• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ, ସୋମବାର। ତିଥି – ୧୧ଶୀ ରାତ୍ରି ୦୯/୦୦ ଗତେ ୧୨ଶୀ ଚନ୍ଦ୍ର   – ବିଛା ଦିବା ୦୨/୩୬ ଗତେ ଧନୁ ଘାତ ଚନ୍ଦ୍ର- ଦିବା ୦୨/୩୬ ଗତେ ତୁଳା, କୁମ୍ଭ  ଘାତ ବାର –ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରି ୦୯/୦୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ 
ଶୁଭ ସମୟ-     
ପ୍ରାତଃ ୦୫/୨୮ ରୁ  ୦୭/୦୪
ଦିବା ୧୦/୩୫ ରୁ  ୦୧/୦୯

ଦିବା ୦୪/୪୦ ରୁ ୦୫/୨୪
ସନ୍ଧ୍ୟା ୦୭/୦୦ ରୁ ୦୯/୧୫
ରାତ୍ରି ୧୧/୫୨ ରୁ ୦୨/୨୯

ଅଶୁଭ ସମୟ-
ଋାହୁକାଳ - ପ୍ରାତଃ ୦୭/୦୪ ରୁ  ୦୮/୪୦
କାଳବେଳା - ପ୍ରାତଃ  ୦୭/୦୪ ରୁ  ୦୮/୪୦
ବାରବେଳା –ଦିବା ୦୩/୦୪ ରୁ ୦୮/୪୦
କାଳରାତ୍ରି - ରାତ୍ରି  ୧୦/୨୮ ରୁ ୧୧/୫୨

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ - ଗଣମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ 
ଦ୍ୱିଜା –ଅଜଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି
କୃତିକା –ନକାରାତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ
ପ୍ରତିକାର -  ଶ୍ରୀ ହନୁମାନଙ୍କର ପୂଜା କରନ୍ତୁ

ବୃଷ: 
କୃତିକା  –ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପରିଚିତ ହୋଇପାରନ୍ତି
ରୋହିଣୀ –ଅଫିସରେ ଲାଗି ରହିଥିବା ଅବ୍ୟବସ୍ଥାର ସମାଧାନ ହୋଇଯିବ
ମୃଗଶିରା – ଯାନବାହାନ କିଣିବାରେ ଆଗ୍ରହ ବଢ଼ିପାରେ
ପ୍ରତିକାର – ମା’ କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମିଥୁନ: 
ମୃଗଶିରା  -ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ
ଆଦ୍ରା - ଯାତ୍ରାରେ ଯାଆନ୍ତୁ ଧନଲାଭ ହେବ 
ପୁନର୍ବସୁ -  ସମାଜରେ ଯଶ ଖ୍ୟାତି ବଢିବ
ପ୍ରତିକାର –ଦତାତ୍ରେୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ବ୍ୟବସାୟରେ ନୂଆ ଚୁକ୍ତି କରିବେ
ପୁଷ୍ୟା –  କଳାକାର ପାଇଁ ଦିନଟି ଶୁଭ ରହିବ
ଅଶ୍ଳେଷା -ପ୍ରତିଯୋଗୀଙ୍କ ତ୍ରୁଟି ପାଇଁ ଆପଣ ଲାଭବାନ ହେବେ   
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ  

ସିଂହ: 
ମଘା –ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ
ପୂ , ଫାଲଗୁନୀ -  କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ
ଉ ,ଫାଲଗୁନୀ –  ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ
ପ୍ରତିକାର – କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ  

କନ୍ୟା: 
ଉ , ଫାଲଗୁନୀ – ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ  
ହସ୍ତା –ଅଫିସକାମରେ ଦୂର ସ୍ଥାନକୁ ଯାଇପାରନ୍ତି
ଚିତ୍ରା –ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ 
ପ୍ରତିକାର – ଲାଲ୍‌ ରଙ୍ଗର ପୋଷାକ ପରିଧାନ କରନ୍ତୁ 

ତୁଳା: 
ଚିତ୍ରା – ବନ୍ଧୁଙ୍କ ଠାରୁ ଉତ୍ତମ ପରାମର୍ଶ ମିଳିବ
ସ୍ୱାତୀ – ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ
ବିଶାଖା –ପରିଶ୍ରମର ସନ୍ତୋଷ ଜନକ ଫଳ ମିଳିବ
ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ

ବିଛା: 
ବିଶାଖା – ଲୋକେ ଆପଣଙ୍କ ସ୍ୱଭାବରେ ପ୍ରଭାବିତ ହେବେ
ଅନୁରାଧା – ରାଜନୀତିରେ ସଫଳତା ପାଇବେ
ଜ୍ୟେଷ୍ଠା  –  ଦୂର ସମ୍ପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବେ
ପ୍ରତିକାର – ବଗଳା ମୂଖିଙ୍କର ଦର୍ଶନ କରନ୍ତୁ

ଧନୁ: 
ମୂଳା – ପେଟ ବ୍ୟଥା ଜନିତ ରୋଗ ଦେଖାଦେବ
ପୂ , ଷାଢା – ଜମିଜମା ମାମଲାକୁ ନେଇ ପରିବାର କଳହ ଦେଖା ଦେଇପାରେ  
ଉ , ଷାଢା – ମିଥ୍ୟା କହି ଧରା ପଡ଼ି ପାରନ୍ତି
ପ୍ରତିକାର – ଶ୍ରୀ ରାମଙ୍କର ପୂଜା କରନ୍ତୁ

ମକର: 
ଉ , ଷାଢା -  ଆପଣଙ୍କ ଧ୍ୟାନ ଧର୍ମ ଦିଗରେ  ଅଧିକ ଲାଗି ରହିବ 
ଶ୍ରବଣା –ଅଫିସରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ
ଧନିଷ୍ଠା – ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି
ପ୍ରତିକାର – ମହାଦେବଙ୍କ ପୂଜା କରନ୍ତୁ

କୁମ୍ଭ: 
ଧନିଷ୍ଠା –  ଆପଣଙ୍କର ଆତ୍ମବିଶ୍ୱାସ ସ୍ତର ଉଚ୍ଚ ରହିବ
ଶତଭିଷା – ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ
ପୂ , ଭାଦ୍ରପଦ  – କର୍ମଜୀବୀ ମହିଳା ଦରମା ବଢିପାରେ
ପ୍ରତିକାର – ହଳଦିଆ ପୋଷାକ ବ୍ୟବହାର କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ପୂଜାପାଠରେ  ଅଧିକ ସମୟ ବିତାଇବେ
ଉ , ଭଦ୍ରପଦ - ବ୍ୟବସାୟରେ ଲାଭ ମିଳିବ
ରେବତୀ –ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ
ପ୍ରତିକାର – ବିଷ୍ଣୁଙ୍କର ଦର୍ଶନ ସହିତ ପୂଜାର୍ଚ୍ଚନା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ଯୋଗାଯୋଗ ନମ୍ବର- 0674-3527219,9238397100)