• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ହରଡ଼ଘଣାରେ ପଡ଼ିବେ ସରକାର ! ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ କି ପଦକ୍ଷେପ ନେଇଛନ୍ତି ପଚାରିଲେ ସୁପ୍ରିମ୍‌କୋର୍ଟ

ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ? More
  • Satyendu Shekher Mishra
  • 2 years ago

ନାମାଙ୍କନ ବେଳେ ସୂର୍ଯ୍ୟବଂଶୀଙ୍କ ଶକ୍ତିପ୍ରଦର୍ଶନ, ପଦଯାତ୍ରା କରି କାଉଣ୍ଟର କଲା ବିଜେଡି

ଧାମନଗର ଉପନିର୍ବାଚନ ପାଇଁ ବଢୁଛି ଉଷ୍ମତା, ନାମାଙ୍କନ ଭରିଲେ ସୂଯର୍ୟବଂଶୀ । ବିଜେପି କହିଲା ୨୪ ପୂର୍ବରୁ ଆମ ପାଇଁ ଇଏ ସେମିଫାଇନାଲ୍ । More
  • Satyendu Shekher Mishra
  • 2 years ago

ନିଶା ଦେଇ ସୁଟ୍ ହେଉଥିଲା ନଗ୍ନ ଭିଡ଼ିଓ ! ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ

ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା । More
  • Chandan Shishu
  • 2 years ago

ହାଇସିକ୍ୟୁରିଟି ନମ୍ବରକୁ ନେଇ ଏସଟିଏକୁ କଡ଼ା ତାଗିଦ ଗଲା ପରିବହନ ବିଭାଗ

ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  More
  • Satyendu Shekher Mishra
  • 2 years ago

ହରିଶଙ୍କର ବନ୍ଦ ! ପର୍ଯ୍ୟଟକ ନିରାଶ, ଜଳ ସତ୍ୟାଗ୍ରହରେ ସ୍ଥାନୀୟ ଲୋକେ

ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି । More
  • Satyendu Shekher Mishra
  • 2 years ago

କଥାରେ ଅଛି ପଢ଼ିବା ପିଲା ଯେମିତି ବି ପାଠ ପଢ଼ିବେ, ତାହା ଏଠି ପ୍ରମାଣିତ.. ପଢ଼ନ୍ତୁ ଅନେକ ଉଦାହରଣ

ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି । More
  • Chandan Shishu
  • 2 years ago

ବିଧାୟକ ସୁର ରାଉତରାୟଙ୍କୁ ଅପମାନ, ସୁରଙ୍କ ବାହୁ ଭିଡ଼ି ବାହାର କରିଦେଲେ ସୁରକ୍ଷାକର୍ମୀ !

ଏଥିପାଇଁ ନବୀନ ସରକାର, ମ୍ୟାନେଜମେଣ୍ଟ ଦାୟୀ ବୋଲି କହିଲେ।  More
  • Manoranjan Behera
  • 2 years ago

ଦଶବର୍ଷ ହେବ ଜମାକାରୀଙ୍କ ଟଙ୍କା କାହିଁକି ଫେରସ୍ତ ହୋଇନି: ସୁପ୍ରିମକୋର୍ଟ

ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ । More
  • Prangyan Parimita
  • 2 years ago

ବ୍ଲାକମେଲର କୁଇନଙ୍କ ସାଂଘାତିକ ଷଡ଼ଯନ୍ତ୍ର ! ପାନୀୟରେ ନିଶା ଦେଇ ନଗ୍ନ ଭିଡିଓ କରିଥିଲେ ଅର୍ଚ୍ଚନା

ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା । More
  • Prangyan Parimita
  • 2 years ago

‘ପିଲା ମୋର ଛାଟିପିଟି ହେଉଥିଲା, ନର୍ସଙ୍କୁ ଡାକିଲି . . ’

ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରୁଥିଲେ, ଏବେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । More
  • Manoranjan Behera
  • 2 years ago

ଆଜିଠୁ ମହିଳା ବିଶ୍ୱକପ ଫୁଟବଲ୍; ସଂଧ୍ୟାରେ ଆମରିକାକୁ ଭେଟିବ ଭାରତ

ରାଜଧାନୀ ଭୁବନେଶ୍ୱରରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍‌ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର । More
  • Manoranjan Behera
  • 2 years ago

ଗାଁ ଗହଳିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ସରକାରଙ୍କ ନୂଆ ପଦକ୍ଷେପ

ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେ ସବୁଥିରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । More
  • Manoranjan Behera
  • 2 years ago

ଧାମନଗର ଉପନିର୍ବାଚନ; ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ । More
  • Satyendu Shekher Mishra
  • 2 years ago

ମୁଣ୍ଡ ଘୁରାଇବା ଭଳି କାହାଣୀ ! ଖୋଲୁଛି ରହସ୍ୟମୟୀର କଳାଧନ୍ଦା ପେଡ଼ି, ଯୁବତୀଙ୍କୁ ମୋହରା କରି ବ୍ଲାକ୍‌ମେଲିଂ କରୁଥିଲା ଅର୍ଚ୍ଚନା

ଗୁମର ଫିଟାଇଲା ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଏତଲା । ୩ କୋଟି ଟଙ୍କା ମାଗି ହତ୍ୟା ଧମକ ବି ଦେଇଥିଲା ଅର୍ଚ୍ଚନା । More
  • Satyendu Shekher Mishra
  • 2 years ago

୨୦୨୪ ଭୋଟ୍ ପୂର୍ବରୁ ବିଜେଡିର ଥଇଥାନ ଷ୍ଟ୍ରାଟେଜୀ, ତିନି ଡଜନ୍ ଅସନ୍ତୁଷ୍ଟ ନେତାଙ୍କୁ ନିଗମ ଲଲିପପ୍

ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ । More
  • Manoranjan Behera
  • 2 years ago

ଚିଠି ସିନା ନାହିଁ ହେଲେ ଭିଡ଼ କମିନି; ନୂଆ ତରିକା ଆପଣାଉଛି ଡାକଘର

ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି । More
  • Manoranjan Behera
  • 2 years ago

ଆଜିଠୁ କାର୍ତ୍ତିକ ବ୍ରତ; ବାବା ଧବଳେଶ୍ୱରଙ୍କ ପୀଠରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି । More
  • Manoranjan Behera
  • 2 years ago

ସାବଧାନ! ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ୫ ହଜାର ଫାଇନ୍‌

ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । More