• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 08 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ନନ୍‌ଷ୍ଟପ ବର୍ଷାରେ ବେହାଲ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ

ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମିରେ ପାଣି । ନୃସିଂହନାଥରେ ଫସିଲେ କାଉଡ଼ିଆ । ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି କହିଲା ପାଣିପାଗ ବିଭାଗ । More
  • Satyendu Shekher Mishra
  • 2 years ago

ଶାହଙ୍କ ଗସ୍ତରେ ବିଜେପି କର୍ମୀଙ୍କ ବଢ଼ିଲା ଉତ୍ସାହ, ବାଟ ସାରା ଫୁଲ ବର୍ଷା

ଦଳୀୟ, ସାମାଜିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ । More
  • Satyendu Shekher Mishra
  • 2 years ago

ମନ୍ତ୍ର ଫୁଙ୍କିଲେ ଶାହ, କହିଲେ ଓଡ଼ିଶାର ଅଛେଦିନ୍‌ ଆସିଗଲା..

ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି । More
  • Prangyan Parimita
  • 2 years ago

କୋକସରା ଓ ଆସିକାରେ ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍ : ଠେଙ୍ଗା ବାଡି ଧରି ରାତି ଉଜାଗର ଗାଁ ଲୋକେ

କଳାହାଣ୍ଡି ଓ ଗଞ୍ଜାମରେ ଡକାୟତ ଗ୍ୟାଙ୍ଗକୁ ନେଇ ଆତଙ୍କ More
  • Prangyan Parimita
  • 2 years ago

ପଢିଛନ୍ତି ପ୍ଲସ୍-ଟୁ, ବୃତ୍ତିରେ ତଥାକଥିତ ଡାକ୍ତର : ଗାଁ ଗାଁରେ ମାତିଛନ୍ତି ନକଲି ଡାକ୍ତର

ଜଳେଶ୍ୱର ଓ ଉଦଳାରେ ବି ସ୍ୱାସ୍ଥ୍ୟ ସେବାର ସାଂଘାତିକ ଚିତ୍ର More
  • Satyendu Shekher Mishra
  • 2 years ago

ଶାହଙ୍କ ବଡ଼ ବୟାନ ! ‘ଓଡ଼ିଶାରେ ବି ଆମ ସରକାର ହେବ’

ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଥିଲେ ଶାହ । କଟକରେ ଏକ ଖବରକାଗଜର ବାର୍ଷିକୋତ୍ସବରେ ଯୋଗଦେଇଥିଲେ ଶାହ । ସେଠାରୁ ଆସିବା ପରେ ମୋଦି @୨୦-ଡ୍ରିମ୍‌ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣରେ ସାମିଲ ହୋଇଥିଲେ । More
  • Pramod Behera
  • 2 years ago

ଫଟୋଗ୍ରାଫି କରିଛନ୍ତି କି; OSSCରେ ଚାକିରି ସୁଯୋଗ

ସିନେମାଟୋଗ୍ରାଫି କିମ୍ବା ଫଟୋଗ୍ରାଫିରେ ଡିପ୍ଲୋମା କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି କରିପାରିବେ ସରକାରୀ ଚାକିରି। ଜାଣନ୍ତୁ କେବେଠାରୁ କରିବେ ଆବେଦନ। More
  • Pramod Behera
  • 2 years ago

କୁକୁରର ମୃତ୍ୟୁରେ ଶୋକ; ହଳଦୀ ପାଣିରେ ଗାଧୋଇ ଶେଷକୃତ୍ୟ କଲେ

ମଣିଷ ଓ ପଶୁ ମଧ୍ୟରେ ଆତ୍ମିୟତା ବଢିଗଲେ ସେ ବି ହେଇଯାଏ ଘରର ଏକ ସଦସ୍ୟ। ମଣିଷ ପରି ଖାଏ, ମଣିଷ ସହ ଶୁଏ ଆଉ ମଣିଷ ପରି ବଢେ। ତା’ର ବିରହ ବି ଦୁଃଖ ଦିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ଗୋଟେ କୁକୁରର ଶେଷକୃତ୍ୟ ଠିକ ମଣିଷ କରି କରାଯାଇଛି। More
  • Rajalaxmi Sahoo
  • 2 years ago

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ଅମିତ ଶାହ, କହିଲେ- ଓଡ଼ିଶାର ଅଚ୍ଛେଦିନ୍‌ ଆସିଗଲା

‘ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି। ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି’ ବୋଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। More
  • Rajalaxmi Sahoo
  • 2 years ago

ଗୋଟିଏ ମଞ୍ଚରେ ଅମିତ ଶାହ- ନବୀନ ପଟ୍ଟନାୟକ ଏକାଠି

କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି।  More
  • Rajalaxmi Sahoo
  • 2 years ago

ନଦୀ ସେପଟେ ରୋଗୀ, ଏପଟୁ ପଲିଥିନରେ ଔଷଧ ଫିଙ୍ଗିଲେ ଡାକ୍ତରୀ ଟିମ୍‌...

ଭରା ନଦୀର ଗୋଟିଏ ପଟରୁ ଆର ପାରିକୁ ଲୋକଙ୍କ ପାଖରେ ପହଞ୍ଚି ନପାରିବାରୁ ମେଡିକାଲ୍ ଟିମ୍‌ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଇବା ସହ ପଲିଥିନରେ ମେଡିସିନ୍‌ ଭର୍ତ୍ତି କରି ଏହାକୁ ନଦୀର ଆରପଟକୁ ଫିଙ୍ଗି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।  More
  • Rajalaxmi Sahoo
  • 2 years ago

ପ୍ରୋଟୋକଲ୍‌ ମାନିଲେନି ଓଡ଼ିଶା ସରକାର, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଗଲେନି କୌଣସି ମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନରେ ରାଜ୍ୟର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିମାନବନ୍ଦରକୁ ଯିବା କଥା। ହେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ୍ ଡିଜି କିମ୍ବା ଗୃହ ସଚିବ କେହି ବି ଯାଇନଥିଲେ।  More
  • Rajalaxmi Sahoo
  • 2 years ago

Daily Horoscope 8th August 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଶୁଭ ଖବର

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ, ସୋମବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Rajalaxmi Sahoo
  • 2 years ago

ହୀରାକୁଦ ଡ୍ୟାମ୍‌ରୁ ମିଳିଲା MCL କର୍ମଚାରୀଙ୍କ ମୃତଦେହ

ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ନିଖୋଜ ୨ଜଣ MCL କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ହୀରାକୁଦ ଡ୍ୟାମ୍‌ର ଝାଙ୍କରାଣୀ ମନ୍ଦିର ନିକଟକୁ MCLର କର୍ମଚାରୀ ଗାଧୋଇବା ପାଇଁ ଯାଇଥିଲେ।  More
  • Rajalaxmi Sahoo
  • 2 years ago

ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର। More
  • Chandan Shishu
  • 2 years ago

ରାଜଧାନୀରେ ବୋହୂ ଆତ୍ମହତ୍ୟାର ଦୁଃଖଦ କାହାଣୀ

କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ? More
  • Chandan Shishu
  • 2 years ago

ଆସୁଛନ୍ତି ଶାହ: ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ

ଅଣରାଜନୈତିକ କାର୍ଯ୍ୟକ୍ରମ ଏବେ କଡା ରାଜନୈତିକ ପରିବେଶ ଭିତରେ କଟକରେ ହେବାକୁ ଯାଉଛି। More
  • Pramod Behera
  • 2 years ago

ଜାତୀୟ ହସ୍ତତନ୍ତ ଦିବସ: ଛାଡ଼ି ହେଉନି କି ରଖି ହେଉନି

ସ୍ୱଦେଶୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ। ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ରାଜ୍ୟର ହସ୍ତତନ୍ତ କାରିଗର। ଆର୍ଥିକ କି ସାମାଜିକ ଅବସ୍ଥାରେ ଆସିପାରୁନି ପରିବର୍ତ୍ତନ। More
  • Rajalaxmi Sahoo
  • 2 years ago

୪୮ ଘଣ୍ଟାରେ ଡିପ୍ରେସନର ରୂପ ନେଇପାରେ ସୁଦୃଶ୍ୟ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। More
  • Rajalaxmi Sahoo
  • 2 years ago

ଜୁନ୍‌ରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା...ବାହାଘରର ୨ ମାସ ପରେ ଜୀବନ ହାରିଲେ ନବବଧୂ

ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି।  More