ଶଙ୍କରାଚାର୍ଯ୍ୟ

ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ । More